Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ଓସ୍କାର ଦୌଡ଼ରେ ସାମିଲ ହେଲା ‘କାଲିର ଅତୀତ’

February 19, 2021

‘ଓସ୍କାର’ ଚଳଚ୍ଚିତ୍ର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କର ‘କାଲିର ଅତୀତ’। ନିଜ ଟୁଇଟର ହ୍ୟାଣ୍ଡଲରେ ଏ ସଂପର୍କରେ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ନୀଳମାଧବ ପଣ୍ଡା । ସେ କହିଛନ୍ତି ଯେ, ଚଳିତ ବର୍ଷର ଓସ୍କାର ପାଇଁ ସାଧାରଣ ପ୍ରବେଶ ବର୍ଗ ସମେତ ସର୍ବଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବର୍ଗ ପାଇଁ ‘କାଲିର ଅତୀତ’ ପୁରସ୍କାର ଦୌଡ଼ରେ ସାମିଲ ହୋଇଥିବାରୁ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି। ଏହା ପୂର୍ବରୁ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଇଫି)ର ୫୧ତମ ସଂସ୍କରଣର ଭାରତୀୟ ପାନୋରାମା ବିଭାଗରେ ପ୍ରଦର୍ଶିତ ହେବା ଲାଗି ମନୋନୀତ ୨୩ଟି ଫିଚର ଫିଲ୍ମ ମଧ୍ୟରେ ସ୍ଥାନ ପାଇଥିଲା ‘କାଲିର ଅତୀତ’ । ଏହି ଫିଲ୍ମର ସଫଳତା ପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଚଳଚ୍ଚିତ୍ରଟି ବର୍ତ୍ତମାନ ଏକାଡେମି ସ୍କ୍ରିନିଂ ପାଇଁ ଉପଲବ୍ଧ ହେଉଛି ବୋଲି ସୂଚନା ଦେଇଛନ୍ତି।

Share on:
WhatsApp
Please follow and like us:

42total visits,1visits today

Post navigation

ପ୍ରଥମ ହ୍ୱିଲ୍ ଚେୟାର୍ ଟେନିସ୍ କର୍ମଶାଳା ଆରମ୍ଭ
ଇମ୍ୟୁନିଟି ବୁଷ୍ଟର ‘କରୋନିଲ୍‌’ ଏବେ କରୋନା ଔଷଧ

Related Articles

ଆସୁଛନ୍ତି ଗଙ୍ଗୁବାଇ

Odisha News Lens
February 25, 2021February 25, 2021

ମେ’ରେ ମୁକ୍ତିଲାଭ କରିବ ଅକ୍ଷୟଙ୍କ ‘ବେଲ ବଟମ’

Odisha News Lens
February 25, 2021

ବିଗ୍‌ବସ୍‌-୧୪ର ବିଜେତା ହେଲେ ରୁବିନା

Odisha News Lens
February 23, 2021February 23, 2021

Leave a Reply Cancel reply

Your email address will not be published. Required fields are marked *

+ 38 = 39

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ବିଶ୍ୱର ସର୍ବବୃହତ୍ ଷ୍ଟାଡିୟମ୍‌ରେ ବିଜୟ ବାନା ଉଡ଼ାଇଲା ଭାରତ
  • ନନ୍ଦିନୀଙ୍କ ହାତ ଧରିଲେ କ୍ରୀଡ଼ାମନ୍ତ୍ରୀ
  • ଛାତ୍ରୀଙ୍କ ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ
  • ସୁନାପୁର ବେଳାଭୂମିରେ ବିଶାଳକାୟ ସାର୍କ
  • ମହିଳା ଓ ଶିଶୁ ବିକାଶ ପାଇଁ ୫ଟି ଅନ୍‌ଲାଇନ୍‌ ସେବା ଲୋକାର୍ପିତ : ଇ-କଳିକା ଠୁ ମମତା ଆପ୍

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4129375Total Visitors.