Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, March 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗ୍ୟାସ୍ ମୂଲ୍ୟ ବୃଦ୍ଧି: ବୈକୁଣ୍ଠ ଧାମ ...

  • ପୃଥ୍ୱୀ ଶ’-ଆକୃତିଙ୍କ ନିର୍ବନ୍ଧ ଫଟୋ ...

  • ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ, ଭାରତରେ ତେଲ ...

  • ସତର୍କ କରାଇଲା ଆଇଏମ୍‌ଏଫ୍ : ଦରଦାମ୍‌ ...

  • ପାକିସ୍ତାନରେ ତେଲ ଅଭାବ: ଦୁଇ ସପ୍ତାହ ପାଇଁ ...

  • ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ...

  • ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ...

  • କମିଲା ସୁନା ଦର, ଜାଣନ୍ତୁ କେତେ?

  • ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ...

  • ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ...

ବାଣିଜ୍ୟ
Home ›› ବାଣିଜ୍ୟ ››ଆମୱେ ଇଣ୍ଡିଆ ଆନ୍ତର୍ଜାତିକ ମହିଳା ଦିବସକୁ #ହର୍‌ହେଲ୍‌ଥଫାଷ୍ଟ ଅଭିଯାନ ସହିତ ମହିଳାଙ୍କ କଲ୍ୟାଣ ପ୍ରତି ଉତ୍ସର୍ଗ କଲା

ଆମୱେ ଇଣ୍ଡିଆ ଆନ୍ତର୍ଜାତିକ ମହିଳା ଦିବସକୁ #ହର୍‌ହେଲ୍‌ଥଫାଷ୍ଟ ଅଭିଯାନ ସହିତ ମହିଳାଙ୍କ କଲ୍ୟାଣ ପ୍ରତି ଉତ୍ସର୍ଗ କଲା

2024-03-12 11:40:23
16454
Share:
Facebook
Twitter
E-Mail
WhatsApp
Telegram
ଆମୱେ ଇଣ୍ଡିଆ ଆନ୍ତର୍ଜାତିକ ମହିଳା ଦିବସକୁ #ହର୍‌ହେଲ୍‌ଥଫାଷ୍ଟ ଅଭିଯାନ ସହିତ ମହିଳାଙ୍କ କଲ୍ୟାଣ ପ୍ରତି ଉତ୍ସର୍ଗ କଲା

ଭୁବନେଶ୍ୱର: #ଇନ୍‌ସ୍ପାୟାରଇନ୍‌କ୍ଲୁଜନ୍‌ ନିମନ୍ତେ ବିଶ୍ୱବ୍ୟାପୀ ଆହ୍ୱାନ ମଧ୍ୟରେ ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ କମ୍ପାନୀ ଶକ୍ତିଶାଳୀ #ହର୍‌ହେଲ୍‌ଥଫାଷ୍ଟ ଆଭିମୁଖ୍ୟ ଜରିଆରେ ମହିଳାଙ୍କ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେବାର ଦୃଢ ପ୍ରତିବଦ୍ଧତା ସହିତ ଆନ୍ତର୍ଜାତିକ ମହିଳା ଦିବସରେ ସର୍ବାଗ୍ରେ ଛିଡା ହୋଇଥିଲା । ମହିଳାମାନଙ୍କ ସ୍ୱାସ୍ଥ୍ୟରେ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ ପ୍ରେରଣା ପ୍ରଦାନ ଏବଂ ତାହାକୁ ବିସ୍ତାରିତ ଭାବରେ ଉପସ୍ଥାପନ କରିବା ଏହି ପ୍ରୟାସର ଲକ୍ଷ୍ୟ ଥିଲା । ଏକାଧିକ କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା କମ୍ପାନୀ ସମସ୍ତ ଆକାଂକ୍ଷୀ ମହିଳା ସେମାନଙ୍କ ନିଜର ସ୍ୱାସ୍ଥ୍ୟ ଲକ୍ଷ୍ୟ ହାସଲ ଦାୟିତ୍ୱ ନିଜେ ନେବା ଏବଂ ସେମାନଙ୍କ ସ୍ୱପ୍ନ ସାକାର କରିବା ନିମନ୍ତେ ସେମାନଙ୍କର ସୀମାରେଖା ପରିବ୍ୟାପ୍ତ କରିବା ପ୍ରୟାସ ଜାରି ରଖିବାକୁ ସେମାନଙ୍କ ଏକ ପ୍ରଭାବଶାଳୀ ବାର୍ତ୍ତା ପ୍ରଦାନ କରିଥିଲା ।

ଏହି ଅବସରରେ ମତ ଦେଇ ରଜନୀଶ ଚୋପ୍ରା, ହେଡ୍‌, ଆମୱେ ଇଣ୍ଡିଆ ଜୋର୍‌ ଦେଇ କହିଥିଲେ, “ଆମୱେରେ ଆମର ବିଶ୍ୱାସ ଯେ ରୂପାନ୍ତରଣକାରୀ ପରିବର୍ତ୍ତନ ପଛରେ ମହିଳାମାନେ ହେଉଛନ୍ତି ପ୍ରେରକ ଶକ୍ତି । ଏକ ସୁସ୍ଥ ଭାରତ ନିର୍ମାଣ ଦିଗରେ ଆମର ଦୃଢ ପ୍ରତିବଦ୍ଧତାରେ ମହିଳାମାନେ ସେମାନଙ୍କ ପରିବାରର କଲ୍ୟାଣ ଦିଗରେ ନିର୍ବାହ କରୁôଥବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ସମ୍ମାନ ଜଣାଉଛୁ । ସଶକ୍ତ ମହିଳାମାନେ ଜୀବନର ପ୍ରତିଟି ପର୍ଯ୍ୟାୟରେ ଉନ୍ନତ ସ୍ୱାସ୍ଥ୍ୟ ଫଳାଫଳକୁ ପ୍ରୋତ୍ସାହିତ କରିବାରେ ମୁଖ୍ୟ ଭୂମିକା ନେଇଥାନ୍ତି । ପୁନଶ୍ଚ ମହିଳାମାନଙ୍କ ପାଇଁ ବିବିଧତା ଏବଂ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରାଯିବା ଦ୍ୱାରା ଏକ ସକାରାତ୍ମକ ଏବଂ ବହୁଧା ପ୍ରଭାବ ପଡିବ, ଯାହା ସମାଜକୁ ଅଧିକ ଭଲ ନିମନ୍ତେ ପୁନଃ ରୂପ ଦେବ ।”

ସେ ପୁନଶ୍ଚ କହିଥିଲେ, “ଚଳିତ ବର୍ଷର ଆନ୍ତର୍ଜାତିକ ମହିଳା ଦିବସର ବିଷୟବସ୍ତୁ ୰ଇନ୍‌ସ୍ପାୟାରଇନ୍‌କ୍ଲୁଜନ୍‌ର ମହିଳାମାନଙ୍କର ସାମଗ୍ରିକ କଲ୍ୟାଣକୁ ପାଳନ କରିବା ସକାଶେ ଆମୱେର ପ୍ରତିବଦ୍ଧତା ସହିତ ସଠିକ୍‌ ସାମଞ୍ଜସ୍ୟ ରହିଛି । ମହିଳାଙ୍କର ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ପରିବାରଗୁଡିକର ସ୍ୱାସ୍ଥ୍ୟ ସମ୍ପର୍କିତ ସୁଚିନ୍ତିତ ପସନ୍ଦ କରିବା ପାଇଁ ମହିଳାମାନଙ୍କୁ ସଶକ୍ତ କରିବା ଉପରେ ଆମେ ଦୃଷ୍ଟିନିବଦ୍ଧ କରୁଛୁ । ସ୍ୱଯନô, ସୁସ୍ଥ ଜୀବନଶୈଳୀ ଏବଂ କଲ୍ୟାଣ ଦିଗରେ ପ୍ରୟାସ ଆପଣେଇବାକୁ ଆମେ ମହିଳାଙ୍କୁ ଉତ୍ସାହିତ କରୁଛୁ । ମହିଳାମାନେ ଶାରୀରିକ, ଭାବଗତ ଏବଂ ବୃତ୍ତିଗତ ଭାବରେ ବିକାଶ ଲାଭ କରୁଥିବା ଏକ ପରିବେଶ ଯୋଗାଇଦେଇ ଆମୱେ ସମାବେଶୀ କଲ୍ୟାଣ ଦିଗରେ ଏକ ସକାରାତ୍ମକ ରୂପାନ୍ତରଣ ଆଣିବାର ପ୍ରମୁଖ ଭୂମିକା ଗ୍ରହଣ କରିବା ଲକ୍ଷ୍ୟ ରଖିଛି । ମହିଳାମାନେ ସେମାନଙ୍କ ସ୍ୱାସ୍ଥ୍ୟ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଣୀ ଭୂମିକା ନେଉଥିବା ଲକ୍ଷ୍ୟ କରିବା ବାସ୍ତବରେ ପ୍ରେରଣାଦାୟୀ ହୋଇଛି । ଆମୱେର ବିଜିନେସ୍‌ ମାଲିକଙ୍କ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ମହିଳା ହୋଇଥିବାରୁ ସେମାନଙ୍କର ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଦିଗରେ ଆମର ପ୍ରତିବଦ୍ଧତା ସୁସ୍ପଷ୍ଟ ଏବଂ ଏହା ପ୍ରଭାବଶାଳୀ ଉଦାହରଣ ହେଉଛି । ୰ହର୍‌ହେଲ୍‌ଥଫାଷ୍ଟ ଅଭିଯାନ ଅଧୀନରେ ଆମେ ଏଭଳି ଏକ ବିଶ୍ୱ ସୃଷ୍ଟି କରିବାକୁ ସହଭାଗୀତା କରୁୁଛୁ ଯେଉଁଠାରେ ମହିଳାମାନଙ୍କ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବ ଏବଂ ତାକୁ ପାଳନ କରାଯାଉଥିବ । କାରଣ ସେମାନଙ୍କର ସମୃଦ୍ଧି ଓ କଲ୍ୟାଣ ସମସ୍ତଙ୍କ ପାଇଁ ଏକ ଅଧିକ ସମାବେଶୀ, ପ୍ରତିବଦ୍ଧ ଏବଂ ସୁସ୍ଥ ଭବିଷ୍ୟତ ମାର୍ଗ ନିର୍ମାଣ ପଥ ମଜଭୁତ କରିଥାଏ ।”

ପୂର୍ବାଞ୍ଚଳରେ ଆମୱେ ଇଣ୍ଡିଆ ମହିଳା ଲିଡରମାନଙ୍କ ସାମଗ୍ରିକ କଲ୍ୟାଣ ଉପରେ କେନ୍ଦ୍ରୀଭୂତ ଏକାଧିକ ଅନ୍‌ଲାଇନ ଏବଂ ଅଫ୍‌ଲାଇନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ପୋଷଣ, ସୋ÷ନ୍ଦର୍ଯ୍ୟ ଏବଂ ତ୍ୱଚାଯନô ଉପରେ ଅନ୍ତର୍ଦୃଷ୍ଟି ପ୍ରଦାନକାରୀ ଅଧିବେଶନ ଯେଉଁଗୁଡିକ ‘ହେଲ୍‌ଦି ଓମେନ, ହେଲ୍‌ଦି ନେସନ’ (ସୁସ୍ଥ ମହିଳା, ସୁସ୍ଥ ରାଷ୍ଟ୍ର) ବିଷୟବସ୍ତୁର ଅଂଶ ଥିଲା ଏବଂ ତାହା ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ଓ କଲ୍ୟାଣ ଜରିଆରେ ମହିଳାଙ୍କ ସଶକ୍ତିକରଣ ଦିଗରେ ଏହାର ପ୍ରତିବଦ୍ଧତା ମୁତାବକ ରହିଥଲା । ଏଥିସହିତ କୋଲକାତାରେ କମ୍ପାନୀ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯେଉଁଠାରେ ସଫଳ ମହିଳା ଆମୱେ ବିଜିନେସ ମାଲିକ ଓ ସେମାନଙ୍କ ମହିଳା ଜୀବିକା କାର୍ଯ୍ୟକ୍ରମ ନାରୀଶକ୍ତିର ହିତାଧିକାରୀମାନେ ଯୋଗଦେଇ ଆହ୍ୱାନଗୁଡିକର ମୁକାବିଲା କରିବା ଓ ସଫଳତା ହାସଲ ସମ୍ପର୍କରେ ପ୍ରେରଣାଦାୟୀ କଥାମାାନ ସହଭାଗୀତା କରିଥିଲେ । ନାରୀଶକ୍ତି ହେଉଛି ଆମୱେ ଇଣ୍ଡିଆର ମହିଳା ଜୀବିକା କାର୍ଯ୍ୟକ୍ରମ ଯାହା ବଞ୍ଚିତ ବର୍ଗର ମହିଳାମାନଙ୍କୁ ଆବଶ୍ୟକ କୁଶଳତା ପ୍ରଦାନ କରି ଏବଂ ସେମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ବିକଳ୍ପ ଯୋଗାଣରେ ସମର୍ଥନ କରି ସେମାନଙ୍କ କ୍ଷେତ୍ରରେ ଔଦ୍ୟୋଗିକତାକୁ ଆଗେଇନେବାକୁ ଲକ୍ଷ୍ୟ ରଖୁଛି ।

ଆମୱେ ଇଣ୍ଡିଆ ଉକ୍ରର୍ଷ ହାସଲ ନିମନ୍ତେ ପ୍ରୟାସରତ ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତିବିଶେଷଙ୍କ ନିମନ୍ତେ ଅନ୍ୟତମ ଅଗ୍ରଣୀ ସପକ୍ଷବାଦୀ ହୋଇ ରହିଆସିଛି । ଆମୱେ ଇଣ୍ଡିଆ ଏକ ଶକ୍ତିଶାଳୀ ମାନସିକତା ପ୍ରଦର୍ଶନ କରି ଆକାଂକ୍ଷୀ ମହିଳାଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଯାତ୍ରାରେ ନେତୃତ୍ୱକୁ ଆପଣେଇବା ସକାଶେ ଉତ୍ସାହିତ କରିଥିଲା । ମହିଳାମାନଙ୍କୁ ସମର୍ଥନ କରିବାକୁ କମ୍ପାନୀର ପ୍ରତବଦ୍ଧତା କେବଳ ଶବ୍ଦଠାରୁ ବହୁ ଊଦ୍ଧ୍ୱର୍ରେ, ଏହା ନିଜର ମୋ÷ଳିକ ମୂଲ୍ୟବୋଧରେ ସନ୍ନିହିତ ହୋଇଛି । ଏକ ମହିଳା ଜୀବିକା କାର୍ଯ୍ୟକ୍ରମ ନାରୀଶକ୍ତି ଏବଂ ପ୍ରୋଜେକ୍ଟ ପେହଲ୍‌ ଭଳି ପ୍ରୟାସସମୂହ ଜରିଆରେ କମ୍ପାନୀ କମ୍ପାନୀ ପୂର୍ଣ୍ଣାଙ୍ଗ ସମର୍ଥନ ଓ ତାଲିମ ଯୋଗାଇଦେବାକୁ ଉତ୍ସର୍ଗୀକୃତ ଭାବ ପ୍ରଦର୍ଶନ କରୁଛି । ଏହି ପ୍ରୟାସସମୂହ ବଞ୍ଚିତ ସମୁଦାୟର ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ରଖୁଛି ଏବଂ ତଦ୍ଦ୍ୱାରା ବୃହତ୍ତର ଦୃଷ୍ଟିକୋଣରୁ ସମାଜର ସାମୂହିକ ପ୍ରଗତି ଓ ସମୃଦ୍ଧି ଦିଗରେ ଅବଦାନ ରଖାଯାଇପାରିବ ।

Powered by Froala Editor

Tags Amway

Related articles Odisha News Lens 4.1

  • ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା
    ଦେଶ-ଦେଶାନ୍ତର

    ଭାରତ ଏବଂ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା

    13852
    Mar 08, 2026
  • ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ
    ଦେଶ-ଦେଶାନ୍ତର

    ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ

    14009
    Mar 09, 2026
  • ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଚେତାବନୀ ଦେଲେ ଆରବ ଲିଗ୍ ମୁଖ୍ୟ
    ଦେଶ-ଦେଶାନ୍ତର

    ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଚେତାବନୀ ଦେଲେ ଆରବ ଲିଗ୍ ମୁଖ୍ୟ

    15308
    Mar 09, 2026
  • ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ, ଭାରତରେ ତେଲ ଦର ବଢ଼ିବ !
    ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ, ଭାରତରେ ତେଲ ଦର ବଢ଼ିବ !

    13502
    Mar 10, 2026
  • ସତର୍କ କରାଇଲା ଆଇଏମ୍‌ଏଫ୍ : ଦରଦାମ୍‌ ବଢାଇଦେବ ମଧ୍ୟ ପ୍ରାଚ୍ୟ ଯୁଦ୍ଧ
    ଦେଶ-ଦେଶାନ୍ତର

    ସତର୍କ କରାଇଲା ଆଇଏମ୍‌ଏଫ୍ : ଦରଦାମ୍‌ ବଢାଇଦେବ ମଧ୍ୟ ପ୍ରାଚ୍ୟ ଯୁଦ୍ଧ

    14588
    Mar 10, 2026
  • କମିଲା ସୁନା ଦର, ଜାଣନ୍ତୁ କେତେ?
    ଦେଶ-ଦେଶାନ୍ତର

    କମିଲା ସୁନା ଦର, ଜାଣନ୍ତୁ କେତେ?

    13939
    Mar 09, 2026
  • ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ଭାରତ
    ଖେଳ ଖବର

    ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ଭାରତ

    14875
    Mar 08, 2026
  • ଗ୍ୟାସ୍ ମୂଲ୍ୟ ବୃଦ୍ଧି: ବୈକୁଣ୍ଠ ଧାମ ଶ୍ମଶାନରେ ଗ୍ୟାସ ଚୁଲି ବନ୍ଦ
    ଦେଶ-ଦେଶାନ୍ତର

    ଗ୍ୟାସ୍ ମୂଲ୍ୟ ବୃଦ୍ଧି: ବୈକୁଣ୍ଠ ଧାମ ଶ୍ମଶାନରେ ଗ୍ୟାସ ଚୁଲି ବନ୍ଦ

    14556
    Mar 10, 2026
  • ପାକିସ୍ତାନରେ ତେଲ ଅଭାବ: ଦୁଇ ସପ୍ତାହ ପାଇଁ ସ୍କୁଲ ବନ୍ଦ, ସରକାରୀ କାର୍ଯ୍ୟାଳୟଗୁଡ଼ିକ ...
    ଦେଶ-ଦେଶାନ୍ତର

    ପାକିସ୍ତାନରେ ତେଲ ଅଭାବ: ଦୁଇ ସପ୍ତାହ ପାଇଁ ସ୍କୁଲ ବନ୍ଦ, ସରକାରୀ କାର୍ଯ୍ୟାଳୟଗୁଡ଼ିକ ...

    13944
    Mar 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପାକିସ୍ତାନରେ ତେଲ ଅଭାବ: ଦୁଇ ସପ୍ତାହ ପାଇଁ ସ୍କୁଲ ବନ୍ଦ, ସରକାରୀ କାର୍ଯ୍ୟାଳୟଗୁଡ଼ିକ ସପ୍ତାହରେ ଚାରି ଦିନ କାମ କରିବ

    13944
    Mar 10, 2026
  • ଦେଶ-ଦେଶାନ୍ତର

    ଗ୍ୟାସ୍ ମୂଲ୍ୟ ବୃଦ୍ଧି: ବୈକୁଣ୍ଠ ଧାମ ଶ୍ମଶାନରେ ଗ୍ୟାସ ଚୁଲି ବନ୍ଦ

    14556
    Mar 10, 2026
  • ମନୋରଞ୍ଜନ

    ପୃଥ୍ୱୀ ଶ’-ଆକୃତିଙ୍କ ନିର୍ବନ୍ଧ ଫଟୋ ସେୟାର

    13550
    Mar 10, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17364
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17428
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17775
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16248
    Apr 03, 2021

ବିଶେଷ

  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    14827
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14726
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    15173
    Mar 05, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    15327
    Mar 03, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    14528
    Mar 02, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15671
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15128
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14981
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14495
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଟି୨୦ କ୍ରିକେଟ ବିଶ୍ୱକପ ଟାଇଟଲ ହାତେଇଲା ଭାରତ

    14875
    Mar 08, 2026
  • ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେଣି ୫୨ ହଜାର ନାଗରିକ

    14009
    Mar 09, 2026
  • ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ, ଭାରତରେ ତେଲ ଦର ବଢ଼ିବ !

    13502
    Mar 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In