Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, September 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତୀୟ ବଂଶୋଦ୍ଭବଙ୍କୁ ବିବାହ କଲେ ଜେନି ...

  • ମୋତିଡୁଙ୍ଗରୀ ମନ୍ଦିର ଆକର୍ଷଣ : ଏଥର ୩ ...

  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

  • ଆସିଲା ୮ମ ବେତନ ଆୟୋଗର ଅପଡେଟ୍

  • ରଣକୋଠା ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଠାବ

  • ଫ୍ରିଜ୍ ଭିତରେ ମହିଳାଙ୍କ କଟା ମୁଣ୍ଡ, ...

  • ବକ୍ସ ଅଫିସ୍‌ରେ ‘ହନୁମାନ ଅଂଶ’ର ଜବରଦସ୍ତ ...

  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ...

  • ସ୍ବଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ର ଫଳାଫଳ: ...

  • ବିଜ୍ଞାପନରେ ଦେବୀ ଦୁର୍ଗାଙ୍କର ୧୧ଟି ହାତ, ...

ସଂସ୍କୃତି
Home ›› ସଂସ୍କୃତି ››ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

2025-06-25 21:42:48
17084
Share:
Facebook
Twitter
E-Mail
WhatsApp
Telegram
ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଅଭିନେତ୍ରୀ ଅନୁ ଚୌଧୁରୀ, ବିଜେପି ନେତା ସଜ୍ଜନ ଶର୍ମା, ପ୍ରିୟଦର୍ଶୀ ମିଶ୍ର ଏବଂ ଗବେଷକ ଅନିଲ ଧୀର ପ୍ରମୁଖ ଯୋଗ ଦେଇଥିଲେ।  ଏହି ଅବସରରେ ସାମ୍ବାଦିକ ଅତୁଲ୍ୟ ମହାନ୍ତି, ଶମିମ କୁରେସି, ହରପ୍ରସାଦଙ୍କ  ସହ  ଅନ୍ୟ ଉଦ୍ୟୋଗୀ ଓ ପ୍ରତିଭା ନାରାୟଣ ଏବଂ ପ୍ରକାଶ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


ମୁଖ୍ୟ ଅତିଥି ଶ୍ରୀ ସୂର୍ଯ୍ୟବଂଶୀ ଏହି ଅବସରରେ କହିଥିଲେ, “ଜିନ୍ଦଗୀ ଲମ୍ବି ନେହିଁ ବଡ଼ି ହୋନି ଚାହିଏ...ଅର୍ଥାତ ଛୋଟ ଟିମ୍ ହୋଇଥିଲେ ମଧ୍ୟ ଓଡ଼ିଶାଲିଙ୍କ୍ସ ଗତ କିଛି ବର୍ଷରେ ବଡ଼ କାମ କରିଦେଖାଇଛି। ବିଶେଷ କରି ରାଜ୍ୟର ବିଭିନ୍ନ ବିପତ୍ତି ସମୟରୁ ଆରମ୍ଭ କରି ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଏବଂ କୁମ୍ଭମେଳା ପରି ଜାତୀୟ ପ୍ରସଙ୍ଗରେ ଏହି ଗଣମାଧ୍ୟମ ପ୍ରଶଂସନୀୟ କଭରେଜ କରିଛି।“ ବିଧିବଦ୍ଧ ଭାବେ କାର୍ଯ୍ୟକ୍ରମର ଉଦଘାଟନ ପରେ ବାପୁ ଓଝାଙ୍କ ନିର୍ଦ୍ଦେଶିତ ଭକ୍ତିଭରା ନାଟକ ଅଦୃଶ୍ୟ ଜଗନ୍ନାଥ ମଞ୍ଚସ୍ଥ ହୋଇଥିଲା। ଓଡ଼ିଶା ଲିଙ୍କ୍ସ ପ୍ରତିଷ୍ଠାତା ରାକେଶ କୁମାର ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉପସ୍ଥାପକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀନିବାସ ଘଟୁଆରୀ ପରିଚାଳନା କରିଥିଲେ।

Powered by Froala Editor

Tags Odisha links

Related articles Odisha News Lens 4.1

  • ସ୍ବଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ର ଫଳାଫଳ: ଉତ୍ତମ ପାହ୍ୟା ହାସଲ କରିଛି ରାଜଧାନୀ ଦିଲ୍ଲୀ
    ଦେଶ-ଦେଶାନ୍ତର

    ସ୍ବଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ର ଫଳାଫଳ: ଉତ୍ତମ ପାହ୍ୟା ହାସଲ କରିଛି ରାଜଧାନୀ ଦିଲ୍ଲୀ

    14779
    Sep 08, 2026
  • ଭାରତୀୟ ବଂଶୋଦ୍ଭବଙ୍କୁ ବିବାହ କଲେ ଜେନି ଲି
    ଦେଶ-ଦେଶାନ୍ତର

    ଭାରତୀୟ ବଂଶୋଦ୍ଭବଙ୍କୁ ବିବାହ କଲେ ଜେନି ଲି

    13783
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ
    ବାଣିଜ୍ୟ

    କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14242
    Sep 08, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ
    ବାଣିଜ୍ୟ

    ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    13336
    Sep 08, 2026
  • ବକ୍ସ ଅଫିସ୍‌ରେ ‘ହନୁମାନ ଅଂଶ’ର ଜବରଦସ୍ତ କଲେକ୍ସନ୍‌
    ମନୋରଞ୍ଜନ

    ବକ୍ସ ଅଫିସ୍‌ରେ ‘ହନୁମାନ ଅଂଶ’ର ଜବରଦସ୍ତ କଲେକ୍ସନ୍‌

    14088
    Sep 08, 2026
  • ମୋତିଡୁଙ୍ଗରୀ ମନ୍ଦିର ଆକର୍ଷଣ :  ଏଥର ୩ ହଜାର କିଲୋ ଘିଅରେ ମୋଦକ ପ୍ରସ୍ତୁତି
    ଦେଶ-ଦେଶାନ୍ତର

    ମୋତିଡୁଙ୍ଗରୀ ମନ୍ଦିର ଆକର୍ଷଣ : ଏଥର ୩ ହଜାର କିଲୋ ଘିଅରେ ମୋଦକ ପ୍ରସ୍ତୁତି

    14134
    Sep 08, 2026
  • ଆସିଲା ୮ମ ବେତନ ଆୟୋଗର ଅପଡେଟ୍
    ଦେଶ-ଦେଶାନ୍ତର

    ଆସିଲା ୮ମ ବେତନ ଆୟୋଗର ଅପଡେଟ୍

    13442
    Sep 08, 2026
  • ରଣକୋଠା ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଠାବ
    ଜିଲ୍ଲା ପରିକ୍ରମା

    ରଣକୋଠା ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଠାବ

    15384
    Sep 08, 2026
  • ଫ୍ରିଜ୍ ଭିତରେ ମହିଳାଙ୍କ କଟା ମୁଣ୍ଡ, ବାହାରେ କଟା ଆଙ୍ଗୁଠି
    ଅପରାଧ

    ଫ୍ରିଜ୍ ଭିତରେ ମହିଳାଙ୍କ କଟା ମୁଣ୍ଡ, ବାହାରେ କଟା ଆଙ୍ଗୁଠି

    13390
    Sep 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ବକ୍ସ ଅଫିସ୍‌ରେ ‘ହନୁମାନ ଅଂଶ’ର ଜବରଦସ୍ତ କଲେକ୍ସନ୍‌

    14088
    Sep 08, 2026
  • ଦେଶ-ଦେଶାନ୍ତର

    ଭାରତୀୟ ବଂଶୋଦ୍ଭବଙ୍କୁ ବିବାହ କଲେ ଜେନି ଲି

    13783
    Sep 08, 2026
  • ବାଣିଜ୍ୟ

    ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    13336
    Sep 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17085
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17749
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17751
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18155
    Sep 06, 2023

ବିଶେଷ

  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14501
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13813
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14620
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14926
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14876
    Aug 27, 2026

ବାଣିଜ୍ୟ

ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ ଆଧାରରେ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଏହି ହ୍ରାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହୱାନ ସହିତ ସରକାରଙ୍କ ନୀତିଗତ ନିଷ୍ପତ୍ତି ସହ ଯୋଡ଼ି ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ, ସୁନା ଆମଦାନୀ କମିବା ପଛରେ କେବଳ ଗୋଟିଏ କାରଣ ନାହିଁ। ସୁନାର ରେକର୍ଡ ଦର ଏବଂ କଷ୍ଟ ...

  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14242
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15022
    Sep 06, 2026
  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

    14983
    Sep 03, 2026
  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

    14077
    Sep 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଫ୍ରିଜ୍ ଭିତରେ ମହିଳାଙ୍କ କଟା ମୁଣ୍ଡ, ବାହାରେ କଟା ଆଙ୍ଗୁଠି

    13390
    Sep 08, 2026
  • ମୋତିଡୁଙ୍ଗରୀ ମନ୍ଦିର ଆକର୍ଷଣ : ଏଥର ୩ ହଜାର କିଲୋ ଘିଅରେ ମୋଦକ ପ୍ରସ୍ତୁତି

    14134
    Sep 08, 2026
  • ବିଜ୍ଞାପନରେ ଦେବୀ ଦୁର୍ଗାଙ୍କର ୧୧ଟି ହାତ, ସାର୍ବଜନୀନ ଭାବେ କ୍ଷମା ମାଗିଲେ ଶୁଭେନ୍ଦୁ ଅଧିକାରୀ

    13992
    Sep 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In