Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, August 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ...

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ...

  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ...

  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ...

  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ...

  • ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ ...

  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

  • ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ...

  • ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ...

ବାଣିଜ୍ୟ
Home ›› ବାଣିଜ୍ୟ ››ଏସିଆନ୍‌ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ ବଲିଉଡ ତାରକା ରଣବୀର କପୁରଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ସ୍ୱାଗତ କରୁଛି

ଏସିଆନ୍‌ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ ବଲିଉଡ ତାରକା ରଣବୀର କପୁରଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ସ୍ୱାଗତ କରୁଛି

2024-03-27 17:03:16
15675
Share:
Facebook
Twitter
E-Mail
WhatsApp
Telegram
ଏସିଆନ୍‌ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ ବଲିଉଡ ତାରକା ରଣବୀର କପୁରଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ସ୍ୱାଗତ କରୁଛି

ଅହମଦାବାଦ: ଭାରତର ଅନ୍ୟତମ ଅଗ୍ରଣୀ ଟାଇଲ୍ସ, ଇଞ୍ଜିନିୟର୍ଡ ମାର୍ବଲ, କ୍ୱାର୍ଜ ଏବଂ ବାଥ୍‌ୱେର ବ୍ରାଣ୍ଡ୍‌ ଏସିଆନ୍‌ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ (ଏଜିଏଲ୍‌) ଗର୍ବର ସହିତ ବଲିଉଡ ତାରକା ରଣବୀର କପୁରଙ୍କୁ ତାହାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ଚୁକ୍ତିବଦ୍ଧ କରିବା ସମ୍ପର୍କରେ ଘୋଷଣା କରିଛି । ନିଜର ମାଧୁର୍ଯ୍ୟ, ବିବିଧତା ଏବଂ ଯୁବସୁଲଭତା ନିମନ୍ତେ ସୁପରିଚିତ ରଣବୀର କପୁର ସମ୍ପୂର୍ଣ୍ଣ ଭାବରେ ଏସିଆନ୍‌ ଗ୍ରାନିଟୋର ବୈଶିଷ୍ଟ୍ୟ ସହିତ ମେଳ ଖାଉଛନ୍ତି- ତାହା ହେଉଛି ନବସୃଜନ, ଗତିଶୀଳତା ଏବଂ ନିରନ୍ତର ବିକାଶ । ବର୍ଷ ବର୍ଷର ଉକ୍ରର୍ଷତାକୁ ନେଇ ଏକ ମଜଭୁତ ସୁଖ୍ୟାତି ସହିତ ଏସିଆନ୍‌ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ ନିରନ୍ତର ନିଜର ପରିସୀମା ପରିବ୍ୟାପ୍ତ କରିଚାଲିଛି ଏବଂ ଏହି ଶିଳ୍ପରେ ନୂଆ ମାନକ ସ୍ଥାପନ କରୁଛି । ରଣବୀର କପୁରଙ୍କ ସହିତ ସହଭାଗୀତା ଉକ୍ରର୍ଷ ଓ ନବସୃଜନ ନିମନ୍ତେ ବ୍ରାଣ୍ଡ୍‌ର ପ୍ରତିବଦ୍ଧତା ଏବଂ ଆଗକୁ ଏକ ଉଲ୍ଲସିତ ଭବିଷ୍ୟତର ପ୍ରତିଶୃତି ଦେଉଛି । 

ଏକ ଯୁବ ଏବଂ ଦ୍ରୁତତମ-ଅଭିବୃଦ୍ଧିଶୀଳ ବ୍ରାଣ୍ଡ୍‌ ଭାବରେ ଏସିଆନ୍‌ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ ନିଜର ନବସୃଜନ ଏବଂ ବିବିଧତାରେ ସମୃଦ୍ଧ ଉତ୍ପାଦଗୁଡିକୁ ନେଇ ନିଜର ପରିସୀମା ପରିବ୍ୟାପ୍ତ କରିଚାଲିଛି ଏବଂ ଏ କ୍ଷେତ୍ରରେ ଆଗରେ ରହିବାକୁ ପ୍ରତିଶୃତିବଦ୍ଧ ରହିଛି । ରଣବୀର କପୁରଙ୍କୁ ସାଙ୍ଗରେ ନେଇ ଏହି ବ୍ରାଣ୍ଡ୍‌ ବଜାରରେ ନିଜର ଉପସ୍ଥିତି ଉଦ୍ଧ୍ୱର୍କୁ ଉଠାଇବା ଏବଂ ପରିବ୍ୟାପ୍ତ ଦର୍ଶକ, ବିଶେଷକରି ଯୁବବର୍ଗଙ୍କ ସହିତ ଯୋଡିହେବା ଲକ୍ଷ୍ୟ ରଖିଛି ।

ଏହି ସହଭାଗୀତା ସମ୍ପର୍କରେ ମତ ଦେଇ ଶ୍ରୀ କମଳେଶ ପଟେଲ, ଚେୟାରମ୍ୟାନ୍‌ ଓ ମ୍ୟାନେଜିଂ ଡାଇରେକ୍ଟର, ଏସିଆନ୍‌ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ କହିଥିଲେ, “ଏସିଆନ୍‌ ଗ୍ରାନିଟୋ ପରିବାରକୁ ରଣବୀର କପୁରଙ୍କୁ ସ୍ୱାଗତ କରିବା ନେଇ ଆମେ ଆନନ୍ଦିତ ଅଛୁ । ତାଙ୍କର ଯାଦୁକରୀ ଏବଂ ଆବେଦନ ଆମ ବ୍ରାଣ୍ଡ୍‌ର ମୂଲ୍ୟବୋଧ ସହିତ ନିବିଡ ଭାବରେ ମେଳ ଖାଉଛି ଏବଂ ଆମେ ଏକତ୍ର ଏହି ଯାତ୍ରାରେ ଆଗକୁ ବଢିବା ନେଇ ଉଲ୍ଲସିତ ଅଛୁ । ରଣବୀର କପୁରଙ୍କୁ ଆମର ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ନେଇ ଆମେ ନୂତନ ଶିଖରରେ ପହଞ୍ଚିବା ଏବଂ ଆମ ଗ୍ରାହକମାନଙ୍କ ପାଇଁ ସ୍ମରଣୀୟ ଅନୁଭୂତି ଆଣିଦେବାକୁ ଦୃଢ ନିଶ୍ଚିତ ରହିଛୁ ।”

ଆଗାମୀ ମାସଗୁଡିକରେ ଏସିଆନ୍‌ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ ଏକ ପ୍ରଭାବଶାଳୀ ବ୍ରାଣ୍ଡ୍‌ ଅଭିଯାନ ଏବଂ ଟିଭି କମର୍ସିଆଲ୍‌ ଶୁଭାରମ୍ଭ କରିବ ଯେଉଁଥିରେ ରଣବୀର କପୁର ସ୍ଥାନ ପାଇବେ । ଏହି ପ୍ରଚାର ଅଭିଯାନ କେବଳ ବ୍ରାଣ୍ଡ୍‌ର ଅନନ୍ୟ ଉତ୍ପାଦଗୁଡିକ ସମ୍ପର୍କରେ ଆଲୋକପାତ କରିବ ନାହିଁ, ତାହାସହିତ ବ୍ୟକ୍ତିତ୍ୱ ଏବଂ ଆଧୁନିକ ସମ୍ବେଦନଶୀଳତାକୁ ପ୍ରତିଫଳିତ କରୁଥିବା ଏକ ଆବାସ ସ୍ଥାନ ସୃଷ୍ଟି ଦିଗରେ ନିଜର ଉତ୍ସର୍ଗୀକୃତ ଭାବକୁ ପ୍ରଦର୍ଶିତ କରିବ । 

ନିଜର ଗଭୀର ଆନନ୍ଦ ପ୍ରକାଶ କରି ରଣବୀର କପୁର କହିଥିଲେ, “ଏଜିଏଲ୍‌ ଭଳି ଏକ ଯୁବ ଏବଂ ପ୍ରଗତିଶୀଳ ବ୍ରାଣ୍ଡ୍‌ ସହିତ ଯୋଡିହୋଇ ମୁଁ ନିଜକୁ ସମ୍ମାନିତ ମନେକରୁଛି, ଯାହା ସୋ÷ନ୍ଦର୍ଯ୍ୟ, ନବସୃଜନ ଏବଂ ବିଳାସକୁ ପୃଷ୍ଠଭାଗ ଏବଂ ବାଥ୍‌ୱେର ବର୍ଗରେ ଏକତ୍ର କରୁଛି । ଏଜିଏଲ୍‌କୁ ଆଗାମୀ ବର୍ଷଗୁଡିକରେ ଏକ ପ୍ରଭାବୀ ଶକ୍ତି ଭାବରେ ମୁଁ ଲକ୍ଷ୍ୟ କରୁଛି ।”

ନିଜର ନବସୃଜନ ଏବଂ ଗୋଟିଏ ଛାତ ତଳେ ବହୁବିଧ ଉତ୍ପାଦର ସମୃଦ୍ଧ ସମ୍ଭାର ନିମନ୍ତେ ସୁପରିଚିତ ଏସିଆନ୍‌ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ ବିବିଧ ପ୍ରକାର ଟାଇଲ୍ସ ଏବଂ ବାଥ୍‌ୱେର ସମାଧାନ ପ୍ରତ୍ୟେକ ପସନ୍ଦ ଏବଂ ଷ୍ଟାଇଲ ଆବଶ୍ୟକତା ନିମନ୍ତେ ଯୋଗାଇ ଦେଉଛି । ସମକାଳୀନ ଡିଜାଇନ ଠାରୁ ନେଇ ଚିରନ୍ତନ କ୍ଲାସିକ୍ସ ପର୍ଯ୍ୟନ୍ତ ଉକ୍ରର୍ଷତା ପ୍ରତି ଏହି ବ୍ରାଣ୍ଡ୍‌ର ପ୍ରତିବଦ୍ଧତା ଏହା ସୁନିଶ୍ଚିତ କରୁଛି ଯେ ଗ୍ରାହକମାନେ ସେମାନଙ୍କର ଆବାସ ସ୍ଥାନ ନିମନ୍ତେ ଏହି ଶ୍ରେଣୀରେ ସର୍ବୋତ୍ତମ ଉତ୍ପାଦ ଯେଭଳି ପାଇପାରିବେ । 

ଏସିଆନ୍‌ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ ନିକଟରେ ଏହାର ଉତ୍ସର୍ଗୀକୃତ ପ୍ରୟାସ ସମ୍ପର୍କରେ ବର୍ଣ୍ଣନା କରିବାକୁ ଅଗ୍‌ଲିଭିକୁ ନିୟୋଜିତ କରିଛି ଯାହା ଗ୍ରାହକଙ୍କ ପସନ୍ଦ ଏବଂ ଆଶା ଆକାଂକ୍ଷା ସହିତ ମେଳ ଖାଉଛି । ଆଗାମୀ ବ୍ରାଣ୍ଡ୍‌ ଅଭିଯାନ ଉତ୍ପାଦଗୁଡିକୁ ପ୍ରୋତ୍ସାହିତ କରିବା ଉପରେ ଆଧାରିତ ହେବା ସହିତ ଗ୍ରାହକମାନଙ୍କ ସହିତ ଗଭୀର ଭାବଗତ ସମ୍ପର୍କ ସ୍ଥାପନ ନିମନ୍ତେ ପ୍ରୟାସ କରିବାକୁ ଯାଉଛି । ଏହା ଏଭଳି ଏକ ବାସସ୍ଥାନ ସମ୍ପର୍କରେ ଦୂରଦୃଷ୍ଟି ଉପସ୍ଥାପନ କରିବାକୁ ଯାଉଛି ଯାହା କେବଳ ଏଜିଏଲ୍‌ର ଅନନ୍ୟ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିବ ନାହିଁ, ତାହାସହିତ ବ୍ୟକ୍ତିତ୍ୱ ଏବଂ ସମକାଳୀନ ସମ୍ବେଦନଶୀଳତାକୁ ପ୍ରତିଫଳିତ କରିବ ଏବଂ ଏହାଦ୍ୱାରା ଗ୍ରାହକଙ୍କ ଜୀବନକୁ ଅତି ଗଭୀର ସ୍ତରରେ ସମୃଦ୍ଧ କରିବ । 

ମାତ୍ର ଦୁଇ ଦଶନ୍ଧି ମଧ୍ୟରେ ଏସିଆନ୍‌ ଗ୍ରାନିଟୋ ଇଣ୍ଡିଆ ଲିିମିଟେଡ ଭାରତର ଅଗ୍ରଣୀ ବିଳାସପୂର୍ଣ୍ଣ ପୃଷ୍ଠଭାଗ ଏବଂ ବାଥ୍‌ୱେର ସମାଧାନକାରୀ ବ୍ରାଣ୍ଡ୍‌ ଭାବରେ ପ୍ରତିଷ୍ଠା ଲାଭ କରିଛି । କମ୍ପାନୀ ବହୁବିଧ ବର୍ଗର ଟାଇଲ୍ସ, ଇଞ୍ଜିନିୟର୍ଡ ମାର୍ବଲ ଏବଂ କ୍ୱାର୍ଜ, ସାନିଟାରୀୱେର ଏବଂ ଫସେଟ୍‌ ଆଦି ଉତ୍ପାଦନ ଓ ବିପଣନ କରୁଛି । ସମଗ୍ର ଭାରତରେ ୨୩୫ରୁ ଅଧିକ ଫ୍ରାଞ୍ଚାଇଜି ସୋ ରୁମ୍‌, ୧୧ କମ୍ପାନୀ ମାଲିକାନାଧୀନ ଡିସ୍‌ପ୍ଲେ ସେଣ୍ଟର, ୧୪ହଜାରରୁ ଅଧିକ ଟଚ୍‌ ପଏଣ୍ଟ ଏବଂ ବିଶାଳ ଆବଣ୍ଟନକାରୀ ନେଟୱର୍କ ସହିତ ଏଜିଏଲ୍‌ ମଧ୍ୟ ରପ୍ତାନି ଜରିଆରେ ୧୦୦ରୁ ଅଧିକ ରାଷ୍ଟ୍ରକୁ ନିଜର ପହଞ୍ଚ ପରିବ୍ୟାପ୍ତ କରିଛି ।

Powered by Froala Editor

Tags Asian Granito India Ltd

Related articles Odisha News Lens 4.1

  • ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ଜୀବନ
    ଦେଶ-ଦେଶାନ୍ତର

    ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ଜୀବନ

    15843
    Jul 31, 2026
  • ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ଫେରିଲେ କୋଲକାତା
    ଦେଶ-ଦେଶାନ୍ତର

    ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ଫେରିଲେ କୋଲକାତା

    14452
    Jul 31, 2026
  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ

    15259
    Aug 01, 2026
  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ...

    13905
    Aug 01, 2026
  • ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦର
    ଦେଶ-ଦେଶାନ୍ତର

    ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦର

    14882
    Aug 01, 2026
  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ...
    ବାଣିଜ୍ୟ

    ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ...

    14174
    Jul 31, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ
    ବିଶେଷ

    ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14448
    Jul 31, 2026
  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

    14558
    Aug 01, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର
    ବିଶେଷ

    ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15501
    Aug 02, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ...

    13905
    Aug 01, 2026
  • ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ

    15259
    Aug 01, 2026
  • ବାଣିଜ୍ୟ

    ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର ...

    14174
    Jul 31, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17011
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17616
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17669
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18070
    Sep 06, 2023

ବିଶେଷ

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15501
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14448
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14369
    Jul 28, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15991
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15877
    Jul 25, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

ବେଦାନ୍ତ ଆଲୁମିନିୟମର ତୀରନ୍ଦାଜୀ ତାଲିମ କାର୍ଯ୍ୟକ୍ରମରେ କ୍ଷୀରୋଦ କୁମାର ଏବଂ ଓଙ୍କାର ମାଝୀ ଗତ ଚାରି ବର୍ଷ ଧରି ପ୍ରଶିକ୍ଷଣ ନେଉଛନ୍ତି

ଭୁବନେଶ୍ୱର 01.08.2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14174
    Jul 31, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    14245
    Jul 29, 2026
  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    15031
    Jul 28, 2026
  • ଫିକା ପଡିବ ସୁନାର ଚମକ

    14132
    Jul 27, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14448
    Jul 31, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15501
    Aug 02, 2026
  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

    13905
    Aug 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In