Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, May 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ...

  • ୪୦୦ ଲୋକଙ୍କୁ ଖାଇବାକୁ ଦେଇ ଶୁଦ୍ଧି ହେବେ ...

  • ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ ...

  • ଆଜି ସାରା ଦେଶରେ ନିଟ୍-ୟୁଜି ପରୀକ୍ଷା

  • ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ: ୯ ମୃତ

  • ୪ରୁ ୫ ଟଙ୍କା ବଢ଼ିପାରେ ପେଟ୍ରୋଲ ଓ ଡିଜେଲ

  • ପ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ; ୯ ମୃତ

  • ତରଭୂଜ ନୁହେଁ ଅର୍ଫିନ ଓଭରଡୋଜରେ ୪ ଜଣଙ୍କ ...

  • କଲେଜ କ୍ୟାମ୍ପସରେ ଗୁଣ୍ଡୁଚି ଆତଙ୍କ, ୨୦ ...

  • ନିଜକୁ ନ୍ୟାୟ ଦେଇପାରିଲେନି ଯୁବ ...

ଅପରାଧ
Home ›› ଅପରାଧ ››କାଜୁ ଜଙ୍ଗଲରେ ନରକଙ୍କାଳ

କାଜୁ ଜଙ୍ଗଲରେ ନରକଙ୍କାଳ

2024-03-20 19:51:22
18552
Share:
Facebook
Twitter
E-Mail
WhatsApp
Telegram
କାଜୁ ଜଙ୍ଗଲରେ ନରକଙ୍କାଳ

କଟକ ଜିଲ୍ଲା ବାଙ୍କୀ ଥାନା ଡମପଡ଼ା ମହାବିଦ୍ୟାଳୟ ପଛ ପଟ କାଜୁ ଜଙ୍ଗଲରେ ମିଳିଛି ମଣିଷ ଖପୁରୀ ଓ କଙ୍କାଳ। କିଛି ବ୍ୟକ୍ତି ଉକ୍ତ ନର କଙ୍କାଳକୁ ଠାବ କରିବା ପରେ ବାଙ୍କୀ ପୁଲିସକୁ ସୂଚନା ପ୍ରଦାନ କରିଥିଲେ। ବାଙ୍କୀ ପୁଲିସ ପହଂଚି ନରକଙ୍କାଳ ଜବତ କରିବା ସହ ତାକୁ ଫୋରେନସିକ ଲାବୋରେଟୋରିକୁ ପଠାଇଥିବା ଜଣାଯାଇଛି। ଉକ୍ତ ନରକଙ୍କାଳ ନିକଟରେ ଜଣେ ମହିଳାଙ୍କ ପିନ୍ଧାବସ୍ତ୍ର ସହ ପାଣି ବୋତଲ, ଟିଫିନ ବାକ୍ସ, ବ୍ୟାଗ, ପରିଚୟପତ୍ର ଆଦି ପଡିଥିବା ଦେଖିବାକୁ ମିଳିଥିଲା। ସେଥିରେ ଝୁନା ଜେନା ଲେଖାଯାଇଛି। ତାଙ୍କ ଘର ଡମପଡ଼ାରେ।

ଝୁନା ଜେନା ଭାରତ ମସଲା କମ୍ପାନୀରେ ଚାକିରି କରୁଥିଲେ। ୨୦୨୨ ମସିହା ଡିସେମ୍ବର ୧ ତାରିଖ ଦିନ ସେ ଡମପଡ଼ା ସ୍ଥିତ ତାଙ୍କ ଘରୁ ଭାରତ ମସଲା କମ୍ପାନୀକୁ କାମ କରିବା ପାଇଁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ବହୁତ ଖୋଜା ଖୋଜି କରିଥିଲେ। କିନ୍ତୁ ତାଙ୍କୁ ପାଇ ନଥିଲେ। ଏନେଇ ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ। ଅଭିଯୋଗ ପାଇବା ପରେ ବାଙ୍କୀ ପୁଲିସ କିଛି ଦିନ ତଦନ୍ତ କରିଥିଲା। କିନ୍ତୁ ସଫଳତା ପାଇ ନଥିଲା।

ତେବେ ନରକଙ୍କାଳ ସମ୍ପର୍କରେ ଝୁନାଙ୍କ ପରିବାରବର୍ଗଙ୍କୁ ସୂଚନା ଦେବାପରେ ନିକଟରୁ ମିଳିଥିବା ବିଭିନ୍ନ ସାମଗ୍ରୀକୁ ପରିବାରବର୍ଗ ଚିହ୍ନଟ କରିବା ସହ ମିଳିଥିବା କଙ୍କାଳ ଝୁନାଙ୍କର ହୋଇଥିବା ନେଇ ସନ୍ଦେହ କରିଥିଲେ। ତେବେ ଉକ୍ତ କଙ୍କାଳକୁ ଚିହ୍ନଟ କରିବାକୁ ଫୋରେନସିକ ଲାବୋରେଟୋରିକୁ ପଠାଯାଇଥିବା ବାଙ୍କୀ ଥାନାଧିକାରୀ ଶିବ ଚରଣ ବେହେରା ସୂଚନା ଦେଇଛନ୍ତି।


Powered by Froala Editor

Tags jhuna

Related articles Odisha News Lens 4.1

  • କଲେଜ କ୍ୟାମ୍ପସରେ ଗୁଣ୍ଡୁଚି ଆତଙ୍କ, ୨୦ ଜଣଙ୍କୁ କାମୁଡ଼ିଲାଣି
    ଦେଶ-ଦେଶାନ୍ତର

    କଲେଜ କ୍ୟାମ୍ପସରେ ଗୁଣ୍ଡୁଚି ଆତଙ୍କ, ୨୦ ଜଣଙ୍କୁ କାମୁଡ଼ିଲାଣି

    13650
    May 03, 2026
  • ନିଜକୁ ନ୍ୟାୟ ଦେଇପାରିଲେନି ଯୁବ ବିଚାରପତି, ପତ୍ନୀଙ୍କ ନିର୍ଯାତନାରେ ଝୁଲିପଡ଼ିଲେ
    ଦେଶ-ଦେଶାନ୍ତର

    ନିଜକୁ ନ୍ୟାୟ ଦେଇପାରିଲେନି ଯୁବ ବିଚାରପତି, ପତ୍ନୀଙ୍କ ନିର୍ଯାତନାରେ ଝୁଲିପଡ଼ିଲେ

    14612
    May 03, 2026
  • ୪୦୦ ଲୋକଙ୍କୁ ଖାଇବାକୁ ଦେଇ ଶୁଦ୍ଧି ହେବେ ଜିତୁ ମୁଣ୍ଡା
    ଜିଲ୍ଲା ପରିକ୍ରମା

    ୪୦୦ ଲୋକଙ୍କୁ ଖାଇବାକୁ ଦେଇ ଶୁଦ୍ଧି ହେବେ ଜିତୁ ମୁଣ୍ଡା

    14266
    May 03, 2026
  • ୪ରୁ ୫ ଟଙ୍କା ବଢ଼ିପାରେ ପେଟ୍ରୋଲ ଓ ଡିଜେଲ
    ଦେଶ-ଦେଶାନ୍ତର

    ୪ରୁ ୫ ଟଙ୍କା ବଢ଼ିପାରେ ପେଟ୍ରୋଲ ଓ ଡିଜେଲ

    13314
    May 03, 2026
  • ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ପ୍ରସୂନ ଜୋଷୀ
    ଦେଶ-ଦେଶାନ୍ତର

    ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ପ୍ରସୂନ ଜୋଷୀ

    14653
    May 03, 2026
  • ପ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ; ୯ ମୃତ
    ଦେଶ-ଦେଶାନ୍ତର

    ପ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ; ୯ ମୃତ

    14506
    May 03, 2026
  • ଆଜି ସାରା ଦେଶରେ ନିଟ୍-ୟୁଜି ପରୀକ୍ଷା
    ଦେଶ-ଦେଶାନ୍ତର

    ଆଜି ସାରା ଦେଶରେ ନିଟ୍-ୟୁଜି ପରୀକ୍ଷା

    15333
    May 03, 2026
  • ତରଭୂଜ ନୁହେଁ ଅର୍ଫିନ ଓଭରଡୋଜରେ ୪ ଜଣଙ୍କ ମୃତ୍ୟୁ
    ଅପରାଧ

    ତରଭୂଜ ନୁହେଁ ଅର୍ଫିନ ଓଭରଡୋଜରେ ୪ ଜଣଙ୍କ ମୃତ୍ୟୁ

    15354
    May 03, 2026
  • ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ: ୯ ମୃତ
    ଦେଶ-ଦେଶାନ୍ତର

    ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ: ୯ ମୃତ

    14967
    May 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଜି ସାରା ଦେଶରେ ନିଟ୍-ୟୁଜି ପରୀକ୍ଷା

    15333
    May 03, 2026
  • ଦେଶ-ଦେଶାନ୍ତର

    କଲେଜ କ୍ୟାମ୍ପସରେ ଗୁଣ୍ଡୁଚି ଆତଙ୍କ, ୨୦ ଜଣଙ୍କୁ କାମୁଡ଼ିଲାଣି

    13650
    May 03, 2026
  • ବିଶେଷ

    ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    14626
    May 03, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17451
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17503
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17859
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16332
    Apr 03, 2021

ବିଶେଷ

  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    14626
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13658
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    14009
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    14200
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    16065
    Apr 28, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15371
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15107
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15601
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13914
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୪ରୁ ୫ ଟଙ୍କା ବଢ଼ିପାରେ ପେଟ୍ରୋଲ ଓ ଡିଜେଲ

    13314
    May 03, 2026
  • ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ପ୍ରସୂନ ଜୋଷୀ

    14653
    May 03, 2026
  • ଆଜି ସାରା ଦେଶରେ ନିଟ୍-ୟୁଜି ପରୀକ୍ଷା

    15333
    May 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In