Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, October 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ...

  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ...

  • ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ...

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ...

  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ...

  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ...

  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ...

  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ...

  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ...

ବାଣିଜ୍ୟ
Home ›› ବାଣିଜ୍ୟ ››ଏହି ପ୍ଲାଟିନମ୍‌ ଗହଣା ଟ୍ରେଣ୍ଡ୍‌କୁ ଚିହ୍ନଟ କରି ରଖନ୍ତୁ

ଏହି ପ୍ଲାଟିନମ୍‌ ଗହଣା ଟ୍ରେଣ୍ଡ୍‌କୁ ଚିହ୍ନଟ କରି ରଖନ୍ତୁ

2024-03-05 05:59:01
16400
Share:
Facebook
Twitter
E-Mail
WhatsApp
Telegram
ଏହି ପ୍ଲାଟିନମ୍‌ ଗହଣା ଟ୍ରେଣ୍ଡ୍‌କୁ ଚିହ୍ନଟ କରି ରଖନ୍ତୁ

ଭୁବନେଶ୍ୱର: ବସନ୍ତର ଆଗମନ ସହିତ ଚମକଦାର ଔଜଲ୍ୟ ଥିବା ଗହଣା ଟ୍ରେଣ୍ଡ୍‌କୁ ନେଇ ଷ୍ଟାଇଲ୍‌କୁ ଆଉ ଏକ ଉଚ୍ଚତର ସୋପାନକୁ ନେଇଯିବାର ସମୟ ଆସିଛି! ୨୦୨୪ ଏହି ସମସ୍ତ ନୂଆ ଷ୍ଟାଇଲ୍‌ ଟ୍ରେଣ୍ଡ୍‌କୁ ନେଇ ପରୀକ୍ଷା ନିରୀକ୍ଷା କରୁଛି ଏବଂ ସେଥିରେ ଆପଣଙ୍କୁ ଆପଣଙ୍କ ଗହଣା ଯେଭଳି କେନ୍ଦ୍ର ସ୍ଥାନ ନେବ ସେହି ସୁଯୋଗ ଦେଉଛି! ଚଳିତ ବର୍ଷ ଗହଣା କେବଳ ଏକ ଚେହେରାକୁ ପରିବର୍ଦ୍ଧିତ କରିବା ଅଥବା କେବଳ ଅନୁସରଣ କରିବା ନୁହେଁ, ବରଂ ଆପଣଙ୍କ ମୁଡ୍‌କୁ ପରିପ୍ରକାଶ କରିବା, ନିଜର ମୁହୂର୍ତ୍ତିଗୁଡିକୁ ସ୍ମରଣୀୟ କରିବା ଏବଂ ସମସ୍ତଙ୍କ ଦୃଷ୍ଟି ଆପଣଙ୍କ ଉପରେ ପଡିବା ନିଶ୍ଚିତ କରିବା ନିମନ୍ତେ ଏକ ଅଭିବ୍ୟକ୍ତି ସୃଷ୍ଟି କରିବାକୁ ଉଦ୍ଦିଷ୍ଟ ହୋଇଛି । 

ଏହି ଟ୍ରେଣ୍ଡ୍‌ଗୁଡିକ ସମ୍ପର୍କରେ ପ୍ରକାଶ କରି ପଲ୍ଲବୀ ଶର୍ମା, ବିନିନେସ୍‌ ଡାଇରେକ୍ଟର, ପିଜିଆଇ ଇଣ୍ଡିଆ କହିଛନ୍ତି, “ମହିଳାଙ୍କ ଗହଣା ଦୃଶ୍ୟପଟ୍ଟ ବିଗତ ବର୍ଷଗୁଡିକରେ ବାସ୍ତବିକ୍‌ ପରିବର୍ତ୍ତିତ ହୋଇଛି, ଏକ ସମ୍ପୂର୍ଣ୍ଣ ନୂତନ ବର୍ଗ ସୃଷ୍ଟି କରିଛି ଯାହା ନିଜର ଜୀବନଶୈଳୀ ସହିତ ମେଳ ଖାଉଥିବା ଏବଂ ସେମାନଙ୍କ ବ୍ୟକ୍ତିତ୍ୱକୁ ପରିବ୍ୟାପ୍ତ କରିବା ଦିଗରେ ଅବଦାନ ରଖୁଥିବା ଆଧୁନିକ ମହିଳାମାନେ ପସନ୍ଦ କରୁଥିବା ସମକାଳୀନ ଡିଜାଇନ ହୋଇଛି । ୨୦୨୪ରେ ଶୁଦ୍ଧତା ବଜାୟ ରଖିବା କେନ୍ଦ୍ର ସ୍ଥାନ ଭାବରେ ବଜାୟ ରହିବ ଏବଂ ମହିଳାମାନେ ଆନନ୍ଦର ସହିତ ଗହଣାକୁ ନେଇ ପରୀକ୍ଷା ନିରୀକ୍ଷା କରୁଛନ୍ତି ଯାହା ମଜାଦାର ଶୈଳୀ, ମୂଲ୍ୟବାନ ଧାତୁ ସମ୍ମିଶ୍ରଣରେ ଅନନ୍ୟ ପଦାର୍ଥ, ଦମ୍‌ଦାର ରଙ୍ଗ ଏବଂ ପପ୍‌ ସଂସ୍କୃତିକୁ ପ୍ରତିନିଧିତ୍ୱ କରୁଥିବା ଦମ୍‌ଦାର ରଙ୍ଗଗୁଡିକ ଜରିଆରେ କଳାତ୍ମକ ଅଭିବ୍ୟକ୍ତିର ଏକ କାନ୍‌ଭାସ ହେଉଛି ।

ଆର୍ଟ ଡିକୋ ଟ୍ରେଣ୍ଡ୍‌ ପ୍ରସିଦ୍ଧି ଲାଭ କରିସାରିଛି । ଷ୍ଟାକିଂ ମଧ୍ୟ ପ୍ରିୟ ହୋଇ ରହିଛି ଏବଂ ମହିଳାମାନଙ୍କୁ ବିଭିନ୍ନ ଆକାର, ରଙ୍ଗ ଏବଂ ମୋତିଫ୍‌ର ସମ୍ମିଶ୍ରଣ କରି ସେମାନଙ୍କର ରିଷ୍ଟୱିଅର, ରିଙ୍ଗ ଏବଂ ଏପରିକି ନେକ୍‌ୱିଅର୍‌ରେ ସେମାନଙ୍କ ନିଜସ୍ୱ ଅନନ୍ୟ ଷ୍ଟାଇଲର କାହାଣୀ ସୃଷ୍ଟି କରିବାକୁ ଉତ୍ସାହିତ କରୁଛି । ଚଳିତ ବର୍ଷ ହେଉଛି ଜଣେ ନିଜକୁ ପରିପ୍ରକାଶ କରିବା ଏବଂ ଏହି ମାନସିକତା ସ୍ଥିର ନୁହେଁ, କିମ୍ବା ଷ୍ଟାଇଲ ଅଭିବ୍ୟକ୍ତି ମଧ୍ୟ ସ୍ଥିର ହେବା ଉଚିତ ନୁହେଁ । ସ୍ଥାପତ୍ୟ କଳାରୁ ନେଇ ପ୍ରଭାବୀ ଷ୍ଟାକିଂ ପର୍ଯ୍ୟନ୍ତ ୨୦୨୪ ନିମନ୍ତେ ଷ୍ଟାଇଲ୍‌ ମନ୍ତ୍ର ପ୍ରତ୍ୟେକ ମନୋଭାବକୁ ସୁହାଇବା ନିମନ୍ତେ ପରୀକ୍ଷା ନିରୀକ୍ଷା କରିବା ଏବଂ ସେହି ସମୟରେ ଜଣଙ୍କର ମୂଳ ପସନ୍ଦ ପ୍ରତି ବାସ୍ତବ ରହିବା ।”

ଆପଣ ନିଜର ଗହଣା ବର୍ଗମାଳାକୁ ଉନ୍ନୀତ କରିବା ନିମନ୍ତେ ଏକାଧିକ ବିକଳ୍ପ ସନ୍ଧାନ କରିବା ସମୟରେ ପ୍ଲାଟିନମ୍‌ ଗହଣା ଏହି ବର୍ଷ ପାଇଁ ଆପଣଙ୍କର ଷ୍ଟାଇଲ ଅଭିବ୍ୟକ୍ତିର ପରିପୂରକ ହେବାକୁ ଏକ ଆଦର୍ଶ ପସନ୍ଦ ଭାବରେ ଉଭା ହୋଇଛି । ବାରମ୍ବାର ପରିଧାନ କରିବା ସକାଶେ ତାହା ଦମ୍‌ଦାର ଅଭିବ୍ୟକ୍ତି ପରିପ୍ରକାଶ କରୁଥିବା ପିସ୍‌ ହେଉ ଅଥବା ବହୁବିଧ ଅଭିବ୍ୟକ୍ତି ପ୍ରକାଶକାରୀ ଏବଂ ଅଧିକ କାର୍ଯ୍ୟକାରିତାଗତ ଡିଜାଇନ, ଅତି ଚମକ୍ରାର ଓ ନିଖୁଣ ଭାବରେ ପିଜିଆଇ ଦ୍ୱାରା ପ୍ଲାଟିନମ୍‌ ଇଭାରାରୁ ପ୍ରସ୍ତୁତ ପିସ୍‌ଗୁଡିକ ପ୍ରତ୍ୟେକ ମନୋଭାବ ଏବଂ ଅବସର ନିମନ୍ତେ କିଛି ସ୍ୱତନ୍ତ୍ର ଯୋଗାଇ ଦେଉଛି । 

୯୫% ଶୁଦ୍ଧ ପ୍ଲାଟିନମ୍‌ରୁ ପ୍ରସ୍ତୁତ ଏହି ମଜଭୁତ ନିଖୁଣ କାରିଗରୀରେ ପ୍ରସ୍ତୁତ ପ୍ଲାଟିନମ୍‌ ଇଭାରାର ଏହି ଶ୍ୱେତ ପ୍ଲାଟିନମ୍‌ ଗହଣା ଆପଣଙ୍କ ଷ୍ଟାଇଲ୍‌କୁ ପରବର୍ତ୍ତୀ ସ୍ତରକୁ ନେଇଯିବାର ପ୍ରତିଶୃତି ଦେଉଛି, ଯେତେବେଳେ ଆପଣ ନୂତନ ଚେହେରାକୁ ନେଇ ପରୀକ୍ଷା ନିରୀକ୍ଷା କରୁଛନ୍ତି, ନୂତନ ଟ୍ରେଣ୍ଡ୍‌ ପରଖୁଛନ୍ତି ଅଥବା ସରଳ ଭାବରେ ସଠିକ୍‌ ଦୈନନ୍ଦିନ ଗଣୋର ସମ୍ଭାର ଯୋଗ କରିବାକୁ ଚାହୁଛନ୍ତି । 

ନିମ୍ନରେ ଆମର ଶ୍ରେଷ୍ଠ ୩ଟି ସୁପାରିଶ ପ୍ରଦାନ କରାଯାଇଛି ଯାହା ଆପଣଙ୍କୁ ସମୁଦାୟ ୨୦୨୪ରେ ଝଟିକା ଏବଂ ଚମକଦାର ଦିଶିବା ସୁନିଶ୍ଚିତ କରିବ । 

ଚଳିତ ବର୍ଷଟି ଆପଣଙ୍କ ମନୋଭାବ ଅନୁଯାୟୀ ପରିଧାନ କରିବା ଉପରେ ପର୍ଯ୍ୟବସିତ ଏବଂ ସେହି ସମୟରେ ଆପଣ ସବୁ ସମୟରେ କେବଳ ନିଜ ମତ ମୁତାବକ ରହିବା ପାଇଁ ଉଦ୍ଦିଷ୍ଟ । ବୋଲ୍‌ଡ ଅର୍ଥ ନୁହେଁ ନ୍ୟୁନତାବାଦୀ ଓ ସ୍ପଷ୍ଟ ଲାଇନ୍‌ ପ୍ରତି ରହିଥିବା ଆପଣଙ୍କ ଭଲ ପାଇବାରୁ ଦୂରେଇଯିବା । କଫ୍‌ ବ୍ରେସଲେଟ୍‌ ଭଳି ସ୍ପଷ୍ଟ, ସ୍ଥାପତ୍ୟ ଗହଣାରେ ‘ସ୍ଥାପତ୍ୟଗତ ନ୍ୟୁନତା’ ଅଥବା ସ୍ପଷ୍ଟ ଲାଇନ ଥିବା ଅର୍ଗାନିକ ଆକୃତିର ଇୟରିଂ କିମ୍ବା ଦୃଢ ଅଭିବ୍ୟକ୍ତି ପ୍ରଦାନ କରୁଥିବା ପ୍ଲାଟିନମ୍‌ ରିଂଗୁଡିକ ଯେକୋ÷ଣସି ଚେହେରାକୁ ଏକ ଆଧୁନିକ, ଶିଳ୍ପ ଅନୁଭବ ପ୍ରଦାନ କରୁଛି । ଏହି ଡିଜାଇନଗୁଡିକ ସହିତ ଅର୍ଗାନିକ ଆକାରର ପ୍ରଭାବୀ ପରିମାପ, ଏକ ପରିଷ୍କୃତ, ନୂ୍ୟନତାବାଦୀ ଚେହେରାର ଚିରନ୍ତନ ସୋ÷ନ୍ଦର୍ଯ୍ୟ ନିମନ୍ତେ ପ୍ଲାଟିନମ୍‌ର ଆନ୍ତରିକ ସାମର୍ଥ୍ୟ ତତ୍ତୁଲ୍ୟ ହୋଇଛି । ପ୍ଲାଟିନମ୍‌ ତାହାର ପ୍ରାକୃତିକ ସଫେଦ୍‌ ଚମକ ସହିତ ଏକ ଅନ୍ତର୍ନିହିତ ସୋନ୍ଦର୍ଯ୍ୟର ପ୍ରତିଶୃତି ଦେଉଛି ଯାହା ସମୟ ସ୍ର୍ରୋତରେ ଅକ୍ଷତ ରହୁଛି । 


ଏଭଳି ଗହଣା ନିମନ୍ତେ ଏବେ ପସନ୍ଦ ବୃଦ୍ଧି ପାଇବାରେ ଲାଗିଛି ଯାହା କଳା ଭାବରେ ପ୍ରତିଧ୍ୱନିତ ହେଉଛି ଏବଂ ଏକ କାନ୍‌ଭାସ ଭଳି ପ୍ରାୟତଃ କାର୍ଯ୍ୟ କରୁଛି । ମୋଜାଇକ୍‌ସ୍‌, ମୋତିଫ ଏବଂ ମୂଳ ଡିଜାଇନରେ ଅତି ସୁନ୍ଦର ଭାବରେ ସନ୍ନିବେଶିତ ପପ୍‌ ସଂସ୍କୃତିର ସୂକ୍ଷ୍ମ ରୂପ ଠାରୁ ନେଇ ରଙ୍ଗ ଏବଂ ପୁରାତନ ଅନୁଭବର ଏକ ସ୍ପର୍ଶ ଦେବାକୁ ସେରାମିକ୍ସ, ଓନିକ୍ସ ଏବଂ ଜେମ୍‌ଷ୍ଟୋନ୍‌ ଭଳି ସ୍ୱତନ୍ତ୍ର ପଦାର୍ଥର ବ୍ୟବହାର ନିଶ୍ଚିତ ଭାବରେ ଏକ ସୋ÷ନ୍ଦର୍ଯ୍ୟଗତ ଦିଗ ପ୍ରଦର୍ଶନ କରୁଛି ଯାହାର ବିଶେଷ ଚମକ ରହିଛି । ବିଶ୍ୱର ରହସ୍ୟଗୁଡିକୁ ପ୍ରତିବିମ୍ବିତ କରୁଥିବା ଢାଞ୍ଚାଗୁଡିକ ଏକ ଅତି ମନୋରମ ବ୍ରେସଲେଟ୍‌ରେ ହୀରାଖଚିତ ହେବାଠାରୁ ନେଇ କ୍ୱିର୍କି ପେଣ୍ଡାଣ୍ଟ ପର୍ଯ୍ୟନ୍ତ ଏବଂ ସେହି ମନୋରମତା- କଳାତ୍ମକ ଭାବଧାରା ଏଠାରେ ରହିଛି । 


ପ୍ଲାଟିନମ୍‌ ଅନ୍ୟ ଯେକୋ÷ଣସି ମୂଲ୍ୟବାନ ଧାତୁ ତୁଳନାରେ ଅଧିକ ଘନତା ବିଶିଷ୍ଟ ଏବଂ ଏହା ହୀରା ଓ ଜେମ୍‌ ଷ୍ଟୋନ୍‌ ଉପରେ ଅନନ୍ୟ ସୁରକ୍ଷିତ ବନ୍ଧନକୁ ସୁନିଶ୍ଚିତ କରୁଛି । ଏହାର ଶୁଦ୍ଧ ସଫେଦ ଚମକ ମୂଲ୍ୟବାନ ଷ୍ଟୋନ୍‌ଗୁଡିକ ସେଗୁଡିକର ସମସ୍ତ ବାସ୍ତବ ଔଜଲ୍ୟ ସହିତ ଚମକିବାକୁ ଦେଉଛି । 


୨୦୨୪ ଷ୍ଟାକ୍‌ ଟ୍ରେଣ୍ଡ ଗୋଟିଏ ନିୟମ ସହିତ ଆସୁଛି, ତାହା ହେଉଛି କୋ÷ଣସି ନିୟମ ନାହିଁ! ପ୍ରାକ୍‌ ସଂଯୁକ୍ତ ରିଂ କମ୍ବୋଠାରୁ ନେଇ ଅତି ନିଖୁଣ ମିକ୍ସ ଓ ମ୍ୟାଚ୍‌ ଷ୍ଟାକ୍‌ ପର୍ଯ୍ୟନ୍ତ ରିଂ ଷ୍ଟାକ୍‌ଗୁଡିକ ଏକ ଦମ୍‌ଦାର ଲେୟର୍ଡ ଗହଣାର ଏକ ମାୟାଜାଲ ସୃଷ୍ଟି କରୁଛି ଏବଂ ଏହା ଏକ ଉପଯୁକ୍ତ କଥୋପକଥନ ଶୁଭାରମ୍ଭକାରୀ ହୋଇଛି, କାରଣ ଏହା ଏକ କାହାଣୀ ବର୍ଣ୍ଣନା କରିବା ସହିତ ଆପଣଙ୍କ ବ୍ୟକ୍ତିଗତ ଷ୍ଟାଇଲ ସମ୍ପର୍କରେ ଆଲୋକପାତ କରୁଛି ।

କୋମଳ, ଷ୍ଟାକ୍‌ଡ ନେକ୍‌ପିସ୍‌ ଏକ ଚମକଦାର ପୋଷାକ ଅଥବା ଏକ ଗର୍ଜିଅସ୍‌ ଇଣ୍ଡୋ-ୱେଷ୍ଟର୍ଣ୍ଣ ପୋଷାକର ମନମୁଗ୍ଧକର ନେକ୍‌ଲାଇନକୁ ତତ୍‌କ୍ଷଣାତ ସର୍ବସମ୍ମୁଖକୁ ଆଣିବାର ପ୍ରତିଶୃତି ଦେଉଛି । କଫ୍‌ ଅଥବା ଷ୍ଟ୍ରକ୍‌ଚର୍ଡ ରିଷ୍ଟୱିୟର ସଦୃଶ ତାହା ଆପଣଙ୍କର ମୋଟାମୋଟି ଚେହେରା ସହିତ ଏକ ଅନନ୍ୟ ଦିଗ ଯୋଡିଥାଏ, ଅଥବା ଆପଣ ଉତ୍ସବ ଛାଡି ଆସିବା ପରେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକ ପ୍ରଭାବ ସୃଷ୍ଟି କରିଥାଏ । କଫ୍‌ ବ୍ରେସଲେଟଗୁଡିକ ବିଗତ କିଛି ସିଜନ ଧରି ବିଶେଷ ଆଦୃତି ଲାଭ କରିଛି ଏବଂ ସେଗୁଡିକ ମୋଟା, ପତଳା, ଡୁଆଲ ଟୋନ୍‌ଡ୍‌, ଆସିମାଟ୍ରିକ ଅଥବା ଅନ୍ୟ କୋ÷ଣସି ଷ୍ଟ୍ରକଚର୍ଡ ଶୈଳୀରେ ଦେଖିବାକୁ ମିଳିପାରିବ । 

ସିଜନ୍‌ର ଅଧୁନତାମ ପ୍ଲାଟିନମ୍‌ ଇଭାରା କଲେକ୍ସନ ଭାରତରେ ସମସ୍ତ ଅଗ୍ରଣୀ ଗହଣା ରିଟେଲ ଷ୍ଟୋର୍‌ଗୁଡିକରେ ଉପଲବ୍ଧ ହେଉଛି ।

Powered by Froala Editor

Tags Platinum

Related articles Odisha News Lens 4.1

  •  ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ
    ଦେଶ-ଦେଶାନ୍ତର

    ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ

    15073
    Oct 18, 2026
  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ
    ଦେଶ-ଦେଶାନ୍ତର

    ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ

    15094
    Oct 17, 2026
  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା
    ବିଶେଷ

    ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14321
    Oct 18, 2026
  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ
    ଦେଶ-ଦେଶାନ୍ତର

    ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14374
    Oct 17, 2026
  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ
    ମନୋରଞ୍ଜନ

    ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ

    15658
    Oct 17, 2026
  •  ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ
    ଦେଶ-ଦେଶାନ୍ତର

    ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ

    13894
    Oct 18, 2026
  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ

    14068
    Oct 17, 2026
  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ

    14983
    Oct 17, 2026
  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ

    13933
    Oct 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ

    15658
    Oct 17, 2026
  • ଦେଶ-ଦେଶାନ୍ତର

    ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ

    15073
    Oct 18, 2026
  • ଦେଶ-ଦେଶାନ୍ତର

    ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର

    13889
    Oct 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17193
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17888
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17833
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18257
    Sep 06, 2023

ବିଶେଷ

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14321
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15352
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14698
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14797
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15799
    Sep 29, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14622
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13988
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15105
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15815
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ

    15094
    Oct 17, 2026
  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର

    13889
    Oct 17, 2026
  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14321
    Oct 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In