ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଶିଶୁଙ୍କର ପୁଷ୍ଟି ସାଧନ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଶିଶୁମାନଙ୍କୁ ପୋଷଣଯୁକ୍ତ କରାଇବା ପାଇଁ ସୁପୋଷିତ ଓଡ଼ିଶା ମିଶନ ଲୋକାର୍ପିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳ ...
ଗାୟିକା ମୈଥିଲି ଠାକୁର ବିଜେପିରେ ଯୋଗ ଦେଇଛନ୍ତି। ବିହାର ବିଜେପି ଅଧ୍ୟକ୍ଷ ଦିଲ୍ଲୀ ଜୟସ୍ୱାଲଙ୍କ ନେତୃତ୍ୱରେ ସେ ଦଳରେ ସାମିଲ୍ ହୋଇଛନ୍ତି। ତାଙ୍କୁ ଦରଭଙ୍ଗା ଅଞ୍ଚଳର ଅଲିନଗର ଆସନରୁ ପ୍ରାର୍ଥୀ କରାଯାଇପାରେ।
ଦଳୀୟ ସୂତ୍ର ଅନୁସାରେ, ବିହାର ନିର୍ବାଚନ ପାଇଁ ବିଜେପିର ପ୍ରଥମ ତାଲିକା ପ୍ରକାଶ ପାଇଛି। ଏଥିରେ ୭୧ ...
ପୁଲିସ୍ ଗୁଳିରେ ଟଳିଲା ମାଓନେତା ମାଡଭି ହିଡମା। ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମରାଜୁ ଜିଲ୍ଲାରେ ମାରେଡୁମେଲ୍ଲୀରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୁଲିସ୍ ଗୁଳିରେ ମାଓ ନେତା ମାଡଭି ହିଡମା ଓ ତାର ପତ୍ନୀ ରାଜେ ନିହତ ହୋଇଥିବା ସୁଚନା ମିଳିଛି । ଦୁହେଁ ମାଓ ସଂଗଠନ କେନ୍ଦ୍ରୀୟ କମିଟି ସଦସ୍ ...
ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ ଗୁରୁବାର ଶପଥ ନେବେ ନୀତିଶ କୁମାର ।ପାଟନାର ଗାନ୍ଧୀ ମୈଦାନରେ ରାଜ୍ୟର ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ସୋମବାର ଜିଲା ପ୍ରଶାସନ, ପୋଲିସ ବିଭାଗ, ନଗର ନିଗମ ଏବଂ ବିଭିନ୍ନ ଏଜେନ୍ସିଗୁଡ଼ିକର ଏକ ମିଳିତ ଦଳ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ...
ନୂଆଦିଲ୍ଲୀ: ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଝଟକା। ଦୁଇଟି ପାନ୍ କାର୍ଡ ମାମଲାରେ ରାମପୁର କୋର୍ଟ ଦୁହିଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୁହିଁଙ୍କୁ ୭ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇବା ସହ ଜେଲ୍ ପଠାଇ ଦେଇଛନ୍ତି। ଅବଦୁଲାଙ୍କ ଦୁଇଟି ପାନ୍ କାର୍ଡ ମାମଲା ବିଜେପି ବିଧାୟକ ଆକାଶ ସ ...
ନୂଆଦିଲ୍ଲୀ: ଅର୍ଥନୀତିଜ୍ଞ ଅରବିନ୍ଦ ପାନଗାରିଆଙ୍କ ନେତୃତ୍ୱରେ, ଭାରତର ଷୋଡ଼ଶ ଅର୍ଥ ଆୟୋଗ ସୋମବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ୨୦୨୬-୩୧ ଅବଧି ପାଇଁ ଏହାର ସୁପାରିଶ ଦାଖଲ କରିଛନ୍ତି, ଯାହାକି ନଭେମ୍ବର ୩୦ ତାରିଖ ସମୟ ସୀମା ପୂର୍ବରୁ କାର୍ୟ୍ୟ ସମାପ୍ତ କରିଛି। କମିଶନର ସଦସ୍ୟମାନେ ରାଷ୍ଟ୍ରପତି ଭବନ ...
ନୂଆଦିଲ୍ଲୀ: ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଣହତ୍ୟା ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ବାଂଲାଦେଶ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ-ଆଇସିଟି ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି ।
ବିକ୍ଷୋଭକ ...
ବୟସ ୭୮ । ଆଖିକୁ ଠିକ୍ ଭାବେ ଦେଖାଯାଉନାହିଁ । କଥାବାର୍ତ୍ତା ମଧ୍ୟ ସଠିକ୍ରେ କହିପାରନ୍ତିନି । ଏଭଳି ସ୍ଥିତିରେ ୧୪ ମାସ ହେଲା ନିଖୋଜ ହୋଇଯାଇଥିଲେ । କିନ୍ତୁ ସୌଭାଗ୍ୟବଶତଃ ୧୪ ମାସ ପରେ ପୁଣି ବୃଦ୍ଧ ଜଣକ ଘରକୁ ଫେରିଛନ୍ତି ।
ସୂଚନା ଅନୁଯାୟୀ, ମାର୍ଚ୍ଚମାସରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ...
ଭୁବନେଶ୍ବର ସ୍ଥିତ ପୋଖରୀଫୁଟ ଲିଙ୍ଗରାଜ ବିହାରରେ ଅଭାବନୀୟ ଘଟଣା ଘଟିଛି । ଏକ ପୁରୁଣା କୋଠାର ଛାତ ଭାଙ୍ଗିବା ବେଳେ ହଠାତ୍ ପିଲର ଭୁଶୁଡ଼ି ପଡିଥିଲା । ଫଳରେ କାର୍ଯ୍ୟରତ ଥିବା 3 ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ବିରି ଖାଇଥିବାରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଥିଲେ ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାକୁ ବନ ବିଭାଗ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାର ରିଲ୍ସ କରିଥିବା ଯୁବକଙ୍କୁ ଆଠମଲ୍ଲିକ ନାକଟି ଦେଉଳରୁ ବୁ ...
ପୋଷି ପାରିବନି ବୋଲି ଜଣେ ଜେଜେମା’ ତାର ୭ ବର୍ଷର ନାତିକୁ ୨୦୦ ଟଙ୍କାରେ ବିକ୍ରି କରିଦେଇଛି । ଏଥିରେ ତାର କୌଣସି ଲୋଭ ନାହିଁ । ସେ ଟଙ୍କା ପାଇଁ ନୁହେଁ ବରଂ ଦାରିଦ୍ର୍ୟର ତାଡ଼ନାରେ ଛାତିର କୋହକୁ ଚାପି ଜେଜେମା ଏଭଳି ନିଷ୍ପତ୍ତି ନେଇଛି । ଏ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ବଳଦିଆ ଗାଁର ।
ଗାଁର ଜଣେ ୬୫ ...
କେନ୍ଦୁଝର ଜିଲ୍ଲାରେ ବୁଧବାର ଝଡ଼ ତୋଫାନ ସହ ଅସରାଏ ବର୍ଷା ହୋଇଛି । ତେବେ ବର୍ଷା ଝଡ ତୋଫାନରେ ଏକ ହରିଣ ଛୁଆ ଜନବସତିକୁ ପଶି ଆସିଥିବା ଜଣାପଡିଛି । ଏମିତି ଚିତ୍ର ଦେଖିବାକୁ ମିଳିଛି ଘସିପୁରା ବ୍ଲକ୍ ପୁରୁଣାବାନ୍ଧଗୋଡାରେ । ହରିଣ ଛୁଆଟି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୁଲୁଥିବାବେଳେ କିଛି ଯୁବକ ତାକୁ ଉଦ୍ଧା ...
କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅନ୍ତର୍ଗତ ଦରଡିପାଳ ପଞ୍ଚାୟତ ମଙ୍ଗଳପୁର ଏବଂ ବାଲିପାଳରେ ଏଥର ଭଲ ବିଲାତି ଫସଲ ଭଲ ହୋଇଥିଲେ ବି ଅଭାବି ବିକ୍ରି ସବୁ ସାରିଦେଇଛି । ଏବେ ଚାଷୀ ଋଣ ସୁଝିବା ଚିନ୍ତାରେ ପଡିଛନ୍ତି । ଚାଷ ପାଇଁ ଯେତିକି ବ୍ୟାଙ୍କରୁ ଋଣ ଏବଂ ଧାର ଉଦ୍ଧାର ହୋଇଛି ତାହା କେମିତି ଭରଣା ହେବ । ଏ ପର୍ଯ୍ୟନ୍ତ ...
ଦିଲ୍ଲୀର ଗାନ୍ଧୀ ବିହାର ଅଞ୍ଚଳରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରାମକେଶ ମିଣାଙ୍କ ହତ୍ୟା ରହସ୍ୟ ଘେରରେ ଥିବା ବେଳେ ସମ୍ପ୍ରତି ଏହା ଉପରୁ ପର୍ଦ୍ଦା ଉଠି ଯାଇଛି। ଅକ୍ଟୋବର ୬ରେ ଗାନ୍ଧୀ ବିହାର ଅଞ୍ଚଳର ଏକ ଫ୍ଲାଟରେ ଜଣେ ଯୁବକଙ୍କ ପୋଡ଼ିଯାଇଥିବା ମୃତଦେହ ମିଳିଥିଲା। ପ୍ରାରମ୍ଭରେ ପୋଲିସ ଏହି ମାମ ...
ଭାରତୀୟ ସିନେମାକୁ ବିଶ୍ବ ସ୍ତରରେ ପହଞ୍ଚାଇଥିବା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଏବେ ତାଙ୍କର ସବୁଠାରୁ ମହଙ୍ଗା ଫିଲ୍ମ ନିର୍ମାଣ କରୁଥିବା ଜଣାଯାଇଛି। ସାଉଥ୍ ସୁପରଷ୍ଟାର ମହେଶ ବାବୁ ଏବଂ ବଲିଉଡ-ହଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଏହି ଆକ୍ସନ-ଆଡଭେଞ୍ଚର ସିନେମାଟିର ନାମ 'ବାରାଣସୀ' ରଖାଯାଇଛି। ଫିଲ୍ମର ...
ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଓପନର ସ୍ମୃତି ମନ୍ଧାନା ନଭେମ୍ବର ୨୩ ତାରିଖରେ ପ୍ରେମିକ ପଲାଶ ମୁଛଲଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ । ସ୍ମୃତି ଗତ ଛଅ ବର୍ଷ ଧରି ପଲାଶଙ୍କ ସହ ସମ୍ପର୍କରେ ଅଛନ୍ତି। ସମ୍ପ୍ରତ୍ତି ଅଧିନାୟକ ହରମନପ୍ରୀତ କୌର ସେମାନଙ୍କ ବିବାହ ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି।
ହ ...
ଟିମ୍ ଇଣ୍ଡିଆର ଅଭିଜ୍ଞ ଖେଳାଳି ଚେତେଶ୍ୱର ପୂଜାରା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରବିବାର ସେ ଏକ ପୋଷ୍ଟ ଲେଖି ଏହା ଘୋଷଣା କରିଛନ୍ତି। ସେ ଏହି ଭାବପ୍ରବଣ ନୋଟରେ ନିଜର ଭାବନା ପ୍ରକାଶ କରିଛନ୍ତି। ପୂଜାରା ପୋଷ୍ଟରେ ଲେଖିଛନ୍ତି, ‘ଭାରତୀୟ ଜର୍ସି ପିନ୍ଧିବା, ଜାତୀୟ ସଙ୍ଗୀତ ଗାଇବା ଏବ ...
ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ଏସିଆ କପ୍ ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ବରେ ୧୫ ଜଣିଆ ଭାରତୀୟ କ୍ରିକେଟ୍ ଦଳ ଘୋଷଣା ହୋଇଛି । ଶୁବମନ ଗିଲଙ୍କୁ ଉପ-ଅଧିନାୟକ ଦାୟିତ୍ବ ପ୍ରଦାନ କରାଯାଇଛି ।
ଏସିଆ କପ୍ ପାଇଁ ଶୁବମନ ଗିଲ, ଅଭିଶେକ ଶର୍ମା ଏବଂ ସଞ୍ଜୁ ସ୍ୟାମସଙ୍ଗ ଉପରେ ପୁଣି ଥରେ ଚୟନ ...
ଜୁନିଅର ମଲ୍ଲଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ଅଭିଯୁକ୍ତ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ସୁଶୀଲ କୁମାର ସାଗରଙ୍କ ହତ୍ୟାର ଅଭିଯୋଗରେ ଦୀର୍ଘ ଦିନରୁ ସେ ଜେଲ୍ରେ ଥିଲେ । ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ତାଙ୍କୁ ଜାମିନ୍ ମିଳିଥିଲା । ଏବେ ସୁଶୀଲ କୁମାରଙ୍କୁ ସୁପ ...
ଭାରତ ପାଇଁ ବଡ଼ ଧକ୍କା। ମେ’ ୮ ତାରିଖରେ ନିୟମିତ ଅଧିନାୟକ ରୋହିତ ଶର୍ମା ଟେଷ୍ଟରୁ ଅବସର ନେଇଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଉଥି ...
ଭୁବନେଶ୍ୱର: ଚଳିତବର୍ଷ ମିଳିତ ଜାତିସଂଘ ଓ ବ୍ରାଜିଲ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବେଲେମ୍ସ ସହରରେ ଅନୁଷ୍ଠିତ ହେଉଥିବା କପ୍ ୩୦ ସମ୍ମିଳନୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବ୍ରାଜିଲ ପ୍ରଥମ ମହିଳା ସମ୍ମାନନୀ ...
- ବ୍ୟାଙ୍କିଂ ଏବଂ ଆର୍ଥିକ ସେବା କ୍ଷେତ୍ରରେ ନିବେଶ କରୁଥିବା ଏକ ଖୋଲା-ସମ୍ପନ୍ନ ଇକ୍ୱିଟି ଯୋଜନା
- ଏହି ପାଣ୍ଠି ବ୍ୟାଙ୍କିଂ, ଅଣ-ବ୍ୟାଙ୍କିଂ ଆର୍ଥିକ କମ୍ପ ...
ଆମୱେ ଇଣ୍ଡିଆର ଆଗାମୀ ୩-୫ ବର୍ଷ ମଧ୍ୟରେ ପ୍ରଗତି ଓ ରୂପାନ୍ତରଣ ନିମନ୍ତେ ୧୦୦ କୋଟି ଟଙ୍କା (୧୨ ନିୟୁତ ଆମେରିକୀୟ ଡଲାର) ପୁଞ୍ଜିନିବେଶ ଘୋଷଣା
- ଏକ ଦଶନ୍ଧି ଧରି ସ୍ଥାନୀୟ ଉତ୍ପ ...
ପାଣ୍ଠିର ଅଭାବ ପାଇଁ ଚଳିତ ବର୍ଷ ଦେଶରେ ୧୧,୨୨୩ଟି ଷ୍ଟାର୍ଟଅପ୍ ବନ୍ଦ ହୋଇଯାଇଛି। ଲେଅଫ୍ ଡଟ୍ ଏଫ୍ୱାଇଆଇ ତଥ୍ୟ ଅନୁସାରେ ହାଇକ୍, ବିପ୍କାର୍ଟ, ଆଷ୍ଟ୍ରା, ଓହମ୍ ମୋବିଲିଟି, କୋଡ୍ ପ୍ୟାରୋଟ୍, ବ୍ଲିପ୍, ସବ୍ଟଲ୍ ଏଆଇ, ଓଟିପାଏ, ଲଗ୍ ୯ ମାଟେରିଆଲ୍&zwn ...
ଭୁବନେଶ୍ୱର : ବ୍ରିକ୍ସ ଇନ୍ଷ୍ଟିଚୁ୍ୟଟ ଅଫ ଲାଇଫ ସାଇନ୍ସେସ (ଆଇଏଲ୍ଏସ)ରେ ସୃଷ୍ଟି ଓଡ଼ିଶାର ଏକ ଅଗ୍ରଣୀ ବାୟୋଟେକ ଏବଂ ୱେଲ୍ନେସ୍ ଷ୍ଟାର୍ଟଅପ୍ ଜୀବଦା ଭେଞ୍ଚରସ୍ ପ୍ରାଇଭେଟ ଲ ...
ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...