Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, August 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ...

  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ...

  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ...

  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ...

  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ...

  • ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ...

  • ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ...

  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ...

  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ...

ବାଣିଜ୍ୟ
Home ›› ବାଣିଜ୍ୟ ››ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

2025-09-26 13:10:53
16051
Share:
Facebook
Twitter
E-Mail
WhatsApp
Telegram
ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଏକ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ଶୀଘ୍ର ଏବଂ ଦୃଶ୍ୟମାନ ବୟସ୍କ ତ୍ୱଚାର ଯଥାକ୍ରମେ ଶୀଘ୍ର ଓ ଆଗୁଆ ସଙ୍କେତଗୁଡିକ ପ୍ରତି ଦୃଷ୍ଟିଦେବାକୁ ଦୁଇଟି ପରବର୍ତ୍ତୀ ପିଢିର ସ୍କିନ୍‌କେୟାର ଉତ୍ପାଦ- ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ଡିଫାଇଙ୍ଗ ସେରମ୍‌ ଏବଂ ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ କରେକ୍ଟିଂ ସେରମ୍‌ ପ୍ରଚଳନ କରିଛି । ଏହି ଉନ୍ନତ ସେରମ୍‌ଗୁଡିକ ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ହାଇଡ୍ରେଟିଂ, ବାଲାନସିଂ ଓ ରିନିୱିଂ ଏବଂ ଫାର୍ମିଂ ବର୍ଗମାଳା ନେତୃତ୍ୱରେ ରହିଥିବା ମୂଳଦୁଆ ଉପରେ ପ୍ରସ୍ତୁତ କରାଯାଇଛି, ଯେଉଁଗୁଡିକ ବିଭିନ୍ନ ଜୀବନ ପର୍ଯ୍ୟାୟଗୁଡିକରେ ପରିବର୍ତ୍ତିତ ତ୍ୱଚାଯନô ଆବଶ୍ୟକତା ପୂରଣ କରିବାକୁ ଅତ୍ୟନ୍ତ ଚିନ୍ତାଶୀଳ ଭାବରେ ପ୍ରସ୍ତୁତ କରାଯାଇଛି । 

ଉଦ୍ଭିଦ ବିଜ୍ଞାନ କ୍ଷେତ୍ରରେ ନୁ୍ୟଟ୍ରିଲାଇଟ୍‌ର ୯୦ ବର୍ଷର ପରମ୍ପରା ସମର୍ଥନରେ ଏହି ସେରମ୍‌ଗୁଡିକ ତ୍ୱଚାରେ ମଜଭୁତପଣ, କୋମଳତା ଏବଂ ଦୃଢତା ଆଣିବା ଭଳି ଦୃଶ୍ୟମାନ ଫଳାଫଳ ପ୍ରଦାନ କରିବାକୁ ନୁ୍ୟଟ୍ରିଲାଇଟ ଦ୍ୱାରା ପ୍ରସ୍ତୁତ ଉପାଦାନଗୁଡିକରେ ପରିପୁଷ୍ଟ ହୋଇଛି, ଯାହା ଯୁବସୁଲଭ ଦେଖାଯାଉଥିବା ତ୍ୱଚା ନିମନ୍ତେ ପ୍ରକୃତି ଓ ବିଜ୍ଞାନର ଶକ୍ତିକୁ ଏକତ୍ର କରିଛି । ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ଡିଫାଇଙ୍ଗ ସେରମ୍‌ ବୟସ ବୃଦ୍ଧିର ଶୀଘ୍ର ଦୃଶ୍ୟମାନ ଚିହ୍ନ ବିପକ୍ଷରେ ତ୍ୱଚାକୁ ସମର୍ଥନ କରିବାରେ ସହାୟତା କରୁଥିବାବେଳେ ଆର୍ଟିଷ୍ଟ୍ରି ନୁ୍ୟଟ୍ରିସନ କରେକ୍ଟିଂ ସେରମ୍‌ ତ୍ୱଚାର ବୟସ ବୃଦ୍ଧିର ଅଧିକ ପରିଦୃଶ୍ୟତା ଏବଂ ଦୃଢତା ହାନି ପ୍ରତି ଦୃଷ୍ଟି ଦେବାରେ ସହାୟକ ହେଉଛି ।

ଏହାର ବଜାର ପ୍ରବେଶ ସମ୍ପର୍କରେ ପ୍ରକାଶ କରି ଶ୍ରୀ ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, “ଭାରତୀୟ ତ୍ୱଚା ଯନô ବଜାର ବର୍ଦ୍ଧିତ ଗ୍ରାହକ ସଚେତନତା, ବର୍ଦ୍ଧିତ ଖର୍ଚ୍ଚକାରୀ ଆୟ ଏବଂ ପ୍ରିମିୟମ୍‌ ଏବଂ ପ୍ରାକୃତିକ ଉତ୍ପାଦଗୁଡିକ ନିମନ୍ତେ ପସନ୍ଦ କାରଣରୁ ଉଲ୍ଲେଖନୀୟ ଅଭିବୃଦ୍ଧି ଲକ୍ଷ୍ୟ କରୁଛି । ବାସ୍ତବପକ୍ଷେ ବର୍ଦ୍ଧିତ ଜନସଂଖ୍ୟା ତ୍ୱଚାର ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି, ସହରାଞ୍ଚଳର ୭୦% ବାସିନ୍ଦା ତ୍ୱଚାଯନô ଜନିତ ଫାଇଦା ସମ୍ପର୍କରେ ଅଧିକ ସଚେତନ ଥିବା ପ୍ରକାଶ କରିଛନ୍ତି, ଯାହା ଅଧିକ ସୂଚିତ ଏବଂ ସଚେତନ ତ୍ୱଚାଯନô ପସନ୍ଦ ନିମନ୍ତେ ସ୍ଥାନାନ୍ତରଣକୁ ପ୍ରତିଫଳିତ କରୁଛି । ଏଥିସହିତ ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୭୧% ଭାରତୀୟ ଉପଭୋକ୍ତା ଉଦ୍ଭିଦରୁ ସଂଗୃହୀତ ଉପାଦାନଗୁଡିକରେ ପ୍ରସ୍ତୁତ ତ୍ୱଚାଯନô ଉତ୍ପାଦଗୁଡିକ ପସନ୍ଦ କରୁଛନ୍ତି । ଏହା ଆମୱେ ଇଣ୍ଡିଆ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି, କାରଣ ଆମେ ଗଭୀର ଗବେଷଣା ଏବଂ ଅନ୍ତର୍ଦୃଷ୍ଟି ଜରିଆରେ ନିରନ୍ତର ଭାବରେ ଉପଭୋକ୍ତାଙ୍କର ପସନ୍ଦ ସମ୍ପର୍କରେ ଜାଣିବା ଏବଂ ସେଗୁଡିକ ବିଶ୍ଳେଷଣ କରୁଛୁ, ଯାହା ଆମକୁ ଉଦେ୍ଦଶ୍ୟ ଭିତ୍ତିକ ନବସବୃଜନ ନିମନ୍ତେ ସମର୍ଥ କରାଉଛି । ବିଜ୍ଞାନ ଓ ପ୍ରକୃତିର ସର୍ବୋତ୍ତମ ସମ୍ମିଶ୍ରଣରେ ଉଚ୍ଚ ପ୍ରଦର୍ଶନକାରୀ ତ୍ୱଚାଯନô ଉତ୍ପାଦଗୁଡିକ ଯୋଗାଇଦେବାକୁ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ ଏବଂ କରେକ୍ଟିଂ ସେରମ୍‌ର ବଜାର ପ୍ରବେଶ ଆମ ପ୍ରତିବଦ୍ଧତାର ନିଦର୍ଶନ ହୋଇଛି । ଆଧୁନିକ ଭାରତୀୟ ଉପଭୋକ୍ତାଙ୍କର ସଦା ପରିବର୍ତ୍ତନଶୀଳ ଆବଶ୍ୟକତା ପୂରଣ କରିବାକୁ ଆମେ ଏ କ୍ଷେତ୍ରରେ ଆଗରେ ରହିଥିବାବେଳେ ଉତ୍ପାଦରେ ନବସୃଜନ ଆମ ପାଇଁ ସର୍ବଦା ରଣକୋ÷ଶଳାତ୍ମକ ଅଗ୍ରାଧିକାର ବିଷୟ ହୋଇ ରହିବ ।”

ଆମୱେ ଇଣ୍ଡିଆର ଚିଫ୍‌ ମାର୍କେଟିଂ ଅଫିସର ଅମ୍ରିତା ଆସ୍ରାନିଙ୍କ କହିବା ଅନୁଯାୟୀ, “ସାମ୍ପ୍ରତିକ ସମୟର ଉପଭୋକ୍ତାମାନେ ସେମାନଙ୍କର ଆତ୍ମବିଶ୍ୱାସ, ସଶକ୍ତିକରଣ ଏବଂ ଚିରନ୍ତନ ସୋ÷ନ୍ଦର୍ଯ୍ୟର ପରିବର୍ତ୍ତନଶୀଳ ମୂଲ୍ୟବୋଧ ସହିତ ମେଳ ଖାଉଥିବା ଗୁଣାତ୍ମକ ଉତ୍ପାଦଗୁଡିକ ଆବଶ୍ୟକ କରୁଛନ୍ତି । ଆମୱେ ଇଣ୍ଡିଆରେ ଆମେ ନୁ୍ୟଟ୍ରିଲାଇଟର ଉଦ୍ଭିଦ ବିଜ୍ଞାନରେ ୯୦ ବର୍ଷର ବିଦ୍ୱତା ଏବଂ ଆର୍ଟିଷ୍ଟ୍ରିର ଉନ୍ନତ ତ୍ୱଚା ବିଜ୍ଞାନରେ ୬୦ ବର୍ଷର ଅଭିଜ୍ଞତା ସମ୍ମିଶ୍ରଣରେ ଆମର ପରବର୍ତ୍ତୀ ପିଢିର ସ୍କିନ୍‌କେୟାର ବର୍ଗମାଳାରେ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ ଉନ୍ମୋଚନ କରି ଏହି ସ୍ଥାନାନ୍ତରଣକୁ ଆପଣାଇଛୁ । ସମ୍ପ୍ରତି ରହିଥିବା ହାଇଡ୍ରେଟିଂ, ବାଲାନ୍‌ସିଂ ଏବଂ ରିନିୱିଂ ଓ ଫାର୍ମିଂ ବର୍ଗମାଳା ଏକ ଲକ୍ଷ୍ୟଭିତ୍ତିକ ତ୍ୱଚା ଯନôକାରୀ କ୍ଷେତ୍ରର ଅତ୍ୟାବଶ୍ୟକ ମୂଳଭିତ୍ତି ହୋଇ ରହିଥିବାବେଳେ ନୂଆ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ ଡିଫାଇଙ୍ଗ ଆଣ୍ଡ୍‌ କରେକ୍ଟିଂ ସେରମ୍‌ର ପ୍ରଚଳନ ଏହି ଯାତ୍ରାରେ ଆଗକୁ ଏକ ଉଲ୍ଲେଖନୀୟ ପଦକ୍ଷେପ ହୋଇଛି, କାରଣ ସେଗୁଡିକ ତ୍ୱଚାର ସମୁଦାୟ ଦୃଶ୍ୟମାନତାରେ ଉନ୍ନତି ଆଣିବାରେ ସହାୟତା କରିବାକୁ ଅତ୍ୟାବଶ୍ୟକ ‘ରିବିଲ୍‌ଡ’ ତ୍ୱଚା ପୋଷଣ ଆବଶ୍ୟକତା ପ୍ରତି ସମର୍ଥନ ଯେଗାଇଦେବା ସକାଶେ ଚିନ୍ତାଶୀଳ ଭାବରେ ଡିଜାଇନ କରାଯାଇଛି । ୧୬ଟି ଉଦ୍ଭିଦ ନିର୍ଯ୍ୟାସ ଏବଂ ଉନ୍ନତ ତ୍ୱଚାଯନô ବିଜ୍ଞାନ ଉପଯୋଗରେ ଆମର ଡିଫାଇଙ୍ଗ ଓ କରେକ୍ଟିଂ ସେରମ୍‌ଗୁଡିକ ନିଦେ୍ର୍ଦଶାବଳୀ ମୁତାବକ ବ୍ୟବହାର କରାଗଲେ ତାହା ଦୃଶ୍ୟମାନ ଯୁବସୁଲଭତା, ଦୃଢ ଏବଂ ସୁସ୍ଥ ଦେଖାଯାଉଥିବା ତ୍ୱଚା ପ୍ରଦାନ କରିବା ନିମନ୍ତେ ଆମର ଲକ୍ଷ୍ୟଭିତ୍ତିକ ଫଳାଫଳ ଦେବାରେ ସହାୟତା କରିବ ।”

“ଶରୀର ଭଳି ତ୍ୱଚା ମଧ୍ୟ ସୁସ୍ଥ ରହିବାକୁ ସଠିକ ପୋଷଣ ଆବଶ୍ୟକ କରେ ବୋଲି ରହିଥିବା ଦୃଢ ବିଶ୍ୱାସ ଆଧାରରେ ଏହି ଉତ୍ପାଦଗୁଡିକ ନୁ୍ୟଟ୍ରିଲାଇଟ ଅନୁମୋଦିତ ଫାର୍ମରୁ ସଂଗୃହୀତ ଉଦ୍ଭିଦର ନିର୍ଯର୍୍ୟାସକୁ ନେଇ ସର୍ବୋତ୍ତମ ମାନର ନିରାପତ୍ତା, ଶୁଦ୍ଧତା ଏବଂ ପ୍ରଭାବକାରୀ ଗୁଣ ପୂରଣ କରିବାକୁ ପ୍ରସ୍ତୁତ କରାଯାଇଛି । ନୂଆ ସେରମ୍‌ଗୁଡିକ ସାମ୍ପ୍ରତିକ ସମୟର ଦ୍ରୁତ ଧାବମାନ ଜୀବନଶୈଳୀ ସହିତ ସୁରୁଖୁରୁରେ ଖାପ ଖୁଆଇବାକୁ ପ୍ରସ୍ତୁତ ହୋଇଛି ଯାହା ପରବର୍ତ୍ତୀ ପିଢିର ତ୍ୱଚାଯନô ନିମନ୍ତେ ସାବଲୀଳ ଉପାୟ ହୋଁଇଛି । ଆମେ ଆମ ଗ୍ରାହକମାନଙ୍କର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତିତ ହେଉଥିବାବେଳେ ଯୁବସୁଲଭ ପରିଦୃଶ୍ୟ ହେଉଥିବା ତ୍ୱଚା ହାସଲ କରିବାକୁ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା ତଥା ଦୀର୍ଘସ୍ଥାୟୀ ଔଜଲ୍ୟ ପ୍ରଦାନ କରିବା ପାଇଁ ଉଚ୍ଚ- ପ୍ରଦର୍ଶନକାରୀ ନବସୃଜନ ଯୋଗାଇଦେବାକୁ ଏକନିଷ୍ଠ ରହିଛୁ,” ବୋଲି ଅମ୍ରିତା କହିଥିଲେ ।

Powered by Froala Editor

Tags Amway

Related articles Odisha News Lens 4.1

  • ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର
    ଦେଶ-ଦେଶାନ୍ତର

    ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର

    15570
    Aug 23, 2026
  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା
    ଦେଶ-ଦେଶାନ୍ତର

    ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା

    15326
    Aug 23, 2026
  •  ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍
    ଦେଶ-ଦେଶାନ୍ତର

    ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍

    15691
    Aug 22, 2026
  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ...
    ଦେଶ-ଦେଶାନ୍ତର

    ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ...

    15763
    Aug 22, 2026
  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ
    ଦେଶ-ଦେଶାନ୍ତର

    ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

    13816
    Aug 23, 2026
  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ
    ଦେଶ-ଦେଶାନ୍ତର

    ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ

    14147
    Aug 23, 2026
  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ
    ଦେଶ-ଦେଶାନ୍ତର

    କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ

    15438
    Aug 23, 2026
  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା
    ଦେଶ-ଦେଶାନ୍ତର

    ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା

    15081
    Aug 23, 2026
  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି
    ଦେଶ-ଦେଶାନ୍ତର

    ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    13974
    Aug 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର

    15570
    Aug 23, 2026
  • ଦେଶ-ଦେଶାନ୍ତର

    ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ

    14147
    Aug 23, 2026
  • ଦେଶ-ଦେଶାନ୍ତର

    ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    13974
    Aug 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17049
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17678
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17720
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18117
    Sep 06, 2023

ବିଶେଷ

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15513
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16044
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13965
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14989
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14760
    Aug 10, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15970
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14005
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14270
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14393
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା

    15081
    Aug 23, 2026
  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    13974
    Aug 23, 2026
  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ

    15438
    Aug 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In