Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, August 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ...

  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ...

  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ...

  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ...

  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ...

  • ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ...

  • ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ...

  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ...

  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ...

ବାଣିଜ୍ୟ
Home ›› ବାଣିଜ୍ୟ ››ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

2025-10-30 05:00:16
14783
Share:
Facebook
Twitter
E-Mail
WhatsApp
Telegram
ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

ଆମୱେ ଇଣ୍ଡିଆର ଆଗାମୀ ୩-୫ ବର୍ଷ ମଧ୍ୟରେ ପ୍ରଗତି ଓ ରୂପାନ୍ତରଣ ନିମନ୍ତେ ୧୦୦ କୋଟି ଟଙ୍କା (୧୨ ନିୟୁତ ଆମେରିକୀୟ ଡଲାର) ପୁଞ୍ଜିନିବେଶ ଘୋଷଣା

-    ଏକ ଦଶନ୍ଧି ଧରି ସ୍ଥାନୀୟ ଉତ୍ପାଦନ ପାଳନ କରୁଛି, ବିକଶିତ ଭାରତ ୨୦୪୭ ସହିତ ମେଳ ଖାଉଥିବା ଆମୱେ ଇଣ୍ଡିଆର ପରବର୍ତ୍ତୀ ନବସୃଜନ ଏବଂ ସମାବେଶୀ ପ୍ରଗତିର ଅଧ୍ୟାୟର ଶୁଭାରମ୍ଭ କରୁଛି

-    ଏହି ପୁଞ୍ଜିନିବେଶ ଆମୱେ ବିଜିନେସ୍‌ ମାଲିକ/ବିତରକଙ୍କ ସାମର୍ଥ୍ୟ ସୁଦୃଢ କରିବା, ଗ୍ରାହକ ଅନୁଭୂତି ଉଚ୍ଚତର ସୋପାନକୁ ନେବା ଏବଂ ସମଗ୍ର ଭାରତରେ କମ୍ପାନୀର ଶାରୀରିକ ଉପସ୍ଥିତି ସମ୍ପ୍ରସାରଣ କରିବା ଲକ୍ଷ୍ୟ ରଖିଛି


ନୂଆଦିଲ୍ଲୀ: ଆମୱେ ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ ଦେଶରେ କମ୍ପାନୀର ଉତ୍ପାଦନକୁ ୧୦ ବର୍ଷ ପାଳନ ନିମନ୍ତେ ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସିଥିଲେ- ଏହି ମାଇଲଖୁଣ୍ଟ ଆମୱେର ବୈଶ୍ୱିକ ବ୍ୟବସାୟ ପରିଚାଳନା କ୍ଷେତ୍ରରେ ଆମୱେ ପାଇଁ ଆମେରିକା ଓ ଚୀନ ସମେତ ମାତ୍ର ତିନିଟି ବୈଶ୍ୱିକ ଉତ୍ପାଦନକାରୀ ସ୍ଥଳ ମଧ୍ୟରୁ ଅନ୍ୟତମ ଭାବରେ ଭାରତର ରଣକୋ÷ଶଳାତ୍ମକ ଗୁରୁତ୍ୱରେ ଏକ ମାଇଲଖୁଣ୍ଟ ହୋଇଛି । ଏହି ମଜଭୁତ ମୂଳଦୁଆ ଉପରେ କମ୍ପାନୀ ଆମୱେ ବ୍ୟବସାୟ ମାଲିକ/ବିତରକଙ୍କ ସାମର୍ଥ୍ୟରେ ବୃଦ୍ଧି ଘଟାଇବା, ଏହାର ଶାରୀରିକ ଉପସ୍ଥିତିକୁ ସୁଦୃଢ ଓ ପରିବ୍ୟାପ୍ତ କରିବାଏବଂ ଗ୍ରାହକଙ୍କ ଅନୁଭୂତି ଉଚ୍ଚତର ସେପାନକୁ ନେବା ସକାଶେ ଆଗାମୀ ତିନିରୁ ପାଞ୍ଚବର୍ଷ ମଧ୍ୟରେ ୧୦୦ କୋଟି ଟଙ୍କା (୧୨ ନିୟୁତ ଆମେରିକୀୟ ଡଲାର) ନିବେଶ ଯୋଜନା କରିଛି । 

ପ୍ରେସିଡେଣ୍ଟ ଏବଂ ସିଇଓ ଭୂମିକା ଗ୍ରହଣ କରିବା ପରେ ନେଲ୍‌ସନଙ୍କର ଏହା ପ୍ରଥମ ଭାରତ ଗସ୍ତ ହୋଇଛି ଏବଂ ଏହା ଆମୱେର ବିଶ୍ୱସ୍ତରୀୟ ଅଭିବୃଦ୍ଧି ରଣକୋ÷ଶଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ସହିତ ଏହି ଅଞ୍ଚଳରେ କମ୍ପାନୀର ସମାବେଶୀ ଏବଂ ଦୀର୍ଘସ୍ଥାୟୀ ପ୍ରଗତି ପ୍ରତି ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ପୁନଃ ସୁଦୃଢ କରୁଛି । 

“ଭାରତ ଆମୱେର ବୈଶ୍ୱିକ ଦୃରଦୃଷ୍ଟିର ମୂଳ ସ୍ଥାନ ହୋଇ ରହିଆସିଛି”, ବୋଲି ଶ୍ରୀ ମାଇକେଲ ନେଲ୍‌ସନ, ପ୍ରେସିଡେଣ୍ଟ ଓ ସିଇଓ, ଆମୱେ କହିଥିଲେ । “ଭାରତ ତାହାର ଡିଜିଟାଲ ଉପାୟରେ ସଶକ୍ତ ଜନସଂଖ୍ୟା, ଏକ ଗତିଶୀଳ ଏବଂ ଯୁବ ଲୋକଶକ୍ତି ଏବଂ ଚଳଚଞ୍ଚଳ ସାମୟିକ ଉପାର୍ଜନ ଅର୍ଥନୀତି (ଗିଗ୍‌ ଇକୋନୋମି) ଦ୍ୱାରା ପରିଚାଳିତ ଶକ୍ତିର ଏକ ଗନ୍ତାଘର ଅଟେ । ଆମୱେ ପାଇଁ ଭାରତ ରୂପାନ୍ତରଣର ସନ୍ଧିକ୍ଷଣରେ ରହିଛି ଏବଂ ଏହି ପରିବର୍ତ୍ତନକୁ ଆଗେଇନେବା ସକାଶେ ଆମେ ଆମର ମୂଲ୍ୟବୋଧ ଓ ସଂସ୍କୃତିକୁ ସୁଦୃଢ କରି, ପରିବର୍ତ୍ତନଶୀଳ ଗ୍ରାହକ ଆବଶ୍ୟକତା ପୂରଣ ନିମନ୍ତେ ଉତ୍ପାଦରେ ନବସୃଜନକୁ ତ୍ୱରାନ୍ୱିତ କରି ଏବଂ ଶିକ୍ଷା ଓ ତାଲିମ ଜରିଆରେ ବିତରକ ସହଭାଗୀତାକୁ ଅଧିକ ନିବିଡ କରିବା ଭଳି ମୁଖ୍ୟ ଅଗ୍ରାଧିକାର ବିଷୟଗୁଡିକ ଉପରେ ଦୃଷ୍ଟିନିବଦ୍ଧ ଦ୍ୱାରା ଆମେ ନିରନ୍ତର ଉଲ୍ଲେଖନୀୟ ପୁଞ୍ଜିନିବେଶ କରୁଛୁ । ଏହାର ଦ୍ରୁତ ଅର୍ଥନୈତିକ ଉତ୍‌ଥାନ ଏବଂ ସାମଗ୍ରିକ କଲ୍ୟାଣ ଉପରେ ବର୍ଦ୍ଧିତ ଦୃଷ୍ଟିନିବଦ୍ଧ ସହିତ ଭାରତ ଆମର ବୈଶ୍ୱିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ମୁଖ୍ୟ ପରିଚାୟକ ହେବାକୁ ଯାଉଛି । ଏହି ଦେଶର ଉଜ୍ଜ୍ୱଳ ଭବିଷ୍ୟତ, ବିବିଧତା, ଶକ୍ତି ଏବଂ ଔଦ୍ୟୋଗିକ ମନୋଭାବ ଆମୱେର ଅର୍ଥନୈତିକ ସଶକ୍ତିକରଣ ଏବଂ କଲ୍ୟାଣ ଜରିଆରେ ଜନସାଧାରଣ ଉତ୍ତମ ଜୀବନ ଜୀଇଁବା ଉଦେ୍ଦଶ୍ୟ ସହିତ ସଠିକ ମେଳ ଖାଉଛି । ସ୍ଥାନୀୟ ଉତ୍ପାଦନର ଦଶବର୍ଷକୁ ଆମେ ପାଳନ କରୁଥିବାବେଳେ ଆମେ ଯାହା ନିର୍ମାଣ କରିଛୁ ତାହାକୁ ନେଇ ଗର୍ବିତ ଏବଂ ଆଗକୁ ରହିଥିବା ଅନନ୍ୟ ସୁଯୋଗଗୁଡିକୁ ନେଇ ଏହାଠାରୁ ଅଧିକ ଉତ୍ସାହିତ ଅଛୁ ।”

୧୦୦ କୋଟି ଟଙ୍କାର ପୁଞ୍ଜିନିବେଶ କମ୍ପାନୀର ଶାରୀରିକ ଉପସ୍ଥିତିକୁ ସମ୍ପ୍ରସାରିତ କରି ଏବଂ ସମ୍ପ୍ରତି ରହିଥିବା ଷ୍ଟୋରଗୁଡିକୁ ପୁନଃ ଡିଜାଇନ ଲେଆଉଟ, ଉତ୍ସର୍ଗୀକୃତ ତାଲିମ ଜୋନ୍‌ ଏବଂ ପରିବର୍ଦ୍ଧିତ ସେବା ଅନୁଭୂତି ସହିତ ନିୟୋଜନତାର ଗତିଶୀଳ କେନ୍ଦ୍ରସ୍ଥଳରେ ରୂପାନ୍ତରିତ କରି ବିତରକ ଏବଂ ଗ୍ରାହକଙ୍କ ଅନୁଭୂତି ଉଚ୍ଚତର ସୋପନାକୁ ନେଇଯିବା ନିମନ୍ତେ ଉଦ୍ଦିଷ୍ଟ । ଏଥିସହିତ ଉତ୍ପାଦ ସମ୍ପର୍କିତ ଜ୍ଞାନ, ଗୁଣବତ୍ତା ନିଶ୍ଚିତ କରୁଥିବା ମାନକ ଏବଂ ଗ୍ରାହକ ନିୟୋଜନତା ତଥା ସମର୍ଥନକାରୀ ଔଦ୍ୟୋଗିକ ସଫଳତାକୁ ମଜଭୁତ କରିବାକୁ ସୁସଂହତ କାର୍ଯ୍ୟକ୍ରମଗୁଡିକ ଉପରେ ମଧ୍ୟ ଏହା ଦୃଷ୍ଟିନିବଦ୍ଧ କରିବ । 

ଶ୍ରୀ ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, “ଭାରତ ତାହାର ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଥିବାବେଳେ ଆମେ ଆମର ସ୍ଥାନୀୟ ଉପସ୍ଥିତିକୁ ସୁଦୃଢ କରି ଏବଂ ଜନସାଧାରଣ ତଥା ନବସୃଜନ ନିମନ୍ତେ ପୁଞ୍ଜିନିବେଶ ଦ୍ୱାରା ଆମର ଏହି ରୂପାନ୍ତରଣକାରୀ ଯାତ୍ରାରେ ଅବଦାନ ରଖିବା ନେଇ ଗର୍ବିତ ଅନୁଭବ କରୁଛୁ । ଆମର ମୂଲ୍ୟବୋଧ ଓ ପ୍ରତିଷ୍ଠାତାଙ୍କ ମୋ÷ଳିକ ବିଷୟଗୁଡିକର ମାର୍ଗଦର୍ଶନରେ ଭାରତ ପ୍ରତି ଆମର ପ୍ରତିବଦ୍ଧତା କେବଳ ବ୍ୟବସାୟର ଉଦ୍ଧ୍ୱର୍ରେ ରହିଛି ଏବଂ ତାହା ହେଉଛି ଔଦ୍ୟୋଗିକତାର ପୃଷ୍ଠପୋଷକତା କରିବା, ଗ୍ରାହକଙ୍କ ବିଶ୍ୱାସରେ ବୃଦ୍ଧି ଘଟାଇବା ତଥା ସାମଗ୍ରିକ କଲ୍ୟାଣକୁ ସମର୍ଥନ କରୁଥିବା ବିଜ୍ଞାନ ସମର୍ଥିତ ଉତ୍ପାଦ ନବସୃଜନକୁ ଆଗେଇନେବା । ଏହି ସମସ୍ତ ଉଦ୍ୟମ ଜରିଆରେ ଆମେ ରାଷ୍ଟ୍ରର ପ୍ରଗତି, ଆତ୍ମ ନିର୍ଭରଶୀଳତା ଏବଂ ଏକ ସୁସ୍ଥ, ଅଧିକ ସଶକ୍ତ ଭାରତ ଗଠନ ଲକ୍ଷ୍ୟ ସହିତ ଘନିଷ୍ଠ ଭାବରେ ମେଳ ଖାଇବା ଲକ୍ଷ୍ୟ ରଖିଛୁ ।” 

ଭାରତରେ ୨୭ ବର୍ଷରୁ ଅଧିକ କାଳ ବ୍ୟବସାୟ ସହିତ ଏକ ଦଶନ୍ଧିର ଉତ୍ପାଦନ ଉକ୍ରର୍ଷକୁ ନେଇ ଆମୱେ ସ୍ଥାନୀୟ ଉତ୍ପାଦନ, ଆର ଆଣ୍ଡ ଡିକୁ ଆଗେଇନେବା ଏବଂ ଡିଜିଟାଲ ପ୍ରୟାସସମୂହରେ ଉଲ୍ଲେଖନୀୟ ପରିମାଣର ପୁଞ୍ଜିନିବେଶ କରିଛି, ଯେଉଁଥିରେ ଏକାଧିକ ସର୍ବାଧୁନିକ ଗବେଷଣା ଲାବ୍‌ ସ୍ଥାପନ ଅନ୍ତର୍ଭୁକ୍ତ ରହିଛି । ଏହା ଆମୱେ ଭାରତୀୟ ବଜାରରେ ନବସୃଜନ ଏବଂ ପ୍ରଗତି ପ୍ରତି ଦୀର୍ଘାବଧି ପ୍ରତିବଦ୍ଧତା ସମ୍ପର୍କରେ ଦର୍ଶାଉଛି । ଏହି ସମସ୍ତ ପ୍ରୟାସ ଓ ପୁଞ୍ଜିନିବେଶ ଜରିଆରେ କମ୍ପାନୀ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ୫ ନିୟୁତ ପର୍ଯ୍ୟନ୍ତ ଜୀବନକୁ ଜନସମୁଦାୟ ନିର୍ବିଶେଷରେ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପ୍ରୟାସ ଜରିଆରେ ସଶସ୍ତ କରିବାକୁ ଲକ୍ଷ୍ୟ ରଖିଛି ।

ସ୍ଥାନୀୟ ଉତ୍ପାଦନର ଦଶବର୍ଷ ପାଳନ କରିବାକୁ ଯାଇ ଆମୱେର ତାମିଲନାଡୁସ୍ଥିତ ଅତ୍ୟାଧୁନିକ କାରଖାନା ଏହାର ‘ମେକ୍‌ ଇନ ଇଣ୍ଡିଆ’ ଦୂରଦୃଷ୍ଟି ସହିତ ମେଳ ଖାଉଥିବା ଏକ ନିଦର୍ଶନ ହୋଇଛି । ଏହି କାରଖାନା ସ୍ଥାନୀୟ ନିଯୁକ୍ତ ସୃଷ୍ଟି ଏବଂ ଦକ୍ଷତା ବିକାଶ କ୍ଷେତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ଏହା ଆମୱେର ଭାରତରେ ଉତ୍ପାଦନ, ଭାରତ ଏବଂ ବିଶ୍ୱ ପାଇଁ ପ୍ରତିବଦ୍ଧତାକୁ ପୁନଃ ସୁଦୃଢ କରୁଛି ।

Powered by Froala Editor

Tags Amway

Related articles Odisha News Lens 4.1

  • ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର
    ଦେଶ-ଦେଶାନ୍ତର

    ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର

    15570
    Aug 23, 2026
  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା
    ଦେଶ-ଦେଶାନ୍ତର

    ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା

    15326
    Aug 23, 2026
  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ:  ୨ ମୃତ, ୯ ଆହତ
    ଦେଶ-ଦେଶାନ୍ତର

    ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ୯ ଆହତ

    15308
    Aug 22, 2026
  •  ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍
    ଦେଶ-ଦେଶାନ୍ତର

    ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍

    15691
    Aug 22, 2026
  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି
    ଦେଶ-ଦେଶାନ୍ତର

    ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    13975
    Aug 23, 2026
  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ
    ଦେଶ-ଦେଶାନ୍ତର

    ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

    13816
    Aug 23, 2026
  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ...
    ଦେଶ-ଦେଶାନ୍ତର

    ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ...

    15763
    Aug 22, 2026
  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା
    ଦେଶ-ଦେଶାନ୍ତର

    ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା

    15081
    Aug 23, 2026
  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ
    ଦେଶ-ଦେଶାନ୍ତର

    କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ

    15438
    Aug 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ

    14147
    Aug 23, 2026
  • ଦେଶ-ଦେଶାନ୍ତର

    ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

    13816
    Aug 23, 2026
  • ଦେଶ-ଦେଶାନ୍ତର

    ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    13975
    Aug 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17049
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17678
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17720
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18117
    Sep 06, 2023

ବିଶେଷ

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15513
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16044
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13965
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14989
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14760
    Aug 10, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15970
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14005
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14270
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14393
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ନାୟକ

    15763
    Aug 22, 2026
  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    13975
    Aug 23, 2026
  • ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍

    15691
    Aug 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In