Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, February 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • Grammy Awardରେ ସମ୍ମାନିତ ଦଲାଇ ଲାମା

  • ରୋହିତ ଶେଟ୍ଟୀଙ୍କ ବାସଭବନ ବାହାରେ ୪ ...

  • ନିପା ଭାଇରସ ପାଇଁ ସତର୍କ କଲେ ଡବ୍ଲୁଏଚ୍‌ଓ

  • ଏସ୍ଆଇଆର ପକ୍ରିୟାରେ ଅନିୟମିତତା ...

  • ଲଗାତାର ଆଜିବି ଖସିଛି ସୁନା ଓ ରୁପା ଦର

  • ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା

  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ...

  • ହଲିଉଡ ଅଭିନେତ୍ରୀଙ୍କ ବେକରେ ନୂରଜହାଁଙ୍କ ...

  • “ହମ୍ପଟି ଡମ୍ପଟି ବଜେଟ”: ମମତା ବାନାର୍ଜୀ

  • ଭୁଶୁଡିଲା ସେୟାର ମାର୍କେଟ

ଅପରାଧ
Home ›› ଅପରାଧ ››କ୍ରାଇମ ସିରିଜ୍ ଦେଖି ଲିଭ୍‌-ଇନ ପାର୍ଟନରକୁ ହତ୍ୟା

କ୍ରାଇମ ସିରିଜ୍ ଦେଖି ଲିଭ୍‌-ଇନ ପାର୍ଟନରକୁ ହତ୍ୟା

2025-10-27 19:34:30
16959
Share:
Facebook
Twitter
E-Mail
WhatsApp
Telegram
କ୍ରାଇମ ସିରିଜ୍ ଦେଖି ଲିଭ୍‌-ଇନ ପାର୍ଟନରକୁ ହତ୍ୟା

ଦିଲ୍ଲୀର ଗାନ୍ଧୀ ବିହାର ଅଞ୍ଚଳରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରାମକେଶ ମିଣାଙ୍କ ହତ୍ୟା ରହସ୍ୟ ଘେରରେ ଥିବା ବେଳେ ସମ୍ପ୍ରତି ଏହା ଉପରୁ ପର୍ଦ୍ଦା ଉଠି ଯାଇଛି।  ଅକ୍ଟୋବର ୬ରେ ଗାନ୍ଧୀ ବିହାର ଅଞ୍ଚଳର ଏକ ଫ୍ଲାଟରେ ଜଣେ ଯୁବକଙ୍କ ପୋଡ଼ିଯାଇଥିବା ମୃତଦେହ ମିଳିଥିଲା। ପ୍ରାରମ୍ଭରେ ପୋଲିସ ଏହି ମାମଲାକୁ ଏକ ଦୁର୍ଘଟଣା ଭାବରେ ଗ୍ରହଣ କରିଥିଲା, କିନ୍ତୁ ତଦନ୍ତ ଆଗକୁ ବଢ଼ିବା ସହିତ ହତ୍ୟାକାଣ୍ଡ ଗୋଟିଏ ପରେ ଗୋଟିଏ ପ୍ରଘଟ ହୋଇଥିଲା। ପୋଲିସ ମୃତକଙ୍କ ଲିଭ-ଇନ ପାର୍ଟନର ଏବଂ ପୂର୍ବତନ ପ୍ରେମିକ ସମେତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ରାମକେଶଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ତାଙ୍କ ଲିଭ-ଇନ ପାର୍ଟନରଙ୍କ ସମେତ ଦୁଇଜଣ ସାଥୀଙ୍କୁ ଗିରଫ କରାଯାଇଛି। ଗିରଫ ତିନିଜଣଙ୍କ ନାମ ଅମୃତା ଚୌହ୍ବାନ (୨୧), ସୁମିତ କଶ୍ୟପ (୨୭) ଓ ସନ୍ଦୀପ କୁମାର (୨୯) ଥିବା ଜଣାପଡ଼ିଛି। ଏମାନେ ସମସ୍ତେ ମୁରାଦାବାଦର ବାସିନ୍ଦା ଥିବା ଉତ୍ତର ଦିଲ୍ଲୀର ଡିସିପି ରାଜା ବଣ୍ଟିଆ ସୂଚନା ଦେଇଛନ୍ତି।

ଅମୃତା ଚୌହ୍ବାନ ଅଭିଯୋଗ କରି କହିଛନ୍ତି, ‘ମୃତକ ରାମକେଶ ମୋର ଅଶ୍ଳୀଳ ଫଟୋ ଓ ଭିଡିଓ କରି ଫୋନ ଓ ଲ୍ୟାପଟପରେ ରଖିଥିଲା। ମୁଁ ଏହାକୁ ଡିଲିଟ ପାିଇଁ କହିବାରୁ ରାମକେଶ ରୋକଠୋକ ମନା କରି ଦେଇଥିଲା। ରାଗରେ ମୁଁ ତାକୁ ହତ୍ୟା କରିବାକୁ ସ୍ଥିର କରିଥିଲି। ଏଥିପାଇଁ ଅନେକ କ୍ରାଇମ ସିରିଜ ମଧ୍ୟ ଦେଖିଥିଲି। ଏହି ସିରିଜ ଦେଖିବା ପରେ ରାମକେଶକୁ କିଭଳି ହତ୍ୟା କରିବାର ଅଛି ସେ ଉପାୟ ପାଇ ଯାଇଥିଲି।’ ଅମୃତା ତାଙ୍କ ପୂର୍ବତନ ପ୍ରେମିକ ଏବଂ ତାଙ୍କ ବନ୍ଧୁଙ୍କ ସହିତ ମିଶି ପ୍ରଥମେ ରାମକେଶଙ୍କୁ ଗଳାକାଟି ହତ୍ୟା କରିଥିଲେ ଏବଂ ତା’ପରେ କୋଠରୀରେ ନିଆଁ ଲଗାଇ ଦେଇଥିଲେ।

ଅକ୍ଟୋବର ୬ ତାରିଖରେ ଗାନ୍ଧି ବିହାରର ଚତୁର୍ଥ ମହଲାରେ ନିଆଁ ଲାଗିବାର ସୂଚନା ମିଳିଥିଲା। ପ୍ରାରମ୍ଭିକ ସୂଚନାରେ ଏସି ବିସ୍ଫୋରଣ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିଲା। ସିସିଟିଭି ଯାଞ୍ଚରେ ଦୁଇଜଣ ବ୍ୟକ୍ତି ରାମକେଶଙ୍କ ଘର ଭିତରୁ ବାହାରୁଥିବା ଦେଖିବାକୁ ମିଳୁଥିଲା। ପୁଲିସ ତଦନ୍ତକୁ କଡ଼ାକଡ଼ା କରି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। 

Powered by Froala Editor

Tags murder

Related articles Odisha News Lens 4.1

  • ଲଗାତାର ଆଜିବି ଖସିଛି ସୁନା ଓ ରୁପା ଦର
    ଦେଶ-ଦେଶାନ୍ତର

    ଲଗାତାର ଆଜିବି ଖସିଛି ସୁନା ଓ ରୁପା ଦର

    15537
    Feb 02, 2026
  • Grammy Awardରେ ସମ୍ମାନିତ ଦଲାଇ ଲାମା
    ଦେଶ-ଦେଶାନ୍ତର

    Grammy Awardରେ ସମ୍ମାନିତ ଦଲାଇ ଲାମା

    13412
    Feb 02, 2026
  • ନିପା ଭାଇରସ ପାଇଁ ସତର୍କ କଲେ ଡବ୍ଲୁଏଚ୍‌ଓ
    ଦେଶ-ଦେଶାନ୍ତର

    ନିପା ଭାଇରସ ପାଇଁ ସତର୍କ କଲେ ଡବ୍ଲୁଏଚ୍‌ଓ

    13393
    Feb 02, 2026
  • ଏସ୍ଆଇଆର ପକ୍ରିୟାରେ ଅନିୟମିତତା ଅଭିଯୋଗ, ସୁପ୍ରିମକୋର୍ଟରେ ମମତା ବାନାର୍ଜୀ
    ଦେଶ-ଦେଶାନ୍ତର

    ଏସ୍ଆଇଆର ପକ୍ରିୟାରେ ଅନିୟମିତତା ଅଭିଯୋଗ, ସୁପ୍ରିମକୋର୍ଟରେ ମମତା ବାନାର୍ଜୀ

    14467
    Feb 02, 2026
  • “ହମ୍ପଟି ଡମ୍ପଟି ବଜେଟ”:   ମମତା ବାନାର୍ଜୀ
    ଦେଶ-ଦେଶାନ୍ତର

    “ହମ୍ପଟି ଡମ୍ପଟି ବଜେଟ”: ମମତା ବାନାର୍ଜୀ

    14629
    Feb 01, 2026
  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ
    ବିଶେଷ

    ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    13807
    Feb 02, 2026
  • ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା
    ଦେଶ-ଦେଶାନ୍ତର

    ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା

    14578
    Feb 02, 2026
  • ହଲିଉଡ ଅଭିନେତ୍ରୀଙ୍କ ବେକରେ ନୂରଜହାଁଙ୍କ ହାର
    ମନୋରଞ୍ଜନ

    ହଲିଉଡ ଅଭିନେତ୍ରୀଙ୍କ ବେକରେ ନୂରଜହାଁଙ୍କ ହାର

    15673
    Feb 01, 2026
  • ଭୁଶୁଡିଲା ସେୟାର ମାର୍କେଟ
    ବାଣିଜ୍ୟ

    ଭୁଶୁଡିଲା ସେୟାର ମାର୍କେଟ

    14193
    Feb 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଲଗାତାର ଆଜିବି ଖସିଛି ସୁନା ଓ ରୁପା ଦର

    15537
    Feb 02, 2026
  • ଦେଶ-ଦେଶାନ୍ତର

    “ହମ୍ପଟି ଡମ୍ପଟି ବଜେଟ”: ମମତା ବାନାର୍ଜୀ

    14629
    Feb 01, 2026
  • ଦେଶ-ଦେଶାନ୍ତର

    Grammy Awardରେ ସମ୍ମାନିତ ଦଲାଇ ଲାମା

    13412
    Feb 02, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17320
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17393
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17738
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16214
    Apr 03, 2021

ବିଶେଷ

  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    13807
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14306
    Jan 31, 2026
  • ଏମିତି କଲେ ହେବ ନାହିଁ ଗ୍ୟାସ୍

    14455
    Jan 29, 2026
  • ଅଧିକ ପିଆଜ ଖାଆନ୍ତୁ ନାହିଁ ଏହି ରୋଗୀ

    16036
    Jan 28, 2026
  • ମନିପ୍ଲାଣ୍ଟକୁ ଶୟନ କକ୍ଷରେ ଏହି ଦିଗରେ ରଖିବା ସବୁଠାରୁ ଶୁଭ

    16347
    Jan 27, 2026

ବାଣିଜ୍ୟ

ଭୁଶୁଡିଲା ସେୟାର ମାର୍କେଟ

ଘରୋଇ ସେୟାର ବଜାରରେ ଏକ ଭୟଙ୍କର ସୁନାମି ଦେଖିବାକୁ ମିଳିଛି। ରବିବାର ଦିନ, BSE ସେନସେକ୍ସରେ ୧୫୪୬.୮୪ ପଏଣ୍ଟ (୧.୮୮%) ହ୍ରାସ ଘଟି ୮୦୭୨୨.୯୪ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି NSE ନିଫ୍ଟି ୫୦ ଇଣ୍ଡେକ୍ସରେ ୪୯୫.୨୦ (୧.୯୬%) ହ୍ରାସ ଘଟି ୨୪୮୨୫.୪୫ ପଏଣ୍ଟରେ ବନ୍ଦ ହୋଇଥିଲା । ତେବେ ବଜେଟ୍ ଦିନ ସବୁଜ ରଙ୍ଗରେ ଖୋଲିଥ ...

  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16050
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15325
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15739
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15489
    Jan 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    13807
    Feb 02, 2026
  • ହଲିଉଡ ଅଭିନେତ୍ରୀଙ୍କ ବେକରେ ନୂରଜହାଁଙ୍କ ହାର

    15673
    Feb 01, 2026
  • ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା

    14578
    Feb 02, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In