ପ୍ଲାଷ୍ଟିକ୍ ଖେଳନା ନେଲା ଶିଶୁ ଜୀବନ

15468

ଭୁବନେଶ୍ୱର : ପ୍ଲାଷ୍ଟିକ୍ ଖେଳନା ନେଲା ଜୀବନ। ମସଲା ଚିପସ୍ ଭିତରେ ଥିବା ପ୍ଲାଷ୍ଟିକ୍ ଖେଳନା ଗିଳି ଶିଶୁ ମୃତ। ମୃତ ଶିଶୁ ଜଣକ ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ପୁଅ ବୋଲି ଜଣାପଡିଛି। 

ସୂଚନା ମୁତାବକ, ଅସାବଧାନତା ବଶତଃ ପ୍ଲାଷ୍ଟିକ୍ ଖେଳନା ଶିଶୁର ତଣ୍ଟିରେ ଅଟକିଯାଇଥିଲା । ଫଳରେ ନିଶ୍ବାସ ପ୍ରଶ୍ବାସ ନେବା ...

14329

ଗାୟିକା ମୈଥିଲି ଠାକୁର ବିଜେପିରେ ଯୋଗ ଦେଇଛନ୍ତି। ବିହାର ବିଜେପି ଅଧ୍ୟକ୍ଷ ଦିଲ୍ଲୀ ଜୟସ୍ୱାଲଙ୍କ ନେତୃତ୍ୱରେ ସେ ଦଳରେ ସାମିଲ୍ ହୋଇଛନ୍ତି। ତାଙ୍କୁ ଦରଭଙ୍ଗା ଅଞ୍ଚଳର ଅଲିନଗର ଆସନରୁ ପ୍ରାର୍ଥୀ କରାଯାଇପାରେ।

ଦଳୀୟ ସୂତ୍ର ଅନୁସାରେ, ବିହାର ନିର୍ବାଚନ ପାଇଁ ବିଜେପିର ପ୍ରଥମ ତାଲିକା ପ୍ରକାଶ ପାଇଛି। ଏଥିରେ ୭୧ ...

  • 13636

    ପୁଲିସ୍ ଗୁଳିରେ ଟଳିଲା ମାଓନେତା ମାଡଭି ହିଡମା। ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମରାଜୁ ଜିଲ୍ଲାରେ ମାରେଡୁମେଲ୍ଲୀରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୁଲିସ୍ ଗୁଳିରେ ମାଓ ନେତା ମାଡଭି ହିଡମା ଓ ତାର ପତ୍ନୀ ରାଜେ ନିହତ ହୋଇଥିବା ସୁଚନା ମିଳିଛି । ଦୁହେଁ ମାଓ ସଂଗଠନ କେନ୍ଦ୍ରୀୟ କମିଟି ସଦସ୍ ...

  • 13861

    ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ ଗୁରୁବାର ଶପଥ ନେବେ ନୀତିଶ କୁମାର ।ପାଟନାର ଗାନ୍ଧୀ ମୈଦାନରେ ରାଜ୍ୟର ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ସୋମବାର ଜିଲା ପ୍ରଶାସନ, ପୋଲିସ ବିଭାଗ, ନଗର ନିଗମ ଏବଂ ବିଭିନ୍ନ ଏଜେନ୍ସିଗୁଡ଼ିକର ଏକ ମିଳିତ ଦଳ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ...

  • 14889

    ନୂଆଦିଲ୍ଲୀ: ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଝଟକା। ଦୁଇଟି ପାନ୍ କାର୍ଡ ମାମଲାରେ ରାମପୁର କୋର୍ଟ ଦୁହିଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୁହିଁଙ୍କୁ ୭ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇବା ସହ ଜେଲ୍ ପଠାଇ ଦେଇଛନ୍ତି। ଅବଦୁଲାଙ୍କ ଦୁଇଟି ପାନ୍ କାର୍ଡ ମାମଲା ବିଜେପି ବିଧାୟକ ଆକାଶ ସ ...

  • 14379

     ନୂଆଦିଲ୍ଲୀ: ଅର୍ଥନୀତିଜ୍ଞ ଅରବିନ୍ଦ ପାନଗାରିଆଙ୍କ ନେତୃତ୍ୱରେ, ଭାରତର ଷୋଡ଼ଶ ଅର୍ଥ ଆୟୋଗ ସୋମବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ୨୦୨୬-୩୧ ଅବଧି ପାଇଁ ଏହାର ସୁପାରିଶ ଦାଖଲ କରିଛନ୍ତି, ଯାହାକି ନଭେମ୍ବର ୩୦ ତାରିଖ ସମୟ ସୀମା ପୂର୍ବରୁ କାର୍ୟ୍ୟ ସମାପ୍ତ କରିଛି। କମିଶନର ସଦସ୍ୟମାନେ ରାଷ୍ଟ୍ରପତି ଭବନ ...

  • 15610

    ନୂଆଦିଲ୍ଲୀ: ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଣହତ୍ୟା ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ବାଂଲାଦେଶ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ-ଆଇସିଟି ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି ।
    ବିକ୍ଷୋଭକ ...

  • 14414

    ବୟସ ୭୮ । ଆଖିକୁ ଠିକ୍ ଭାବେ ଦେଖାଯାଉନାହିଁ । କଥାବାର୍ତ୍ତା ମଧ୍ୟ ସଠିକ୍‌ରେ କହିପାରନ୍ତିନି । ଏଭଳି ସ୍ଥିତିରେ ୧୪ ମାସ ହେଲା ନିଖୋଜ ହୋଇଯାଇଥିଲେ । କିନ୍ତୁ ସୌଭାଗ୍ୟବଶତଃ ୧୪ ମାସ ପରେ ପୁଣି ବୃଦ୍ଧ ଜଣକ ଘରକୁ ଫେରିଛନ୍ତି । 

    ସୂଚନା ଅନୁଯାୟୀ,  ମାର୍ଚ୍ଚମାସରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ...

  • 16095

    ଭୁବନେଶ୍ବର ସ୍ଥିତ ପୋଖରୀଫୁଟ ଲିଙ୍ଗରାଜ ବିହାରରେ ଅଭାବନୀୟ ଘଟଣା ଘଟିଛି । ଏକ ପୁରୁଣା କୋଠାର ଛାତ ଭାଙ୍ଗିବା ବେଳେ ହଠାତ୍ ପିଲର ଭୁଶୁଡ଼ି ପଡିଥିଲା । ଫଳରେ କାର୍ଯ୍ୟରତ ଥିବା 3 ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

  • 15662

    ବିରି ଖାଇଥିବାରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଥିଲେ ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାକୁ ବନ ବିଭାଗ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାର ରିଲ୍‌ସ କରିଥିବା ଯୁବକଙ୍କୁ ଆଠମଲ୍ଲିକ ନାକଟି ଦେଉଳରୁ ବୁ ...

  • 15900

    ପୋଷି ପାରିବନି ବୋଲି ଜଣେ ଜେଜେମା’ ତାର ୭ ବର୍ଷର ନାତିକୁ ୨୦୦ ଟଙ୍କାରେ ବିକ୍ରି କରିଦେଇଛି । ଏଥିରେ ତାର କୌଣସି ଲୋଭ ନାହିଁ । ସେ ଟଙ୍କା ପାଇଁ ନୁହେଁ ବରଂ ଦାରିଦ୍ର‌୍ୟର ତାଡ଼ନାରେ ଛାତିର କୋହକୁ ଚାପି ଜେଜେମା ଏଭଳି ନିଷ୍ପତ୍ତି ନେଇଛି । ଏ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ବଳଦିଆ ଗାଁର ।

    ଗାଁର ଜଣେ ୬୫ ...

  • 15640

    କେନ୍ଦୁଝର ଜିଲ୍ଲାରେ ବୁଧବାର ଝଡ଼ ତୋଫାନ ସହ ଅସରାଏ ବର୍ଷା ହୋଇଛି । ତେବେ ବର୍ଷା ଝଡ ତୋଫାନରେ ଏକ ହରିଣ ଛୁଆ ଜନବସତିକୁ ପଶି ଆସିଥିବା ଜଣାପଡିଛି । ଏମିତି ଚିତ୍ର ଦେଖିବାକୁ ମିଳିଛି ଘସିପୁରା ବ୍ଲକ୍ ପୁରୁଣାବାନ୍ଧଗୋଡାରେ । ହରିଣ ଛୁଆଟି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୁଲୁଥିବାବେଳେ କିଛି ଯୁବକ ତାକୁ ଉଦ୍ଧା ...

  • 14830

    କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅନ୍ତର୍ଗତ ଦରଡିପାଳ ପଞ୍ଚାୟତ ମଙ୍ଗଳପୁର ଏବଂ ବାଲିପାଳରେ ଏଥର ଭଲ ବିଲାତି ଫସଲ ଭଲ ହୋଇଥିଲେ ବି ଅଭାବି ବିକ୍ରି ସବୁ ସାରିଦେଇଛି । ଏବେ ଚାଷୀ ଋଣ ସୁଝିବା ଚିନ୍ତାରେ ପଡିଛନ୍ତି । ଚାଷ ପାଇଁ ଯେତିକି ବ୍ୟାଙ୍କରୁ ଋଣ ଏବଂ ଧାର ଉଦ୍ଧାର ହୋଇଛି ତାହା କେମିତି ଭରଣା ହେବ । ଏ ପର୍ଯ୍ୟନ୍ତ ...

କ୍ରାଇମ ସିରିଜ୍ ଦେଖି ଲିଭ୍‌-ଇନ ପାର୍ଟନରକୁ ହତ୍ୟା

14702

ଦିଲ୍ଲୀର ଗାନ୍ଧୀ ବିହାର ଅଞ୍ଚଳରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରାମକେଶ ମିଣାଙ୍କ ହତ୍ୟା ରହସ୍ୟ ଘେରରେ ଥିବା ବେଳେ ସମ୍ପ୍ରତି ଏହା ଉପରୁ ପର୍ଦ୍ଦା ଉଠି ଯାଇଛି।  ଅକ୍ଟୋବର ୬ରେ ଗାନ୍ଧୀ ବିହାର ଅଞ୍ଚଳର ଏକ ଫ୍ଲାଟରେ ଜଣେ ଯୁବକଙ୍କ ପୋଡ଼ିଯାଇଥିବା ମୃତଦେହ ମିଳିଥିଲା। ପ୍ରାରମ୍ଭରେ ପୋଲିସ ଏହି ମାମ ...

14686

ଭାରତୀୟ ସିନେମାକୁ ବିଶ୍ବ ସ୍ତରରେ ପହଞ୍ଚାଇଥିବା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି ଏବେ ତାଙ୍କର ସବୁଠାରୁ ମହଙ୍ଗା ଫିଲ୍ମ ନିର୍ମାଣ କରୁଥିବା ଜଣାଯାଇଛି। ସାଉଥ୍ ସୁପରଷ୍ଟାର ମହେଶ ବାବୁ ଏବଂ ବଲିଉଡ-ହଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଏହି ଆକ୍ସନ-ଆଡଭେଞ୍ଚର ସିନେମାଟିର ନାମ 'ବାରାଣସୀ' ରଖାଯାଇଛି। ଫିଲ୍ମର ...

  • 14051

    ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଓପନର ସ୍ମୃତି ମନ୍ଧାନା ନଭେମ୍ବର ୨୩ ତାରିଖରେ ପ୍ରେମିକ ପଲାଶ ମୁଛଲଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ । ସ୍ମୃତି ଗତ ଛଅ ବର୍ଷ ଧରି ପଲାଶଙ୍କ ସହ ସମ୍ପର୍କରେ ଅଛନ୍ତି। ସମ୍ପ୍ରତ୍ତି ଅଧିନାୟକ ହରମନପ୍ରୀତ କୌର ସେମାନଙ୍କ ବିବାହ ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି।

    ହ ...

  • 14211

    ଟିମ୍ ଇଣ୍ଡିଆର ଅଭିଜ୍ଞ ଖେଳାଳି ଚେତେଶ୍ୱର ପୂଜାରା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।  ରବିବାର ସେ ଏକ ପୋଷ୍ଟ ଲେଖି ଏହା ଘୋଷଣା କରିଛନ୍ତି। ସେ ଏହି ଭାବପ୍ରବଣ ନୋଟରେ ନିଜର ଭାବନା ପ୍ରକାଶ କରିଛନ୍ତି। ପୂଜାରା ପୋଷ୍ଟରେ ଲେଖିଛନ୍ତି, ‘ଭାରତୀୟ ଜର୍ସି ପିନ୍ଧିବା, ଜାତୀୟ ସଙ୍ଗୀତ ଗାଇବା ଏବ ...

  • 14311

    ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ଏସିଆ କପ୍ ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ବରେ ୧୫ ଜଣିଆ ଭାରତୀୟ କ୍ରିକେଟ୍ ଦଳ ଘୋଷଣା ହୋଇଛି । ଶୁବମନ ଗିଲଙ୍କୁ ଉପ-ଅଧିନାୟକ ଦାୟିତ୍ବ ପ୍ରଦାନ କରାଯାଇଛି ।

    ଏସିଆ କପ୍ ପାଇଁ ଶୁବମନ ଗିଲ, ଅଭିଶେକ ଶର୍ମା ଏବଂ ସଞ୍ଜୁ ସ୍ୟାମସଙ୍ଗ ଉପରେ ପୁଣି ଥରେ ଚୟନ ...

  • 14973

    ଜୁନିଅର ମଲ୍ଲଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ଅଭିଯୁକ୍ତ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ସୁଶୀଲ କୁମାର ସାଗରଙ୍କ ହତ୍ୟାର ଅଭିଯୋଗରେ ଦୀର୍ଘ ଦିନରୁ ସେ ଜେଲ୍‌ରେ ଥିଲେ । ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ତାଙ୍କୁ ଜାମିନ୍‌ ମିଳିଥିଲା । ଏବେ ସୁଶୀଲ କୁମାରଙ୍କୁ ସୁପ ...

  • 17818

    ଭାରତ ପାଇଁ ବଡ଼ ଧକ୍କା। ମେ’ ୮ ତାରିଖରେ ନିୟମିତ ଅଧିନାୟକ ରୋହିତ ଶର୍ମା ଟେଷ୍ଟରୁ ଅବସର ନେଇଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା  କରିଛନ୍ତି ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଉଥି ...

ଏକ ନଜରରେ ଖବର