ଭୁବନେଶ୍ବର: ନୟାଗଡ଼ ଜିଲା ଶ୍ରମ ଅଧିକାରୀ ଚିତ୍ତ ରଞ୍ଜନ ରାଉତ ଶୁକ୍ରବାର ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି।
ମିଳିଥିବା ସୂଚନା ମୁତାବକ, ନୟାଗଡ଼ ବ୍ଲକ ବିରୁଡ଼ା ଗାଁର ଶ୍ରମିକ ନେତା ତଥା କମ୍ୟୁନିଷ୍ଟ ପାର୍ଟି ର ...
ନୂଆଦିଲ୍ଲୀ/ଭୁବନେଶ୍ୱର୍, ୧୪ ଜୁଲାଇ :- ଶିକ୍ଷା ବିଭାଗ ମୁଖ୍ୟଙ୍କ ଦ୍ୱାରା ଯୌନ ନିର୍ଯାତନା ପରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଜଣେ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦେବାରେ ତାଙ୍କ ସରକାର ବିଫଳ ହୋଇଥିବାରୁ ଆଜି ଅଖିଳ ଭାରତୀୟ ମହିଳା କଂଗ୍ରେସ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଇସ୍ତଫା ଦାବି କରିଛି।
ନୂଆଦିଲ୍ଲୀ: ପଞ୍ଜାବରେ ବ୍ୟାପୁଛି ଏକ ନିଆରା ରୋଗ। ଆଜନାଲାରେ ଆଫ୍ରିକୀୟ ସ୍ୱାଇନ୍ ଫିଭରର ଅନେକ ମାମଲା ରିପୋର୍ଟ ହୋଇଛି, ଯାହା ପରେ ସହରରେ ଆତଙ୍କ ବ୍ୟାପିଛି। ଗୁରୁବାର ଜଣେ ଅଧିକାରୀ କହିଛନ୍ତି ଯେ ଆଫ୍ରିକୀୟ ସ୍ୱାଇନ୍ ଫିଭର (ଏଏସ୍ଲପଖ) ଏକ ଫ୍ଲୁ ନୁହେଁ ବରଂ ଏକ ସଂକ୍ରମଣ ରୋଗ। ଯାହା ବିଶେଷ ଭାବରେ ଘୁଷ ...
ନୂଆଦିଲ୍ଲୀ: କିଛିଦିନ ହେବ କ୍ରମାଗତ ଭାବେ ମୁମ୍ବାଇ ଓ ଦିଲ୍ଲୀର ବିଭିନ୍ନ ସ୍ଥାନକୁ ବୋମାରେ ଉଡ଼ାଇ ଦିଆଯିବା ନେଇ ଧମକ ମିଳୁଛି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦିଆଯିବା ନେଇ ଧମକ ମିଳିବା ପରେ ଉତ୍ତେଜନା ଦେଖା ଦେଇଛି।
ହାଇକୋର୍ଟର ସରକାରୀ ମେଲ୍ ଆଇଡିରେ ବୋମା ବିସ୍ଫୋରଣର ଧମକ ମିଳିବା ପ ...
ନୂଆଦିଲ୍ଲୀ: ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ ପୁଣିଥରେ ଦୋହରାଇଛନ୍ତି ଯେ ଭାରତକୁ ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ପଡିବ, ତା’ହେଲେ ସେତେବେଳେ ଯାଇ ଉଚ୍ଚ ଟାରିଫ୍ ଏବଂ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇପାରିବ। ଲୁଟନିକ କହିଛନ୍ତି ଯେ ଏହି ସମୟରେ ସେ ଭାରତ ସହିତ ବାଣିଜ୍ୟ ଚୁକ୍ତି ଉପରେ ତ ...
ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରି ବିଶ୍ବ ଆଗରେ ନୁଆଁଇବାକୁ ଚେଷ୍ଟା କରିଥିଲା ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦% ଶୁଳ୍କ ଲାଗୁ କରିବା ପରେ ଭାରତ, ଆମେରିକା ଆଗରେ ପାଟି ଚୁପ୍ କରି ଛିଡ଼ା ହେବ ବୋଲି ଭାବିଥିଲା ଆମେରିକା। ହେଲେ ମୁଣ୍ଡ ନୁଆଁଇବା ପରିବର୍ତ୍ତେ ଭାରତ, ରୁଷ୍ ଓ ଚୀନ୍ ଭଳି ଦେଶ ସହିତ ନିଜ ...
ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହେବାପରେ ସିପି ରାଧାକୃଷ୍ଣନ ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ସିପି ରାଧାକୃଷ୍ଣନ ସେପ୍ଟେମ୍ବର ୧୨ରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉପରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ସିପି ରାଧାକୃଷ୍ଣନ ୪୫୨ ଭୋଟ ପାଇଛନ୍ତି। ଏହି ବ ...
ବୟସ ୭୮ । ଆଖିକୁ ଠିକ୍ ଭାବେ ଦେଖାଯାଉନାହିଁ । କଥାବାର୍ତ୍ତା ମଧ୍ୟ ସଠିକ୍ରେ କହିପାରନ୍ତିନି । ଏଭଳି ସ୍ଥିତିରେ ୧୪ ମାସ ହେଲା ନିଖୋଜ ହୋଇଯାଇଥିଲେ । କିନ୍ତୁ ସୌଭାଗ୍ୟବଶତଃ ୧୪ ମାସ ପରେ ପୁଣି ବୃଦ୍ଧ ଜଣକ ଘରକୁ ଫେରିଛନ୍ତି ।
ସୂଚନା ଅନୁଯାୟୀ, ମାର୍ଚ୍ଚମାସରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ...
ଭୁବନେଶ୍ବର ସ୍ଥିତ ପୋଖରୀଫୁଟ ଲିଙ୍ଗରାଜ ବିହାରରେ ଅଭାବନୀୟ ଘଟଣା ଘଟିଛି । ଏକ ପୁରୁଣା କୋଠାର ଛାତ ଭାଙ୍ଗିବା ବେଳେ ହଠାତ୍ ପିଲର ଭୁଶୁଡ଼ି ପଡିଥିଲା । ଫଳରେ କାର୍ଯ୍ୟରତ ଥିବା 3 ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ବିରି ଖାଇଥିବାରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଥିଲେ ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାକୁ ବନ ବିଭାଗ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାର ରିଲ୍ସ କରିଥିବା ଯୁବକଙ୍କୁ ଆଠମଲ୍ଲିକ ନାକଟି ଦେଉଳରୁ ବୁ ...
ପୋଷି ପାରିବନି ବୋଲି ଜଣେ ଜେଜେମା’ ତାର ୭ ବର୍ଷର ନାତିକୁ ୨୦୦ ଟଙ୍କାରେ ବିକ୍ରି କରିଦେଇଛି । ଏଥିରେ ତାର କୌଣସି ଲୋଭ ନାହିଁ । ସେ ଟଙ୍କା ପାଇଁ ନୁହେଁ ବରଂ ଦାରିଦ୍ର୍ୟର ତାଡ଼ନାରେ ଛାତିର କୋହକୁ ଚାପି ଜେଜେମା ଏଭଳି ନିଷ୍ପତ୍ତି ନେଇଛି । ଏ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ବଳଦିଆ ଗାଁର ।
ଗାଁର ଜଣେ ୬୫ ...
କେନ୍ଦୁଝର ଜିଲ୍ଲାରେ ବୁଧବାର ଝଡ଼ ତୋଫାନ ସହ ଅସରାଏ ବର୍ଷା ହୋଇଛି । ତେବେ ବର୍ଷା ଝଡ ତୋଫାନରେ ଏକ ହରିଣ ଛୁଆ ଜନବସତିକୁ ପଶି ଆସିଥିବା ଜଣାପଡିଛି । ଏମିତି ଚିତ୍ର ଦେଖିବାକୁ ମିଳିଛି ଘସିପୁରା ବ୍ଲକ୍ ପୁରୁଣାବାନ୍ଧଗୋଡାରେ । ହରିଣ ଛୁଆଟି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୁଲୁଥିବାବେଳେ କିଛି ଯୁବକ ତାକୁ ଉଦ୍ଧା ...
କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅନ୍ତର୍ଗତ ଦରଡିପାଳ ପଞ୍ଚାୟତ ମଙ୍ଗଳପୁର ଏବଂ ବାଲିପାଳରେ ଏଥର ଭଲ ବିଲାତି ଫସଲ ଭଲ ହୋଇଥିଲେ ବି ଅଭାବି ବିକ୍ରି ସବୁ ସାରିଦେଇଛି । ଏବେ ଚାଷୀ ଋଣ ସୁଝିବା ଚିନ୍ତାରେ ପଡିଛନ୍ତି । ଚାଷ ପାଇଁ ଯେତିକି ବ୍ୟାଙ୍କରୁ ଋଣ ଏବଂ ଧାର ଉଦ୍ଧାର ହୋଇଛି ତାହା କେମିତି ଭରଣା ହେବ । ଏ ପର୍ଯ୍ୟନ୍ତ ...
ତେଲେଙ୍ଗାନାର କୁକଟପାଲିରେ ଏକ ଭୟଙ୍କର ହତ୍ୟା ଘଟଣା ସାମ୍ନାକୁ ଆସିଛି। କୁକଟପାଲିର ସ୍ୱାନ ଲେକ୍ ଆପାର୍ଟମେଣ୍ଟରେ ରେଣୁ ଅଗ୍ରୱାଲ (୫୦) ନାମକ ଜଣେ ମହିଳାଙ୍କୁ ଅଜଣା ଲୋକମାନେ ନିର୍ମମ ଭାବରେ ହତ୍ୟା କରିଛନ୍ତି। ୧୩ ମହଲାରେ ରହୁଥିବା ପୀଡିତାଙ୍କ ହାତ ଗୋଡ଼ ବାନ୍ଧି ହତ୍ୟା କରିବା ଘଟଣାରେ ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହ ...
ପ୍ରଥମେ ଶ୍ୱଶୁର ପରେ ବୋହୂ ଆଉ ଏବେ ଅଭିନେତା ପୁଅ ହାଇକୋର୍ଟର କବାଟ ବାଡେଇଛନ୍ତି। କିଛିଦିନ ପୂର୍ବରୁ ଅଭିନେତା ଅମିତାଭ ବଚ୍ଚନ କୋର୍ଟରେ ପହଞ୍ଚିଥିଲେ। ଆଉ ନିକଟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ଆଜି ଅଭିନେତା ଅଭିଷେକ ବଚ୍ଚନ ହାଇକୋର୍ଟରେ ପହଞ୍ଚିଛନ୍ତି।
ଅଭିଷେ ...
ଟିମ୍ ଇଣ୍ଡିଆର ଅଭିଜ୍ଞ ଖେଳାଳି ଚେତେଶ୍ୱର ପୂଜାରା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରବିବାର ସେ ଏକ ପୋଷ୍ଟ ଲେଖି ଏହା ଘୋଷଣା କରିଛନ୍ତି। ସେ ଏହି ଭାବପ୍ରବଣ ନୋଟରେ ନିଜର ଭାବନା ପ୍ରକାଶ କରିଛନ୍ତି। ପୂଜାରା ପୋଷ୍ଟରେ ଲେଖିଛନ୍ତି, ‘ଭାରତୀୟ ଜର୍ସି ପିନ୍ଧିବା, ଜାତୀୟ ସଙ୍ଗୀତ ଗାଇବା ଏବ ...
ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ଏସିଆ କପ୍ ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ବରେ ୧୫ ଜଣିଆ ଭାରତୀୟ କ୍ରିକେଟ୍ ଦଳ ଘୋଷଣା ହୋଇଛି । ଶୁବମନ ଗିଲଙ୍କୁ ଉପ-ଅଧିନାୟକ ଦାୟିତ୍ବ ପ୍ରଦାନ କରାଯାଇଛି ।
ଏସିଆ କପ୍ ପାଇଁ ଶୁବମନ ଗିଲ, ଅଭିଶେକ ଶର୍ମା ଏବଂ ସଞ୍ଜୁ ସ୍ୟାମସଙ୍ଗ ଉପରେ ପୁଣି ଥରେ ଚୟନ ...
ଜୁନିଅର ମଲ୍ଲଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ଅଭିଯୁକ୍ତ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ସୁଶୀଲ କୁମାର ସାଗରଙ୍କ ହତ୍ୟାର ଅଭିଯୋଗରେ ଦୀର୍ଘ ଦିନରୁ ସେ ଜେଲ୍ରେ ଥିଲେ । ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ତାଙ୍କୁ ଜାମିନ୍ ମିଳିଥିଲା । ଏବେ ସୁଶୀଲ କୁମାରଙ୍କୁ ସୁପ ...
ଭାରତ ପାଇଁ ବଡ଼ ଧକ୍କା। ମେ’ ୮ ତାରିଖରେ ନିୟମିତ ଅଧିନାୟକ ରୋହିତ ଶର୍ମା ଟେଷ୍ଟରୁ ଅବସର ନେଇଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଉଥି ...
ଭାରତୀୟ କ୍ରିକେଟ ଦଳ ପାଇଁ ବିସିସିଆଇ ୫୮ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଏହି ଟଙ୍କା ଖେଳାଳିମାନଙ୍କ ସହ ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ମଧ୍ୟ ପ୍ରଦାନ କରାଯିବ। ଗୁରୁବାର ଦିନ ସୋସିଆଲ ମିଡିଆ ମାଧ୍ୟମରେ ବିସିସିଆଇ ଏହି ସୂଚନା ଦେଇଛି।ଭାରତ ମାର୍ଚ୍ଚ ୯ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଚ ...
GST ପରିଷଦର 56ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି। ଏହି ବୈଠକ ପରେ ସାରା ଦେଶରେ ସୁନା ଦର ମଧ୍ୟ ହ୍ରାସ ପାଇଛି। MCX ଉପରେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭, ୯୫୦ ଟଙ୍କା ହୋଇଥିବା ବେଳେ ...
ପୁଣି ବଢିଛି ସୁନା ଦର । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୬,୯୭୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୮,୦୫୦ ଟଙ୍କା ରହିଛି । ୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୦,୨୩୦ ଟଙ୍କା ରହିଛି । ସେହିପରି ରୁପା ଦାମ୍ ମଧ୍ ...
- ନୁ୍ୟଟ୍ରିଲାଇଟ ଅଲ୍ ପ୍ଲାଣ୍ଟ ପ୍ରୋଟିନ, ନୁ୍ୟଟ୍ରିଲାଇଟ ଡେଲି ପ୍ଲସ୍ ଏବଂ ନୁ୍ୟଟ୍ରିଲାଇଟ ସାଲମନ୍ ଓମେଗା-୩ ସଫ୍ଟଜେଲ୍ସ୍ ସମେତ ପାଞ୍ଚଟି ଅଗ୍ରଣୀ ନୁ ...
ରାୟଗଡା , 28 /8; ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ସିଏସଆର ଜରିଆରେ ଗ୍ରାମାଞ୍ଚଳରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ବିକାଶ ମୂଳକ କାର୍ଯ୍ୟ ...
ଭୁବନେଶ୍ୱର ; ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦନ୍ତ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ସୁନ୍ ...
ମୁମ୍ବାଇ : ଭାସମଲ, ଭାରତର ଏକ ସବୁଠାରୁ ବିଶ୍ୱାସଯୋଗ୍ୟ ହେୟାର କଲର ବ୍ରାଣ୍ଡ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ଏହାର ବଂଶାନୁକ୍ରମିକତାକୁ ପ୍ରଶସ୍ଥ କରିବା ସହିତ, ଏହାର ଏଇ ନିକଟରେ ଉପସ୍ଥାପିତ ବୈଶିଷ୍ଟ୍ୟକାରୀ ବ୍ରା ...