Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, August 03, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୩୩ବର୍ଷର କ୍ୟାରିଅରରେ ପ୍ରଥମ ଜାତୀୟ ...

  • ଭୂସ୍ଖଳନ ପରେ ଅମରନାଥ ଯାତ୍ରା ସ୍ଥଗିତ

  • ଓଡ଼ିଆ ଫିଚର ଫିଲ୍ମ ‘ପୁଷ୍କରା’କୁ ଜାତୀୟ ...

  • ରୋଷେୟାଙ୍କ ରୋଜଗାର ଶୁଣି ହୋସ୍ ଉଡିଯିବ: ...

  • ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ...

  • ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ ...

  • ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ

  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ...

  • ବହୁ ଉପାଦେୟ ମେଥିପାଣି

  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ...

ରାଜନୀତି
Home ›› ରାଜନୀତି ››ଦ୍ୱିତୀୟଥର ମିନାକ୍ଷୀ ବାହିନିପତି ହେଲେ ଓଡ଼ିଶା ମହିଳା କଂଗ୍ରେସ ସଭାନେତ୍ରୀ

ଦ୍ୱିତୀୟଥର ମିନାକ୍ଷୀ ବାହିନିପତି ହେଲେ ଓଡ଼ିଶା ମହିଳା କଂଗ୍ରେସ ସଭାନେତ୍ରୀ

2025-07-06 14:57:10
14929
Share:
Facebook
Twitter
E-Mail
WhatsApp
Telegram
ଦ୍ୱିତୀୟଥର ମିନାକ୍ଷୀ ବାହିନିପତି ହେଲେ ଓଡ଼ିଶା ମହିଳା କଂଗ୍ରେସ ସଭାନେତ୍ରୀ

ଭୁବନେଶ୍ୱର ୦୬.୦୭ : ରାଜ୍ୟ କଂଗ୍ରେସ ତା’ର ସଂଗଠନକୁ ନବକଳେବର ରୂପ ଦେବା ପାଇଁ ଏବେ ପୁନଃର୍ବାର କଂଗ୍ରେସର ବରିଷ୍ଠ ନେତ୍ରୀ ମୀନାକ୍ଷି ବାହିନିପତିଙ୍କୁ ଦ୍ୱିତୀୟଥର ପାଇଁ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଏ.ଆଇ.ସି.ସି. ଘୋଷଣା କରିଛି । ମୀନାକ୍ଷି ବାହିନିପତିଙ୍କୁ ମହିଳା ସଭାନେତ୍ରୀ ଭାବେ ଏ.ଆଇ.ସି.ସି. ଘୋଷଣା କରିଥିବାରୁ ରାଜ୍ୟ ପିିସିସି ସଭାପତି ଭକ୍ତ ଚରଣ ଦାସ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟପକ୍ଷରେ ଶ୍ରୀମତୀ ବାହିନିପତି ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ଘୋଷିତ ହେବା ପରେ ଖୁସିବ୍ୟକ୍ତ କରିବା ସହିତ ଏ.ଆଇ.ସି.ସି.ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ, ଲୋକସଭା ବିରୋଧିଦଳର ନେତା ତଥା ଜନନାୟକ ରାହୁଲ ଗାନ୍ଧୀ, ସୋନୀଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେ.ସି. ଭେନୁଗୋପାଳ, କଂଗ୍ରେସ ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।


ଶ୍ରୀମତୀ ବାହିନିପତି ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଓଡ଼ିଶାରେ ନାରୀ ନିର୍ଯ୍ୟାତନା ସହରରୁ ପଲ୍ଲୀ ପର୍ଯ୍ୟନ୍ତ ବ୍ୟାପିଛି । କେଉଁଠି ବି ନାରୀ ସୁରକ୍ଷିତ ନୁହେଁ । ପ୍ରତ୍ୟେକ ଦିନ ରାଜ୍ୟର କେଉଁଠି ନା କେଉଁଠି ମା’-ଝିଅ ଓ ବୋହୁ ମାନେ ସୁରକ୍ଷିତ ନୁହଁନ୍ତି । ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆମର ନେତା ଜନନାୟକ ରାହୁଲ ଗାନ୍ଧୀ ଯେଉଁ ଅଭିଯାନ ଚଳାଇଛନ୍ତି ତାହାକୁ ଆଗକୁ ନେବି । ରାଜ୍ୟର ମହିଳା ସଂଗଠନକୁ ସଂଗଠିତ କରିବା ସହ ସେମାନେ କିପରି କଂଗ୍ରେସର ଆଭିମୁଖ୍ୟକୁ ଆଗେଇ ନେଇ ନାରୀମାନଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସଂଗ୍ରାମ ଜାରି ରଖିବେ ସେ ଉପରେ ଗୁରୁତ୍ୱ ଦେବି ବୋଲି ଶ୍ରୀମତୀ ବାହିନିପତି ତାଙ୍କ ବକ୍ତବ୍ୟରେ କହିଛନ୍ତି ।


ପ୍ରକାଶଥାଉକି, ଶ୍ରୀମତୀ ବାହିନିପତି ଏଥିପୂର୍ବରୁ କୋରାପୁଟ ଏନ୍‌.ଏ.ସି ଅଧ୍ୟକ୍ଷା, କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ୧୦ ବର୍ଷର ସୂଚାରୁ ରୂପେ ଦାୟିତ୍ୱ ସଂପାଦନ କରିବା ସହ ସାଂଗଠନିକ ଦକ୍ଷତା ପ୍ରତିପାଦିତ କରିଛନ୍ତି । ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ସଭାନେତ୍ରୀ ଭାବେ ଦାୟିତ୍ୱ ନେଇ ମହିଳା ସଂଗଠନକୁ ସୁଦୃଢ଼ କରିବାରେ ପ୍ରୟାସ କରିଥିଲେ । ନିର୍ବାଚନ ପରେ ଏ.ଆଇ.ସି.ସି. ଓଡ଼ିଶା କଂଗ୍ରେସର ସଂଗଠନକୁ ଭାଙ୍ଗି ଦେଇଥିଲେ । ପିସିସି ସଭାପତି ଭାବେ ଭକ୍ତ ଚରଣ ଦାସଙ୍କୁ ରାଜ୍ୟ ସଂଗଠନର ଦାୟିତ୍ୱ ଏ.ଆଇ.ସି.ସି. ଦେଇଛି । ଗତ ୪ ମାସ ଭିତରେ ଭକ୍ତ ଚରଣ ଦାସ ରାଜ୍ୟ ସଂଗଠନକୁ ନୂଆ ରୂପ ଦେବା ପାଇଁ ପଦକ୍ଷେପ ନେଇଥିଲେ । ବିଜେଡ଼ି ଓ ବିଜେପି ମହିଳା ଭୋଟରଙ୍କୁ ହାତେଇବା ପାଇଁ ପ୍ରୟାସ କରୁଥିବାବେଳେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ରାଜ୍ୟର ବିଜେପି ଶାସନରେ ସବୁଠାରୁ ମହିଳା ମାନଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି । ରାଜ୍ୟର ବିଜେପି ସରକାର କ୍ଷମତାକୁ ଆସିବା ଦିନଠାରୁ ୬୦ ରୁ ଉର୍ଦ୍ଧ୍ୱ ମହିଳା ଗଣବଳତ୍କାରର ଶିକାର ହୋଇଛନ୍ତି । ଏହା କେବଳ ଜାତୀୟ ପ୍ରସଙ୍ଗ ହୋଇରହି ନାହିଁ ବରଂ ଅର୍ନ୍ତଜାତୀୟ ପ୍ରସଙ୍ଗ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦେଶର ନାଗରିକଙ୍କୁ ଓଡ଼ିଶା ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷିରେ ଏ.ଆଇ.ସି.ସି. ୫ ଜଣ ବରିଷ୍ଠ କଂଗ୍ରେସ ନେତ୍ରୀ ଓ ସାଂସଦଙ୍କୁ ଓଡ଼ିଶାର ଗୋପାଳପୁର ଓ କେନ୍ଦୁଝର ଆଦି ଅଞ୍ଚଳକୁ ପଠାଇ ସତ୍ୟାସତ ଅନୁସନ୍ଧାନ କରିଛି । ମହିଳାଙ୍କ ସମସ୍ୟା ଓଡ଼ିଶାରେ ଉତ୍କଟ ରୂପ ଧାରଣ କରିଥିବାରୁ ଏ.ଆଇ.ସି.ସି. ଜଣେ ଟାଣୁଆ ମହିଳା ନେତ୍ରୀ ମୀନାକ୍ଷି ବାହିନିପତି ସଭାନେତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି । ଶ୍ରୀମତୀ ବାହିନିପତିଙ୍କୁ ଦଳ ପକ୍ଷରୁ ବହୁ ତୁଙ୍ଗନେତା, କର୍ମୀ ଓ ମହିଳା ନେତ୍ରୀମାନେ ସ୍ୱାଗତ ଜଣାଇ ସମର୍ଥନ ଜ୍ଞାପନ କରିଛନ୍ତି ।


Powered by Froala Editor

Tags minakhi bahinipati

Related articles Odisha News Lens 4.1

  • ୩୩ବର୍ଷର କ୍ୟାରିଅରରେ ପ୍ରଥମ ଜାତୀୟ ପୁରସ୍କାର
    ମନୋରଞ୍ଜନ

    ୩୩ବର୍ଷର କ୍ୟାରିଅରରେ ପ୍ରଥମ ଜାତୀୟ ପୁରସ୍କାର

    14605
    Aug 02, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ...
    ବାଣିଜ୍ୟ

    ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ...

    14220
    Aug 01, 2025
  • ଓଡ଼ିଆ ଫିଚର ଫିଲ୍ମ ‘ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
    ମନୋରଞ୍ଜନ

    ଓଡ଼ିଆ ଫିଚର ଫିଲ୍ମ ‘ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    13488
    Aug 02, 2025
  •  ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ କିଷାନ୍ ନିଧିର ୨୦ତମ କିସ୍ତି ଟଙ୍କା
    ଦେଶ-ଦେଶାନ୍ତର

    ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ୍ କିଷାନ୍ ନିଧିର ୨୦ତମ କିସ୍ତି ଟଙ୍କା

    14003
    Aug 02, 2025
  • ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ଜାଣନ୍ତୁ କ’ଣ?

    15524
    Aug 02, 2025
  • ରୋଷେୟାଙ୍କ ରୋଜଗାର ଶୁଣି ହୋସ୍ ଉଡିଯିବ: ପ୍ରତିଦିନ ୩୦ ମିନିଟ୍‌, ଘର ପିଛା ୧୮ ହଜାର ...
    ଦେଶ-ଦେଶାନ୍ତର

    ରୋଷେୟାଙ୍କ ରୋଜଗାର ଶୁଣି ହୋସ୍ ଉଡିଯିବ: ପ୍ରତିଦିନ ୩୦ ମିନିଟ୍‌, ଘର ପିଛା ୧୮ ହଜାର ...

    15385
    Aug 02, 2025
  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....
    ବିଶେଷ

    ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    15029
    Aug 02, 2025
  • ଭୂସ୍ଖଳନ ପରେ ଅମରନାଥ ଯାତ୍ରା ସ୍ଥଗିତ
    ଦେଶ-ଦେଶାନ୍ତର

    ଭୂସ୍ଖଳନ ପରେ ଅମରନାଥ ଯାତ୍ରା ସ୍ଥଗିତ

    14743
    Aug 02, 2025
  • ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ
    ଦେଶ-ଦେଶାନ୍ତର

    ଧରାପଡ଼ିଲା ତେଜସ୍ଵୀ ଯାଦବଙ୍କ ମିଛ

    14845
    Aug 02, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ଜାଣନ୍ତୁ କ’ଣ?

    15524
    Aug 02, 2025
  • ମନୋରଞ୍ଜନ

    ୩୩ବର୍ଷର କ୍ୟାରିଅରରେ ପ୍ରଥମ ଜାତୀୟ ପୁରସ୍କାର

    14605
    Aug 02, 2025
  • ବିଶେଷ

    ବହୁ ଉପାଦେୟ ମେଥିପାଣି

    15063
    Aug 02, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16650
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16763
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17088
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15569
    Apr 03, 2021

ବିଶେଷ

  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    15029
    Aug 02, 2025
  • ବହୁ ଉପାଦେୟ ମେଥିପାଣି

    15063
    Aug 02, 2025
  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14725
    Jul 31, 2025
  • ଉପକାରୀ ଗୁଣରେ ଭରପୁର ଭିଟାମିନ୍‌-ଇ’

    14656
    Jul 31, 2025
  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    15199
    Jul 30, 2025

ବାଣିଜ୍ୟ

ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

ନୂଆଦିଲ୍ଲୀ: ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନି ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ କେ ଜେ ପଟେଲଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀ ପଟେଲ ଡାଇରେକ୍ଟର, ଟେକ୍‌ନିକାଲ, ଇଫ୍&z ...

  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14258
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14720
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14812
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14157
    Jul 21, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏୟାରଟେଲର ନୂଆ ରିଚାର୍ଜ ପ୍ଲାନ୍‌, ଜାଣନ୍ତୁ କ’ଣ?

    15524
    Aug 02, 2025
  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    15029
    Aug 02, 2025
  • ଓଡ଼ିଆ ଫିଚର ଫିଲ୍ମ ‘ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    13488
    Aug 02, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In