ରାଜପଥରେ ଏସିଡ୍‌ ଟ୍ୟାଙ୍କର ଲିକ୍

14045

୧୬ ନଂ ଜାତୀୟ ରାଜପଥ ଚଂପାଗଡ ଛକ ଓସକେଇ ଖୋଲ ନିକଟରେ ଏସିଡ୍‌ ଟ୍ୟାଙ୍କର ଲିକ୍  ହୋଇଛି ।  ଫଳରେ ଜାତୀୟ ରାଜପଥ ଧୂଆଁମୟ ହୋଇପଡ଼ିଛି। ହାଇଡ୍ରୋକ୍ଲୋରାଇଡ୍ ଟ୍ୟାଙ୍କର ଟି ଗଂଜାମରୁ କୋଲକତା ଯାଉଥିଲା । ଟ୍ୟାଙ୍କର ଭଲଭ୍ କଟିଯିବାରୁ ଏସିଡ୍ ଲିକ ହୋଇଛି। ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନୀଶମ ବାହିନୀ ପହଂଚି ଟ୍ୟା ...

13970

ଆଗକୁ ବିଧାନସଭା ନିର୍ବାଚନ। ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ଭିତରେ ଥିବା ଅନ୍ତଃକନ୍ଦଳ ଉଗ୍ର ରୂପ ଧାରଣ କରିଛି। ଦୁଇ ନେତାଙ୍କ କଳି ମେଣ୍ଟାଇବାକୁ କଂଗ୍ରେସ ଟିମ୍ ପଠାଇଥିବା ବେଳେ କୌଣସି ସମାଧାନର ବାଟ ବାହାରିପାରି ନାହିଁ। ବିବାଦ ସମାଧାନ କରିବାକୁ କଂଗ୍ରେସ ପକ୍ଷରୁ ବରିଷ୍ଠ ...

  • 14240

    ମୁମ୍ବାଇ: ଦିନେ ତାଙ୍କୁ ଦେଖିବା ମାତ୍ରେ ଅପରାଧୀମାନେ ଥରହର ହେଉଥିଲେ । ଛାତିରେ  ଛନକା ପଶି ଯାଉଥିଲା । କେତେ ବଡ଼ ବଡ଼ ଦୁର୍ବୃତ୍ତଙ୍କୁ ସେ ଏନ୍‌କାଉଣ୍ଟର କରିଥିଲେ । ହେଲେ ଏବେ ସେ ଜେଲ୍‌ର ଚାରି କାନ୍ଥ ଭିତରେ । ଏହି ବ୍ୟକ୍ତି ଜଣଙ୍କ ହେଲେ ପୂର୍ବତନ ଏନ୍‌କାଉଣ୍ଟ ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ...

  • 14133

    କରୋନାର ପ୍ରଥମ ଲହର ପରେ ଦ୍ୱିତୀୟ ଲହର ତାର ପ୍ରଭାବ ବିସ୍ତାର କରିଛି । ଯଦିଓ ଦ୍ୱିତୀୟ ଲହର ଆଶିଂକ ଭାବରେ କମିଯାଇଛି, ତଥାପି ମୃତ୍ୟୁ ସଂଖ୍ୟା ସନ୍ତୋଷଜନକ ଭାବରେ ହ୍ରାସ ପାଇନାହିଁ । ଏହିସବୁ ଭିତରେ ତୃତୀୟ ଲହରର ସମ୍ଭାବ୍ୟକୁ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ମହାରାଷ୍ଟ୍ର । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ ...

  • 15394

    ମହାମାରୀରେ ବେକାରୀ ସମସ୍ୟା ବଢିଚାଲିଛି । ଲୋକେ ଜୀବିକା ହରାଉଛନ୍ତି । ଆଉ କିଛି ଅନ୍ୟ ପନ୍ଥା ଆପଣାଇ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି । ଏଭଳି ସ୍ଥିତିରେ ପୁଣି ଏକ ବଡ ଖବର ମିଳିଛି । ଆଇଟି କମ୍ପାନୀ ମଧ୍ୟ ବଡ ଧରଣର ଛଟେଇ କରିବ ବୋଲି ସୂଚନା ମିଳିଛି । ଏପରି ହେଲେ ଆସନ୍ତା ୨୦୨୨ ସୁଦ୍ଧା ବିଭିନ୍ନ ଆଇଟି କ୍ଷେତ୍ରରୁ ପ୍ରା ...

  • 14891

    ଦେଶର ୨୫୬ ଟି ଜିଲ୍ଲାରେ ସୁନା ହଲମାର୍କକୁ ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ଉପଭୋକ୍ତା ମନ୍ତ୍ରାଳୟର ତଥ୍ୟ ଅନୁସାରେ, ତାମିଲନାଡୁରେ ୨୪ଟି, ଗୁଜରାଟରେ ୨୩ଟି,ମହାରାଷ୍ଟ୍ରରେ ୨୨ଟି, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ୧୯ଟି ଲେଖାଏଁ,ରାଜସ୍ଥାନରେ ୧୮ଟି, ହରିୟାଣାରେ ୧୫ଟି, କର୍ଣ୍ଣାଟକରେ ୧୪ଟି, ବିହାର ଓ କେରଳରେ ୧୩ଟି ...

  • 13245

    ଖୁବ୍‌ ଶୀଘ୍ର ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନ ବା (ସିବିଏସ୍‌ଇ) ତାର ଦ୍ୱାଦଶ ପରୀକ୍ଷା ଫଳ ଅଫିସିଆଲ ୱେବସାଇଟ୍‌ରେ ପ୍ରକାଶ କରିବାର ତାରିଖ ଘୋଷଣା କରିବ । ତା ପୂର୍ବରୁ ସିବିଏସଇ ଦ୍ୱାଦଶ ମୂଲ୍ୟାୟନ ପଦ୍ଧତିର ରୂପରେଖ କିପରି କରାଯିବ ସେ ନେଇ ସୂଚନା ଦେଇଛି। ସିବିଏସ୍‌ଇ ପକ୍ଷରୁ ଜଷ୍ ...

  • 15325

    ଆଠଗଡ଼ ସବ୍‌ଡିଭିଜନ ବନଖଣ୍ଡ ଆଠଗଡ଼ ରେଞ୍ଜରଙ୍କ ବାଡିପଟୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା । ପରେ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇ ବଡମ୍ବା ସଂରକ୍ଷିତ ଜଙ୍ଗଲରେ ଛଡାଯାଇଛି । ଆଠଗଡ଼ ରେଞ୍ଜର ଲକ୍ଷ୍ମୀ ନାରାୟଣ ପୁର ଶୋଲଗାଡିଆ ଗ୍ରାମର ପ୍ରଣୟ ପ୍ରଧାନଙ୍କ ବାଡିପଟରେ ଏକ ବଜ୍ରକାପ୍ତା ବୁଲୁଥିବା ଦେଖିବାକୁ ମିଳିଥିଲା। ...

  • 13229

    ସାନଖେମୁଣ୍ଡି ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଟ୍ରକ୍ ଦୁର୍ଘଟଣା ଘଟିଛି । ପେପର ଡଷ୍ଟ ନେଇ ଯାଉଥିବା ଏହି ଟ୍ରକ୍‌ଟି ଖସି ପଡିବାରୁ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଡ୍ରାଇଭର ଅମୂଲ୍ୟ କୁମାର ଭୂୟାଁ ଓ ହେଲପର ପ୍ରଶାନ୍ତ କୁମାର ଗଉଡ ବୋଲି ଜଣାପଡିଛି।  ସେଠାରୁ ତାଙ୍କୁ ଉଦ୍ଧାର କରାଯା ...

  • 15177

    କଳାହାଣ୍ଡି ଥୁଆମୁଳ ରାମପୁର ରେଞ୍ଜ ରାଣୀବାହାଲି ସଂରକ୍ଷିତ ଜଙ୍ଗଲରୁ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହୋଇଛି । ଗତ ୧୨ ତାରିଖରେ ହାତୀଟି ମରି ପଡ଼ିଥିବା ସୂଚନା ମିଳିଥିଲା। ଶବ ବ୍ୟବଚ୍ଛେଦ ବେଳେ ମାଈ ହାତୀର ଦାନ୍ତ କାଟି ନେଇଥିବା ଜଣାପଡିଛି। ମୃତକ ହାତୀର ବୟସ ୩0 ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏ ନେଇ ର ...

  • 14951

    କଲରାପତରିଆ ବାଘ ଚମଡ଼ା ଚାଲାଣ ବେଳେ ଫୁଲବାଣୀ ବନଖଣ୍ଡ ଅଧୀନ ସୁଡୁକୁମ୍ଫା ରେଞ୍ଜର ଓ ବନ କର୍ମଚାରୀମାନେ ଜବତ କରିଛନ୍ତି । ଚୋରା କାରବାରରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ କୁଟିକାରୀ ଗ୍ରାମର କବିଚନ୍ଦ୍ର କହଁର ।

    କବି ଏକ କଲରାପତରିଆ ବାଘ ଚମଡ଼ାକୁ ଚାଲାଣ କରିବାକୁ ଯୋଜନା କରୁଥିବା ...

  • 15217

    ଜଣେ କାର୍ ଚାଳକଙ୍କ ବେପରୁଆ ନୀତି ପାଇଁ ୫ ଟି କୁକୁରଙ୍କ ଜୀବନ ଯାଇଛି । ନିରିହ ପ୍ରାଣୀଙ୍କ ଜୀବନ ଯାଇଥିବାରୁ କାର୍ ଚାଳକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ 429,506,294, ସେକ୍ସନ 11  cruelty  animal act ଦଫାରେ ପ୍ରଫୁଲଙ୍କ ବିରୋଧରେ ମାମଲା ରୁଜୁ କରିଛି ଲିଙ୍ଗରାଜ ଥାନା ...

  • 15361

    ରଗଡ଼ ଜିଲ୍ଲା ବରପାଲି – ଟିଙ୍ଗିପାଲି ଛକ ରୋଡ ନିକଟରେ ଏକ ଗାଈ ବୋଝେଇ କଣ୍ଟେନର ଓଲଟି ପଡ଼ିଛି ।  କଣ୍ଟେନର ଓଲଟି ୩୦ଟି ଗୋରୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ବରପାଲି ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ...

ଇଟାରେ ଛେଚି ଯୁବକଙ୍କୁ ହତ୍ୟା

15162

ଭୁବନେଶ୍ୱରରେ ଜଣେ ଯୁବକଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଏହି ମାମଲାରେ କମିଶନରେଟ୍‌ ପୁଲିସ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।  କିଭଳି ଓ କାହିଁକି ଏହି ହତ୍ୟା କାଣ୍ଡ ଘଟିଛି ସେ ବିଷୟରେ ସବିଶେଷ ତଥ୍ୟ ଜଣାପଡିନାହିଁ  । ମୃତ ଯୁବକ ଏବଂ ହତ୍ୟାକାରୀ ଯୁବକ ଦ୍ୱୟ ଶ୍ରମିକ ଶ୍ରେଣିର । କୌ ...

15189

ନୂଆଦିଲ୍ଲୀ : ଅଭିନୟକୁ ଅଲବିଦା କଲେ ଟିଭିର ଜଣାଶୁଣା ଅଭିନେତ୍ରୀ ଅନିତା ହସନନ୍ଦାନୀ । ଏହା ଶୁଣିବା ପରେ ତାଙ୍କ ଫ୍ୟାନ୍ସମାନେ ଏକଦମ୍ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ନିଜ ଅଭିନୟରେ ଦର୍ଶକଙ୍କ ମନ ମୋହୁଥିବା ଅନିତା ହସନନ୍ଦାନୀ ଏକଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଅନିତା ତାଙ୍କ ପୁଅ ଆରବଙ୍କ  ଜନ୍ମପରେ ...

  • 15167

    ପୂର୍ବତନ ବକ୍ସର(ମୁଷ୍ଟିଯୋଦ୍ଧା) ଗାଙ୍ଗୋମ ଡିଙ୍କୋ ସିଂହଙ୍କ ୪୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ବକ୍ସିଂ ରିଂରେ ପ୍ରତିପକ୍ଷଙ୍କୁ ଚିତ କରୁଥିବା ଏହି ପୂର୍ବତନ ମୁଷ୍ଟିଯୋଦ୍ଧା ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ୨୦୧୭ ମସିହାରୁ ସେ ରୋଗାଗ୍ରସ୍ତ ଥିଲେ । ଲିଭର୍ କ୍ୟାନସର ରୋଗରେ ପୀଡ଼ିତ ଥିଲେ । କ୍ୟାନସର ସହ ଗତବର୍ଷ କରୋନ ...

  • 14605

    ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ବେଳେ ରେସଲର ସୁମିତ ମଲିକ ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ତାଙ୍କ ଭୁଲ ଯୋଗୁ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆକୁ ୧୬ ଲକ୍ଷ ଟଙ୍କାର ଜରିମାନା କରାଯାଇଛି । ସୁମିତ କହିଛନ୍ତି ସେ ଅସୁସ୍ଥ ଥିବା ସମୟରେ କିଛି ଔଷଧ ଡାକ୍ତରଙ୍କ ପରାମର୍ଶରେ ନେଇଥିଲେ । ଉଦ୍ଦେଶ୍ୟମୂଳକ ଭାବେ କୌଣସି ନିଷିଦ୍ଧ ଡ୍ ...

  • 15108

    ଲାହୋର: ପାକିସ୍ତାନର ପ୍ରତିଭାବନ ବ୍ୟାଟସମ୍ୟାନ ବାବର ଆଜମଙ୍କ ନିର୍ବନ୍ଧ ଶେଷ ହୋଇଛି । ଆସନ୍ତାବର୍ଷ ସେ ବିବାହ ବନ୍ଧନରେ ଆବଦ୍ଧ ହେବେ । ପାକିସ୍ତାନ ସୁପର ଲିଗ ଖେଳିବା ଲାଗି ସମ୍ପ୍ରତି ସଙ୍ଗରୋଧରେ ଥିବା ବାବର ତାଙ୍କ ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିବେ । ଉଭୟ ପରିବାର ଏହି ସମ୍ପର୍କରେ ବହୁତ ଖୁସି ଥିଲା ବେଳେ କରୋନା ...

  • 14230

    ନୂଆଦିଲ୍ଲୀ:  କରୋନା ପାଇଁ ବନ୍ଦ ଥିବା ଆଇପିଏଲ-୨୦୨୧ର ଅବଶିଷ୍ଟ ୩୧ ମ୍ୟାଚ ୟୁଏଇରେ ଖେଳାଯିବା ନେଇ ନିଷ୍ପତ୍ତି ହୋଇଛି ।  ସେପ୍ଟେମ୍ବର- ଅକ୍ଟୋବର ମାସରେ ୟୁଏଇରେ ମ୍ୟାଚ କରାଯିବା ନେଇ ବିସିସିଆଇ ଏସଜିଏମରେ ନିଷ୍ପତ୍ତି ନିଆଯାଇଛି ।  ଅବଶିଷ୍ଟ ୩୧ଟି ମ୍ୟାଚ ଆୟୋଜନ ନେଇ ୟୁଏଇ ରାଜି ହୋଇଥିବା ନେଇ ସୂଚନା ମିଳିଛି ।  ତେବ ...

  • 14921

    ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧି ଦେଖି ଅଷ୍ଟ୍ରେଲିଆର ୩ ଖେଳାଳି ଓ ଭାରତୀୟ ଅଫସ୍ପିନର ଆର ଅଶ୍ୱିନ ଆଇପିଏଲରୁ ଓହରି ଯାଇଛନ୍ତି । ଆଗକୁ ଆଉ କିଛି ବିଦେଶୀ ଖେଳାଳି ଏହି ଟ୍ୱେଣ୍ଟି ୨୦ ଛାଡ଼ି ଚାଲିଯିବାର ମସୁଧାକରୁଛନ୍ତି । ଏହାକୁ ଦେଖି ଆଇପିଏଲ ଖେଳାଳିଙ୍କର ଟିକାକରଣ ବ୍ୟବସ୍ଥା କରିବାକୁ ଯୋଜନା କର ...

ଏକ ନଜରରେ ଖବର