ଭୁବନେଶ୍ବର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଛି ବିଏମ୍ସିର ସଫେଇ ଗାଡ଼ି। ଭୁବନେଶ୍ୱରର ଚନ୍ଦ୍ରଶେଖରପୁର-ଡମଣା ରାସ୍ତାରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରଥମେ ସଫେଇ ଗାଡିଟି ହଠାତ୍ ଜଳିଥିଲା। ଆଉ ତା’ପରେ ରାସ୍ତା ମଝିରେ ଢୋ ଢୋ ଫୁଟିଥିଲା। ଲୋକେ ଭୟଗୀତ ହୋଇ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇବା ...
ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଓଡ଼ିଶା ସରକାର ଆଶାବାଦୀ ରହିଛନ୍ତି । ଶନିବାର ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।
ସେ କହିଛନ୍ତି ପୂର୍ବ ବିଜେଡି ସରକାର ନିବେଶ ଆଣିବାକୁ ଅନ୍ୟ ରାଜ୍ୟ ଓ ବିଦେଶ ଯାଉଥିଲେ । କିନ୍ତୁ ବିଜେପି ସରକାରରେ ନିବେଶକମାନେ ଓଡ଼ିଶା ଆସୁଛନ୍ତି । ଅନ୍ୟପକ୍ଷରେ ...
ମହାକୁମ୍ଭ ଉତ୍ସବର ଦ୍ୱିତୀୟ ଦିନରେ ଆପଲ୍ ସହପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ସ୍ତ୍ରୀ ଲୌରେନ୍ ପାଓ୍ବେଲ ଜବ୍ସ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କଠାରେ ଆଲର୍ଜି ଦେଖାଦେଇଥିଲେ ମଧ୍ୟ ସେ ପ୍ରୟାଗରାଜରେ ଗଙ୍ଗା ନଦୀରେ ବୁଡ଼ ପକାଇଛନ୍ତି। ସେ ଆଧ୍ୟାତ୍ମିକ ଗୁରୁ ସ୍ବାମୀ କୈଳାସାନନ୍ଦ ଗିରିଙ୍କ ଶିବିରରେ ବିଶ ...
୨୦୨୪ ଲୋକସଭା ନିର୍ବାଚନ ପ୍ରସଙ୍ଗକୁ ନେଇ ବିବାଦୀୟ ମନ୍ତବ୍ଯ ଦେଇ ଅଡୁଆରେ ମେଟା ସିଇଓ ମାର୍କ ଜୁକରବର୍ଗ । ଏହି ମାମଲାରେ ସଂସଦୀୟ କମିଟି ମେଟା କମ୍ପାନୀକୁ ସମନ କରିବ ବୋଲି ଜଣାପଡ଼ିଛି। ସଂସଦର ଆଇଟି ଓ ଯୋଗାଯୋଗ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ଜୁକରବର୍ଗ କହିଥି ...
ଜମ୍ମୁ-କଶ୍ମୀରର ରଜୌରୀ ସ୍ଥିତ ନୌସେରା ସେକ୍ଟରରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଭବାନୀ ସେକ୍ଟରର ମାକ୍ରି ଅଞ୍ଚଳରେ ବିସ୍ଫୋରଣ ଘଟି ୬ ଜଣ ସେନା ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ରାଜୌରୀସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କର ...
ଶ୍ରୀନଗର : କେନ୍ଦ୍ରୀୟ କଶ୍ମୀରର ଗନ୍ଦେରବଲ ଜିଲ୍ଲାରେ ୬.୫ କିଲୋମିଟର ଜେଡ୍-ମୋଡ଼ ସୁଡ଼ଙ୍ଗର ଆଜି ଉଦ୍ଘାଟନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାହ୍ଣ ପ୍ରାୟ ୧୦ଟା ୪୫ରେ ଶ୍ରୀନଗର ବିମାନ ବନ୍ଦରରେ ଅବତରଣ କରି ଏହି ସୁଡ଼ଙ୍ଗର ଉଦ୍ଘାଟନ ପାଇଁ ସୋନମାର୍ଗ ଅଭିମୁଖେ ଯାତ୍ରା କରିଥିଲେ। ଉଦ୍&zwnj ...
ନୂଆଦିଲ୍ଲୀ:ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ୟୁଜିସି ନେଟ ପରୀକ୍ଷା ସ୍ଥଗିତ ରଖାଯିବା ନେଇ ସୂଚନା ଦିଆଯାଇଛି। ଜାନୁଆରୀ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରହିଛି। ପୋଙ୍ଗଲ ଓ ମକର ସଂକ୍ରାନ୍ତି ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଛି ଏବଂ ନୂଆ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଏ ...
ମାତ୍ର ୭ ଦିନ ତଳେ ଜନ୍ମ ଦେଇଥିଲେ ଜାଆଁଳା ଶିଶୁ । ଗୋଟିଏ ଶିଶୁ ପୁତ୍ର ଥିବାବେଳେ ଅନ୍ୟଟି କନ୍ୟା ସନ୍ତାନ ଥିଲା । ଶିଶୁ ପୁତ୍ରର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଥିବାବେଳେ ଶିଶୁ କନ୍ୟା ଅସୁସ୍ଥ ଥିଲା । ସେଥିପାଇଁ ମା’କୁ କଟକ ଶିଶୁ ଭବନରେ ରହିବାକୁ ପଡିଥିଲା ।
ମା’ ୪ ଦିନ ଧରି କଟକରେ ଥିବାବେଳେ ରବି ...
ପତ୍ନୀଙ୍କ ଚାକିରିରେ ସନ୍ତୁଷ୍ଟ ନ ଥିଲେ ସ୍ୱାମୀ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଲାଗି ରହୁଥିଲା କଳହ। ରାକ୍ଷୀ ପର୍ଣ୍ଣିମାରେ ସକାଳୁ ଏକ ଦୋକାନ ଘରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି। ପତ୍ନୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ସ୍ୱାମୀଙ୍କ ମୃତଦେହ ଚଟାଣରେ ପଡ଼ିଛି। ତେଣୁ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ...
ଗଞ୍ଜାମ ଖଲ୍ଲିକୋଟ ଥାନା ୧୬ନଂ ଏନ୍ଏଚ୍ ଡିମିରିଆ ଛକ ନିକଟରେ ଶନିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୨ କାଉଡ଼ିଆ ଓ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ କାଉଡ଼ିଆ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ହରିଜନ ସାହିର ରଞ୍ଜିତ ନାୟକ (୩୬) ଓ ପପୁ ନାୟକ (୩୪) । ମୃତ ଶ୍ରମିକ ଏ ବନମାଳୀ ପାତ୍ର (୪୫) । ବନମାଳୀଙ ...
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବୃନ୍ଦାବତୀ ବିଦ୍ୟାପୀଠ ନିକଟ ଜଟେଶ୍ୱର ପୋଖରୀ ହୁଡ଼ା ଚାନ୍ଦନି ନିକଟରେ ଜଣେ ଯୁବକଗୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ହେଲେ ତ୍ରିନାଥ ମଲ୍ଲିକ । ଏହି ଗୁଳିମାଡ଼ ପରେ ଭୟଭୀତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ । ତ୍ରିନାଥଙ୍କ ନାମରେ ଅନେକ ଅପରାଧିକ ମାମଲା ରହିଥିବା ବେଳେ ପୂର୍ବ ଶତ୍ରୁତାରୁ ତ ...
ଜଣେ ଦିନ ମଜୁରିଆକୁ ପିଟି ହତ୍ୟା କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ନିକଟ ଏକ କାଜୁ ଜଙ୍ଗଲରୁ ମଜୁରିଆଙ୍କ ମୃତଦେହ ମିଳିଛି । ସେ ହେଲେ ବାଗିଆଦାଣ୍ଡ ଗ୍ରାମର ତୁନ୍ଦା ମିଞ୍ଜ । ୫୨ ବର୍ଷୟୀ ତୁନ୍ଦାଙ୍କ ହତ୍ୟାର କାରଣ ଜଣାପଡ଼ିନି । ଅନ୍ୟପଟେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଝିଅ ପ୍ରତିମା କୁଜୁର ...
ଡିନାମାଇଟ ଫୁଟାଇ ମାଛ ମାରିବା କାଳ ହୋଇଛି । ଡିନାମାଇଟ ଫୁଟିବାରୁ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । ଏ ଅଘଟଣ ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଥନ୍ତର୍ଗତ ରେଙ୍ଗାଳି ଡ୍ୟାମ ତୁଡ଼ାପାଣି ଅଞ୍ଚଳରେ । ମୃତକ ହେଉଛନ୍ତି ବାରକୋଟ୍ ଥାନା ଅନ୍ତର୍ଗତ ଅସନନାଳି ଗ୍ରାମର କ୍ଷମାନିଧି ଧିବର(୩୩) । ଘଟଣାରେ କ୍ଷମାନିଧିଙ୍କ ଆଉ ଦୁ ...
ଜଣେ ୨୭ ବର୍ଷୀୟ ଅଧ୍ୟାପକ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହୋଇଛନ୍ତି । ଅଧ୍ୟାପକ ଜଣକ ହେଲେ ଅମୀୟ ଭୂଷଣ ବାଗ୍ଯାଦବ । କଳାହାଣ୍ଡି ଜିଲ୍ଲାର କମ୍ପ୍ୟୁଟର ବିଭାଗର ଅଧ୍ୟାପକ ଅମୀୟ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମକୁ ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଛି ...
ବଲିଉଡର ଖ୍ୟାତନାମା ଅଭିନେତା ଟିକୁ ତଲସାନିଆଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହେବା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତତ କରାଯାଇଛି। ଟିକୁ ହୃଦଘାତର ଶିକାର ହୋଇଥିବା ନେଇ ପ୍ରଥମେ ଖବର ମିଳିଥିଲା। ହେଲେ ଏବେ ହୃଦଘାତ ନୁହେଁ ଅଭିନେତା ଟିକୁ ତଲସାନିଆଙ୍କର ବ୍ରେନ ଷ୍ଟ୍ରୋକ୍ ହୋଇଥିବା ସାମ୍ନାକୁ ଆସିଛି। ତାଙ୍କ ...
ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ(ବବି)। ଏନେଇ ସୂଚନା ଦେଇଛନ୍ତି ସମ୍ପାଦକ ସଞ୍ଜୟ ବେହେରା। ଓସିଏର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଇସ୍ତଫା ପତ୍ର ଗୃହୀତ ହୋଇଛି। ତେବେ କାହିଁକି ଇସ୍ତଫା ଦେଲେ ବବି କହିଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା। ବ୍ୟକ୍ତିଗତ କାରଣ ...
ରାଜସ୍ଥାନର ଉଦୟପୁରରେ ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି। ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ବିବାହର ପ୍ରଥମ ଫଟୋ ପ୍ରକାଶ ପାଇଛି। ପରିବାର ଓ ଘନିଷ୍ଠ ଲୋକଙ୍କ ଉପସ୍ଥିତିରେ ଏଠାକି ହୋଇଛନ୍ତି ଏହି ଦମ୍ପତି।
ସିନ୍ଧୁ ଏ ...
ଚେସର ନୂଆ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ୧୮ ବର୍ଷୀୟ ଡି ଗୁକେଶ। ଗୁରୁବାର ବିଶ୍ୱ ଚେସ୍ ଚାମ୍ପିୟନସିପ୍ ର ୧୪ତମ ତଥା ଅନ୍ତିମ ରାଉଣ୍ଡରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଟାଇଟଲ ଜିତିଛନ୍ତି। ବିଶ୍ୱ ଚେସ୍ ଚାମ୍ପିୟନସିପ୍ ଟାଇଟଲ ହାସଲ କରିବାରେ ସେ ହେଉଛନ୍ତି ସର୍ବକନିଷ୍ଠ। ...
ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ହକି ଦଳ ଇତିହାସ ରଚିଛି। ଚେନ୍ନାଇରେ ଅନୁଷ୍ଠିତ ୧୪ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ୍ରେ ହରିୟାଣାକୁ ୫-୧ରେ ହରାଇ ଓଡ଼ିଶା ପ୍ରଥମ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଏହାସହିତ ଜାତୀୟ ଚାମ୍ପିୟନଶିପ୍ରେ ଓଡ଼ିଶା ପୁରୁଷ ଦଳ ପ୍ରଥମ ଥର ଟ୍ରଫି ହାସଲ କରିବାରେ ...
ଭୁବନେଶ୍ୱର : ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ (ୱାଇଏସ୍ସିଇ), ମର୍ଲିନ ଗ୍ରୁପ୍ର କ୍ରୀଡା ବିଭାଗ କ୍ଲବ ପାଭିଲିଅନ ସହଯୋଗିତାରେ ପୂର୍ବ ଭାରତରେ ସ୍ୱତନ୍ତ୍ର କ୍ରିକେଟ ଟାଲେଣ୍ଟ ହଣ୍ଟ (ପ୍ରତିଭା ଅନ୍ୱେଷଣ) ଶୁଭାରମ୍ଭ ...
୨୦୨୫ରେ ବଢ଼ିବ ଆର୍ଥିକ ବୋଝ । ଯେଉଁଥିପାଇଁ ଭାରତର ଅର୍ଥନୀତି ପ୍ରଭାବିତ ହେବ । ୨୦୨୫ ବର୍ଷରେ ଭାରତର ଅର୍ଥନୀତି ସାମାନ୍ୟ ଦୁର୍ବଳ ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍)ର ପରିଚାଳନା ନିର୍ଦ୍ଦେଶକା କ୍ରିଷ୍ଟାଲିନା ଜିଓର୍ଜିଏଭା ପୂର୍ବାନୁମାନ କରିଛନ୍ତି।
ମୁଖ୍ୟତଃ ଆମେରିକାର ବାଣିଜ୍ ...
ଟେଲିକମ୍ ରେଗୁଲେଟର ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଶୁଳ୍କ ନିୟମରେ ସଂଶୋଧନ କରିଛି। ଭଏସ୍ କଲ୍ ଓ SMS ପାଇଁ ସ୍ପେସାଲ୍ ଟାରିଫ୍ ଭାଉଚର ରଖିବେ। ନୂଆ ନିୟମରେ ମୋବାଇଲ୍ ଡାଟା ବ୍ୟବହାର କରୁ ନଥିବା ଉପଭୋକ୍ତାଙ୍କ ପାଇଁ କଲ୍ ଓ ଏସଏମଏସ୍ ପାଇଁ ସ୍ପେଶାଲ୍ ପ୍ଲାନ୍ ଆଣିବାକୁ ଟେଲିକମ୍ କମ୍ପାନୀଙ୍କୁ ନିର ...
ଭୁବନେଶ୍ୱର : ଏସିଆର ସର୍ବବୃହତ ଡାଏଲିସିସ୍ ନେଟୱର୍କ ନେଫ୍ରୋପ୍ଲସ୍ ଏହାର ‘ଡାଏଲିସିସ୍ ଅନ କଲ୍’ ସେବା ଭୁନନେଶ୍ୱରରେ ଶୁଭାରମ୍ଭ କରିଛି, ଯାହା ଉଚ୍ଚ ଗୁଣମାନର ଡାଏଲିସିସ୍କୁ ଅଧିକ ସୁଲଭ ଓ ସହଜରେ ଉପଲବ୍ଧ କରାଇବାକୁ ରଖିଥିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି । ଏହି ସମ୍ପ୍ରସାରଣ ନେଫ୍ରୋପ ...
ଅର୍ଥନୀତିରେ ଭାରତକୁ ବଡ଼ ଝଟକା ଲାଗିଛି। ଉତ୍ପାଦନ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୫.୪ ପ୍ରତିଶତକୁ ଖସି ଆସିଛି, ଯାହାକି ପାଖାପାଖି ଦୁଇ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର। ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଉତ୍ପାଦନ ...
ନୂଆଦିଲ୍ଲୀ : ଯେକୌଣସି ସ୍ଥାନରେ ଯେକୌଣସି ସ୍ଥାନରେ ଯେକୌଣସି ବ୍ୟକ୍ତିଙ୍କୁ ଦେୟମୁକ୍ତ, ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ଖାନ୍ ଏକାଡେମୀ, 14 ନଭେମ୍ବର 2024ରୁ ଭାରତର ସମସ୍ତ ଶିକ୍ଷକଙ୍କ ପାଇଁ ମାଗଣା, AI ଚାଳିତ ଟୁଲ୍ ଖାନ୍ମିଗୋ ଲଞ୍ଚ୍ କରିବାକୁ ଘୋଷଣା କରିଛି। ଏହି ଶୁଭାରମ୍ଭ ଅବ ...
ଭୁବନେଶ୍ୱର: ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ ଆବଶ୍ୟକତାକୁ ସମର୍ଥନକାରୀ କମ୍ପାନୀ ଆମୱେ ଇଣ୍ଡିଆ ଭାରତର ଅବହେଳିତ ପିଲାଙ୍କ ପାଇଁ ଏକ ସ୍ୱାସ୍ଥ୍ୟକର ଭବିଷ୍ୟତକୁ ସମର୍ଥନ କରିବା ନିମନ୍ତେ ଏକ ରୂପାନ୍ତରଣକାରୀ ...