ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ଅବଧି ବୃଦ୍ଧି

14595

କଟକ: ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ଅବଧି ବୃଦ୍ଧି ପାଇଛି। ଆସନ୍ତା ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ। ଏନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୮ରୁ ଫର୍ମ ପୂରଣ ଆରମ୍ଭ ହୋଇଥିଲା। ବୋର୍ଡ ୱେବସାଇଟ୍‌ www.bseo ...

14332

ଗାୟିକା ମୈଥିଲି ଠାକୁର ବିଜେପିରେ ଯୋଗ ଦେଇଛନ୍ତି। ବିହାର ବିଜେପି ଅଧ୍ୟକ୍ଷ ଦିଲ୍ଲୀ ଜୟସ୍ୱାଲଙ୍କ ନେତୃତ୍ୱରେ ସେ ଦଳରେ ସାମିଲ୍ ହୋଇଛନ୍ତି। ତାଙ୍କୁ ଦରଭଙ୍ଗା ଅଞ୍ଚଳର ଅଲିନଗର ଆସନରୁ ପ୍ରାର୍ଥୀ କରାଯାଇପାରେ।

ଦଳୀୟ ସୂତ୍ର ଅନୁସାରେ, ବିହାର ନିର୍ବାଚନ ପାଇଁ ବିଜେପିର ପ୍ରଥମ ତାଲିକା ପ୍ରକାଶ ପାଇଛି। ଏଥିରେ ୭୧ ...

  • 14276

    ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ତାମହିନୀ ଘାଟ ଅଞ୍ଚଳରେ ଏକ SUV ୪୦୦ ଫୁଟ ଗଭୀର ଘାଟିରେ ଖସି ପଡ଼ିବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ରାୟଗଡ଼ ଜିଲ୍ଲାର ତାମହିନୀ ଘାଟରେ ପିକନିକ୍ ପାଇଁ ଯାଇଥିବା ୬ ଜଣ ଯୁବକ ଘାଟିରେ ଏକ SUV ଖସି ପଡ଼ିବା ଫଳରେ ମୃତ୍ୟୁବରଣ କରିଛନ୍ତି।

    ଯଦିଓ ଦୁର୍ଘଟଣାଟି ମଙ୍ଗଳବାର ଭୋର ସମୟରେ ...

  • 15331

    ଉମର ଖାଲିଦ, ଶରଜିଲ୍ ଇମାମ, ଗୁଲଫିଶା ଫାତିମା, ମୀନା ହାଇଦର ଓ ଦିଲ୍ଲୀ ଦଙ୍ଗାର ଅନ୍ୟ ଅଭିଯୁକ୍ତଙ୍କ ଜାମିନ୍ ଆବେଦନର ବିରୋଧ କରିଛି ଦିଲ୍ଲୀ ପୁଲିସ। ଶୁଣାଣି ବେଳେ ଦିଲ୍ଲୀ ପୁଲିସ ଲାଲକିଲ୍ଲା କାର ବୋମା ବିସ୍ଫୋରଣ ଏବଂ ଧଳା କଲର ଆତଙ୍କୀ ମଡ୍ୟୁଲକୁ ଉଦ୍ଧୃତ କରିଥିଲା। ଶୁଣାଣି ସମୟରେ, ସର୍ଜିଲ ଇମାମ ଭାଷଣର ଭିଡିଓ କ୍ଲ ...

  • 13446

    ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ସମ୍ପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରିଲାଏନ୍ସ ଗ୍ରୁପ୍ ଚେୟାରମ୍ୟାନ୍ ଅନୀଲ ଅମ୍ବାନୀଙ୍କର ନଭି ମୁମ୍ବାଇ, ଚେନ୍ନାଇ ଓ ପୁଣେରେ ଥିବା ସମ୍ପତ୍ତି ଆଟାଚ୍ କରିଛି ଇଡି । ଲୋନ୍ ଠକେଇ ଓ ମନି ଲଣ୍ଡରିଂ ମାମଲାରେ ସମ୍ପତ୍ତି ଆଟାଚ୍ କରିଛି ଇଡି । ଭୁବନେଶ ...

  • 13448


    ନୂଆଦିଲ୍ଲୀ : ଆଜିଠୁ ବିହାରରେ ନୀତୀଶ ରାଜ୍। ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର। ଗାନ୍ଧୀ ମୈଦାନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉ ...

  • 15655

    ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର ବେଶ ଜରୁରୀ ଡକ୍ୟୁମେଣ୍ଟ। ବିନା ଆଧାରରେ ସବୁ କାମ ବନ୍ଦ। ଏଣୁ ଏଭଳି  ଜରୁରୀ ଡକ୍ୟୁମେଣ୍ଟର ହୋଇଥିବା ବେଳେ ଏହାର ଭୁଲ ଉପଯୋଗର ବିପଦ ମଧ୍ୟ ରହୁଛି। ଏହି ବିପଦର ଆଶଙ୍କା ଆଧାରକୁ ଆହୁରି ସୁରକ୍ଷିତ କରିବା ପାଇଁ ସରକାର ପୁଣି ଥରେ ଏଥିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆସିବ ...

  • 14416

    ବୟସ ୭୮ । ଆଖିକୁ ଠିକ୍ ଭାବେ ଦେଖାଯାଉନାହିଁ । କଥାବାର୍ତ୍ତା ମଧ୍ୟ ସଠିକ୍‌ରେ କହିପାରନ୍ତିନି । ଏଭଳି ସ୍ଥିତିରେ ୧୪ ମାସ ହେଲା ନିଖୋଜ ହୋଇଯାଇଥିଲେ । କିନ୍ତୁ ସୌଭାଗ୍ୟବଶତଃ ୧୪ ମାସ ପରେ ପୁଣି ବୃଦ୍ଧ ଜଣକ ଘରକୁ ଫେରିଛନ୍ତି । 

    ସୂଚନା ଅନୁଯାୟୀ,  ମାର୍ଚ୍ଚମାସରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ...

  • 16097

    ଭୁବନେଶ୍ବର ସ୍ଥିତ ପୋଖରୀଫୁଟ ଲିଙ୍ଗରାଜ ବିହାରରେ ଅଭାବନୀୟ ଘଟଣା ଘଟିଛି । ଏକ ପୁରୁଣା କୋଠାର ଛାତ ଭାଙ୍ଗିବା ବେଳେ ହଠାତ୍ ପିଲର ଭୁଶୁଡ଼ି ପଡିଥିଲା । ଫଳରେ କାର୍ଯ୍ୟରତ ଥିବା 3 ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

  • 15664

    ବିରି ଖାଇଥିବାରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଥିଲେ ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାକୁ ବନ ବିଭାଗ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାର ରିଲ୍‌ସ କରିଥିବା ଯୁବକଙ୍କୁ ଆଠମଲ୍ଲିକ ନାକଟି ଦେଉଳରୁ ବୁ ...

  • 15902

    ପୋଷି ପାରିବନି ବୋଲି ଜଣେ ଜେଜେମା’ ତାର ୭ ବର୍ଷର ନାତିକୁ ୨୦୦ ଟଙ୍କାରେ ବିକ୍ରି କରିଦେଇଛି । ଏଥିରେ ତାର କୌଣସି ଲୋଭ ନାହିଁ । ସେ ଟଙ୍କା ପାଇଁ ନୁହେଁ ବରଂ ଦାରିଦ୍ର‌୍ୟର ତାଡ଼ନାରେ ଛାତିର କୋହକୁ ଚାପି ଜେଜେମା ଏଭଳି ନିଷ୍ପତ୍ତି ନେଇଛି । ଏ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ବଳଦିଆ ଗାଁର ।

    ଗାଁର ଜଣେ ୬୫ ...

  • 15645

    କେନ୍ଦୁଝର ଜିଲ୍ଲାରେ ବୁଧବାର ଝଡ଼ ତୋଫାନ ସହ ଅସରାଏ ବର୍ଷା ହୋଇଛି । ତେବେ ବର୍ଷା ଝଡ ତୋଫାନରେ ଏକ ହରିଣ ଛୁଆ ଜନବସତିକୁ ପଶି ଆସିଥିବା ଜଣାପଡିଛି । ଏମିତି ଚିତ୍ର ଦେଖିବାକୁ ମିଳିଛି ଘସିପୁରା ବ୍ଲକ୍ ପୁରୁଣାବାନ୍ଧଗୋଡାରେ । ହରିଣ ଛୁଆଟି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୁଲୁଥିବାବେଳେ କିଛି ଯୁବକ ତାକୁ ଉଦ୍ଧା ...

  • 14832

    କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅନ୍ତର୍ଗତ ଦରଡିପାଳ ପଞ୍ଚାୟତ ମଙ୍ଗଳପୁର ଏବଂ ବାଲିପାଳରେ ଏଥର ଭଲ ବିଲାତି ଫସଲ ଭଲ ହୋଇଥିଲେ ବି ଅଭାବି ବିକ୍ରି ସବୁ ସାରିଦେଇଛି । ଏବେ ଚାଷୀ ଋଣ ସୁଝିବା ଚିନ୍ତାରେ ପଡିଛନ୍ତି । ଚାଷ ପାଇଁ ଯେତିକି ବ୍ୟାଙ୍କରୁ ଋଣ ଏବଂ ଧାର ଉଦ୍ଧାର ହୋଇଛି ତାହା କେମିତି ଭରଣା ହେବ । ଏ ପର୍ଯ୍ୟନ୍ତ ...

କ୍ରାଇମ ସିରିଜ୍ ଦେଖି ଲିଭ୍‌-ଇନ ପାର୍ଟନରକୁ ହତ୍ୟା

14753

ଦିଲ୍ଲୀର ଗାନ୍ଧୀ ବିହାର ଅଞ୍ଚଳରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରାମକେଶ ମିଣାଙ୍କ ହତ୍ୟା ରହସ୍ୟ ଘେରରେ ଥିବା ବେଳେ ସମ୍ପ୍ରତି ଏହା ଉପରୁ ପର୍ଦ୍ଦା ଉଠି ଯାଇଛି।  ଅକ୍ଟୋବର ୬ରେ ଗାନ୍ଧୀ ବିହାର ଅଞ୍ଚଳର ଏକ ଫ୍ଲାଟରେ ଜଣେ ଯୁବକଙ୍କ ପୋଡ଼ିଯାଇଥିବା ମୃତଦେହ ମିଳିଥିଲା। ପ୍ରାରମ୍ଭରେ ପୋଲିସ ଏହି ମାମ ...

13999

ବଲିଉଡ ଅଭିନେତ୍ରୀ ସୋନମ କପୁର ତାଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଛନ୍ତି। ସୋନମ ତାଙ୍କ ଇନଷ୍ଟାଗ୍ରାମରେ ବେବି ବମ୍ପ ଲୁକ୍ ଫଟୋ ସେୟାର କରି ଖୁସି ଖବର ଦେଇଛନ୍ତି । ଯାହା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କୁ ଶୁଭକାମନା ଜଣାଉଛନ୍ତି । ତାଙ୍କର ପୋଷ୍ଟ ଭାଇରାଲ ହେବାରେ ଲାଗିଛି।

ସୋନମ କପୁର ଗୋଲାପୀ ପୋଷା ...

  • 14375

    ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଓପନର ସ୍ମୃତି ମନ୍ଧାନା ନଭେମ୍ବର ୨୩ ତାରିଖରେ ପ୍ରେମିକ ପଲାଶ ମୁଛଲଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ । ସ୍ମୃତି ଗତ ଛଅ ବର୍ଷ ଧରି ପଲାଶଙ୍କ ସହ ସମ୍ପର୍କରେ ଅଛନ୍ତି। ସମ୍ପ୍ରତ୍ତି ଅଧିନାୟକ ହରମନପ୍ରୀତ କୌର ସେମାନଙ୍କ ବିବାହ ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି।

    ହ ...

  • 14215

    ଟିମ୍ ଇଣ୍ଡିଆର ଅଭିଜ୍ଞ ଖେଳାଳି ଚେତେଶ୍ୱର ପୂଜାରା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।  ରବିବାର ସେ ଏକ ପୋଷ୍ଟ ଲେଖି ଏହା ଘୋଷଣା କରିଛନ୍ତି। ସେ ଏହି ଭାବପ୍ରବଣ ନୋଟରେ ନିଜର ଭାବନା ପ୍ରକାଶ କରିଛନ୍ତି। ପୂଜାରା ପୋଷ୍ଟରେ ଲେଖିଛନ୍ତି, ‘ଭାରତୀୟ ଜର୍ସି ପିନ୍ଧିବା, ଜାତୀୟ ସଙ୍ଗୀତ ଗାଇବା ଏବ ...

  • 14315

    ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ଏସିଆ କପ୍ ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ବରେ ୧୫ ଜଣିଆ ଭାରତୀୟ କ୍ରିକେଟ୍ ଦଳ ଘୋଷଣା ହୋଇଛି । ଶୁବମନ ଗିଲଙ୍କୁ ଉପ-ଅଧିନାୟକ ଦାୟିତ୍ବ ପ୍ରଦାନ କରାଯାଇଛି ।

    ଏସିଆ କପ୍ ପାଇଁ ଶୁବମନ ଗିଲ, ଅଭିଶେକ ଶର୍ମା ଏବଂ ସଞ୍ଜୁ ସ୍ୟାମସଙ୍ଗ ଉପରେ ପୁଣି ଥରେ ଚୟନ ...

  • 14975

    ଜୁନିଅର ମଲ୍ଲଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ଅଭିଯୁକ୍ତ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ସୁଶୀଲ କୁମାର ସାଗରଙ୍କ ହତ୍ୟାର ଅଭିଯୋଗରେ ଦୀର୍ଘ ଦିନରୁ ସେ ଜେଲ୍‌ରେ ଥିଲେ । ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ତାଙ୍କୁ ଜାମିନ୍‌ ମିଳିଥିଲା । ଏବେ ସୁଶୀଲ କୁମାରଙ୍କୁ ସୁପ ...

  • 17820

    ଭାରତ ପାଇଁ ବଡ଼ ଧକ୍କା। ମେ’ ୮ ତାରିଖରେ ନିୟମିତ ଅଧିନାୟକ ରୋହିତ ଶର୍ମା ଟେଷ୍ଟରୁ ଅବସର ନେଇଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା  କରିଛନ୍ତି ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଉଥି ...

ଏକ ନଜରରେ ଖବର