ହରଭଙ୍ଗା : ବୌଦ୍ଧ ବନଖଣ୍ଡ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାମଗଡ଼ ମହାନଦୀ ପଠାରେ ଏକ ଜଙ୍ଗଲୀ ଦନ୍ତାହାତୀ ଗୁରୁବାର ସକାଳୁ ଉପଦ୍ରବ ସୃଷ୍ଟି କରିଛି। ହାତୀଟି ଅନୁଗୁଳ ଜିଲ୍ଲା ଆଠମଲିକ ପାର୍ଶ୍ଵରୁ ମହାନଦୀ ପାର ହୋଇ ବୌଦ୍ଧ ପଟକୁ ଚାଲି ଆସିଥିବା ଜଣାପଡିଛି। ହାତୀ ମହାନଦୀ ପଠାରେ ଥିବା ଆମ୍ବବଗିଚାରେ ପଶି ଉପଦ୍ରବ ...
ଭୁବନେଶ୍ୱର:-୧୬.୨.୨୫-ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂକଳ୍ପ ପଦଯାତ୍ରା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଡ଼ ଦେବାଶିଷ ପଟ୍ଟନାୟକ କହିଥିଲେ ଯେ ନୂତନ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦାଇତ୍ୱ ନେବା ପୂର୍ବରୁ ଭୁବନେଶ୍ୱର ରୁ ପୁରୀ ପଦଯାତ୍ରା କରି ମହାପ୍ରଭୁ ଶ ...
ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ନୌସେନା ମଇଦାନକୁ ଓହ୍ଲାଇଛି। ଆରବ ସାଗରରେ ଅବସ୍ଥିତ ଆଇଏନଏସ ବିକ୍ରାନ୍ତ କରାଚୀକୁ ଟାର୍ଗେଟ କରି ଧ୍ୱଂସ ଆରମ୍ଭ କରିଛି। ନୌସେନାର ଆକ୍ରମଣ କରାଚୀ ବନ୍ଦର ସମେତ ସାରା ସହରରେ ଏକ ବିରାଟ ନିଆଁ ଲଗାଇ ଦେଇଛି ଯାହା ଫଳରେ ବ୍ୟାପକ ବିନାଶ ଘଟିଛି। ଭାରତୀୟ ନୌସେ ...
ଗୁରୁବାର ସନ୍ଧ୍ୟାରେ ପାକ୍ ସେନାର ଆକ୍ରମଣ ପରେ ଭାରତ ଘନ ଘନ ଆକ୍ରମଣ ଆରମ୍ଭ କରିଛି। ପାକିସ୍ତାନର ଆକ୍ରମଣର କଡ଼ା ଜବାବ ଦେଲା ଭାରତ। ଭାରତ ପକ୍ଷରୁ ଇସଲାମାବାଦ, ସିଆଲକୋଟ ଏବଂ ଲାହୋର ସହରରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଦ୍ଵାରା ପ୍ରଚଣ୍ଡ ଆକ୍ରମଣ କରାଯାଉଛି।
କେବଳ ...
ଗୁରୁବାର ରାତିରେ ଭାରତ ଉପରେ ପାକିସ୍ତାନର ଆକ୍ରମଣ ଜାରି ରହିଛି। ଗୋଟିଏ ଏଫ-୧୬ ଏବଂ ୨ଟି ଜେଏଫ-୧୭ ଯୁଦ୍ଧ ବିମାନ ସାହାଯ୍ୟରେ ପାକିସ୍ତାନ ପଟୁ ଭାରତ ଉପରକୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ହେଲେ ଭାରତ ଏସ-୪୦୦ ପ୍ରତିରକ୍ଷା ବ୍ୟବସ୍ଥା ସାହାଯ୍ୟରେ ୩ ଯୁଦ୍ଧ ବିମାନକୁ ଖସାଇ ଦିଆଯାଇଥିବା ସେନା ପକ୍ଷରୁ କୁହାଯାଇଛି।
...ଅପରେସନ ସିନ୍ଦୂର ପରେ ଜମ୍ମୁ ଏୟାରପୋର୍ଟରେ ରକେଟ୍ ଆକ୍ରମଣ କଲା ପାକିସ୍ତାନ । ଏହା ସହିତ ଜମ୍ମୁରେ ରେଳ ଷ୍ଟେସନରେ ମଧ୍ୟ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିବା କୁହାଯାଇଛି। ଭାରତୀୟ ସେନା ତାଙ୍କର ଆକ୍ରମଣକୁ ବିଫଳ କରିବାରେ ସଫଳ ହୋଇଛି। ଜମ୍ମୁରେ ବ୍ଲାକ ଆଉଟ ଘୋଷଣା କରାଯାଇଛି ଏବଂ ଏହାର ପରିଣାମ ସ୍ୱରୂପ ବୈଷ୍ଣୋ ଦେବୀ ମନ୍ଦି ...
ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ କଣ୍ଟେଟ୍ । ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ଓଟିଟି ପ୍ଲାଟଫର୍ମ, ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥମାନଙ୍କୁ ପାକିସ୍ତାନର ସମସ୍ତ ୱେବ୍-ସିରିଜ୍, ଚଳଚ୍ଚିତ୍ର, ଗୀତ, ପଡକାଷ୍ଟ ଏବଂ ଅନ୍ୟାନ୍ୟ ଷ୍ଟ୍ରିମିଂ ମିଡିଆ ବିଷୟବସ୍ତୁକୁ ତୁ ...
ବିରି ଖାଇଥିବାରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଥିଲେ ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାକୁ ବନ ବିଭାଗ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାର ରିଲ୍ସ କରିଥିବା ଯୁବକଙ୍କୁ ଆଠମଲ୍ଲିକ ନାକଟି ଦେଉଳରୁ ବୁ ...
ପୋଷି ପାରିବନି ବୋଲି ଜଣେ ଜେଜେମା’ ତାର ୭ ବର୍ଷର ନାତିକୁ ୨୦୦ ଟଙ୍କାରେ ବିକ୍ରି କରିଦେଇଛି । ଏଥିରେ ତାର କୌଣସି ଲୋଭ ନାହିଁ । ସେ ଟଙ୍କା ପାଇଁ ନୁହେଁ ବରଂ ଦାରିଦ୍ର୍ୟର ତାଡ଼ନାରେ ଛାତିର କୋହକୁ ଚାପି ଜେଜେମା ଏଭଳି ନିଷ୍ପତ୍ତି ନେଇଛି । ଏ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ବଳଦିଆ ଗାଁର ।
ଗାଁର ଜଣେ ୬୫ ...
କେନ୍ଦୁଝର ଜିଲ୍ଲାରେ ବୁଧବାର ଝଡ଼ ତୋଫାନ ସହ ଅସରାଏ ବର୍ଷା ହୋଇଛି । ତେବେ ବର୍ଷା ଝଡ ତୋଫାନରେ ଏକ ହରିଣ ଛୁଆ ଜନବସତିକୁ ପଶି ଆସିଥିବା ଜଣାପଡିଛି । ଏମିତି ଚିତ୍ର ଦେଖିବାକୁ ମିଳିଛି ଘସିପୁରା ବ୍ଲକ୍ ପୁରୁଣାବାନ୍ଧଗୋଡାରେ । ହରିଣ ଛୁଆଟି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୁଲୁଥିବାବେଳେ କିଛି ଯୁବକ ତାକୁ ଉଦ୍ଧା ...
କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅନ୍ତର୍ଗତ ଦରଡିପାଳ ପଞ୍ଚାୟତ ମଙ୍ଗଳପୁର ଏବଂ ବାଲିପାଳରେ ଏଥର ଭଲ ବିଲାତି ଫସଲ ଭଲ ହୋଇଥିଲେ ବି ଅଭାବି ବିକ୍ରି ସବୁ ସାରିଦେଇଛି । ଏବେ ଚାଷୀ ଋଣ ସୁଝିବା ଚିନ୍ତାରେ ପଡିଛନ୍ତି । ଚାଷ ପାଇଁ ଯେତିକି ବ୍ୟାଙ୍କରୁ ଋଣ ଏବଂ ଧାର ଉଦ୍ଧାର ହୋଇଛି ତାହା କେମିତି ଭରଣା ହେବ । ଏ ପର୍ଯ୍ୟନ୍ତ ...
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶରେ ଜଣେ ସଫଳ ମତ୍ସ୍ୟ ଚାଷୀ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି କେନ୍ଦୁଝର ଘଷିପୁରା ବ୍ଲକ ଶୈଲଙ୍ଗ ଗ୍ରାମର ବିଶ୍ୱନାଥ ସାହୁ । ସେ ଜିଲ୍ଲାର ଶ୍ରେଷ୍ଠ ମତ୍ସ୍ୟ ଚାଷୀ ଭାବେ ଏଠାରେ ସମ୍ବର୍ଦ୍ଧତ ହୋଇଛନ୍ତି । ଏହି ସମାବେଶରେ ରାଜ ...
ମାତ୍ର ୭ ଦିନ ତଳେ ଜନ୍ମ ଦେଇଥିଲେ ଜାଆଁଳା ଶିଶୁ । ଗୋଟିଏ ଶିଶୁ ପୁତ୍ର ଥିବାବେଳେ ଅନ୍ୟଟି କନ୍ୟା ସନ୍ତାନ ଥିଲା । ଶିଶୁ ପୁତ୍ରର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଥିବାବେଳେ ଶିଶୁ କନ୍ୟା ଅସୁସ୍ଥ ଥିଲା । ସେଥିପାଇଁ ମା’କୁ କଟକ ଶିଶୁ ଭବନରେ ରହିବାକୁ ପଡିଥିଲା ।
ମା’ ୪ ଦିନ ଧରି କଟକରେ ଥିବାବେଳେ ରବି ...
ଉତ୍ତର ପ୍ରଦେଶର ମିରଟରେ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ପ୍ରେମିକ ସହ ମିଶି ନିଜ ପତିଙ୍କୁ ହତ୍ୟା କରି ଗିରଫ ହୋଇଛନ୍ତି ମହିଳା । ତେବେ ଯୁବକଙ୍କ ମୃତ୍ୟୁକୁ ଭିନ୍ନ ଢଙ୍ଗରେ ଦର୍ଶାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି ମହିଳା ଓ ତାଙ୍କ ପ୍ରେମିକ ।
ହତ୍ୟାକୁ ଦୁର୍ଘଟଣା ଭାବେ ଦେଖାଇବା ପାଇଁ ଅ ...
ନ୍ୟୁୟର୍କରେ ହେଉଥିବା ଫ୍ୟାଶନର ସବୁଠୁ ବଡ଼ ଇଭେଣ୍ଟ, ମେଟ ଗାଲା ୨୦୨୫ରେ ଅଭିନେତ୍ରୀ କିଆରା ଆଡଭାନୀ ନିଜର ପ୍ରଥମ ଡେବ୍ୟୁ ସହ ସମସ୍ତଙ୍କ ମନ ମୋହିନେଇଛନ୍ତି। ସେ ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବା ବେଳେ ଡିଜାଇନର ଗୌରବ ଗୁପ୍ତାଙ୍କ ଦ୍ୱାରା ନିର୍ମିତ ଏକ ସ୍ୱତନ୍ତ୍ର ଗାଉନ ପିନ୍ଧି ମେଟ୍ ଗାଲାରେ ନଜର ଆସିଛନ୍ତି। ପ ...
ଭାରତୀୟ କ୍ରିକେଟ ଦଳ ପାଇଁ ବିସିସିଆଇ ୫୮ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଏହି ଟଙ୍କା ଖେଳାଳିମାନଙ୍କ ସହ ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ମଧ୍ୟ ପ୍ରଦାନ କରାଯିବ। ଗୁରୁବାର ଦିନ ସୋସିଆଲ ମିଡିଆ ମାଧ୍ୟମରେ ବିସିସିଆଇ ଏହି ସୂଚନା ଦେଇଛି।ଭାରତ ମାର୍ଚ୍ଚ ୯ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଚ ...
ଅପରାଜେୟ ଭାରତ । ୪ ଓ୍ବିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଭାରତ । ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୨୫୪ ରନ୍ ସଂଗ୍ରହ କରିଛି।
ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ଓ ଅଧିନାୟକ ରୋହିତ ଶର୍ମାଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ରବିବାର ଅନୁଷ୍ଠିତ ଫାଇନା ...
ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ଭାରତ।
ଧାର୍ଯ୍ୟ ୨୪୨ ରନ୍ ଲକ୍ଷ୍ୟର ପିଛା କରି ଭାରତ ବିରାଟ କୋହଲିଙ୍କ ୫୧ତମ ବିରାଟ ଶତକ ସହିତ ୪୨.୩ ଓଭରରେ ୪ ୱିକେଟ ହରାଇ ୨୪୪ ...
ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ ୪ ଓ୍ବିକେଟରେ ହରାଇଛି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ବାରବାଟୀ ଦିନିକିଆ ଜିତିବା ସହିତ ଶୃଙ୍ଖଳାକୁ ଅକ୍ତିଆର କରିଛି।
ବାରବାଟୀରେ ଭାରତକୁ ୩୦୫ ରନ୍ ...
ଗତ ବର୍ଷ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ପତ୍ନୀ ନତାଶା ଷ୍ଟେନକୋଭିକ୍ଙ୍କଠାରୁ ଅଲଗା ହୋଇଥିଲେ। ଯୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ଖବର ଏବେ ବି ଖବରରେ ରହିଛି। ପୁଣି ଶୁଣିବାକୁ ମିଳୁଛି ଯେ, ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ପତ୍ନୀ ଆରତୀ ଅହଲାଓ୍ବଟ୍ଙ୍କୁ ଛାଡ଼ପତ୍ର ଦେବାକୁ ଯ ...
ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...
ଭୁବନେଶ୍ୱର: ଓଡ଼ିଶାର ଅନେକ ଗୃହିଣୀଙ୍କ ପାଇଁ ଦୈନନ୍ଦିନ ଖାଦ୍ୟ ପ୍ରସ୍ତୁତ କରିବା ଏକ ନିରନ୍ତର ଚ୍ୟାଲେଞ୍ଜ ଅଟେ। ଏହାକୁ ସେମାନଙ୍କ ପରିବାର ଭଲ ପାଆନ୍ତି ଏବଂ ପୋଷଣରେ ପରିପୂର୍ଣ୍ଣ । ତେବେ ଆଶୀର୍ବାଦ ସୋୟା ଚଙ୍କସ ଏଠ ...
ଚଳିତ ବର୍ଷ ସୁନା ମୂଲ୍ୟ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁଁ ଏକ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ଏପରି ପରିସ୍ଥିତିରେ, ଭବିଷ୍ୟତରେ ମଧ୍ୟ ସୁନା ମୂଲ୍ୟ ଆହୁରି ଅଧିକ ବଢିବ ବୋଲି ଆଶା କରାଯାଉଛି ।
ଯଦି ଚଳିତ ଆର୍ଥିକ ବର୍ଷ ବିଷୟରେ କହିବା, ତେବେ ...
ରୟାଲ ଏନଫିଲ୍ଡର କମ୍ପ୍ୟାକ୍ଟ ଏବଂ ଷ୍ଟାଇଲିସ୍ ରୋଡଷ୍ଟର ହଣ୍ଟର ୩୫୦ ନୂଆ ମାଇଲଖୁଣ୍ଟ ସୃଷ୍ଟି କରିଛି । ଏହି ମଡେଲ ୫,୦୦,୦୦୦ ବିକ୍ରି ପଞ୍ଜିକରଣ ଅତିକ୍ରମ କରିଛି। ସହରାଞ୍ଚଳ ଭ୍ରମଣକାରୀ ଏବଂ ନୂତନ ଯୁଗର ରାଇଡର୍ସଙ୍କ ପାଇଁ ପ୍ରସ୍ତୁତ ଏହି ମଡେଲ ହଣ୍ଟର ୩୫୦ ରୟାଲ ଏନଫିଲ୍ଡର କୁଲ ଷ୍ଟାଇଲିଂ, ଗତିଶୀଳ ପ୍ରଦ ...
ଏବେ ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’ର ପରିଚାଳନା ଦାୟିତ୍ୱ । ମିଲ୍କ ମୁ ବ୍ରାଣ୍ଡ୍ର ଉତ୍ପାଦ ବିକ୍ରି କରୁଥିବା ମିଲ୍କ ମନ୍ତ୍ର ଡେରି ପ୍ରାଇଭେଟ୍ ଲିମିଟେଡ୍କୁ ହଟ୍ସନ୍ ଆଗ୍ରୋ ପ୍ରଡକ୍ଟସ୍ ଲିମିଟେଡ୍ ଅଧିଗ୍ରହଣ କରିଛି। ଏହି ଅବସରରେ ମିଲ୍କ ମନ୍ତ୍ରର ପ୍ରତିଷ ...
ଭୁବନେଶ୍ୱର: ପ୍ରମୋଟର ଚେୟାରମ୍ୟାନ ଶ୍ରୀ ଚିନ୍ତା ଶଶିଧରଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ହାଇଦରାବାଦସ୍ଥିତ ୩ ବିଲିଅନ ଆମେରିକୀୟ ଡଲାର ଗ୍ରୁପ୍ କମ୍ପାନୀ ବିଶ୍ୱ ସମୁଦ୍ର ଗ୍ରୁପ୍ ତାହାର ମ୍ୟାନେଜିଂ ...