Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅଲ୍ଲୁ ଅର୍ଜୁନଙ୍କୁ ସମନ

  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ...

  • ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ...

  • ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ

  • ସୁରକ୍ଷା ପାଇଁ ନିର୍ଦ୍ଧାରିତ ଫୁଟ୍‌ପାଥରେ ...

  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

  • ମନା କରି ଦେଲେ ହାଇକୋର୍ଟ, ହଟିବନି ...

  • ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ...

  • UPI ଓ ATM ରେ ଉଠାଇ ହେବ EPFO ଟଙ୍କା

  • ଟେଲିଗ୍ରାମ’ ଉପରେ ଅସ୍ଥାୟୀ ...

Home ›› ››ଆସନ୍ତୁ ଜାଣିବା ଭୂୟାଁ ସମ୍ପ୍ରଦାୟଙ୍କ ବିଷୟରେ କିଛି ଅକୁହା କଥା

ଆସନ୍ତୁ ଜାଣିବା ଭୂୟାଁ ସମ୍ପ୍ରଦାୟଙ୍କ ବିଷୟରେ କିଛି ଅକୁହା କଥା

2021-12-04 09:09:27
14796
Share:
Facebook
Twitter
E-Mail
WhatsApp
Telegram
ଆସନ୍ତୁ ଜାଣିବା ଭୂୟାଁ ସମ୍ପ୍ରଦାୟଙ୍କ ବିଷୟରେ କିଛି ଅକୁହା କଥା


ଭୁବନେଶ୍ୱର: ଓଡ଼ିଶା ହେଉଛି ଏକ ପ୍ରାକୃତିକ ସଂପଦର ଗନ୍ତାଘର,ଏଥିସହ ଏକ ଆଦିବାସୀ ବହୁଳ ରାଷ୍ଟ୍ର ରୂପେ ଏହା ପରିଚିତ । ଏଠାରେ ପ୍ରାୟ ୬୨ ପ୍ରକାରର ଆଦିବାସୀ ବସବାସ କରନ୍ତି । ପ୍ରତ୍ୟେକ ଆଦିବାସୀ ସମ୍ପ୍ରଦାୟର ନିଜସ୍ୱ ଭାଷା,ସଂସ୍କୃତି ଓ ପରମ୍ପରା ରହିଛି । ଅଳ୍ପ କେତୋଟି ଜିଲ୍ଲାକୁ ଛାଡ଼ିଦେଲେ ପ୍ରାୟ ସମସ୍ତ ଜିଲ୍ଲାରେ ବିଭିନ୍ନ ଆଦିବାସୀ ଜନଜାତି ବସବାସ କରନ୍ତି । ଆଧୁନିକତା ପ୍ରଭାବରେ ବି ସେମାନଙ୍କ ସଭ୍ୟତା ସଂସ୍କୃତି ହଜି ଯାଇନି ବରଂ ଓଡ଼ିଶାକୁ ଏକ ନୂଆ ପରିଚୟ ଦେଇଛି । ନିଜର ସଂସ୍କୃତି ପରମ୍ପରାକୁ ବଂଚାଇ ରଖିଥିବା ସେମିତି ଏକ ସମ୍ପ୍ରଦାୟ ହେଉଛି ଭୂୟାଁ । ଏବେ ଚାଲନ୍ତୁ ଜାଣିବା ଏହି ସମ୍ପ୍ରଦାୟ ବିଷୟରେ କିଛି କଥା -

ଓଡ଼ିଶାର କେନ୍ଦୁଝର,ସୁନ୍ଦରଗଡ଼,ମୟୂରଭଞ୍ଜ,ସମ୍ବଲପୁର ଅଂଚଳରେ ଦେଖାଯାଆନ୍ତି ଭୂୟାଁ ସମ୍ପ୍ରଦାୟର ଲୋକ । ପରସ୍ପର ମଧ୍ୟରେ ସେମାନେ ଓଡ଼ିଆ ଭାଷାରେ କଥାବାର୍ତା କରନ୍ତି । ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ସେମାନେ ଚାଷବାସ,ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରନ୍ତି । ସରକାରୀ ସର୍ବେକ୍ଷଣ ଅନୁସାରେ ଓଡ଼ଶାରେ ସେମାନଙ୍କ ଜନସଂଖ୍ୟା ୩୦୬୧୨୯ । ସେମାନଙ୍କ ମଧ୍ୟରେ ପୁରୁଷ ୧୫୧୪୭୯ ଓ ମହିଳା ଜନସଂଖ୍ୟା ୧୫୪୬୫୦ । ଭୂୟାଁ ନାଁ ଟି ସଂସ୍କୃତ ଶବ୍ଦ ‘ଭୂମି’ରୁ ଉପôନ୍ନ ଯାହାର ଅର୍ଥ ଭୂମି ବା ପୃଥିବୀ । ଏହି ଜନଜାତିକୁ ଭୁୟାଁ,ଭୁଆନ ଏବଂ ଭୁଇନିଆ ନାମରେ କୁହାଯାଏ । ଏହି ଜନଜାତି ସାମାଜିକ,ସାଂସ୍କୃତିକ ଓ ଅର୍ଥନୈତିକ ବିକାଶର ସ୍ତର ଅନୁଯାୟୀ ଦୁଇଟି ଗୋଷ୍ଟୀରେ ବିଭକ୍ତ କରାଯାଇଛି । ଯଥା- ପାହାଡ଼ୀ ଭୂୟାଁ ଏବଂ ସମତଳ ଭୂୟାଁ । ଭୂୟାଁ ଗାଁ ଗୁଡ଼ିକ ପାହାଡ଼ ଉପରେ ଥିବା ମାଳଭୂମିରେ କିମ୍ବା ଜଙ୍ଗଲ ମଝିରେ ଥିବା ସମତଳ ଅଂଚଳରେ ଅବସ୍ଥିତ । ସାଧାରଣତଃ ଛୋଟ ଛୋଟ ଆକାରର ହୋଇଥାଏ ସେମାନଙ୍କ ଗାଁ ଗୁଡ଼ିକ । ମୃତୁ୍ୟ ପରେ ୨ ରୁ ୩ ଦିନ ଯାଏଁ ନିତି ନିୟମ ପାଳନ କରାଯାଇଥାଏ ଏବଂ ଶେଷରେ ଗ୍ରାମବାସୀଙ୍କୁ ଶୋକସନ୍ତପ୍ତ ପରିବାର ତରଫରୁ ଭୋଜି ଦିଆଯାଏ ।

ସେମାନେ ସୂର୍ଯ୍ୟଦେବତା,ପୃଥିବୀ ମାତାଙ୍କୁ ତାଙ୍କର ସର୍ବୋଚ୍ଚ ଦେବତା ଭାବରେ ସମ୍ମାନ ଦିଅନ୍ତି । ପ୍ରତ୍ୟେକ ଭୂୟାଁ ଗ୍ରାମରେ ଏକ ପାରମ୍ପରିକ ପଂଚାୟତ ଅଛି ଯାହା ଆବଶ୍ୟକ ସମୟରେ ଏକାଠି ମିଳିତ ହୋଇଥାଏ । ଗାଁର ମୂଖିଆ ବା ପ୍ରଧାନ ପଂଚାୟତର ଅଧ୍ୟକ୍ଷତା କରନ୍ତି ।

Powered by Froala Editor

Tags Tribal

Related articles Odisha News Lens 4.1

  • ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ଠକେଇର ଶିକାର
    ଦେଶ-ଦେଶାନ୍ତର

    ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ଠକେଇର ଶିକାର

    15441
    Jun 19, 2026
  • ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ
    ଦେଶ-ଦେଶାନ୍ତର

    ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ

    14168
    Jun 20, 2026
  • UPI ଓ ATM ରେ ଉଠାଇ ହେବ EPFO ଟଙ୍କା
    ଦେଶ-ଦେଶାନ୍ତର

    UPI ଓ ATM ରେ ଉଠାଇ ହେବ EPFO ଟଙ୍କା

    13895
    Jun 19, 2026
  • ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ
    ଦେଶ-ଦେଶାନ୍ତର

    ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ

    15606
    Jun 19, 2026
  • ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ଆସିଥିବା ଗୁଜରାଟ ଝିଅକୁ ଝୁଣି ପକାଇଲେ
    ଅପରାଧ

    ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ଆସିଥିବା ଗୁଜରାଟ ଝିଅକୁ ଝୁଣି ପକାଇଲେ

    14890
    Jun 20, 2026
  • ଅଲ୍ଲୁ ଅର୍ଜୁନଙ୍କୁ ସମନ
    ମନୋରଞ୍ଜନ

    ଅଲ୍ଲୁ ଅର୍ଜୁନଙ୍କୁ ସମନ

    15237
    Jun 20, 2026
  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାହାଣୀକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟ୍ରି
    ମନୋରଞ୍ଜନ

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାହାଣୀକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟ୍ରି

    14770
    Jun 20, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ
    ବିଶେଷ

    ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15087
    Jun 20, 2026
  • ସୁରକ୍ଷା ପାଇଁ ନିର୍ଦ୍ଧାରିତ ଫୁଟ୍‌ପାଥରେ ଚାଲିବା ମୌଳିକ ଅଧିକାର: ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ସୁରକ୍ଷା ପାଇଁ ନିର୍ଦ୍ଧାରିତ ଫୁଟ୍‌ପାଥରେ ଚାଲିବା ମୌଳିକ ଅଧିକାର: ସୁପ୍ରିମକୋର୍ଟ

    13370
    Jun 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ଠକେଇର ଶିକାର

    15441
    Jun 19, 2026
  • ଦେଶ-ଦେଶାନ୍ତର

    UPI ଓ ATM ରେ ଉଠାଇ ହେବ EPFO ଟଙ୍କା

    13895
    Jun 19, 2026
  • ମନୋରଞ୍ଜନ

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାହାଣୀକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟ୍ରି

    14770
    Jun 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16933
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17553
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17601
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17995
    Sep 06, 2023

ବିଶେଷ

  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15087
    Jun 20, 2026
  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    14007
    Jun 19, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15690
    Jun 18, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14906
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14418
    Jun 15, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13763
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14863
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15476
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15226
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ

    15606
    Jun 19, 2026
  • ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ

    14168
    Jun 20, 2026
  • ସୁରକ୍ଷା ପାଇଁ ନିର୍ଦ୍ଧାରିତ ଫୁଟ୍‌ପାଥରେ ଚାଲିବା ମୌଳିକ ଅଧିକାର: ସୁପ୍ରିମକୋର୍ଟ

    13370
    Jun 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In