Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, August 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ...

  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ...

  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ...

  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ...

  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ...

  • ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ...

  • ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ...

  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ...

  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ...

ବାଣିଜ୍ୟ
Home ›› ବାଣିଜ୍ୟ ››ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

2026-06-17 13:59:53
15731
Share:
Facebook
Twitter
E-Mail
WhatsApp
Telegram
ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ଫିଟ୍‌ନେସ୍‌ ସାମଗ୍ରୀର ଅଂଶୀଦାର ଭାବରେ ନେଇ ଏହି ଧରଣର ପ୍ରଥମ ଜାତୀୟସ୍ତରର ସାମର୍ଥ୍ୟ ଓ ସହନଶୀଳତା ଚମ୍ପଆନସିପ୍‌ ‘ଲାଷ୍ଟ ୱାନ ଷ୍ଟାଣ୍ଡିଂ’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏକ ଫିଟ୍‌ନେସ୍‌ ପ୍ରତିଯୋଗିତାରୁ ଯଥେଷ୍ଟ ଅଧିକ ଏହି କାର୍ଯ୍ୟକ୍ରମକୁ ସମଗ୍ର ଦେଶର ଫିଟ୍‌ନେସ୍‌ ଉତ୍ସାହୀ, ଆଥଲେଟ, ଜିମ୍‌ ଯାଉଥିବା ବ୍ୟକ୍ତି ଏବଂ ଦୈନନ୍ଦିନ ଚାଲେଞ୍ଜରମାନଙ୍କୁ ଗୋଟିଏ ସ୍ଥାନରେ ଏକତ୍ରିତ କରିବା ନିମନ୍ତେ ଏକ ବୃହଦାକାୟ ଅଭିଯାନ ଭାବରେ ପରିକଳ୍ପନା କରାଯାଇଛି ।

ଏହି ଏକ-ଦିବସୀୟ ଚମ୍ପିଆନସିପ୍‌ ନିମନ୍ତେ ପଞ୍ଜିକରଣ ଆରମ୍ଭ ହୋଇଛି ଏବଂ ଏହାର ପ୍ରଥମ ସଂସ୍କରଣ ମୁମ୍ବାଇରେ ଡିସେମ୍ବର୧୩, ୨୦୨୬ରେ ଅନୁଷ୍ଠିତ ହେବ । ଏହାର ପ୍ରଥମ ସଂସ୍କରଣ ନିମନ୍ତେ ଅଂଶଗ୍ରହଣକୁ ପ୍ରଥମ ୫୦୦ ପ୍ରବେଶରେ ସୀମିତ ରଖାଯିବ । 

ନିଷ୍କ୍ରିୟ ଜୀବନଶୈଳୀ ଯେତେବେଳେ ଅଧିକରୁ ଅଧିକ ସାଧାରଣ ଘଟଣା ହେବାରେ ଲାଗିଛି, ସେତେବେଳେ ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ ଜନସାଧାରଣଙ୍କୁ ସେମାନଙ୍କର ଶାରୀରିକ ସାମର୍ଥ୍ୟ, ସହନଶୀଳତା, ଶୃଙ୍ଖଳା ଏବଂ ମଜଭୁତପଣ ସହିତ ପୁନଃ ଯୋଡିହେବାକୁ ପ୍ରେରିତ କରିବା ଲକ୍ଷ୍ୟ ରଖିଛି । ଫିଟ୍‌ନେସ୍‌ କେବଳ ଚେହେରା ଠାରୁ ଯଥେଷ୍ଟ ଅଧିକ ବୋଲି ବିଶ୍ୱାସ ଆଧାରରେ ପ୍ରସ୍ତୁତ ଏହି ଚମ୍ପିଆନସିପ୍‌ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ଶରୀର ଓ ମନ ବାସ୍ତବରେ କେତେଦୂର ଯାଇପାରିବ ତାହା ଆବିଷ୍କାର କରିବାକୁ ଚାଲେଞ୍ଜ ଦେଉଛି ।

ଗୋଟିଏ ବିଭାଗ ଉପରେ ଦୃଷ୍ଟିନିବଦ୍ଧ କରୁଥିବା ପାରମ୍ପରିକ ପ୍ରତିଯୋଗିତାଗୁଡିକ ଠାରୁ ଭିନ୍ନ ଏହି ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂରେ ଏକାଧିକ ଫିଟ୍‌ନେସ୍‌ ଚାଲେଞ୍ଜକୁ ସାମଗ୍ରିକ ପ୍ରଦର୍ଶନର ସଘନ ପରୀକ୍ଷାରେ ଏକୀକୃତ କରାଯାଇଛି । ଅଂଶଗ୍ରହଣକାରୀମାନେ ସ୍କାଟସ୍‌, ବେଞ୍ଚ ପ୍ରେସ, ଡେଡଲିଫ୍ଟ, ପୁଲ୍‌-ଅପ୍‌ସ୍‌, ଜାଣ୍ଟ ବ୍ୟାଟ୍‌ ରନ୍‌ ଏବଂ ଏୟାର ବାଇକ (ସାଇକ୍ଲିଂ) ସମେତ ଛଅଟି ବିଭିନ୍ନ ବିଭାଗରେ ପ୍ରତିଯୋଗିତା କରିବେ । ପ୍ରତ୍ୟେକଟି ଇଭେଣ୍ଟକୁ ସାଧାରଣ ସାମର୍ଥ୍ୟ, ସହନଶୀଳତାରୁ ନେଇ ଚପଳତା, ସନ୍ତୁଳନ ଏବଂ ମାନସିକ ମଜଭୁତପଣ ପର୍ଯ୍ୟନ୍ତ ଫିଟ୍‌ନେସ୍‌ର ବିଭିନ୍ନ ଦୃଷ୍ଟିକୋଣରୁ ପରୀକ୍ଷା କରିବାକୁ ଡିଜାଇନ କରାଯାଇଛି ।

ଏହି ଚମ୍ପିଆନସିପ୍‌ ମଧ୍ୟ ଏହାର ସମାବେଶୀ ଢାଞ୍ଚା ନିମନ୍ତେ ପରିଚିତ ହେଉଛି । ପ୍ରତିଯୋଗିତା ୧୮ ବର୍ଷରୁ ଊଦ୍ଧ୍ୱର୍ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଉନ୍ମୁକ୍ତ ରହିଛି ଏବଂ ଏହାର ବିଭାଗଗୁଡିକ ବୟସ ଏବଂ ଓଜନ ବର୍ଗକୁ ନେଇ ବିଭକ୍ତ କରାଯାଇଛି । ପୁରୁଷ ବର୍ଗରେ ୩୦ ବର୍ଷରୁ କମ୍‌ ଏବଂ ୩୦ ବର୍ଷରୁ ଅଧିକ ବିଭାଗଗୁଡିକ ରହିଥିବାବେଳେ ମହିଳା ବର୍ଗରେ ୨୫ରୁ କମ୍‌ ଓ ୨୫ ବର୍ଷରୁ ଅଧିକ ବିଭାଗଗୁଡିକ ରହିଛି । 

ଅଂଶଗ୍ରହଣକାରୀ ପ୍ରଥମେ ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରି ସମସ୍ତ ଛଅଟି ଇଭେଣ୍ଟରେ ପଏଣ୍ଟ ସଂଗ୍ରହ କରିବେ । ପ୍ରତ୍ୟେକ ବିଭାଗରେ ମୋଟ ସର୍ବାଧିକ ପଏଣ୍ଟ ହାସଲ କରୁଥିବା ଆଥଲେଟ ସମ୍ମାନଜନକ ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ ଉପାଧି ହାସଲ କରିବେ । 

ପ୍ରତ୍ୟେକ ଇଭେଣ୍ଟର ବିଜେତାଙ୍କୁ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରାଯିବ ଏବଂ ସର୍ବଶେଷ ବର୍ଗର ବିଜେତାମାନଙ୍କୁ ବମ୍ପର ପୁରସ୍କାର ସହିତ ସ୍ୱତନ୍ତ୍ର ସ୍ୱୀକୃତି ମିଳିବ । ମୋଟ ଉପରେ ଏହି ଚମ୍ପିଆନସିପ୍‌ ଚାରିଜଣ ସାମଗ୍ରିକ ବିଜେତାଙ୍କ ସହିତ ସମସ୍ତ ଛଅଟି ବ୍ୟକ୍ତିଗତ ଇଭେଣ୍ଟରେ ଅତିରିକ୍ତ ବିଭାଗର ବିଜେତାମାନଙ୍କୁ ସମ୍ମାନିତ କରିବ ।

ସାଧୁତା, ନିରାପତ୍ତା ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବାକୁ ସମସ୍ତ ପ୍ରଦର୍ଶନକୁ ପ୍ରମାଣୀକୃତ ରେଫରିଙ୍କ ଦ୍ୱାରା ନିରୀକ୍ଷଣ ଏବଂ ବିଚାର କରାଯିବ ।  

ଏହି କାର୍ଯ୍ୟକ୍ରମ ଏବଂ ଏହାର ଶୁଭାରମ୍ଭ ସମ୍ପର୍କରେ ପ୍ରକାଶ କରି ରାଜେଶ ରାଇ, ମ୍ୟାନେଜିଂ ଡାଇରେକ୍ଟର, ଜେରାଇ ଫିଟ୍‌ନେସ୍‌ ଆଣ୍ଡ ଆଇଡିଏଟର୍‌, ‘ଲାଷ୍ଟ ୱାନ ଷ୍ଟାଣ୍ଡିଂ’ କହିଥିଲେ, “ସମ୍ପ୍ରତି ସ୍ୱାଚ୍ଛନ୍ଦ୍ୟ ଆମ ଜୀବନରୁ ଗତିଶୀଳତାକୁ ହ୍ରାସ କରିଛି । ଆମର ଶରୀରଗୁଡିକ ଅତୁଳନୀୟ ସାମର୍ଥ୍ୟ ନିମନ୍ତେ ସମର୍ଥ, ତଥାପି ଆମେ ସେଗୁଡିକୁ ଯଥେଷ୍ଟ କମ୍‌ ଚାଲେଞ୍ଜ ଦେଉଛୁ । ଲାଷ୍ଟ ୱାନ ଷ୍ଟାଣ୍ଡିଂ ସେହି ସହଜନଶୀଳତା, ଶୃଙ୍ଖଳା ଏବଂ ମଜଭୁତପଣର ଭାବଧାରାକୁ ଫେରାଇ ଆଣିବାର ଏକ ଉପାୟ ହୋଇଛି । ଏହି ପ୍ଲାଟଫର୍ମ କେବଳ ସମ୍ମାନାସ୍ପଦ ଆଥଲୋକଙ୍କନଙ୍କ ପାଇଁ ନୁହେଁ, ବରଂ ନିଜକୁ ପରୀକ୍ଷା କରିବା ଏବଂ ସେମାନଙ୍କର ସୀମା ଊଦ୍ଧ୍ୱର୍କୁ ନେବା ନିମନ୍ତେ ଇଛୁକ ଯେକୋ÷ଣସି ଓ ପ୍ରତ୍ୟେକ ବ୍ୟକ୍ତିଙ୍କ ନିମନ୍ତେ ଉଦ୍ଦିଷ୍ଟ ।”

ଏହି ଚମ୍ପିଆନସିପ୍‌ ସମଗ୍ର ଭାରତରୁ ଅଂଶଗ୍ରହଣକାରୀଙ୍କୁ ଆକର୍ଷିତ କରିବା ଆଶା କରାଯାଉଛି । ଏହି ପ୍ରତିଯୋଗିତା ସହିତ କାର୍ଯ୍ୟକ୍ରମରେ ଜନତା ନିୟୋଜନକାରୀ ଜୋନ୍‌ , ପୁନରୁଦ୍ଧାର ସ୍ଥଳ, ପ୍ରତ୍ୟକ୍ଷ ଅନୁଭୂତି ଏବଂ ଫିଟ୍‌ନେସ୍‌ ଗୋଷ୍ଠୀ ଅଂଶଗ୍ରହଣ ଆଦି ସ୍ଥାନପାଇବ, ଯାହା ଏକ ଉଚ୍ଚ ଶକ୍ତି ପ୍ରଦାୟକ ଫିଟ୍‌ନେସ୍‌ ଉତ୍ସବର ପରିବେଶ ସୃଷ୍ଟି କରିବ । 

ଭାରତ ସମଗ୍ର ବିଶ୍ୱର ଅନ୍ୟତମ ଦ୍ରୁତତମ ଅଭିବୃଦ୍ଧିଶୀଳ ଫିଟ୍‌ନେସ୍‌ ବଜାର ଭାବରେ ଉଭା ହେଉଥିବାବେଳେ ଜେରାଇ ଫିଟ୍‌ନେସ୍‌ ବିଶ୍ୱାସ ରଖୁଛି ଯେ ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ ଦେଶ ପାଇଁ ଏକ ଉଲ୍ଲେଖନୀୟ ଫିଟ୍‌ନେସ୍‌ ସମ୍ପତ୍ତି ହେବାର ସାମର୍ଥ୍ୟ ରଖୁଛି, ଯାହା ଜନସାଧାରଣଙ୍କୁ ଆଗକୁ ବଢିବା, ପ୍ରତଯୋଗିତା କରିବା ଏବଂ ସେମାନେ ବାସ୍ତବରେ କଣ ପାଇଁ ସମର୍ଥ ତାହା ଆବିଷ୍କାର କରିବାକୁ ପ୍ରେରଣା ଯୋଗାଉଛି । 

କାରଣ ସାମର୍ଥ୍ୟ ଯେତେବେଳେ ଉଭେଇ ଯାଏ ଏବଂ ଚାପ ବୃଦ୍ଧିପାଏ, ସେତେବେଳେ ଗୋଟିଏ ପ୍ରଶ୍ନ ରହୁଛି:

କିଏ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ହେବେ?

Powered by Froala Editor

Tags Jerai Fitness

Related articles Odisha News Lens 4.1

  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି
    ଦେଶ-ଦେଶାନ୍ତର

    ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    13974
    Aug 23, 2026
  •  ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍
    ଦେଶ-ଦେଶାନ୍ତର

    ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍

    15691
    Aug 22, 2026
  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ...
    ଦେଶ-ଦେଶାନ୍ତର

    ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ...

    15763
    Aug 22, 2026
  • ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର
    ଦେଶ-ଦେଶାନ୍ତର

    ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର

    15570
    Aug 23, 2026
  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା
    ଦେଶ-ଦେଶାନ୍ତର

    ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା

    15081
    Aug 23, 2026
  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ
    ଦେଶ-ଦେଶାନ୍ତର

    କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ

    15438
    Aug 23, 2026
  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ:  ୨ ମୃତ, ୯ ଆହତ
    ଦେଶ-ଦେଶାନ୍ତର

    ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ୯ ଆହତ

    15308
    Aug 22, 2026
  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ
    ଦେଶ-ଦେଶାନ୍ତର

    ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ

    14147
    Aug 23, 2026
  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ
    ଦେଶ-ଦେଶାନ୍ତର

    ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

    13816
    Aug 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

    13816
    Aug 23, 2026
  • ଦେଶ-ଦେଶାନ୍ତର

    ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା

    15081
    Aug 23, 2026
  • ଦେଶ-ଦେଶାନ୍ତର

    ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    13974
    Aug 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17049
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17678
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17720
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18117
    Sep 06, 2023

ବିଶେଷ

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15513
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16044
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13965
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14989
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14760
    Aug 10, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15970
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14005
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14270
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14393
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ

    15438
    Aug 23, 2026
  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା

    15081
    Aug 23, 2026
  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

    13816
    Aug 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In