Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସରକାରଙ୍କୁ କ୍ଷମା ମାଗିଲା ମେଟା, ଜାଣନ୍ତୁ ...

  • ରାଜଧାନୀ ମହିଳାଙ୍କ ପାଇଁ ବଡ ଖବର, ପ୍ରତି ...

  • PUC ନିୟମରେ ବଡ଼ ପରିବର୍ତ୍ତନ ହେବ, ବୈଧତା ୩ ...

  • CJP ଆନ୍ଦୋଳନରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ...

  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ...

  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ...

  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ...

  • ବିକ୍ଷୋଭକାରୀ ଛାତ୍ରଙ୍କ ଉପରକୁ ଗୁଳି କଲେ, ...

  • ହସ୍ପିଟାଲରୁ ସୋନମ ୱାଙ୍ଗଚୁକ ହେଲେ ...

  • ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା ‘ଦ ...

ରାଜ୍ୟ
Home ›› ରାଜ୍ୟ ››ଦେଶୀ ବନ୍ଧୁକ ଧରି ନାଚୁଥିଲେ ଆଉ ବରକୁ କରୁଥିଲେ ହତ୍ୟା ଉଦ୍ୟମ, ହେଲେ ଗିରଫ

ଦେଶୀ ବନ୍ଧୁକ ଧରି ନାଚୁଥିଲେ ଆଉ ବରକୁ କରୁଥିଲେ ହତ୍ୟା ଉଦ୍ୟମ, ହେଲେ ଗିରଫ

2025-02-25 04:50:42
15325
Share:
Facebook
Twitter
E-Mail
WhatsApp
Telegram
ଦେଶୀ ବନ୍ଧୁକ ଧରି ନାଚୁଥିଲେ ଆଉ ବରକୁ କରୁଥିଲେ ହତ୍ୟା ଉଦ୍ୟମ, ହେଲେ ଗିରଫ

ଭୁବନେଶ୍ବର : ବରଯାତ୍ରୀ ଗାଡ଼ି କନ୍ୟା ଘର ଗାଁରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଶୋଭାଯାତ୍ରା। ଡିଜେର ତାଳେ ତାଳେ ଦେଶୀ ବନ୍ଧୁକ ଧରି ନାଚୁଥିଲେ ଅପରାଧୀ। ବର ବରଣ କରି ଝିଅ ଘର ଲୋକେ ଘରକୁ ନେବା ସମୟରେ ମୁଣ୍ଡକୁ ଲକ୍ଷ କରି ଫୁଟାଇଥିଲେ ଗୁଳି। ହେଲେ ଉପସ୍ଥିତ ଲୋକେ ଅପରାଧୀଙ୍କୁ କାବୁ କରିବାରୁ ମରଣ ମୁହଁରୁ ବଞ୍ଚିଗଲା ବର। ବଲାଙ୍ଗିର ଜିଲା ଦେଓଗାଁ ଥାନା ବାବିଜୋର ଗାଁରେ ଏଭଳି ଏକ ଘଟଣା ଆଲୋଚନାର ବିଷୟ ହୋଇଛି। ଦେଓଗାଁ ଥାନା ଗାଈବାହାଲର ନେତ୍ରାନନ୍ଦ ପଧାନଙ୍କ ପୁଅ ରାଜକୁମାର ଉଡ଼ାର ପଞ୍ଚାୟତ ବାବିଯୋର ଗାଁକୁ ବରଯାତ୍ରୀ ଯାଇଥିଲେ ଗତ ରାତିରେ। ଖିଆପିଆ କରି ବରଯାତ୍ରୀ ନାଚିବା ପରେ କିଛି ନିଶାଖୋର ଯୁବକ ଦେଶୀ ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ଧରି ବେଦୀ ଉପରେ ବରକୁ ମାରିବା ପାଇଁ ଯୋଜନା କରି ଘେରି ଯାଇଥିଲେ। ଗାଁ ଲୋକେ ଅପରାଧୀ ଶ୍ରେଣୀର ଯୁବକ ମାନଙ୍କୁ ଉତ୍ତମ ମଧ୍ୟମ ଦେଇ କାବୁ କରି ପୁଲିସକୁ ଖବର ଦେଇଥିଲେ। ଦେଓଗାଁ ପୁଲିସ ପହଞ୍ଚି ୬ ଜଣକୁ ଆଣି ପଚରଉଚରା କରିବା ପରେ ସେମାନଙ୍କ ଠାରୁ ନିଶା ବଟିକା, ମାରତୁଲ୍‌ ଜବତ କରିଥିଲା। ପୁଅର ବାପା ଓ ଝିଅର ଭାଇ ଦେଇଥିବା ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲାର ତଦନ୍ତ କରୁଛି। ପୁଲିସ ଏନେଇ ଦେଓଗାଁ ଥାନା ଅଞ୍ଚଳର ସହିଲ ଦୀପ, ଯବକାନ୍ତ କୁଅଁର, ଅମରେଶ ମିର୍ଦ୍ଧା, ଲିପୁନ କୁମାର, ଚମରୁ ଭୋଇ, ଶକ୍ତିମାନ ଭୋଇ ସହ ଜଣେ ନାବାଳକକୁ ଗିରଫ କରିଥିବା ପ୍ରକାଶ। ଏ ସମ୍ପର୍କରେ ବଲାଙ୍ଗିର ଏସଡିପିଓଙ୍କୁ ପଚାରିବାରୁ ୭ ଜଣ ଗିରଫ ହୋଇଛନ୍ତି। ଜବତ ପିସ୍ତଲ ନେଇ ଅଧିକ ତଦନ୍ତ ଚାଲିଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଝିଅ ଘର ଲୋକେ ବରକନ୍ୟାକୁ ସୋମବାର ଘରୁ ବିଦାୟ ଦେବା ପରେ ଗାଁରେ ପହଞ୍ଚିଥିଲେ ବରକନ୍ୟା। ହତ୍ୟା ଉଦ୍ୟମ ପଛରେ ପୁଅ ଘରର ପାରିବାରିକ କଳହ ସହ ଜମି ବିବାଦ ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବରର ସମ୍ପର୍କୀୟ ଭିଣୋଇ ନିଶାଖୋର ଯୁବକଙ୍କୁ ମଦ ନିଶା ଓ ଟଙ୍କା ଦେଇ ହତ୍ୟା କରିବା ପାଇଁ ପଠାଇଥିଲା ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କ ପାଖକୁ ଦେଶୀ ବନ୍ଧୁକ ଆସିଲା କେଉଁଠି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବରର ପରିବାର ଭିତରେ ଭାଇ ଭାଇ ମଧ୍ୟରେ ଜମି ବିବାଦ ଲାଗି ରହିଛି। ରାଜକୁମାର ବାହା ହେବାକୁ ଯାଉଥିବାବେଳେ ସମ୍ପର୍କୀୟ ଭିଣୋଇ ନିଶାଖୋର ଯୁବକଙ୍କୁ ଲଗାଇ ହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା ଚର୍ଚ୍ଚା ହେଉଛି। ଶଶୁର ଘର ଜମିକୁ ସୁରକ୍ଷା ଦେବା ପାଇଁ ଜ୍ବାଇଁ କାହିଁକି ହତ୍ୟା ଷଡ଼ଯନ୍ତ୍ରକାରୀ ପାଲଟିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Powered by Froala Editor

Tags Arrested

Related articles Odisha News Lens 4.1

  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....
    ବିଶେଷ

    ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15527
    Jul 27, 2026
  •  ହସ୍ପିଟାଲରୁ ସୋନମ ୱାଙ୍ଗଚୁକ ହେଲେ ଡିସଚାର୍ଜ
    ଦେଶ-ଦେଶାନ୍ତର

    ହସ୍ପିଟାଲରୁ ସୋନମ ୱାଙ୍ଗଚୁକ ହେଲେ ଡିସଚାର୍ଜ

    14053
    Jul 27, 2026
  • CJP ଆନ୍ଦୋଳନରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ : 'ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସାମ୍ବିଧାନିକ ...
    ଦେଶ-ଦେଶାନ୍ତର

    CJP ଆନ୍ଦୋଳନରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ : 'ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସାମ୍ବିଧାନିକ ...

    13826
    Jul 28, 2026
  • ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା  ‘ଦ ଓଡିସି’
    ମନୋରଞ୍ଜନ

    ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା ‘ଦ ଓଡିସି’

    13865
    Jul 27, 2026
  • PUC ନିୟମରେ ବଡ଼ ପରିବର୍ତ୍ତନ ହେବ, ବୈଧତା ୩ ବର୍ଷ ପର୍ଯ୍ୟନ୍ତ କରାଯାଇପାରେ
    ଦେଶ-ଦେଶାନ୍ତର

    PUC ନିୟମରେ ବଡ଼ ପରିବର୍ତ୍ତନ ହେବ, ବୈଧତା ୩ ବର୍ଷ ପର୍ଯ୍ୟନ୍ତ କରାଯାଇପାରେ

    14219
    Jul 28, 2026
  • ସରକାରଙ୍କୁ କ୍ଷମା ମାଗିଲା ମେଟା, ଜାଣନ୍ତୁ କାହିଁକି ?
    ଦେଶ-ଦେଶାନ୍ତର

    ସରକାରଙ୍କୁ କ୍ଷମା ମାଗିଲା ମେଟା, ଜାଣନ୍ତୁ କାହିଁକି ?

    14620
    Jul 28, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....
    ବିଶେଷ

    ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    13864
    Jul 28, 2026
  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ...
    ବାଣିଜ୍ୟ

    କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ...

    14636
    Jul 28, 2026
  • ବିକ୍ଷୋଭକାରୀ ଛାତ୍ରଙ୍କ ଉପରକୁ ଗୁଳି କଲେ, ନିଲମ୍ବିତ ହେଲେ କନଷ୍ଟେବଲ
    ଦେଶ-ଦେଶାନ୍ତର

    ବିକ୍ଷୋଭକାରୀ ଛାତ୍ରଙ୍କ ଉପରକୁ ଗୁଳି କଲେ, ନିଲମ୍ବିତ ହେଲେ କନଷ୍ଟେବଲ

    13783
    Jul 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା ‘ଦ ଓଡିସି’

    13865
    Jul 27, 2026
  • ବାଣିଜ୍ୟ

    କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    14636
    Jul 28, 2026
  • ଦେଶ-ଦେଶାନ୍ତର

    PUC ନିୟମରେ ବଡ଼ ପରିବର୍ତ୍ତନ ହେବ, ବୈଧତା ୩ ବର୍ଷ ପର୍ଯ୍ୟନ୍ତ କରାଯାଇପାରେ

    14219
    Jul 28, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17004
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17609
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17661
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18061
    Sep 06, 2023

ବିଶେଷ

  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    13864
    Jul 28, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15527
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15770
    Jul 25, 2026
  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    15422
    Jul 22, 2026
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    16082
    Jul 21, 2026

ବାଣିଜ୍ୟ

କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

ଭୁବନେଶ୍ୱର: ଅଧିକାଂଶ ଲୋକଙ୍କର ବିଶ୍ୱାସ ଯେ ସେମାନେ ପ୍ରତ୍ୟେକ ଦିନ କେବଳ କିଛି ପରିମାଣର ଜଳ ବ୍ୟବହାର କରନ୍ତି । କିନ୍ତୁ ବାସ୍ତବତା ହେଉଛି ଯେ ସକାଳେ ପ୍ରଥମ ଗ୍ଲାସ ପିଇବା ଏବଂ ଖାଦ୍ୟ ପ୍ରସ୍ତୁତି ଠାରୁ ଆରମ୍ଭ କରି ...

  • ଫିକା ପଡିବ ସୁନାର ଚମକ

    13952
    Jul 27, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି

    15757
    Jul 23, 2026
  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15929
    Jul 22, 2026
  • ବେଦାନ୍ତ ଆଲୁମିନିୟମ ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି

    15300
    Jul 21, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    14636
    Jul 28, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    13864
    Jul 28, 2026
  • ସରକାରଙ୍କୁ କ୍ଷମା ମାଗିଲା ମେଟା, ଜାଣନ୍ତୁ କାହିଁକି ?

    14620
    Jul 28, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In