ଗୁହାଳରେ ନିଆଁ ଲାଗି ୪ ଗୋରୁ ଜୀବନ୍ତ ଦଗ୍ଧ
ଆଳି : ଆଳି ଥାନା ଜେନାଙ୍ଗ ଗାଁରେ ଭୟାବହ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ଦୋକାନ ଘର ସହ ଗୁହାଳରେ ନିଆଁ ଲାଗିଯାଇଥିଲା। ଗୁହାଳରେ ନିଆଁ ଲାଗିଯିବାରୁ ୪ ଗୋରୁ ଜୀବନ୍ତ ଜଳିଯାଇଥିବା ସୂଚନା ମିଳିଛି।
Powered by Froala Editor