ରାଜକନିକା : ଖରସ୍ରୋତା ନଦୀ ପାର ହେବା ଲାଗି ଡ଼ଙ୍ଗା ନିକଟକୁ ଯାଉଥିବା ବେଳେ ଟାଣି ନେଲା କୁମ୍ଭୀର। ରାଜକନିକାରୁ ଏଭଳି ଦୁଃଖଦ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପରେଶ୍ବର ବେହରା ନାମକ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଦୀପାଞ୍ଚଳ ଗାଁ ଗଙ୍ଗାଧର ପ୍ରସାଦଡିଆ ଗାଁରେ ଏହି ଅଘଟଣ ଘଟି ...
ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟର ୩ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ବିହାରର ବାଙ୍କିପୁରରେ ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପିକେ) ୧୯,୩୨୪ ଖଣ୍ଡ ଭୋଟ୍ ବ୍ୟବଧାନରେ ପ୍ରଚଣ୍ଡ ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ପରାସ୍ତ କରି ସେ ନି ...
ଜୟପୁର: କେରଳର କାଜିଆ ଲିଜ୍ ମେଜୋ ‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଛନ୍ତି। ୧୯ ବର୍ଷ ବୟସରେ ସେ ଏହି ସଫଳତା ପାଇ ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି। ଗତ ବର୍ଷର ମୁକୁଟ ବିଜୟିନୀ ମନିକା ବିଶ୍ବକର୍ମୀ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଏହି ପ୍ରତିଯୋଗିତାର ପ୍ରତ୍ୟେକ ପର୍ଯ୍ୟାୟରେ କାଜିଆ ବହୁତ ଭଲ ପ୍ରଦ ...
କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ବଡ଼ ଅଭିଯୋଗ ଲଗାଇଛନ୍ତି। ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କଲେ ଘରୁ ବାହାରକୁ ବାହାରିବାକୁ ଦିଆଯିବନି ଓ ଗୃହବନ୍ଦୀ କରି ରଖାଯିବ ସହିତ ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁ ଧମକ ...
ବେଙ୍ଗାଲୁରୁ : ଘରକାମ ଓ ଶାଶୂ-ଶ୍ୱଶୁରଙ୍କ ସେବା କରିବା ପାଇଁ ପତ୍ନୀଙ୍କୁ ପତି ବାଧ୍ୟ କିମ୍ବା ଆଦେଶ ଦେଇପାରିବେ ନାହିଁ ବୋଲି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି। ବିଚାରପତି ଚିଲ୍ଲାକୁର ସୁମଲତାଙ୍କୁ ନେଇ ଗଠିତ ଜଣିକିଆ ପୀଠ କହିଛନ୍ତି ଯେ, ସ୍ୱାମୀଙ୍କର ମନୋଭାବ ଯେ ସ୍ତ୍ରୀ ଘରକାମ କରିବ ଓ ଶାଶୂ-ଶ୍ୱଶୁରଙ୍କ ଦେଖାରଖା କର ...
ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ୟୁପିଏସସି ପାସ୍ କରିବାର ସ୍ୱପ୍ନ। ଶେଷରେ ନିଜର ବର୍ଷ ବର୍ଷର ପ୍ରସ୍ତୁତି ସାମଗ୍ରୀକୁ ମାତ୍ର ୪୬୪ ଟଙ୍କାରେ କବାଡ଼ିଆକୁ ବିକି ଦେଲେ ଜଣେ ୨୬ ବର୍ଷୀୟ ୟୁପିଏସସି ଆଶାୟୀ। ଏହା କେବଳ କିଛି ପୁରୁଣା ବହି ବିକ୍ରିର କାହାଣୀ ନୁହେଁ। ବହିଗୁଡ଼ିକ ସହ ଯୋଡିହୋଇ ରହିଥିଲା ତାଙ ...
ଜମ୍ମୁ ଏବଂ କାଶ୍ମୀରରେ କାଶ୍ମୀର ପଣ୍ଡିତମାନଙ୍କ ହତ୍ୟା କରିବା ସହିତ ଜଡ଼ିତ ପୁରୁଣା ମାମଲାର ଫାଇଲଗୁଡ଼ିକ ଏବେ ପୁଣି ଖୋଲାଯାଉଛି। ଏହି ଗଣହତ୍ୟାର ପରଦିନ ଅର୍ଥାତ୍ ଜାନୁଆରୀ ୨୬, ୧୯୯୮ରେ ଗାନ୍ଦରବଲ ପୋଲିସ ଷ୍ଟେସନରେ ଏଫଆଇଆର ନମ୍ବର ୨୨/୧୯୯୮ ପଞ୍ଜିକୃତ ହୋଇଥିଲା। ମାମଲାରେ ହତ୍ୟା, ପୋଡ଼ାଜଳା, ଧାର୍ମିକ ସ୍ଥଳକୁ କ୍ଷତି ...
ମୟୂରଭଞ୍ଜ ଖୁଣ୍ଟା ଥାନା ବଙ୍ଗଳା ଛକରେ ଥିବା ଏସ୍ବିଆଇ ଏଟିଏମ୍ ରୁ ଲୁଟ୍ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏଟିଏମ୍ ରୁ ନୂଆ ତରିକାରେ ଟଙ୍କା ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରି ଏଟିଏମ୍ ଲୁଟ କରିଛନ୍ତି ଦୁର୍ବୃତ୍ତ। ଏପରିକି ଲୁଟ୍ ପରେ ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ...
କଣାସ ମୁଖ୍ୟରାସ୍ତା ୫ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ପନିକିରେ ହାଣିଛନ୍ତି। ଡାହାଣ ହାତ ଓ ଡାହାଣ ଗୋଡ଼ ଆଣ୍ଠୁ ପାଖରୁ କଟିଯିବା ପରେ ତାଙ୍କ ଉପରେ ସ୍କୁଟି ଚଢ଼ାଇ ମୁହଁକୁ ଗୋଇଠା ମାରିଛନ୍ତି। ପରେ ବୁଲେଟ୍ ମୋଟରସାଇକଲ୍ରେ ତିନିଜଣ ବସି ତାଙ୍କ ଉପରେ ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଛନ୍ତି। ପ୍ରାୟ ଅଧଘଣ ...
ଉଦଳା ଥାନା ଜଗନ୍ନାଥୀ ଗ୍ରାମରେ ଲୁଗା ଦୋଳିରେ ଖେଳୁଥିବା ବେଳେ ବେକରେ ଫାଶ ପଡି ଚାଲିଗଲା ନାବାଳକର ଜୀବନ। ମୃତ ନାବାଳକ ଜଣକ ହେଲେ ସତ୍ୟ ମୁର୍ମୁ ।
ଉଦଳା ଥାନା ଜଗନ୍ନାଥୀ ଗ୍ରାମର ଦୁର୍ଗା ମୁର୍ମୁଙ୍କ ସାନପୁଅ ସତ୍ୟ ମୁର୍ମୁ ଘର ବାଡ଼ିରେ ଆତ ଗଛରେ ଶାଢ଼ୀରେ ହୋଇଥିବା ଦୋଳିରେ ବସି ଝୁଲୁଥିଲା। ପୁଅ ଖେଳୁଥିବା ଦେଖ ...
ସାରା ଦେଶରେ ପାଟଣା ବ୍ଲକ୍ର ଡିଆନାଳୀ ଗ୍ରାମ ଜିତୁ ମୁଣ୍ଡାର ଘଟଣା ଖବରର ଶିରୋନାମା ପାଲଟିଛି। ୩ ମାସ ତଳେ ପ୍ରାଣ ହରାଇଥିବା ଭଉଣୀର ମୃତଦେହକୁ ଖୋଳି ବାହାର କରି ବ୍ୟାଙ୍କରେ ପହଞ୍ଚିବା ଘଟଣା ସାରା ବିଶ୍ୱରେ ଆଲୋଡ଼ନ କରିଛି । ଏହି ଘଟଣାରେ ରବିବାର ପୁଣି ଥରେ ଜିତୁ ମୁଣ୍ଡାର ପରିବାର ଶୁଦ୍ଧି ହେବେ ।
ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । କଏଦୀଙ୍କ ଝୁଲନ୍ତା ମୃତାଦେହ ଶୌଚାଳୟରୁ ମିଳିଛି । ମୃତ କଏଦୀ ହେଉଛନ୍ତି ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦୀପ୍ତି ରଞ୍ଜନ ସ୍ୱାଇଁ ।
ଜେଲ୍ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୩ ମସିହାରେ ଏକ ଦୁଷ୍କର୍ମ ଅଭିଯୋଗ ...
କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଲୁଟ୍ ହୋଇ ଚାଲିଛି । ଦୁଇଦିନ ଭିତରେ ଦୁଇଟି ଲୁଟ୍ ପୁଲିସ ନିଦ ହଜାଇ ଦେଇଛି । ଗତ ମଙ୍ଗଳବାର ସୁଲଣ ଗାଁ ନିକଟରୁ ମଧୁସୂଦନ ଜେନାଙ୍କ ଘରୁ ଲୁଟ୍ ହୋଇଥିଲା । ମଧୁସୂଦନ ଶିକ୍ଷକ ହୋଇଥିବାରୁ ସେ ସ୍କୁଲ ଯିବାପରେ ତାଙ୍କ ଅନୁପସ୍ଥିତର ସୁଯୋଗ ନେଇ ଦୁର୍ବୃତ୍ତମାନ ...
ଭୋପାଳରେ ଛୋଟା ତାଳାବ ଧୋବି ଘାଟରୁ ମିଳିଥିବା ୧୬ ବର୍ଷୀୟ କିଶୋରଙ୍କ ମୃତଦେହ ମାମଲା ୧୧ ଦିନ ମଧ୍ୟରେ ସମାଧାନ ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଏକ ରିଲରେ ଦେଖିଥିଲେ ଯେ ଶରୀରର ପ୍ରାଇଭେଟ ପାର୍ଟ ବିକ୍ରି କଲେ ୧.୨୦ କୋଟି ଟଙ୍କା ମିଳିଥାଏ। ଏହି ରିଲରୁ ପ୍ରଭାବିତ ହୋଇ ଅଭିଯୁକ୍ତମାନେ ରେହାନଙ୍କ ହତ୍ୟା ...
ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ପ୍ରତିଯୋଗିତାର ତୃତୀୟ ସଂସ୍କରଣରେ କେରଳର କୈଜିଆ ଲିଜ ମାଜୋ ‘ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬’ ମୁକୁଟ ଜିତିଥିଲେ। ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ର ବିଜେତାଙ୍କୁ ରାତି ୨ଟା ୩୦ରେ ଘୋଷଣା କରାଯାଇଥିଲା। ଶ୍ରେଷ୍ଠ ୫ ଫାଇନାଲିଷ୍ଟଙ୍କ ମଧ୍ୟରେ ବୈଷ୍ଣବୀ ଗଣେଶ (ତାମିଲନାଡୁ), ତେଜସ୍ବି ...
ନୂଆ ଇତିହାସ ରଚିଛନ୍ତି ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ। ପ୍ରଥମ ଭାରତୀୟ ଭାବେ ସେ ନରୱେ ଚେସ୍ରେ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ସେ ଆମେରିକାର ୱେସ୍ଲେ ସୋ’ଙ୍କୁ ପଛରେ ପକାଇ ଟ୍ରଫି ଜିତିବାର ସଫଳ ହୋଇଥିଲ।
ନରୱେ ଚେସ୍ରେ ଖେଳାଯାଇଥିବା ଏହି ପ୍ ...
ଅହମଦାବାଦ, ମେ ୩୧: ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ...
୨୦୨୬ ଟି୨୦ ବିଶ୍ୱକପ୍ ରେ, ହାର୍ଦ୍ଦିକ ପାଣ୍ଡ୍ୟା ଜାତୀୟ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି। ହାର୍ଦ୍ଦିକ ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଗୁଡାଇ ଗର୍ଲଫ୍ରେଣ୍ଡ ସହ ପୋଡିୟମରେ ଶୋଇ ପଡିଥିଲେ । ଏହା ଜାତୀୟ ପତାକାକୁ ଅସମ୍ମାନ । ପୁଣେର ଜଣେ ଓକିଲ ସେ ଜାତୀୟ ପତାକାକୁ ଅସମ୍ମାନୀତ କରିଥିବା ଅଭିଯୋଗ ଆଣିଛନ୍ତ ...
ଅହମଦାବାଦରେ କ୍ରିକେଟ ଷ୍ଟାଡିୟମରେ ଲକ୍ଷାଧିକ ଦର୍ଶକଙ୍କ ସମ୍ମୁଖରେ ଇତିହାସ ରଚିଛି ଭାରତ। ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରିଛି। ମ୍ୟାଚ ଆରମ୍ଭରେ ଭାରତ ଟସ ହାରି ବ୍ୟାଟିଂ କରିଥିଲା। ମ୍ୟାଚ ଆରମ୍ଭରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଘାତକ ବ୍ୟାଟିଂ ଆଗରେ ନ୍ୟୁଜିଲାଣ୍ଡ ଦଳର ବୋଲିଂ ଫିକା ପଡିଥି ...
ହାଇଭୋଲ୍ଟେଜ ମ୍ୟାଚରେ ପାକିସ୍ତାନକୁ ୬୧ରନରେ ହରାଇଲା ଭାରତ। ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ‘ଟିମ୍ ଇଣ୍ଡିଆ’ ଉଭୟ ବ୍ୟାଟିଂ ...
କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି ବେଦାନ୍ତର ୧୦୦% ମହିଳା ଅପରେଟର
ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...
ଶିକ୍ଷା, ନେତୃତ୍ୱ ଓ ବିକାଶର ସୁଯୋଗ ମାଧ୍ୟମରେ ଭବିଷ୍ୟତ ଗଢ଼ିବା
ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ କୋଇଲା ଖଣିର ପରିଚାଳନାଗତ ସଫଳତା ପଛରେ ଏକ ଦୃଢ କାର୍ଯ୍ୟବଳ ରହିଛି ଯାହା ବ୍ୟବସାୟ ସହିତ ତାଳଦେଇ ...
ପୁରୀ ରଥ ଯାତ୍ରାରେ ଏହାର ‘ଆୟୋଡିନ କା ତିଲକ୍’ ପ୍ରୟାସ ପରେ ଏହି ବ୍ରାଣ୍ଡ୍ ପିଲାମାନଙ୍କ ନିମନ୍ତେ ଆୟୋଡିନ ପୋଷଣ ଯୋଗାଇବାକୁ ଚିଲ୍ଡ୍ରେନ୍ସ ଫାଉଣ୍ଡେସନଗୁଡିକ ସହିତ ସହଭାଗୀତା କରି ...
- ବୋରିଙ୍ଗପଦର ଏବଂ ପାଲବେରୀ ଗ୍ରାମରୁ ୩୫୦ ରୁ ଅଧିକ ଅଂଶଗ୍ରହଣ କରିଥିଲେ
- ପାରମ୍ପରିକ ପୋଷାକ, ସ୍ୱଦେଶୀ ଖାଦ୍ୟ ଏବଂ ସାଂସ୍କୃତିକ ପ୍ରତିଯୋଗିତା ମାଧ୍ୟମରେ ଜନଜାତି ଐତିହ୍ୟ ପ୍ରଦର୍ଶନ
ଭୁବନେଶ ...
ଐତିହ୍ୟ, କାରିଗରୀ ଓ ପ୍ରଯୁକ୍ତି ଜରିଆରେ ଋଥ ନିର୍ମାଣର ଚିରନ୍ତନ ପରମ୍ପରାକୁ ଅନୁଭବ ଓ ପାଳନ କରିବାକୁ ତଲ୍ଲିନକାରୀ ଅନୁଭୂତି ୧୩,୭୫୦ରୁ ଅଧିକ ଭକ୍ତଙ୍କୁ ସମର୍ଥ କରାଇଲା
ପୁରୀ : ଆଇଟିସିର ଆଶୀର୍ବାଦ ଅ ...
କଳାହାଣ୍ଡି ଜିଲ୍ଲାର ୨୩ଟି ଗ୍ରାମରେ ପହଞ୍ଚିଛି କୃଷକ ସୁରକ୍ଷା ସଚେତନତା ଅଭିଯାନ
ଭୁବନେଶ୍ୱର, 08/08/2026: କୃଷକମାନଙ୍କ କଲ୍ୟାଣ ଏବଂ ସହନଶୀଳତା ଉପରେ ସମୃଦ୍ଧ ଗ୍ରାମୀଣ ସମ୍ପ୍ରଦାୟ ନିର୍ମାଣ ହୋଇଥାଏ ...