ଭିଜିଲାନ୍ସ ଜାଲରେ ଜୁନିୟର ଆକାଉଣ୍ଟାଟ
ନୂଆପଡା: ଭିଜିଲାନ୍ସ ଜାଲରେ ନୂଆପଡ଼ା ଯୋଗାଣ ବିଭାଗର ଜୁନିୟର ଆକାଉଣ୍ଟାଟ । ତାରାଚରଣ ପଣ୍ଡାଙ୍କୁ ଗିରଫ କରିବା ସହ କରି ଦୁଇ ଲକ୍ଷ ଷୋହଳ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ।
ଯୋଗାଣ ବିଭାଗର ଏହି ଜୁନିୟର ଆକାଉଣ୍ଟାଟ ଏକ ବ୍ୟାଗ୍ ରେ ଟଙ୍କା ଭର୍ତି କରି ନିଜ ବାସଭବନକୁ ନବାର ସୂଚନା ପାଇ କଳାହାଣ୍ଡି ଭିଜିଲାନ୍ସ DSPସତ୍ୟବାନ୍ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରିଥିଲା।
ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ବୋଲି ପଚାରି ବାରୁ କୌଣସି ଉତ୍ତର ଦେଇନଥିଲେ ଜୁନିୟର ଆକାଉଣ୍ଟ। ପରେ ତାଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯଇଥିବା ସୂଚନା ମିଳିଛି।
Powered by Froala Editor