Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର ...

  • ପରଲୋକରେ ଅଭିନେତା ନାନା ପାଟେକର

  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ...

  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

  • କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ...

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ...

  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ...

ବାଣିଜ୍ୟ
Home ›› ବାଣିଜ୍ୟ ››ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

2026-09-17 13:35:48
14448
Share:
Facebook
Twitter
E-Mail
WhatsApp
Telegram
ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ରେ ଘୋଷଣା ହେବାପରେ ସେପ୍ଟେମ୍ବର ୧୬, ୨୦୨୬ ଦିନ ଦାୟିତ୍ଵ ଗ୍ରହଣ କରିଛନ୍ତି। 

ସ୍ଥପତି ମୌସୁମୀ ନନ୍ଦ ଆଇଆଇଏ ଓଡ଼ିଶା ଚାପ୍ଟରର ଚେୟାରପର୍ସନ ଭାବରେ ନିର୍ବାଚିତ ହୋଇଛନ୍ତି। 

ନୂତନ ଟିମ୍ ରେ ନିମ୍ନଲିଖିତ କାର୍ଯ୍ୟକର୍ତାଗଣ ରହିଛନ୍ତି। ସେମାନେ ହେଲେ  ଆଇଆଇଏ ଓଡ଼ିଶା ଚାପ୍ଟରର ଚେୟାରପର୍ସନ ସ୍ଥପତି ମୌସୁମୀ ନନ୍ଦ,  ଭାଇସ ଚେୟାରପର୍ସନ ସ୍ଥପତି ଲକ୍ଷ୍ମୀ ନାରାୟଣ ସିଂହ,  ଅବୈତନିକ କୋଷାଧ୍ୟକ୍ଷ ସ୍ଥପତି ବିଭୁଦତ୍ତ ସାହୁ,  ଯୁଗ୍ମ ଅବୈତନିକ ସମ୍ପାଦକ  ସ୍ଥପତି ଦେବୀ ପ୍ରସାଦ ସାହୁ,  ଯୁଗ୍ମ ଅବୈତନିକ ସମ୍ପାଦକ  ସ୍ଥପତି ଭକ୍ତି ପ୍ରସାଦ ମହାପାତ୍ର  ।

ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି ସଦସ୍ୟଗଣ ହେଉଛନ୍ତି ସ୍ଥପତି ନନ୍ଦିନୀ ପରିଡ଼ା, ଲଗ୍ନଜିତ ମହାପାତ୍ର, ଶିବ ପ୍ରସାଦ ରଥ,ସୌମ୍ୟ ରଞ୍ଜନ ବେହେରା, ସ୍ନେହଲତା ଦାଶ,ଅନୁସୂୟା ତ୍ରିପାଠୀ, ରବି ନାରାୟଣ ଦାସ, ଶଙ୍କର ଗିରି, ଅଭିନବ କୌଶଲ୍ , ମାନସ ରଞ୍ଜନ ନାୟକ ଏଥି ସହିତ ରୁଦ୍ର ସବିତ୍ରୁ ନାୟକ ଏବଂ  ଦିବ୍ୟ ଜ୍ୟୋତି ରାୟଙ୍କୁ ମିଳିତ ଭାବରେ ଏକଜିକ୍ୟୁଟିଭ କମିଟି ସଦସ୍ୟ ଭାବରେ ମନୋନୀତ କରାଯାଇଛି। 

ନୂଆ କାର୍ଯ୍ୟନିର୍ବାହୀ କମିଟି ଆନୁଷ୍ଠାନିକ ଭାବରେ ସେପ୍ଟେମ୍ବର ୧୬, ୨୦୨୬ରେ ଆଇଆଇଏ ଓଡ଼ିଶା ଚାପ୍ଟରର ୨୦୨୫-୨୬ ନିମନ୍ତେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ଅବସରରେ ଦାୟିତ୍ଵ ଗ୍ରହଣ କରିଥିଲେ। ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ ସହିତ ବୈଠକ ଆରମ୍ଭ ହୋଇଥିଲା ଏବଂ ଏହା ନୂତନ କାର୍ଯ୍ୟକାଳ ନିମନ୍ତେ ଏକ ଶୁଭାରମ୍ଭ ହୋଇଥିଲା। 

 ନବ ନିର୍ବାଚିତ ଚେୟାରପର୍ସନ ସ୍ଥପତି ମୌସୁମି ନନ୍ଦ ସାଧାରଣ ପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ ଏବଂ ଏହି ଅବସରରେ ବିଦାୟୀ ଚେୟାରପର୍ସନ ସ୍ଥପତି ସ୍ବପ୍ନଦତ୍ତା ମହାନ୍ତି ଉପସ୍ଥିତ ଥିଲେ। ନବ ନିର୍ବାଚିତ ଚେୟାରପର୍ସନ ସ୍ଥପତି ମୌସୁମି ନନ୍ଦ ବିଦାୟୀ ଚେୟାରପର୍ସନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। 

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସର ଭାଇସ ପ୍ରେସିଡେଣ୍ଟ ଭାବରେ ନିର୍ବାଚିତ ହୋଇଥିବା ସ୍ଥପତି  ଅକ୍ଷୟ କୁମାର ବେଉରିଆଙ୍କୁ ମଧ୍ୟ ବୈଠକ ଅବସରରେ ସମ୍ମାନିତ କରାଯାଇଥିଲା। 

ଜାତୀୟ ସ୍ତରରେ ତାଙ୍କର ନୂଆ ଦାୟିତ୍ଵ ନିମନ୍ତେ ସଦସ୍ୟଗଣ ତାଙ୍କୁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଥିଲେ। ବିଦାୟୀ କୋଷାଧ୍ୟକ୍ଷ ସ୍ଥପତି ଲକ୍ଷ୍ମୀ ନାରାୟଣ ସିଂହ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ଆଇଆଇଏ ଓଡ଼ିଶା ଚାପ୍ଟରର ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ, ଯାହାକୁ ବିଚାର ନିମନ୍ତେ ସାଧାରଣ ପରିଷଦ ନିକଟରେ ରଖାଯାଇଥିଲା। ସମାବେଶକୁ ସମ୍ବୋଧିତ କରି ନବ ନିର୍ବାଚିତ ଚେୟାରପର୍ସନ ସ୍ଥପତି ମୌସୁମୀ ନନ୍ଦ ୨୦୨୬-୨୮ ନିମନ୍ତେ ତାଙ୍କର ଦୂରଦୃଷ୍ଟି ଓ ଲକ୍ଷ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ ବୃହତ୍ତର ସହଯୋଗିତା, ବୃତ୍ତିଗତ ଉତ୍କର୍ଷ, ସମାବେଶି, ଏବଂ ସ୍ଥପତି ଓ ପରିବ୍ୟାପ୍ତ ସମୁଦାୟଙ୍କ ସହିତ ଅର୍ଥପୂର୍ଣ୍ଣ ନିୟୋଜନତା ଜରିଆରେ ସ୍ଥାପତ୍ୟ ବୃତ୍ତିକୁ ଆଗେଇନେବାର ଗୁରୁତ୍ଵ ଉପରେ ଜୋର୍ ଦେଇଥିଲେ। ଓଡ଼ିଶା ଚାପ୍ଟରକୁ ଅଧିକ ପ୍ରଗତିଶୀଳ, ଦକ୍ଷ ଏବଂ ସ୍ଥାପତ୍ୟ ବୃତ୍ତିଧାରୀଙ୍କ ନୂତନ ଆବଶ୍ୟକତା ଓ ଆକାଂକ୍ଷା ନିମନ୍ତେ ଅଧିକ ସମ୍ବେଦୀ କରି ଗଢି ତୋଳିବାକୁ ସେ ନିଜର ପ୍ରତିବଦ୍ଧତା ଜଣାଇଥିଲେ। 

 ନୂଆ ଏକଜିକ୍ୟୁଟିଭ କମିଟି ବିଗତ ନେତୃତ୍ୱଙ୍କ ସଫଳତା ଆଧାରରେ ଆଗକୁ ବଢିବା ପାଇଁ ନିଜର ପ୍ରତିବଦ୍ଧତା ଜଣାଇବା ସହିତ ବୃତ୍ତିଗତ ବିକାଶ, ଜ୍ଞାନ ଆଦାନ ପ୍ରଦାନ, ସାମର୍ଥ୍ୟ ନିର୍ମାଣ ଏବଂ ସଦସ୍ୟ ମାନଙ୍କର ବୃହତ୍ତର ଅଂଶଗ୍ରହଣ ଓ ବିଭିନ୍ନ ଅଂଶୀଦାରଙ୍କ ସହିତ ଗଠନମୂଳକ ନିୟୋଜନତା ଜରିଆରେ ଆଇଆଇଏ ଓଡ଼ିଶା ଚାପ୍ଟରର କାର୍ଯ୍ୟକଳାପ ଅଧିକ ସୁଦୃଢ କରିବାକୁ ପ୍ରତିବଦ୍ଧତା ଜଣାଇଥିଲେ। ଭାଇସ୍ ଚେୟାରପର୍ସନ ସ୍ଥପତି ଲକ୍ଷ୍ମୀ ନାରାୟଣ ସିଂହ ଧନ୍ୟବାଦ୍ ପ୍ରସ୍ତାବ ଆଗତ କରିବା ସହିତ ବୈଠକ ସମାପ୍ତ ହୋଇଥିଲା। ସେ ବିଦାୟୀ କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନଙ୍କୁ ତଥା ସାଧାରଣ ପରିଷଦ ବୈଠକର ସଫଳ ଆୟୋଜନ ଏବଂ ନୂଆ କାର୍ଯ୍ୟ ନିର୍ବାହୀ କମିଟି ଦାୟିତ୍ଵ ଗ୍ରହଣକୁ ସଫଳତାର ସହିତ ପରିଚାଳନା କରିଥିବା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

 ଆଇଆଇଏ ଓଡ଼ିଶା ଚାପ୍ଟର ୨୦୨୬-୨୮ ଅବଧିରେ ଏକ ପ୍ରଗତିଶୀଳ, ସମାବେଶୀ ଓ ବୃତ୍ତିଗତ ଦୃଷ୍ଟିରୁ ସମୃଦ୍ଧ କାର୍ଯ୍ୟ ନିମନ୍ତେ ଆଇଆଇଏ ଓଡ଼ିଶା ଚାପ୍ଟର ଲକ୍ଷ୍ୟ ରଖିଥିବା ବେଳେ ନୂଆ ନେତୃତ୍ୱ ସ୍ଥାପତ୍ୟ ବୃତ୍ତିର ସ୍ୱାର୍ଥ ଆଗକୁ ଆଗେଇ ନେବା ଏବଂ ଓଡ଼ିଶାର ନିର୍ମାଣ ପରିବେଶ ପ୍ରତି ଅର୍ଥପୂର୍ଣ୍ଣ ଅବଦାନ ରଖିବାକୁ ନୂତନ ନେତୃତ୍ୱ ପ୍ରତିବଦ୍ଧତା ଜଣାଇଥିଲେ।

Powered by Froala Editor

Tags IIA Odisha Chapter

Related articles Odisha News Lens 4.1

  • କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ
    ଦେଶ-ଦେଶାନ୍ତର

    କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ

    14925
    Oct 08, 2026
  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ
    ଦେଶ-ଦେଶାନ୍ତର

    ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ

    15239
    Oct 08, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ
    ବାଣିଜ୍ୟ

    ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15250
    Oct 08, 2026
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର
    ଦେଶ-ଦେଶାନ୍ତର

    ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର

    14798
    Oct 08, 2026
  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ
    ମନୋରଞ୍ଜନ

    ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

    14358
    Oct 08, 2026
  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ...
    ଦେଶ-ଦେଶାନ୍ତର

    ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ...

    14874
    Oct 08, 2026
  • ଚେକିଂ  ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ
    ଦେଶ-ଦେଶାନ୍ତର

    ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

    13615
    Oct 08, 2026
  • ପରଲୋକରେ ଅଭିନେତା ନାନା ପାଟେକର
    ଦେଶ-ଦେଶାନ୍ତର

    ପରଲୋକରେ ଅଭିନେତା ନାନା ପାଟେକର

    14905
    Oct 08, 2026
  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା
    ଦେଶ-ଦେଶାନ୍ତର

    ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

    15191
    Oct 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15250
    Oct 08, 2026
  • ଦେଶ-ଦେଶାନ୍ତର

    ପରଲୋକରେ ଅଭିନେତା ନାନା ପାଟେକର

    14905
    Oct 08, 2026
  • ଦେଶ-ଦେଶାନ୍ତର

    ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ

    15239
    Oct 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17161
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17854
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17811
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18228
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14412
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14518
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15530
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14204
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15940
    Sep 23, 2026

ବାଣିଜ୍ୟ

ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

ଡଲାର ତୁଳନାରେ ଟଙ୍କାର ବିନିମୟ ଦୁର୍ବଳ ହୋଇଚାଲିଛି । ଟଙ୍କା ମୂଲ୍ୟ ୯୭ ସ୍ତର ଛୁଇଁଛି । କାରବାର ସମୟରେ ବୁଧବାର ଟଙ୍କାର ମୂଲ୍ୟ ୯୭.୧୫୧ ସ୍ତର ଛୁଇଁଥିଲା । ଦିନ ମଧ୍ୟରେ ଟଙ୍କା ପ୍ରଥମେ ୯୬.୮୩ ସ୍ତରକୁ ଖସିଥିଲା । ଫଳରେ ଟଙ୍କା ଏସିଆର ସବୁଠାରୁ ଦୁର୍ବଳ ପ୍ରଦର୍ଶନକାରୀ ମୁଦ୍ରା ପାଲଟିଛି । କାରବାର ଶେଷ ବେଳକୁ ଟଙ୍କା ...

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14539
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15262
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14012
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15392
    Oct 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14539
    Oct 08, 2026
  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ଚାହୁଁଥିଲେ କରନ୍ତୁ ଏହା

    14874
    Oct 08, 2026
  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

    13615
    Oct 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In