Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, November 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ...

  • ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ...

  • କେମିକାଲ ଟାଙ୍କିରେ ଖସି ପଡି ପ୍ରାଣ ...

  • ପ୍ରେସର କୁକରରେ ସିଝିଲାନି ଡାଲି, ...

  • 'ବିଲଙ୍ଗିଙ୍ଗ୍‌'କୁ ନେଇ ବିବାଦ ତେଜିଲା

  • ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

  • ସ୍ୱଚ୍ଛ ସର୍ଭେକ୍ଷଣ : ଇନ୍ଦୋରକୁ ପଛରେ ...

  • କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ...

  • ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ...

  • ନାଗା ସମ୍ପ୍ରଦାୟଠୁ ନେଇଥିବା ୩୯ ଜଣଙ୍କ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ:ଯୋଗୀ

ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ:ଯୋଗୀ

2026-11-12 13:12:09
14320
Share:
Facebook
Twitter
E-Mail
WhatsApp
Telegram
ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ:ଯୋଗୀ

ଲକ୍ଷ୍ନୌ: ଦୀପାବଳି ପରେ ବୃଦ୍ଧି ପାଇଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରୁଥିବା ବ୍ୟକ୍ତିମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର ଲକ୍ଷ୍ନୌରେ ଏକ ସରକାରୀ କାର୍ଯ୍ୟକ୍ରମକୁ ସମ୍ୱୋଧନ କରି ସେ କହିଛନ୍ତି, ଦୀପାବଳିରେ ବାଣ ଫୁଟିବା କାରଣରୁ ଯଦି ପ୍ରଦୂଷଣ ବଢ଼ିଛି, ତେବେ ତାହା କିଛି ସମୟ ପରେ ଆପେ ଆପେ କମିଯିବ; ଏଥିପାଇଁ ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ।
ସମାଲୋଚକମାନଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରଶ୍ନ କରିଛନ୍ତି, ‘ଯେଉଁମାନେ ନିଜର ଦୁର୍ନୀତି ଜରିଆରେ ସମଗ୍ର ବ୍ୟବସ୍ଥାକୁ ପ୍ରଦୂଷିତ କରିଛନ୍ତି, ସେମାନଙ୍କୁ କେହି କେବେ ପ୍ରଶ୍ନ କରନ୍ତି ନାହିଁ? କିନ୍ତୁ ସାଧାରଣ ଜନତା ଯଦି ବର୍ଷକୁ ଗୋଟିଏ ଦିନ ଖୁସି ମନାଇବା ପାଇଁ ବାଣ ଫୁଟାନ୍ତି, ତେବେ ସେଥିପାଇଁ ହଠାତ୍‌ ପ୍ରଦୂଷଣ ଏକ ବଡ଼ ପ୍ରସଙ୍ଗ ପାଲଟିଯାଏ।’ ସେ ନିଜେ ଅଯୋଧ୍ୟାରେ ଅନୁଷ୍ଠିତ ଭବ୍ୟ ଦୀପୋତ୍ସବରେ ବାଣ ଫୁଟାଇ ଉତ୍ସବରେ ସାମିଲ ହୋଇଥିବା କଥା ମଧ୍ୟ ସ୍ମରଣ କରାଇଛନ୍ତି।

Powered by Froala Editor

Tags Yogi adityanath

Related articles Odisha News Lens 4.1

  • କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ଆଇନା ଉପରେ ଲିପଷ୍ଟିକରେ ଲେଖାଥିଲା ...
    ଦେଶ-ଦେଶାନ୍ତର

    କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ଆଇନା ଉପରେ ଲିପଷ୍ଟିକରେ ଲେଖାଥିଲା ...

    15015
    Nov 11, 2026
  • ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର
    ଦେଶ-ଦେଶାନ୍ତର

    ୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର

    15523
    Nov 12, 2026
  • ସ୍ୱଚ୍ଛ ସର୍ଭେକ୍ଷଣ : ଇନ୍ଦୋରକୁ ପଛରେ ପକାଇ ନଭି ମୁମ୍ବାଇ ନମ୍ବର -୧
    ଦେଶ-ଦେଶାନ୍ତର

    ସ୍ୱଚ୍ଛ ସର୍ଭେକ୍ଷଣ : ଇନ୍ଦୋରକୁ ପଛରେ ପକାଇ ନଭି ମୁମ୍ବାଇ ନମ୍ବର -୧

    13540
    Nov 12, 2026
  • ନାଗା ସମ୍ପ୍ରଦାୟଠୁ ନେଇଥିବା ୩୯ ଜଣଙ୍କ ଅବଶେଷ ଫେରାଇଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ
    ଦେଶ-ଦେଶାନ୍ତର

    ନାଗା ସମ୍ପ୍ରଦାୟଠୁ ନେଇଥିବା ୩୯ ଜଣଙ୍କ ଅବଶେଷ ଫେରାଇଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ

    14289
    Nov 11, 2026
  • 'ବିଲଙ୍ଗିଙ୍ଗ୍‌'କୁ ନେଇ ବିବାଦ ତେଜିଲା
    ଦେଶ-ଦେଶାନ୍ତର

    'ବିଲଙ୍ଗିଙ୍ଗ୍‌'କୁ ନେଇ ବିବାଦ ତେଜିଲା

    15372
    Nov 12, 2026
  • କେମିକାଲ ଟାଙ୍କିରେ ଖସି ପଡି ପ୍ରାଣ ହରାଇଲେ 3 ଶ୍ରମିକ
    ଦେଶ-ଦେଶାନ୍ତର

    କେମିକାଲ ଟାଙ୍କିରେ ଖସି ପଡି ପ୍ରାଣ ହରାଇଲେ 3 ଶ୍ରମିକ

    14998
    Nov 12, 2026
  • ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ଡେରୀ କ୍ଷୀର
    ଦେଶ-ଦେଶାନ୍ତର

    ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ଡେରୀ କ୍ଷୀର

    13331
    Nov 12, 2026
  • ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ:ଯୋଗୀ
    ଦେଶ-ଦେଶାନ୍ତର

    ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ:ଯୋଗୀ

    14320
    Nov 12, 2026
  • ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ପିଜେ.୨.୧
    ଦେଶ-ଦେଶାନ୍ତର

    ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ପିଜେ.୨.୧

    14029
    Nov 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ଡେରୀ କ୍ଷୀର

    13331
    Nov 12, 2026
  • ଦେଶ-ଦେଶାନ୍ତର

    କେମିକାଲ ଟାଙ୍କିରେ ଖସି ପଡି ପ୍ରାଣ ହରାଇଲେ 3 ଶ୍ରମିକ

    14998
    Nov 12, 2026
  • ଦେଶ-ଦେଶାନ୍ତର

    ବାଣ ପ୍ରଦୂଷଣ ଆପେ ଆପେ କମିଯିବ, ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ:ଯୋଗୀ

    14320
    Nov 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17270
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17972
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17918
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18341
    Sep 06, 2023

ବିଶେଷ

  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14198
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15546
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14340
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14410
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    15021
    Nov 01, 2026

ବାଣିଜ୍ୟ

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭୁବନେଶ୍ୱର  : ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭିଏଏମ୍ଏଲ୍ ଲାଞ୍ଜିଗଡ଼ ଏହାର ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରକଳ୍ପ 'ସଖୀ' ଅଧୀନରେ ...

  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15573
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14157
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14165
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14450
    Nov 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୨ରୁ ୪ ଟଙ୍କା ବୃଦ୍ଧି ହେଲା ଅମୁଲ ଏବଂ ମଦର ଡେରୀ କ୍ଷୀର

    13331
    Nov 12, 2026
  • ସ୍ୱଚ୍ଛ ସର୍ଭେକ୍ଷଣ : ଇନ୍ଦୋରକୁ ପଛରେ ପକାଇ ନଭି ମୁମ୍ବାଇ ନମ୍ବର -୧

    13540
    Nov 12, 2026
  • କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ଆଇନା ଉପରେ ଲିପଷ୍ଟିକରେ ଲେଖାଥିଲା ''ହାଇଜାକ୍''

    15015
    Nov 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In