Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ...

  • ଫର୍ଚୁନର୍‌ କାର ଭିତରେ ୩ ଜଣଙ୍କୁ ଜିଅନ୍ତା ...

  • ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା

  • ପୁଣି ଏକ ଆତ୍ମହତ୍ୟା ମାମଲା, ଜୀବନ ...

  • ପେପର ବ୍ୟାଗ୍ ମାମଲା: ୬ ଟଙ୍କା ପାଇଁ ୧୦ ...

  • ମୁଣ୍ଡନ ସଂସ୍କାର ସାରି ଫେରିବା ବେଳେ ...

  • ଇଣ୍ଡୋପାସିଫିକ୍ କମାଣ୍ଡ ନାଁରୁ ‘ଇଣ୍ଡୋ’ ...

  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ...

  • ମୋଦୀଙ୍କ କାନ୍ଧ ଥାପୁଡ଼େଇଲେ ଟ୍ରମ୍ପ

ରାଜ୍ୟ
Home ›› ରାଜ୍ୟ ››ଅଂଶୁଘାତରେ ନେଲା ୩ ଜୀବନ, ଜଣେ ଗୁରୁତର

ଅଂଶୁଘାତରେ ନେଲା ୩ ଜୀବନ, ଜଣେ ଗୁରୁତର

2026-05-22 11:08:11
15432
Share:
Facebook
Twitter
E-Mail
WhatsApp
Telegram
ଅଂଶୁଘାତରେ ନେଲା ୩ ଜୀବନ, ଜଣେ ଗୁରୁତର

ଭଞ୍ଜନଗର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ୍ୟ କରି ନ ପାରି ଗଞ୍ଜାମ ଜିଲାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ ଗୁରୁତର ଅସୁସ୍ଥ ହୋଇଛନ୍ତି। ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଜଣଙ୍କର ଏବଂ ବୁଗୁଡ଼ା ଥାନାଞ୍ଚଳରେ ଆଉ ୨ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ବେଲଗୁଣ୍ଠା ବ୍ଲକ ପାଇଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ଧାନପୁଞ୍ଜା ଗ୍ରାମର ଭାଗଚାଷୀ ଜଗନ୍ନାଥ ସ୍ବାଇଁ (୫୫) ଗ୍ରାମର ପୋଖରୀ ହିଡ଼ ପାର୍ଶ୍ବରୁ ଟ୍ରାକ୍ଟର ଯୋଗେ ଖତ ବୋହି ନେଇ ନିଜ ଜମିରେ ପହଞ୍ଚିବା ପରେ ଟଳି ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଗୋବରା ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଗନ୍ନାଥଙ୍କ ମୃତ୍ୟୁ ଘଟିଛି। ଜଗନ୍ନାଥ ଧାନପୁଞ୍ଜାପଲ୍ଲୀ ଆଳିୟ ସମାଜର ସଭାପତି ଥିଲେ।
ସେହିପରି ଅଂଶୁଘାତରେ ବୁଗୁଡ଼ା ବ୍ଲକ ଅଞ୍ଚଳରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବୁଗୁଡ଼ା ପିପୁଲ୍ସ କଲେଜର ମାଳି ଡାକ୍ତର ସ୍ବାଇଁଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେ ଆଜି ଅପରାହ୍ଣ ପ୍ରାୟ ୨ଟା ୩୦ରେ ସାଇକଲରେ ନିଜ ଗ୍ରାମ ବେଠିଆବରୋଦା ଫେରୁଥିବା ବେଳେ ବୁରୁଝୋଳା ତୋଟା ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ପଠାଇବା ସହ ମାମଲା ରୁଜୁ କରିଛି।
ସେହିପରି ବୁଗୁଡ଼ା ଥାନା ଅନ୍ତର୍ଗତ ଚିଲିଖମା ଗ୍ରାମର ଚାଷୀ ସୁଧୀର ଚନ୍ଦ୍ର ସ୍ବାଇଁ (୫୮)ଅଂଶୁଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ସୁଧୀର ଆଜି ମଧ୍ୟାହ୍ନରେ ନିଜ ଆମ୍ବ ତୋଟାକୁ ଯାଇଥିଲେ। ସେ ସେଠାରୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଅପରାହ୍ଣ ୩ଟାରେ ତୋଟାକୁ ଯାଇ ସେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ସେଠାରୁ ତାଙ୍କୁ ମେଡ଼ିକାଲ ଆଣିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆଜି ଜଣେ ବୃଦ୍ଧା ମଧ୍ୟ ଅଂଶୁଘାତ ଶିକାର ହୋଇ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି।

Powered by Froala Editor

Tags Sunstroke

Related articles Odisha News Lens 4.1

  • ପୁଣି ଏକ ଆତ୍ମହତ୍ୟା ମାମଲା, ଜୀବନ ହାରିଦେଲେ ୧୯ ବର୍ଷୀୟା ନିଟ୍ ଆଶାୟୀ
    ଦେଶ-ଦେଶାନ୍ତର

    ପୁଣି ଏକ ଆତ୍ମହତ୍ୟା ମାମଲା, ଜୀବନ ହାରିଦେଲେ ୧୯ ବର୍ଷୀୟା ନିଟ୍ ଆଶାୟୀ

    13412
    Jun 18, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ...
    ବାଣିଜ୍ୟ

    ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ...

    15565
    Jun 17, 2026
  • ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ସେପର୍ଯ୍ୟନ୍ତ ତାଙ୍କର ହ୍ୱାଇଟ୍ ହାଉସରେ ସର୍ବଦା ...
    ଦେଶ-ଦେଶାନ୍ତର

    ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ସେପର୍ଯ୍ୟନ୍ତ ତାଙ୍କର ହ୍ୱାଇଟ୍ ହାଉସରେ ସର୍ବଦା ...

    14170
    Jun 18, 2026
  • ମୋଦୀଙ୍କ କାନ୍ଧ ଥାପୁଡ଼େଇଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ମୋଦୀଙ୍କ କାନ୍ଧ ଥାପୁଡ଼େଇଲେ ଟ୍ରମ୍ପ

    13859
    Jun 17, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ
    ବିଶେଷ

    ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15564
    Jun 18, 2026
  • ଇଣ୍ଡୋପାସିଫିକ୍ କମାଣ୍ଡ ନାଁରୁ ‘ଇଣ୍ଡୋ’ ହଟାଇଲା ଆମେରିକା
    ଦେଶ-ଦେଶାନ୍ତର

    ଇଣ୍ଡୋପାସିଫିକ୍ କମାଣ୍ଡ ନାଁରୁ ‘ଇଣ୍ଡୋ’ ହଟାଇଲା ଆମେରିକା

    14196
    Jun 18, 2026
  • ଫର୍ଚୁନର୍‌ କାର ଭିତରେ ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ
    ଦେଶ-ଦେଶାନ୍ତର

    ଫର୍ଚୁନର୍‌ କାର ଭିତରେ ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ

    15204
    Jun 18, 2026
  • ପେପର ବ୍ୟାଗ୍ ମାମଲା: ୬ ଟଙ୍କା ପାଇଁ ୧୦ ହଜାର ଫାଇନ୍
    ଦେଶ-ଦେଶାନ୍ତର

    ପେପର ବ୍ୟାଗ୍ ମାମଲା: ୬ ଟଙ୍କା ପାଇଁ ୧୦ ହଜାର ଫାଇନ୍

    14505
    Jun 18, 2026
  • ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା
    ମନୋରଞ୍ଜନ

    ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା

    14508
    Jun 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୋଦୀଙ୍କ କାନ୍ଧ ଥାପୁଡ଼େଇଲେ ଟ୍ରମ୍ପ

    13859
    Jun 17, 2026
  • ବାଣିଜ୍ୟ

    ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ...

    15565
    Jun 17, 2026
  • ଦେଶ-ଦେଶାନ୍ତର

    ପେପର ବ୍ୟାଗ୍ ମାମଲା: ୬ ଟଙ୍କା ପାଇଁ ୧୦ ହଜାର ଫାଇନ୍

    14505
    Jun 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16932
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17551
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17600
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17994
    Sep 06, 2023

ବିଶେଷ

  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15564
    Jun 18, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14893
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14404
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15088
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13686
    Jun 10, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13760
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14860
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15474
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15223
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମୁଣ୍ଡନ ସଂସ୍କାର ସାରି ଫେରିବା ବେଳେ ଦୁର୍ଘଟଣାରେ ସାତ ଜଣଙ୍କ ମୃତ୍ୟୁ

    14794
    Jun 18, 2026
  • ପେପର ବ୍ୟାଗ୍ ମାମଲା: ୬ ଟଙ୍କା ପାଇଁ ୧୦ ହଜାର ଫାଇନ୍

    14505
    Jun 18, 2026
  • ସଞ୍ଚିତାଙ୍କ ମାନସିକ ସ୍ଥିତି ଭଲ ନଥିଲା

    14508
    Jun 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In