Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, February 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ...

  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ...

  • ମୋଦିଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ ...

  • ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ...

  • ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ...

  • ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ...

  • ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ...

  • ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ...

  • ଖୁବଶୀଘ୍ର ଉଦୟପୁରରେ ହେବ ରଶ୍ମିକା ଏବଂ ...

  • ନବମ ଛାତ୍ରୀକୁ ଗଣବଳାତ୍କାର: ୫ ନାବାଳକ ...

Home ›› ››ଆଜି ଆରମ୍ଭ ହେବ ଦୁଇ ଦିନିଆ ବ୍ଲାକ୍ ସ୍ବାନ୍ ସମ୍ମିଳନୀ

ଆଜି ଆରମ୍ଭ ହେବ ଦୁଇ ଦିନିଆ ବ୍ଲାକ୍ ସ୍ବାନ୍ ସମ୍ମିଳନୀ

2026-02-05 05:34:15
13303
Share:
Facebook
Twitter
E-Mail
WhatsApp
Telegram
ଆଜି ଆରମ୍ଭ ହେବ ଦୁଇ ଦିନିଆ ବ୍ଲାକ୍ ସ୍ବାନ୍ ସମ୍ମିଳନୀ

ଭୁବନେଶ୍ୱର: ରାଜଧାନୀରେ ଆଜି ଆରମ୍ଭ ହେଉଥିବା ଦୁଇ ଦିନିଆ ବ୍ଲାକ୍ ସ୍ବାନ୍ ସମ୍ମିଳନୀ ଓଡ଼ିଶାରେ ଫିନଟେକ୍ କ୍ଷେତ୍ରରେ ସମ୍ଭାବନାର ନୂଆ ଦ୍ବାର ଉନ୍ମୁକ୍ତ କରିବ। ଡିଜିଟାଲ ଫାଇନାନ୍ସ କ୍ଷେତ୍ରରେ ପାରଙ୍ଗମ ବିଶ୍ବର ଶତାଧିକ ନେତୃତ୍ବ ଏବଂ ପ୍ରତିନିଧି ଯୋଗ ଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ବୁଧବାର ସାମ୍ବାଦିକ ସମ୍ମିଳନୀରେ ଇଲେ‌େ‌କ୍ଟ୍ରାନିକସ୍ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ ଦେବ କହିଛନ୍ତି, ଗତ ବର୍ଷ ଜାନୁଆରୀରେ ସିଙ୍ଗାପୁର ରାଷ୍ଟ୍ରପତି ଏଠାକୁ ଆସିଥିବା ସମୟରେ ୮ଟି ଏମଓୟୁ ସ୍ବାକ୍ଷର ହୋଇଥିଲା। ଏଥିରୁ ଅଦ୍ୟାବଧି ଗୋଟିଏ ଏମଓୟୁ କାର୍ଯ୍ୟକାରୀ ହୋଇଛି। ଗତ ବର୍ଷ ଅଗଷ୍ଟରେ ଏହାର ଶୁଭାରମ୍ଭ କରାଯାଇ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ସାରା ଓଡ଼ିଶାରୁ ବାଣିଜ୍ୟ ଓ ବିଜ୍ଞାନର ୩୮୫ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିଲା। ସେଥିରୁ ୧୯୫ ଜଣ ପାଠ୍ୟକ୍ରମ ଶେଷ କରିଛନ୍ତି।

କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦ ଜଣଙ୍କୁ ଫିନଟେକ୍ କ୍ଷେତ୍ରରେ ନିଯୁକ୍ତି ମିଳିଛି। ଆଉ ୭ ଜଣ ଜାପାନ ଓ ୬ ଜଣ ସିଙ୍ଗାପୁର ଯିବେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଂଶ ହେଉଛି ଆମ ପିଲାଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରିବା। ସମ୍ମିଳନୀରେ ବିଶ୍ବର ୨୪ ଦେଶରୁ ୧୭୦୦ ଅତିଥି ଏବଂ ୫ ଦେଶରୁ ପ୍ରାୟ ୧୦୦ ଜଣ ବକ୍ତା ଯୋଗଦେବେ। ଭାରତ ନେତ୍ର କାର୍ଯ୍ୟକ୍ରମ ଅଧୀନରେ ସିଙ୍ଗାପୁରର ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ (ଜିଏଫ୍‌ଟିଏନ) ସହାୟତାରେ ରାଜ୍ୟ ସରକାର ଏହି ସମ୍ମିଳନୀ ଆୟୋଜନ କରୁଛନ୍ତି। ଏହା ଜରିଆରେ ଭୁବନେଶ୍ବରକୁ ବିଶ୍ବସ୍ତରୀୟ ଏଆଇ ଫିନଟେକ୍, ଇନସ୍ୟୁଓର ଟେକ୍ ହବ୍‌ରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଛୁ। ପୁଞ୍ଜିନିବେଶ ଓ କର୍ମନିଯୁକ୍ତିରେ ବ୍ୟାପକ ସମ୍ଭାବନା ସୃଷ୍ଟି ହେବ।

ଆମର ଉଦ୍ଦେଶ୍ୟ କେବଳ ବିଶ୍ବ ଡିଜିଟାଲ ଅର୍ଥନୀତି କ୍ଷେତ୍ରରେ ପାଦ ଥାପିବା ନୁହେଁ ବରଂ ଏଥିପାଇଁ ମାର୍ଗ ପ୍ରସ୍ତୁତ କରି ବିକଶିତ ଭାରତ ସ୍ବପ୍ନକୁ ସାକାର କରିବା ବୋଲି ସେ କହିଥିଲେ।

Powered by Froala Editor

Tags Black swan

Related articles Odisha News Lens 4.1

  • ନବମ ଛାତ୍ରୀକୁ ଗଣବଳାତ୍କାର: ୫ ନାବାଳକ ସହପାଠୀ ଅଟକ
    ଅପରାଧ

    ନବମ ଛାତ୍ରୀକୁ ଗଣବଳାତ୍କାର: ୫ ନାବାଳକ ସହପାଠୀ ଅଟକ

    14605
    Feb 03, 2026
  • ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ରବନୀତ
    ଦେଶ-ଦେଶାନ୍ତର

    ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ରବନୀତ

    13611
    Feb 04, 2026
  • ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ହସ୍ତକ୍ଷେପକୁ ଭାରତର ପ୍ରତ୍ୟାଖ୍ୟାନ
    ଦେଶ-ଦେଶାନ୍ତର

    ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ହସ୍ତକ୍ଷେପକୁ ଭାରତର ପ୍ରତ୍ୟାଖ୍ୟାନ

    14380
    Feb 03, 2026
  • ମୋଦିଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ ର ୯ମ ସଂସ୍କରଣ ୬ରେ
    ଦେଶ-ଦେଶାନ୍ତର

    ମୋଦିଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ ର ୯ମ ସଂସ୍କରଣ ୬ରେ

    15490
    Feb 04, 2026
  • ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ଦେଲା ବାପା
    ଦେଶ-ଦେଶାନ୍ତର

    ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ଦେଲା ବାପା

    15143
    Feb 03, 2026
  • ଖୁବଶୀଘ୍ର ଉଦୟପୁରରେ ହେବ ରଶ୍ମିକା ଏବଂ ବିଜୟ  ବାହାଘର
    ମନୋରଞ୍ଜନ

    ଖୁବଶୀଘ୍ର ଉଦୟପୁରରେ ହେବ ରଶ୍ମିକା ଏବଂ ବିଜୟ ବାହାଘର

    15432
    Feb 03, 2026
  • ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ

    14900
    Feb 04, 2026
  • ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ
    ଦେଶ-ଦେଶାନ୍ତର

    ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ

    14659
    Feb 04, 2026
  • ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ନାହିଁ, ଭାରତ ଛାଡିଦିଅନ୍ତୁ
    ଦେଶ-ଦେଶାନ୍ତର

    ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ନାହିଁ, ଭାରତ ଛାଡିଦିଅନ୍ତୁ

    13683
    Feb 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    15415
    Feb 04, 2026
  • ଦେଶ-ଦେଶାନ୍ତର

    ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ

    14659
    Feb 04, 2026
  • ଦେଶ-ଦେଶାନ୍ତର

    ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ

    14900
    Feb 04, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17325
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17396
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17741
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16217
    Apr 03, 2021

ବିଶେଷ

  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    15415
    Feb 04, 2026
  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    14148
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14362
    Jan 31, 2026
  • ଏମିତି କଲେ ହେବ ନାହିଁ ଗ୍ୟାସ୍

    14510
    Jan 29, 2026
  • ଅଧିକ ପିଆଜ ଖାଆନ୍ତୁ ନାହିଁ ଏହି ରୋଗୀ

    16091
    Jan 28, 2026

ବାଣିଜ୍ୟ

ଭୁଶୁଡିଲା ସେୟାର ମାର୍କେଟ

ଘରୋଇ ସେୟାର ବଜାରରେ ଏକ ଭୟଙ୍କର ସୁନାମି ଦେଖିବାକୁ ମିଳିଛି। ରବିବାର ଦିନ, BSE ସେନସେକ୍ସରେ ୧୫୪୬.୮୪ ପଏଣ୍ଟ (୧.୮୮%) ହ୍ରାସ ଘଟି ୮୦୭୨୨.୯୪ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି NSE ନିଫ୍ଟି ୫୦ ଇଣ୍ଡେକ୍ସରେ ୪୯୫.୨୦ (୧.୯୬%) ହ୍ରାସ ଘଟି ୨୪୮୨୫.୪୫ ପଏଣ୍ଟରେ ବନ୍ଦ ହୋଇଥିଲା । ତେବେ ବଜେଟ୍ ଦିନ ସବୁଜ ରଙ୍ଗରେ ଖୋଲିଥ ...

  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16053
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15329
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15742
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15496
    Jan 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ

    14659
    Feb 04, 2026
  • ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ରବନୀତ

    13611
    Feb 04, 2026
  • ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ଦେଲା ବାପା

    15143
    Feb 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In