ପଥର ପଡି ଶ୍ରମିକ ମୃତ
କୋରକୁଣ୍ଡା: ମାଲକାନଗିରି ଜିଲା କୋରକୁଣ୍ଡା ସ୍ଥାନୀୟ ତାରିଣୀ ମନ୍ଦିର ପଛପଟେ ଥିବା ପଥର କୁଆଁରୀରୁ ବେଆଇନ ମାଟି ଖୋଲିବା ସମୟରେ ପଥର ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ସେ ଜୟପୁରିୟା ଗୁଡା ନିବାସୀ ତାଙ୍କ ନାଁ କୁସ ଗାଦବା ବୟସ ପ୍ରାୟ ୨୫ବର୍ଷ । ଖବର ପାଇଁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଁଚି ଉକ୍ତ ଶ୍ରମିକକୁ ଉଦ୍ଧାର କରିଥିଲେ ।
Powered by Froala Editor