Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 12, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପିଲାଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ...

  • ଜବତ ହେଲା ଲାଲ୍‌ ରଙ୍ଗର କାର୍‌

  • ବେହୋସ୍ ହୋଇଗଲେ ଅଭିନେତା ଗୋବିନ୍ଦା

  • କୋରାପୁଟରେ ‘କମ୍ରେଡ କଲ୍ୟାଣ’ର ସୁଟିଂ

  • ଧର୍ମେନ୍ଦ୍ରଙ୍କୁ ନେଇ ଅପପ୍ରଚାର, ରାଗିଲେ ...

  • ତିନି ଦିନ ବନ୍ଦ ହେଲା ଲାଲକିଲ୍ଲା

  • ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ...

  • ପୋଷ୍ଟ ଭାଇରାଲ, ବିସ୍ଫୋରଣ ପାଇଁ ଦାୟୀ ...

  • ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣା: ମାମଲା ...

  • ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ

ରାଜ୍ୟ
Home ›› ରାଜ୍ୟ ››ଏସ୍‌ଆଇ ନିଯୁକ୍ତିରେ ଅନିୟମିତତା ମାମଲା: ସୁକଳ୍ପିତ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟର ସୁରାକ ହାତେଇଛି କ୍ରାଇମବ୍ରାଞ୍ଚ

ଏସ୍‌ଆଇ ନିଯୁକ୍ତିରେ ଅନିୟମିତତା ମାମଲା: ସୁକଳ୍ପିତ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟର ସୁରାକ ହାତେଇଛି କ୍ରାଇମବ୍ରାଞ୍ଚ

2025-11-07 06:27:42
13392
Share:
Facebook
Twitter
E-Mail
WhatsApp
Telegram
ଏସ୍‌ଆଇ ନିଯୁକ୍ତିରେ ଅନିୟମିତତା ମାମଲା: ସୁକଳ୍ପିତ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟର ସୁରାକ ହାତେଇଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ପୁଲିସ ସବ୍‌ ଇନ୍ସପେକ୍ଟର (ଏସଆଇ) ପରୀକ୍ଷା ଅନିୟମିତତା ମାମଲାରେ ଭିତିରି ରହସ୍ୟର ଗୁମର ଖୋଲୁଛି। ତଦନ୍ତକୁ ଜୋରଦାର କରିବା ପରେ ଅଭିଯୁକ୍ତଙ୍କ କାରସାଦି ପଦାକୁ ଆସିବାରେ ଲାଗିଛି। ୫ଦିନିଆ ରିମାଣ୍ଡ ଥିବା ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସଙ୍କୁ ଜେରା କରି ରଚା ଯାଇଥିବା ସୁକଳ୍ପିତ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟର ବଡ଼ ଧରଣର ସୁରାକ ହାତେଇଛି କ୍ରାଇମବ୍ରାଞ୍ଚ। ଏହି ଘଟଣାରେ ଜଡ଼ିତ ଥିବା ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ ଲାଗି ଫୋନ୍‌ ଓ ଲାପ୍‌ଟପରେ ଥିବା ତଥ୍ୟକୁ ଡିଲିଟ୍‌ କରି ଦେଇଛନ୍ତି। କେବଳ ଅଭିଯୁକ୍ତ ନୁହନ୍ତି, ଆଶାୟୀଙ୍କ ମୋବାଇଲରେ ଥିବା ଡାଟାକୁ ଡିଲିଟ୍‌ କରି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ଜବତ କରାଯାଇଥିବା ଫୋନ ଓ ଲାପ୍‌ଟପରୁ ତଥ୍ୟକୁ ହାତେଇବାକୁ ରାଜ୍ୟ ଅପରାଧବିଧି ବିଜ୍ଞାନାଗାର (ଏସ୍‌ଏଫ୍‌ଏସ୍‌ଏଲ୍‌) ପଠାଯାଇଥିଲା। ଫୋନ୍‌ରୁ ଡାଟା ରିକଭରି କରି କିଛି ପ୍ରାରମ୍ଭିକ ତଥ୍ୟ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଛି ଏସ୍‌ଏଫ୍‌ଏସ୍‌ଏଲ୍‌। ଉକ୍ତ ତଥ୍ୟକୁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଦଳ ପୁଙ୍ଖାନୁପୁଙ୍ଖ ତର୍ଜମା କରୁଛନ୍ତି। ରିପୋର୍ଟ ଆଧାରରେ ତଦନ୍ତକୁ କ୍ରିୟାଶୀଳ କରାଯିବା ସହ ଶଙ୍କରକୁ ଘନଘନ ଜେରା କରୁଛି କ୍ରାଇମବ୍ରାଞ୍ଚ।

ସିଲିକନ୍‌ ଟେକ୍‌ଲାବ୍‌ର ନିର୍ଦେଶକ ସୁରେଶ ନାୟକ ଏହି ଘଟଣାର ମୁଖ୍ୟ ଖଳନାୟକ ରହିଥିଲା। ସେ ଶଙ୍କର ସହ ଡିଲ୍‌ କରି ଆଶାୟୀଙ୍କୁ ନିଯୁକ୍ତି ଦେବା ସହ ଟଙ୍କା ଆତ୍ମସାତ୍‌ କରିବାକୁ ଯୋଜନା କରୁଥିଲା। ଶଙ୍କର ଗୋଟି ଚାଳନା କରିବା ସହ ଦଲାଲଙ୍କୁ ଯୋଗାଡ଼ କରୁଥିଲା। ସୁରେଶ, ଶଙ୍କର ଓ ଦୁଇ ଦଲାଲ ମୁନା ମହାନ୍ତି ଓ
ଅରବିନ୍ଦ ଫୋନ୍‌ରେ କଥା ହେଉଥିଲେ। ଦୁଇରୁ ୩ଥର କଥା ହେବା ପରେ ସିମ୍ ବଦଳାଇ ଦେଉଥିଲେ। ସୁରେଶକୁ ସବିଶେଷ ବିବରଣୀ ପ୍ରଦାନ କରୁଥିଲା ଶଙ୍କର। ଏହି ଘଟଣା ପ୍ରଘଟ ହେବା ପରେ ଶଙ୍କରକୁ ଲୁଚାଇବା ସହ ଫେରାର କରାଇବାରେ ସୁରେଶର ସମ୍ପୃକ୍ତି ଥିଲା। ଶଙ୍କର ଧରାପଡ଼ିବା ପରେ ସେ ଫସିଯିବାର ଆଶଙ୍କା କରି ଫୋନ୍‌ରୁ ସବୁ ତଥ୍ୟ ଡିଲିଟ୍‌ କରି ଦେଇଥିଲା। ସୁରେଶ ଏହି ମହାଦୁର୍ନୀତି ଘଟଣାର ମୁଖ୍ୟ ଖଳନାୟକ ବୋଲି କୁହାଯାଉଛି। ତେଣୁ ସୁରେଶକୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ।

Powered by Froala Editor

Tags Crime branch team

Related articles Odisha News Lens 4.1

  • ଜବତ ହେଲା ଲାଲ୍‌ ରଙ୍ଗର କାର୍‌
    ଦେଶ-ଦେଶାନ୍ତର

    ଜବତ ହେଲା ଲାଲ୍‌ ରଙ୍ଗର କାର୍‌

    14376
    Nov 12, 2025
  • ତିନି ଦିନ ବନ୍ଦ ହେଲା ଲାଲକିଲ୍ଲା
    ଦେଶ-ଦେଶାନ୍ତର

    ତିନି ଦିନ ବନ୍ଦ ହେଲା ଲାଲକିଲ୍ଲା

    14942
    Nov 11, 2025
  • ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ
    ଦେଶ-ଦେଶାନ୍ତର

    ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ

    15037
    Nov 11, 2025
  • ବେହୋସ୍ ହୋଇଗଲେ ଅଭିନେତା ଗୋବିନ୍ଦା
    ମନୋରଞ୍ଜନ

    ବେହୋସ୍ ହୋଇଗଲେ ଅଭିନେତା ଗୋବିନ୍ଦା

    14520
    Nov 12, 2025
  • କୋରାପୁଟରେ ‘କମ୍ରେଡ କଲ୍ୟାଣ’ର ସୁଟିଂ
    ମନୋରଞ୍ଜନ

    କୋରାପୁଟରେ ‘କମ୍ରେଡ କଲ୍ୟାଣ’ର ସୁଟିଂ

    14243
    Nov 12, 2025
  •  ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଭୋଟ ଦେବେ ୩କୋଟି ୭୦ଲକ୍ଷ ଭୋଟର
    ଦେଶ-ଦେଶାନ୍ତର

    ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଭୋଟ ଦେବେ ୩କୋଟି ୭୦ଲକ୍ଷ ଭୋଟର

    14328
    Nov 11, 2025
  •  ପୋଷ୍ଟ ଭାଇରାଲ, ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରିଛି ପାକିସ୍ତାନୀ ସଂଗଠନ ...
    ଦେଶ-ଦେଶାନ୍ତର

    ପୋଷ୍ଟ ଭାଇରାଲ, ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରିଛି ପାକିସ୍ତାନୀ ସଂଗଠନ ...

    15750
    Nov 11, 2025
  • ପିଲାଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ଚର୍ଚ୍ଚାରେ ପଲକ, ଗିନିଜ ରେକର୍ଡରେ ନାଁ
    ମନୋରଞ୍ଜନ

    ପିଲାଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ଚର୍ଚ୍ଚାରେ ପଲକ, ଗିନିଜ ରେକର୍ଡରେ ନାଁ

    13944
    Nov 12, 2025
  • ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣା: ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ୍
    ଦେଶ-ଦେଶାନ୍ତର

    ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣା: ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ୍

    14990
    Nov 11, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପୋଷ୍ଟ ଭାଇରାଲ, ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରିଛି ପାକିସ୍ତାନୀ ସଂଗଠନ ଲସ୍କର-ଏ-ତୈବା!

    15750
    Nov 11, 2025
  • ଦେଶ-ଦେଶାନ୍ତର

    ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ

    15037
    Nov 11, 2025
  • ଦେଶ-ଦେଶାନ୍ତର

    ଜବତ ହେଲା ଲାଲ୍‌ ରଙ୍ଗର କାର୍‌

    14376
    Nov 12, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16846
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16944
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17289
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15761
    Apr 03, 2021

ବିଶେଷ

  • ଭୃସଙ୍ଗ ପତ୍ରର ଚମତ୍କାରିତା

    13678
    Nov 11, 2025
  • ସକାଳ ଜଳଖିଆରେ ଖାଆନ୍ତୁ ଏହିସବୁ ଖାଦ୍ୟ

    14320
    Nov 11, 2025
  • ବ୍ଲାକ୍‌ ହେଡ୍ସ ଦୂର କରିବ ଲେମ୍ବୁ ଓ ଲୁଣ

    15617
    Nov 10, 2025
  • ଏହି ରୋଗୀଙ୍କ ପାଇଁ ବିଟ୍‌ ଜୁସ୍‌ ବହୁତ ଲାଭଦାୟକ

    14157
    Nov 08, 2025
  • ଗୋଟିଏ ମାସ ପାଇଁ ପ୍ରତିଦିନ ସକାଳେ ଖାଆନ୍ତୁ ରସୁଣ

    15993
    Nov 07, 2025

ବାଣିଜ୍ୟ

ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

-    ବ୍ୟାଙ୍କିଂ ଏବଂ ଆର୍ଥିକ ସେବା କ୍ଷେତ୍ରରେ ନିବେଶ କରୁଥିବା ଏକ ଖୋଲା-ସମ୍ପନ୍ନ ଇକ୍ୱିଟି ଯୋଜନା

-    ଏହି ପାଣ୍ଠି ବ୍ୟାଙ୍କିଂ, ଅଣ-ବ୍ୟାଙ୍କିଂ ଆର୍ଥିକ କମ୍ପ ...

  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14281
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13947
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15020
    Oct 13, 2025
  • ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

    15885
    Sep 26, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବେହୋସ୍ ହୋଇଗଲେ ଅଭିନେତା ଗୋବିନ୍ଦା

    14520
    Nov 12, 2025
  • ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣା: ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ୍

    14990
    Nov 11, 2025
  • ପିଲାଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ଚର୍ଚ୍ଚାରେ ପଲକ, ଗିନିଜ ରେକର୍ଡରେ ନାଁ

    13944
    Nov 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In