ଏସ୍ଆଇ ପରୀକ୍ଷା ଜାଲିଆତି ମାମଲା: ଆଜି ୧୧୪ଜଣ ପରୀକ୍ଷାର୍ଥୀ ପାଇଲେ ଜାମିନ
ଭୁବନେଶ୍ବର: ବହୁ ଚର୍ଚ୍ଚିତ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇଥିବା ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ଆଜି ଜାମିନ ମିଳିଛି । ୫୦ହଜାର ଟଙ୍କା ଓ ୨ଜାମିନଦାରଙ୍କ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି । ପୁଲିସ ଏସ୍ଆଇ ପରୀକ୍ଷା ପାଇଁ ଆଶାୟୀମାନେ ହାଇଦ୍ରାବାଦ ଯାଉଥିଲେ । ଜାଲିଆତି ଧରାପଡିବା ପରେ ଏମାନଙ୍କୁ ଗିରଫ କରାଯାଇଥିଲା।
Powered by Froala Editor