ଆଜିଠୁ ଭିତରକନିକାର ମଜା ଉଠାଇବେ ପର୍ଯ୍ୟଟକ

ଭୁବନେଶ୍ବର: କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ୩ ମାସ ଧରି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପୁଣି ଖୋଲିଛି । ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଧରି ବନ୍ଦ ରହିଥିଲା ଉଦ୍ୟାନ । ଆଜିଠୁ ପର୍ଯ୍ୟଟକ ମାନେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିପାରିବେ। ଧଳା କୁମ୍ଭୀର ଗୋରୀ, ମଲ୍ଲୀ, ଶ୍ଵେତା, ଦେଶୀୟ ପକ୍ଷୀ, ନଦୀରେ ନୈବିହାର, ସଂଗ୍ରହାଳୟ ଓ ସ୍କାଏ ଓ୍ଵାକରେ ଜଙ୍ଗଲ ଉପରେ ଚାଲି ମଜା ନେଇପାରିବେ ପର୍ଯ୍ୟଟକ ।
Powered by Froala Editor