ସୁନା ଦର ପୁଣି କମିଲା

ଭୁବନେଶ୍ୱର : କିଛି ଦିନ ଧରି ବଢୁଥିବା ସୁନା ଦାମ୍ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ଆଶ୍ୱସ୍ତି ମିଳିଛି । ଗତକାଲି ସୁନା ଦର ହ୍ରାସ ପାଇଥିବା ବେଳେ ଶନିବାର ମଧ୍ୟ ସୁନା ଦର କମିଛି ।
୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୦,୬୬୦ ଟଙ୍କା ରହିଛି । ଗତକାଲି ଏହା ୯୧,୬୪୦ ଟଙ୍କା ଥିଲା । ଏଥିରେ ୯୮୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୮୩,୧୦୦ ଟଙ୍କା ରହିଛି । ଗତକାଲି ଏହା ୮୪,୦୦୦ ଟଙ୍କା ଥିଲା । ଏଥିରେ ୯୦୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୬୭,୯୯୦ ଟଙ୍କା ରହିଛି । ଗତକାଲି ଏହା ୬୮,୭୩୦ ଟଙ୍କା ଥିଲା । ଏଥିରେ ୭୪୦ ଟଙ୍କା ହ୍ରାସ ହୋଇଛି ।
Powered by Froala Editor