ବଡ଼ଦାଣ୍ଡରେ ଷ୍ଟଲ ପାଇଁ ମିଳିଲା ଅନୁମତି
ଭୁବନେଶ୍ୱର: ଆଗକୁ ରଥଯାତ୍ରା । ତେବେ ରଥଯାତ୍ରାରେ ବଡ଼ଦାଣ୍ଡରେ ଷ୍ଟଲ ଖୋଲାଯିବା ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବଡ଼ଦାଣ୍ଡରେ ଷ୍ଟଲ ପାଇଁ ସର୍ତ୍ତମୂଳକ ଅନୁମତି ମିଳିଛି । ଆଉ ଏହି ଅନୁମତି ଦେଇଛନ୍ତି ମାନ୍ୟବର ହାଇକୋର୍ଟ ।
ତେବେ ବ୍ୟବସାୟ ନୁହେଁ, ଜନସେବା ପାଇଁ ଷ୍ଟଲ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏ ସମ୍ପର୍କିତ ସତ୍ୟପାଠକୁ କଡ଼ାକଡ଼ି ପାଳନ କରିବାକୁ ହାଇକୋର୍ଟ ମୁ୍ୟନିସିପାଲିଟିକୁ ନିଦେ୍ର୍ଧଶ ଦେଇଛନ୍ତି । ପୂର୍ବରୁ ଏନେଇ ପୁରୀ ମୁ୍ୟନିସିପାଲିଟି ସତ୍ୟପାଠ ଦାଖଲ କରିଥିଲା ।
Powered by Froala Editor