ବେଲପତ୍ରର ମହିମା ଜାଣନ୍ତୁ

ସୋମବାର ଦିନ ମହାଦେବଙ୍କୁ ବେଲପତ୍ର ଅର୍ପଣ କଲେ ସେ ପ୍ରସନ୍ନ ହୁଅନ୍ତି
ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ବେଲଗଛ ଅଛି, ତାହା ତୀର୍ଥସ୍ଥଳ ଠାରୁ କମ ନୁହେଁ
ଶିବଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ୱାରା କୋଟି କନ୍ୟାଦାନର ପୂଣ୍ୟ ମିଳିଥାଏ
ଟଙ୍କା ରଖିବା ସ୍ଥାନରେ ବେଲପତ୍ର ରଖିବା ଲାଭଦାୟକ
ଧନ ବୃଦ୍ଧି ପାଇଁ ଘରର ଉତର-ଦକ୍ଷିଣ ଦିଗରେ ବେଲଗଛ ଲଗାଇବା ଦରକାର
ଘରେ ବେଲଗଛ ଥିଲେ କୌଣସି ନକରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିନଥାଏ
ଗୋଟିଏ ଶାଖାରେ ଥିବା ତିନୋଟି ପତ୍ରକୁ ଭିନ୍ନଭିନ୍ନ କରି ତୋଳନ୍ତୁ ନାହିଁ
ଘରର ଉତର ପଶ୍ଚିମ ଦିଗରେ ବେଲଗଛ ଲଗାଇଲେ ଘରର ସଦସ୍ୟ ବୁଦ୍ଧିମାନ ଓ ଶକ୍ତିମାନ ହୋଇଥା’ନ୍ତି
Powered by Froala Editor