Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 16, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ତାରିଖରୁ ଶସ୍ତା ହେବ ଏସବୁ ଜିନିଷ

  • ଅଖରୋଟ୍‌ ଖାଇଲେ ଶରୀରକୁ ମିଳିଥାଏ ଏହି ଲାଭ

  • ନିଜକୁ ଆକ୍ଟିଭ୍‌ନେସ୍‌ ରଖିବାର ଉପାୟ ...

  • ମାତାପିତା ହେବେ କଟ୍ରିନା-ବିକି କୌଶଲ

  • ବନତାରାକୁ କ୍ଲିନ୍ ଚିଟ୍

  • ପୋତିଦେଇଥିଲେ, ମାଟି ତଳୁ ଉଦ୍ଧାର ହେଲା ...

  • ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

  • ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ...

  • ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ...

  • ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ...

ବିଶେଷ
Home ›› ବିଶେଷ ››ମୋତି ଧାରଣ କଲେ ମସ୍ତିଷ୍କ ରହେ ସ୍ଥିର

ମୋତି ଧାରଣ କଲେ ମସ୍ତିଷ୍କ ରହେ ସ୍ଥିର

2023-11-21 05:10:22
14724
Share:
Facebook
Twitter
E-Mail
WhatsApp
Telegram
ମୋତି ଧାରଣ କଲେ ମସ୍ତିଷ୍କ ରହେ ସ୍ଥିର

ଶାସ୍ତ୍ର ଅନୁଯାୟୀ, ମୋତି  ଗ୍ରହଙ୍କ ଶୁଭ ପ୍ରଭାବ ପାଇଁ ,ଜୀବନରେ ଥିବା ସମସ୍ୟା ଦୂର ପାଇଁ ସହାୟକ ହୋଇଥାଏ । ତେବେ ଜାଣନ୍ତୁ ମୋତି  ବିଷୟରେ । ଏହାର ସମ୍ବନ୍ଧ ଚନ୍ଦ୍ର ଗ୍ରହଙ୍କ ସହ ଜଡିତ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ମାନଙ୍କୁ ଅଧିକ କ୍ରୋଧ ଆସିଥାଏ । ଲଗାତାର ମାନସିକ ଦୁଶ୍ଚିନ୍ତାରେ ରହିଥାଆନ୍ତି,ସେମାନେ ମୋତି ଧାରଣ କରିବା ଶୁଭଙ୍କର ବୋଲି ମାନ୍ୟତା ରହିଛି । ମୋତି ପିନ୍ଧିବାର ନିୟମ ଓ ଏହାର ଲାଭ..

ଚନ୍ଦ୍ରମା ମସ୍ତିଷ୍କ ଓ ମନରେ ସବୁଠାରୁ ଅଧିକ ପ୍ରଭାବ ପକାଇ ଥାଆନ୍ତି । ଚନ୍ଦ୍ରମାଙ୍କ ସମ୍ବନ୍ଧ ମୋତି ସହ ବୋଲି ମାନ୍ୟତା ରହିଛି । ତେଣୁ ମନକୁ ଶାନ୍ତ ଓ ମସ୍ତିଷ୍କକୁ ସ୍ଥିର ରଖିବା ପାଇଁ ମୋତି ଧାରଣ କରିବା ଶୁଭଙ୍କର । ଗୋଲ ଆକାରର ମୋତି ସବୁଠାରୁ ଉତ୍ତମ ବୋଲି କୁହାଯାଏ ।  ଗୋଲ ଆକାରର ହେବା ସହ ମୋତି ଆପେ ଆପେ ହାଲକା ହଳଦିଆ ରଙ୍ଗର ହେବା ଦ୍ୱାରା ବ୍ୟକ୍ତି ବିଦ୍ୱାନ ହୋଇଥାଆନ୍ତି । ଏହାସହ ମୋତି ଗୋଲ ସହ ଲମ୍ବାକାର ଥାଇ ସାମାନ୍ୟ ଆକାଶୀ ରଙ୍ଗର ହେବା ଦ୍ୱାରା ଉତ୍ତମ ପୁତ୍ର ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ ।

ମୋତି ଧାରଣ କରିବାର ଲାଭ :
ଏହା ମନକୁ ଶାନ୍ତ କରିବା ସହ ଚିନ୍ତାରୁ ମୁକ୍ତି ଦେଇଥାଏ । ମନରୁ ଭୟ ଦୂର କରିଥାଏ । ସୁନିଦ୍ରାରେ ସାହାର୍ଯ୍ୟ କରିଥାଏ । ଆର୍ଥିକ ସମସ୍ୟାକୁ ଦୂର କରିଥାଏ । ମୋତି ସାମାନ୍ୟ ଭାଙ୍ଗିଥିଲେ ଏହାକୁ ଧାରଣ କରନ୍ତୁ ନାହିଁ । କିଛି ଦିନ ପିନ୍ଧିବା ପରେ ଏହା ସାମାନ୍ୟ ଭାଙ୍ଗିଲେ ଏହାକୁ ମଧ୍ୟ ଧାରଣ କରନ୍ତୁ ନାହିଁ । ମାନ୍ୟତା ଅନୁଯାୟୀ ଭିନ୍ନ ଭିନ୍ନ ରାଶିର ବ୍ୟକ୍ତିଙ୍କ ପାଇଁ ଅଲଗା ପ୍ରକାର ମୋତି ଧାରଣ କରିବା ଉଚିତ ।

ମେଷ, କର୍କଟ, ବିଛା ଓ ମୀନ ଲଗ୍ନ ଥିବା ବ୍ୟକ୍ତିମାନେ ମୋତି ଧାରଣ କରିବା ଉତ୍ତମ ଅଟେ । ବୃଷ, ମିଥୁନ, କନ୍ୟା, ମକର ଓ କୁମ୍ଭ ଲଗ୍ନର ବ୍ୟକ୍ତି ମୋତି ଧାରଣ କରିବା ଉଚିତ ନୁହେଁ । ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଜ୍ୟୋତିଷଙ୍କ ପରାମର୍ଶରେ ମୋତି ଧାରଣ କରିପାରିବେ । ସିଂହ, ତୁଳା ଓ ଧନୁ ଲଗ୍ନର ବ୍ୟକ୍ତିମାନେ ବିଶେଷ ଭାବେ ମୋତି ଧାରଣ କରି ପାରିବେ ।                   

Powered by Froala Editor

Tags Pearl

Related articles Odisha News Lens 4.1

  •  ଏହି ତାରିଖରୁ ଶସ୍ତା ହେବ ଏସବୁ ଜିନିଷ
    ଦେଶ-ଦେଶାନ୍ତର

    ଏହି ତାରିଖରୁ ଶସ୍ତା ହେବ ଏସବୁ ଜିନିଷ

    14804
    Sep 16, 2025
  • ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ମାନ୍ୟତା ...
    ଦେଶ-ଦେଶାନ୍ତର

    ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ମାନ୍ୟତା ...

    13804
    Sep 15, 2025
  • ବନତାରାକୁ କ୍ଲିନ୍ ଚିଟ୍
    ଦେଶ-ଦେଶାନ୍ତର

    ବନତାରାକୁ କ୍ଲିନ୍ ଚିଟ୍

    14240
    Sep 15, 2025
  • ଅଖରୋଟ୍‌ ଖାଇଲେ ଶରୀରକୁ ମିଳିଥାଏ ଏହି ଲାଭ
    ବିଶେଷ

    ଅଖରୋଟ୍‌ ଖାଇଲେ ଶରୀରକୁ ମିଳିଥାଏ ଏହି ଲାଭ

    13484
    Sep 16, 2025
  • ନିଜକୁ ଆକ୍ଟିଭ୍‌ନେସ୍‌ ରଖିବାର ଉପାୟ ଜାଣନ୍ତୁ....
    ବିଶେଷ

    ନିଜକୁ ଆକ୍ଟିଭ୍‌ନେସ୍‌ ରଖିବାର ଉପାୟ ଜାଣନ୍ତୁ....

    13580
    Sep 16, 2025
  • ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ସୁପ୍ରିମକୋର୍ଟ

    15726
    Sep 15, 2025
  • ପୋତିଦେଇଥିଲେ, ମାଟି ତଳୁ ଉଦ୍ଧାର ହେଲା କଅଁଳ ଜୀବନ
    ଦେଶ-ଦେଶାନ୍ତର

    ପୋତିଦେଇଥିଲେ, ମାଟି ତଳୁ ଉଦ୍ଧାର ହେଲା କଅଁଳ ଜୀବନ

    15437
    Sep 15, 2025
  • ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ
    ବିଶେଷ

    ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

    14595
    Sep 15, 2025
  • ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ...
    ଦେଶ-ଦେଶାନ୍ତର

    ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ...

    14511
    Sep 15, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବନତାରାକୁ କ୍ଲିନ୍ ଚିଟ୍

    14240
    Sep 15, 2025
  • ଦେଶ-ଦେଶାନ୍ତର

    ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ଗ୍ରାହକ

    14511
    Sep 15, 2025
  • ବିଶେଷ

    ଅଖରୋଟ୍‌ ଖାଇଲେ ଶରୀରକୁ ମିଳିଥାଏ ଏହି ଲାଭ

    13484
    Sep 16, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16730
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16830
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17190
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15646
    Apr 03, 2021

ବିଶେଷ

  • ଅଖରୋଟ୍‌ ଖାଇଲେ ଶରୀରକୁ ମିଳିଥାଏ ଏହି ଲାଭ

    13484
    Sep 16, 2025
  • ନିଜକୁ ଆକ୍ଟିଭ୍‌ନେସ୍‌ ରଖିବାର ଉପାୟ ଜାଣନ୍ତୁ....

    13580
    Sep 16, 2025
  • ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

    14595
    Sep 15, 2025
  • କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ .....

    13781
    Sep 13, 2025
  • ଅଧାଗ୍ଲାସ ଲେମ୍ବୁ ପାଣିର ଅନେକ ଫାଇଦା

    14530
    Sep 11, 2025

ବାଣିଜ୍ୟ

ଶସ୍ତା ହେଲା ସୁନା

GST ପରିଷଦର 56ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି। ଏହି ବୈଠକ ପରେ ସାରା ଦେଶରେ ସୁନା ଦର ମଧ୍ୟ ହ୍ରାସ ପାଇଛି। MCX ଉପରେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭, ୯୫୦ ଟଙ୍କା ହୋଇଥିବା ବେଳେ ...

  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14917
    Sep 03, 2025
  • ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

    14336
    Sep 02, 2025
  • ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

    15572
    Aug 28, 2025
  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15234
    Aug 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ତାରିଖରୁ ଶସ୍ତା ହେବ ଏସବୁ ଜିନିଷ

    14804
    Sep 16, 2025
  • ମାତାପିତା ହେବେ କଟ୍ରିନା-ବିକି କୌଶଲ

    14939
    Sep 15, 2025
  • ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ଗ୍ରାହକ

    14511
    Sep 15, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In