କଟକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ୟ୍ୟକ୍ରମର ଶୁଭାରମ୍ଭ
କଟକ: ଆଜି କଟକ ଜିଲ୍ଲାରେ ଶୁଭାରମ୍ଭ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ୟ୍ୟକ୍ରମ । ଭରଚୁଆଲ ମାଧ୍ୟମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କଟକ ଜିଲ୍ଲାରେ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବାଙ୍କୀ ,ବାଙ୍କୀ ଡମପଡା ଓ ବାରଙ୍ଗ ବ୍ଲକରେ ମଧ୍ୟ ଏହାର ଏହି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ୟ୍ୟକ୍ରମ ଦ୍ୱାରା ଗାଁର ବିକାଶ ସାଙ୍ଗକୁ ମଠ ମନ୍ଦିର ଓ ଧର୍ମାନୁଷ୍ଠାନ ମଧ୍ୟ ହେବ ଉର୍ଣ୍ଣତି କରଣ ପାଇଁ ବାଙ୍କୀ ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଳକର ମୋଟ ୩୯ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ୟ୍ୟକ୍ରମ ପ୍ରତି ବ୍ଲକରେ ଶୁଭାରମ୍ଭ କରିଥିବା ବେଳେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ଉର୍ଣ୍ଣତି ପାଇଁ ୧୧ କୋଟି ଟଙ୍କା ଘୋଷଣା କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Powered by Froala Editor