Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, October 28, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କେନିଆରେ ଦୁର୍ଘଟଣାଗ୍ରସ୍ତ ବିମାନରେ ...

  • ଅରୁଣାଚଳ ପ୍ରଦେଶ ସୀମାରେ ଆଉ ଏକ ବାୟୁସେନା ...

  • ବଳକା ତେଲରେ ରୋଷେଇ ସ୍ୱାସ୍ଥ୍ୟ ପାଇଁ ଭାରି ...

  • ଏହି ଖାଦ୍ୟ ଖାଇସାରି ପିଅନ୍ତୁ ନାହିଁ ପାଣି

  • କ୍ରାଇମ ସିରିଜ୍ ଦେଖି ଲିଭ୍‌-ଇନ ...

  • ଆଉ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ...

  • ବଲିଉଡରେ ପାଦ ଦେଲେ ୟୁଟ୍ୟୁବର ଭୁବନ

  • ଆଜି ସାରା ଦେଶରେ ଏସଆଇଆର ଘୋଷଣା କରିବେ ...

  • ପାକିସ୍ତାନ-ଆଫଗାନିସ୍ତାନ ଦ୍ବିପାକ୍ଷିକ ...

  • ମନ୍ଥା ପାଇଁ ୩ ରାଜ୍ୟକୁ ରେଡ ଆଲର୍ଟ ଜାରି

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ପରୀକ୍ଷାରେ ଫେଲ୍ କରିବାକୁ ଧମକ ଦେଇ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଗଣଦୁଷ୍କର୍ମ

ପରୀକ୍ଷାରେ ଫେଲ୍ କରିବାକୁ ଧମକ ଦେଇ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଗଣଦୁଷ୍କର୍ମ

2023-09-22 07:03:14
15261
Share:
Facebook
Twitter
E-Mail
WhatsApp
Telegram
ପରୀକ୍ଷାରେ ଫେଲ୍ କରିବାକୁ ଧମକ ଦେଇ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଗଣଦୁଷ୍କର୍ମ

ଚଣ୍ଡିଗଡ଼: ଜହ୍ଲାଦ ଅଧ୍ୟାପକଙ୍କ ଜଘନ୍ୟ କାଣ୍ଡ । ପରୀକ୍ଷାରେ ଫେଲ୍ କରିବାକୁ ଧମକ ଦେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ନିଜର ସହଯୋଗୀଙ୍କ ସହ ମିଶି ୫ ବର୍ଷ ଧରି ପୀଡ଼ିତାଙ୍କୁ ଦୁଷ୍କର୍ମ କରୁଥିଲେ ଅଧ୍ୟାପକ । କାହାରିକୁ କହିଲେ ଅଶ୍ଲୀଳ ଭିଡିଓ ଭାଇରାଲ କରିବାକୁ ଧମକ ଦେଉଥିଲେ । ୫ ବର୍ଷ ଭିତରେ ପୀଡ଼ିତା ୫ ଥର ଗର୍ଭବତୀ ହୋଇଥିବା ବେଳେ ଅଭିଯୁକ୍ତ ସବୁଥର ତାଙ୍କର ଗର୍ଭପାତ କରାଇଥିଲା । ଶେଷରେ ଅତ୍ୟାଚାର ଅସହ୍ୟ ହେବାରୁ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତା ଛାତ୍ରୀ । ହରିୟାଣାର ପଲୱଲ ଜିଲ୍ଲାରେ ଏଭଳି ଅମାନବୀୟ ଘଟଣା ଘଟିଛି ।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ଆଇଟିଆଇରେ ପଢ଼ୁଥିଲେ । କଲେଜ ଇନଚାର୍ଜ ନୀରଜର ତାଙ୍କ ଉପରେ ଖରାପ ନଜର ଥିଲା । ଅନେକ ଥର ନୀରଜ ଛାତ୍ରୀଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲା । ହେଲେ ସେ ଏହାକୁ ପ୍ରତିବାଦ କରୁଥିଲେ । ଏଥିରେ ରାଗି ଯାଇ ଅଭିଯୁକ୍ତ ଛାତ୍ରୀଙ୍କୁ ପ୍ରାକ୍ଟିକାଲରେ ଫେଲ୍ କରି ଦେଇଥିଲା । ପାସ୍ କରିବାକୁ ହେଲେ ତାଙ୍କୁ ଅଜୟ ନାମକ ଆଉ ଜଣେ ଯୁବକଙ୍କ ଘରକୁ ଆସିବାକୁ କହିଥିଲା ।
ପୀଡିତା ଛାତ୍ରୀ ଅଜୟର ଘରେ ପହଞ୍ଚିବା ପରେ ସେଠାରେ ନୀରଜ ଓ ଅଜୟ ମିଶି ତାଙ୍କୁ କୋଲ୍ଡ ଡ୍ରିଙ୍କସରେ ନିଶାଦ୍ରବ୍ୟ ମିଶାଇ ପିଆଇଥିଲେ । ପୀଡ଼ିତା ବେହୋସ୍ ହୋଇଯିବା ପରେ ଦୁହେଁ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ଏବଂ ଏହି ସମୟରେ ଭିଡିଓ ଉତ୍ତୋଳନ କରିଥିଲେ । ପୀଡିତାଙ୍କ ହୋସ୍ ଆସିବା ପରେ ସେ କିଛି ବୁଝି ପାରିନଥିଲେ । ଦୁଇ ଅଭିଯୁକ୍ତ ତାଙ୍କୁ ଭିଡିଓ ଦେଖାଇ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ଏହାପରେ ଦୁହେଁ ବ୍ଲାକମେଲ୍‌ କରି ପୀଡ଼ିତାଙ୍କୁ ଖିବଲେଶ ନାମକ ଆଉ ଜଣେ ଯୁବକଙ୍କ କ୍ବାର୍ଟରକୁ ଡକାଇଥିଲେ । ସେଠାରେ ନୀରଜ, ଅଜୟ ଓ ଖିବଲେଶ ମିଶି ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିଥିଲେ । ଏତିକିରେ ସେମାନଙ୍କର ପାଶବିକତା ସରି ନଥିଲା । ବାରମ୍ବାର ସେମାନେ ପୀଡିତାଙ୍କୁ ବ୍ଲାକମେଲ୍‌ କରି ଗଣଦୁଷ୍କର୍ମ କରିଥିଲେ ।

Powered by Froala Editor

Tags Rape

Related articles Odisha News Lens 4.1

  • ମନ୍ଥା ପାଇଁ ୩ ରାଜ୍ୟକୁ ରେଡ ଆଲର୍ଟ ଜାରି
    ଦେଶ-ଦେଶାନ୍ତର

    ମନ୍ଥା ପାଇଁ ୩ ରାଜ୍ୟକୁ ରେଡ ଆଲର୍ଟ ଜାରି

    13600
    Oct 27, 2025
  • ଆଜି ସାରା ଦେଶରେ ଏସଆଇଆର ଘୋଷଣା କରିବେ ନିର୍ବାଚନ କମିଶନ
    ଦେଶ-ଦେଶାନ୍ତର

    ଆଜି ସାରା ଦେଶରେ ଏସଆଇଆର ଘୋଷଣା କରିବେ ନିର୍ବାଚନ କମିଶନ

    13796
    Oct 27, 2025
  • କେନିଆରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଲଗିଲା ନିଆଁ
    ଦେଶ-ଦେଶାନ୍ତର

    କେନିଆରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଲଗିଲା ନିଆଁ

    14914
    Oct 28, 2025
  • ଏହି ଖାଦ୍ୟ ଖାଇସାରି ପିଅନ୍ତୁ ନାହିଁ ପାଣି
    ବିଶେଷ

    ଏହି ଖାଦ୍ୟ ଖାଇସାରି ପିଅନ୍ତୁ ନାହିଁ ପାଣି

    13950
    Oct 28, 2025
  • ବଲିଉଡରେ ପାଦ ଦେଲେ ୟୁଟ୍ୟୁବର ଭୁବନ
    ମନୋରଞ୍ଜନ

    ବଲିଉଡରେ ପାଦ ଦେଲେ ୟୁଟ୍ୟୁବର ଭୁବନ

    14987
    Oct 27, 2025
  • ବଳକା ତେଲରେ ରୋଷେଇ ସ୍ୱାସ୍ଥ୍ୟ ପାଇଁ ଭାରି ଖରାପ
    ବିଶେଷ

    ବଳକା ତେଲରେ ରୋଷେଇ ସ୍ୱାସ୍ଥ୍ୟ ପାଇଁ ଭାରି ଖରାପ

    15261
    Oct 28, 2025
  • କ୍ରାଇମ ସିରିଜ୍ ଦେଖି ଲିଭ୍‌-ଇନ ପାର୍ଟନରକୁ ହତ୍ୟା
    ଅପରାଧ

    କ୍ରାଇମ ସିରିଜ୍ ଦେଖି ଲିଭ୍‌-ଇନ ପାର୍ଟନରକୁ ହତ୍ୟା

    13800
    Oct 27, 2025
  • ଆଉ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ହେବ SIR
    ଦେଶ-ଦେଶାନ୍ତର

    ଆଉ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ହେବ SIR

    13642
    Oct 27, 2025
  • ପାକିସ୍ତାନ-ଆଫଗାନିସ୍ତାନ ଦ୍ବିପାକ୍ଷିକ ବୈଠକ ବିଫଳ
    ଦେଶ-ଦେଶାନ୍ତର

    ପାକିସ୍ତାନ-ଆଫଗାନିସ୍ତାନ ଦ୍ବିପାକ୍ଷିକ ବୈଠକ ବିଫଳ

    15192
    Oct 27, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ବଲିଉଡରେ ପାଦ ଦେଲେ ୟୁଟ୍ୟୁବର ଭୁବନ

    14987
    Oct 27, 2025
  • ଦେଶ-ଦେଶାନ୍ତର

    ପାକିସ୍ତାନ-ଆଫଗାନିସ୍ତାନ ଦ୍ବିପାକ୍ଷିକ ବୈଠକ ବିଫଳ

    15192
    Oct 27, 2025
  • ଅପରାଧ

    କ୍ରାଇମ ସିରିଜ୍ ଦେଖି ଲିଭ୍‌-ଇନ ପାର୍ଟନରକୁ ହତ୍ୟା

    13800
    Oct 27, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16806
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16902
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17260
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15719
    Apr 03, 2021

ବିଶେଷ

  • ବଳକା ତେଲରେ ରୋଷେଇ ସ୍ୱାସ୍ଥ୍ୟ ପାଇଁ ଭାରି ଖରାପ

    15261
    Oct 28, 2025
  • ଏହି ଖାଦ୍ୟ ଖାଇସାରି ପିଅନ୍ତୁ ନାହିଁ ପାଣି

    13950
    Oct 28, 2025
  • ଏମାନେ କେବେ ବି ଖାଇବା ଉଚିତ ନୁହେଁ ଭେଣ୍ଡି

    14040
    Oct 27, 2025
  • ମହିଳାଙ୍କ ଏପରି ଗୁଣ କରିଦିଏ ବରବାଦ

    15277
    Oct 27, 2025
  • ଖାଇବା ପରେ କରନ୍ତୁନି ଏହିସବୁ କାମ

    13722
    Oct 26, 2025

ବାଣିଜ୍ୟ

ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

ପାଣ୍ଠିର ଅଭାବ ପାଇଁ ଚଳିତ ବର୍ଷ ଦେଶରେ ୧୧,୨୨୩ଟି ଷ୍ଟାର୍ଟଅପ୍ ବନ୍ଦ ହୋଇଯାଇଛି। ଲେଅଫ୍‌ ଡଟ୍‌ ଏଫ୍‌ୱାଇଆଇ ତଥ୍ୟ ଅନୁସାରେ ହାଇକ୍, ବିପ୍‌କାର୍ଟ, ଆଷ୍ଟ୍ରା, ଓହମ୍ ମୋବିଲିଟି, କୋଡ୍‌ ପ୍ୟାରୋଟ୍‌, ବ୍ଲିପ୍, ସବ୍‌ଟଲ୍‌ ଏଆଇ, ଓଟିପାଏ, ଲଗ୍‌ ୯ ମାଟେରିଆଲ୍&zwn ...

  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    14996
    Oct 13, 2025
  • ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

    15842
    Sep 26, 2025
  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14301
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14087
    Sep 16, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବଳକା ତେଲରେ ରୋଷେଇ ସ୍ୱାସ୍ଥ୍ୟ ପାଇଁ ଭାରି ଖରାପ

    15261
    Oct 28, 2025
  • ମନ୍ଥା ପାଇଁ ୩ ରାଜ୍ୟକୁ ରେଡ ଆଲର୍ଟ ଜାରି

    13600
    Oct 27, 2025
  • ଆଜି ସାରା ଦେଶରେ ଏସଆଇଆର ଘୋଷଣା କରିବେ ନିର୍ବାଚନ କମିଶନ

    13796
    Oct 27, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In