ଆରମ୍ଭ ହୋଇଛି ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା
ଭୁବନେଶ୍ୱର : ବୁଧବାରଠୁ ଆରମ୍ଭ ହୋଇଛି ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା? । ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇଛି । ଦ୍ୱାଦଶରେ ୧୭ ଲକ୍ଷ ଓ ଦଶମରେ ୨୨ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି । ଦିନ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଛି ।
ଚଳିତ ବର୍ଷ ଓଡ଼ିଶାରୁ ୪୪ ହଜାର ଛାତ୍ରଛାତ୍ରୀ ଦଶମ ପରୀକ୍ଷା ପାଇ ପଞ୍ଜୀକରଣ କରିଥିବା ବେଳେ, ଦ୍ୱାଦଶ ଶ୍ରେଣୀ ପାଇ ୧୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା । କଡ଼ାସୁରକ୍ଷା ମଧ୍ୟରେ ପରୀକ୍ଷା ହେଉଛି । ଦଶମ ପରୀକ୍ଷା ମାର୍ଚ୍ଚ ୨୧ ଓ ଦ୍ୱାଦଶ ଶ୍ରେଣୀ ପାଇ ଏପ୍ରିଲ ୫ ପର୍ୟ୍ୟନ୍ତ ଚାଲିବା । ଚଳିତ ବର୍ଷ ଦ୍ୱାଦଶରେ ୧୭ଲକ୍ଷ ଓ ଦଶମରେ ୨୨ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି ।
Powered by Froala Editor