Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Wednesday, October 04, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାଗିଗଲେ ସାଂସଦ, ଟଏଲେଟ୍ ସଫା କଲେ ...

  • ନାଣ୍ଡେଡ଼ ଜିଲ୍ଲା ହସ୍ପିଟାଲ୍‌ରେ ମୃତ୍ୟୁ ...

  • ନ୍ୟୁଜ୍ କ୍ଲିକ ପ୍ରତିଷ୍ଠାତା ପ୍ରବୀର ...

  • ଦାଦର ଶିବାଜୀ ପାର୍କ ସୁଇମିଂ ପୁଲରେ ...

  • ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

  • ଏସିଆନ ଗେମ୍ସ : ଦଶମ ଦିନରେ ଦୁଇ ସ୍ବର୍ଣ୍ଣ ...

  • ନେପାଳଠୁ ଦିଲ୍ଲୀ ଥରିଲା

  • ବିହାର ଜାତି ସର୍ଭେ ମାମଲା ...

  • ୧୦ ସୁଦ୍ଧା କାନାଡାର ୪୧ କୂଟନୀତିଜ୍ଞଙ୍କୁ ...

  • ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତ ...

ବିଶେଷ
Home ›› ବିଶେଷ ››ନିୟମିତ ଭେଣ୍ଡି ଖାଇଲେ ମିଳେ ଏହି ଫାଇଦା....

ନିୟମିତ ଭେଣ୍ଡି ଖାଇଲେ ମିଳେ ଏହି ଫାଇଦା....

2023-01-28 13:46:28
15958
Share:
Facebook
Twitter
E-Mail
WhatsApp
Telegram
ନିୟମିତ ଭେଣ୍ଡି  ଖାଇଲେ ମିଳେ ଏହି ଫାଇଦା....

ଖରାଦିନେ ବଜାରରେ ପରିବା ଦର ନିଆଁ ହୋଉଥିବାବେଳେ ଭେଣ୍ଡିର ଉତ୍ପାଦନ ଅଧିକ ମାତ୍ରାରେ ହୋଇଥାଏ । ଏହାକୁ ଏକ ଲାଳଯୁକ୍ତ ପରିବା ହୋଇଥିବା ଯୋଗୁଁ ଏହାକୁ ଖାଇବାକୁ କିଛି ଲୋକ ନାପସନ୍ଦ କରୁଥିବାବେଳେ ଏହାକୁ ଅନେକ ଲୋକ ପସନ୍ଦ ମଧ୍ୟ କରିଥାନ୍ତି । ଆପଣ ଜାଣିଛନ୍ତି ଭେଣ୍ଡି ଏପରି ଏକ ପରିବା, ଯାହା ଆପଣଙ୍କୁ କିଛି ଘାତକ ତଥା ଭୟଙ୍କର ରୋଗରୁ ଦୂରେଇ ରଖିବ । ଖରାଦିନେ ଭେଣ୍ଡି ଖାଇବା ଦ୍ୱାରା ଶରୀରର ଇମ୍ୟୁନିଟି ସିଷ୍ଟମ ଦୃଢ ହେବା ସହ ବିଭିନ୍ନ ପ୍ରକାର ରୋଗର ସଂକ୍ରମଣରୁ ରକ୍ଷା ମିଳିଥାଏ ।

ଭେଣ୍ଡିରେ ଭିଟାମିନ୍-ଏ, ବିଟା କାରୋଟିନ୍, ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏହିସବୁ ଉପାଦନ ଆମର ଆଖିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
ଶରୀରରେ ହାଇକୋଲେଷ୍ଟ୍ରଲ ମାତ୍ରା ବୃଦ୍ଧି ହେଲେ ତାହା ହୃଦରୋଗକୁ ନିମନ୍ତ୍ରଣ କରୁଥିବା ଆପଣ ଭଲଭାବେ ଜାଣିଥିବେ । ହେଲେ ଭେଣ୍ଡିରେ ମ୍ୟୁସିଲେଜ୍ ନାମକ ଏକ ଗାଢ ଜେଲ ପରି ପଦାର୍ଥ ଯାହାକି ପାଚନ ସମୟରେ କୋଲେଷ୍ଟ୍ରଲର ମାତ୍ରାକୁ କମ୍ କରିଥାଏ ।
ଭେଣ୍ଡିରେ ଲାକ୍ଟିନ୍ ନାମକ ଏକ ପ୍ରକାର ପ୍ରୋଟିନ୍ ରହିଥାଏ । ଯାହାକୁ ମଣିଷର କ୍ୟାନସର ସେଲ ବୃଦ୍ଧିକୁ ରୋକିଥାଏ । ଲାକ୍ଟିନ୍ କ୍ୟାନ୍ସର କୋଷିକାର ବୃଦ୍ଧିକୁ ୬୩ ପ୍ରତିଶତ ରୋକିପାରେ । ଫଳରେ ମହିଳାଙ୍କଠାରେ ବ୍ରେଷ୍ଟ କ୍ୟାନସର ପରି ରୋଗ ହୁଏ ନାହିଁ ।
ଏହାସହ ଭେଣ୍ଡିରେ କାର୍ବେହାଇଡ୍ରେଟ୍ ରହିଥାଏ । ଯାହାକି ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଭେଣ୍ଡିରେ ଆଣ୍ଟି-ଓବେସିଟି ଗୁଣ ରହିଥିବାରୁ ଏହା ଶରୀରର ଓଜନ ବୃଦ୍ଧିକୁ ନୟନ୍ତ୍ରଣ କରିଥାଏ ।

ଗରମ ଦିନେ ପେଟ ସମଓ୍ୟାରେ ରହିଥିବା ଲୋକଙ୍କ ପାଇଁ ଭେଣ୍ଡି ଏକ ଭଲ ଖାଦ୍ୟ । ଭେଣ୍ଡିରେ ହୁମାତ୍ରାରେ ଫାଇବର ଥିବାରୁ ତାହା ପାନ ଶକ୍ତିକୁ ମଧ୍ୟ ମଜବୁତ କରିଥାଏ ।
ଗ୍ରାଷ୍ମରେ ଆପଣଙ୍କ ଚର୍ମକୁ ପରିଷ୍କାର ଓ ସୁସ୍ଥ ରଖିବା ପାଇଁ ଭେଣ୍ଡି ଖାଇବା ବହୁତ ଜରୁରୀ । ଭେଣ୍ଡିରେ ଭିଟାମିନ୍-ସି ଶରୀରର ଚର୍ମ ପାଇଁ ଖୁବ୍ ଉପକାରୀ ।

Powered by Froala Editor

Tags Ladies finger

Related articles Odisha News Lens 3.2

  • ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ
    ଦେଶ-ଦେଶାନ୍ତର

    ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

    13834
    Oct 04, 2023
  • ଦାଦର ଶିବାଜୀ ପାର୍କ ସୁଇମିଂ ପୁଲରେ କୁମ୍ଭୀର
    ଦେଶ-ଦେଶାନ୍ତର

    ଦାଦର ଶିବାଜୀ ପାର୍କ ସୁଇମିଂ ପୁଲରେ କୁମ୍ଭୀର

    14051
    Oct 04, 2023
  • ନାଣ୍ଡେଡ଼ ଜିଲ୍ଲା ହସ୍ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଲା
    ଦେଶ-ଦେଶାନ୍ତର

    ନାଣ୍ଡେଡ଼ ଜିଲ୍ଲା ହସ୍ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଲା

    13973
    Oct 04, 2023
  • ନ୍ୟୁଜ୍ କ୍ଲିକ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଗିରଫ
    ଦେଶ-ଦେଶାନ୍ତର

    ନ୍ୟୁଜ୍ କ୍ଲିକ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଗିରଫ

    13717
    Oct 04, 2023
  • ରାଗିଗଲେ ସାଂସଦ, ଟଏଲେଟ୍ ସଫା କଲେ ଡାକ୍ତରଖାନା ଡିନ୍‌
    ଦେଶ-ଦେଶାନ୍ତର

    ରାଗିଗଲେ ସାଂସଦ, ଟଏଲେଟ୍ ସଫା କଲେ ଡାକ୍ତରଖାନା ଡିନ୍‌

    14210
    Oct 04, 2023
  • ଏସିଆନ ଗେମ୍ସ : ଦଶମ ଦିନରେ ଦୁଇ ସ୍ବର୍ଣ୍ଣ ପଦକ
    ଖେଳ ଖବର

    ଏସିଆନ ଗେମ୍ସ : ଦଶମ ଦିନରେ ଦୁଇ ସ୍ବର୍ଣ୍ଣ ପଦକ

    14682
    Oct 04, 2023
  • ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ
    ଦେଶ-ଦେଶାନ୍ତର

    ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ

    13531
    Oct 03, 2023
  • ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତ ହ୍ରାସ
    ଦେଶ-ଦେଶାନ୍ତର

    ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତ ହ୍ରାସ

    13501
    Oct 03, 2023
  • ୧୦ ସୁଦ୍ଧା କାନାଡାର ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲା ...
    ଦେଶ-ଦେଶାନ୍ତର

    ୧୦ ସୁଦ୍ଧା କାନାଡାର ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲା ...

    14437
    Oct 03, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନେପାଳଠୁ ଦିଲ୍ଲୀ ଥରିଲା

    14003
    Oct 04, 2023
  • ଦେଶ-ଦେଶାନ୍ତର

    ନ୍ୟୁଜ୍ କ୍ଲିକ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଗିରଫ

    13717
    Oct 04, 2023
  • ଦେଶ-ଦେଶାନ୍ତର

    ଦାଦର ଶିବାଜୀ ପାର୍କ ସୁଇମିଂ ପୁଲରେ କୁମ୍ଭୀର

    14051
    Oct 04, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15234
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15549
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14270
    Apr 03, 2021

ବିଶେଷ

  • ଖୁବ୍‌ ହାନିକାରକ ଲାଲ୍‌ ଲଙ୍କା

    15315
    Oct 03, 2023
  • ଏହି ଅଭ୍ୟାସ କାରଣରୁ ଦେଖାଯାଏ ହାଡ ଜନିତ ସମସ୍ୟା

    13929
    Oct 03, 2023
  • ନ୍ୟାଚୁରାଲ ଜିନିଷରେ ତିଆରି କରନ୍ତୁ ହର୍ବାଲ ସାମ୍ପୁ

    15389
    Oct 02, 2023
  • ଅଫିସରେ କରନ୍ତୁ ନାହିଁ ଏହି ଭୁଲ୍, ଜବ୍‌ ଉପରେ ପଡ଼ିବାରେ ପ୍ରଭାବ

    13661
    Oct 02, 2023
  • କ୍ଷୀର ପିଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍ ଜାଣନ୍ତୁ....

    14343
    Oct 01, 2023

ବାଣିଜ୍ୟ

ଅକ୍ଟୋବରରେ ୧୮ ଦିନ ବ୍ୟାଙ୍କ ଛୁଟି, ଶୀଘ୍ର ସାରନ୍ତୁ କାମ

ଅକ୍ଟୋବରରେ ୧୮ଦିନ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ପହିଲାରୁ ଆରମ୍ଭ କରି ମାସ ଶେଷ ଯାଏଁ ପର୍ବପର୍ବାଣୀ ପାଳନ କରିବେ ଭାରତବାସୀ। ଗାନ୍ଧୀ ଜୟନ୍ତୀ, ମହାଳୟା, କଟି ବିହୁ, ଦୁର୍ଗାପୂଜା, ଦଶହରା, ଲକ୍ଷ୍ମୀପୂଜା, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଯୋଗୁ ସ୍କୁଲ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିବ।

ତେ ...

  • ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

    15007
    Sep 20, 2023
  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14331
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15777
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14147
    Aug 02, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୦ ସୁଦ୍ଧା କାନାଡାର ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲା ଭାରତ

    14437
    Oct 03, 2023
  • ନ୍ୟୁଜ୍ କ୍ଲିକ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଗିରଫ

    13717
    Oct 04, 2023
  • ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତ ହ୍ରାସ

    13501
    Oct 03, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In