ସୋମବାର ଖୋଲା ରହିବ ନନ୍ଦଦକାନନ

ବାରଙ୍ଗ: ନନ୍ଦଦକାନନ ଅଗଷ୍ଟ ୧୫ ତାରିଖ ସୋମବାର ଖୋଲା ରହିବ ଓ ୧୬ ତାରିଖ ମଙ୍ଗଳବାର ସାପ୍ତାହିକ ଛୁଟି ବନ୍ଦ ରହିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ସରକାରଙ୍କର ନିର୍ଦ୍ଦେଶ ଅନୁଯାଇ ସୋମବାର ସ୍ୱାଧୀନତା ଦିବସ ପଡୁଥିବାରୁ ସେହିଦିନ ନନ୍ଦନକାନନର ଉଭୟ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପର୍ୟ୍ୟଟକଙ୍କ ପାଇଁ ଖୋଲାରହିବ । ମଙ୍ଗଳବାର ଉଭୟ ଉଦ୍ୟାନ ବନ୍ଦ ରହିବ । ସୂଚନା ଯୋଗ୍ୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସାପ୍ତାହିକ ଛୁଟି ପ୍ରତ୍ୟେକ ସୋମବାର ରହିଥାଏ।
Powered by Froala Editor