୬ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ

13954

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ପୁଲିସ ନିକଟରେ ୬ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଓଡିଶାରେ ସକ୍ରିୟ ଥିବା ୪ ଜଣ ଓ ପଶ୍ଚିମ ବସ୍ତର ଡିଭିଜନର ୨ ଜଣ ହାର୍ଡକୋର ମାଓବାଦୀ ରହିଛନ୍ତି। ଓଡିଶା କ୍ୟାଡରର ୪ ଜଣ ମାଓବାଦୀ ନକ୍ସଲ ସଙ୍ଗଠନରେ PPCM ସଦସ୍ୟ ଭାବେ କାର୍ଯ୍ ...

  • 13328

    ମୁମ୍ବଇ : ଭାରତୀୟ ନୌସେନାର ତୃତୀୟ ଅଗଭୀର ଜଳ ଆଣ୍ଟି-ସବମେରିନ୍ ଯୁଦ୍ଧପୋତ ଆଇଏନଏସ୍‌ ମାଙ୍ଗରୋଲ୍‌କୁ ନୌସେନାରେ ସାମିଲ କରାଯାଇଛି। ଏହା ନୌସେନାର ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ କ୍ଷମତାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ବିଶେଷକରି ଉପକୂଳ ଜଳସୀମାରେ ଯେଉଁଠାରେ ବଡ଼ ଯୁଦ୍ଧଜାହାଜଗୁଡ଼ିକର କାର୍ଯ୍ୟ କରି ...

  • 15081

    ଇମ୍ଫାଲ: ମଣିପୁର ହିଂସା ଥମିବାର ନା ଧରୁନି। ସ୍ଥିତି ଦିନକୁୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ମଣିପୁରର କାଙ୍ଗପୋକପି ଜିଲାରେ ୫୨ ବର୍ଷୀୟ ଅଜିନବୋଉ ଆର୍‌ଙ୍କ ହତ୍ୟା ପରେ ତାଙ୍କ କଟାମୁଣ୍ଡ ଫେରାଇବାକୁ ଦାବି ହୋଇଛି। ନାଗା ସଂଗଠନ ‘ଜଏଣ୍ଟ ଟ୍ରାଇବ୍ସ କାଉନସିଲ୍ ମଣିପୁର’ କେନ୍ଦ୍ର ଓ ରାଜ୍ୟ ସରକାରଙ ...

  • 14377

    ୨୦୨୬ ମସିହା ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆମେରିକାର ଦୁଇ ଖ୍ୟାତନାମା ଅର୍ଥନୀତିଜ୍ଞ ରବର୍ଟ ଇ. ହଲ୍ ଓ ମାଇକେଲ୍ ଉଡ୍‌ଫୋର୍ଡଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ପାଇଁ ମନୋନୀତ କରାଯାଇଛି।  ଆର୍ଥିକ ମଡେଲ ବିକଶିତ କରିବାରେ ଉଭୟଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ମାକ୍ରୋଇକୋନ ...

  • 14952

    ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ ନେଇ ବଡ଼ ପରିବର୍ତ୍ତନ କରାଯାଇଛି ।ଦିଲ୍ଲୀର ଜନ୍ତର ମନ୍ତରରେ ଆଉ କୌଣସି ପ୍ରତିବାଦ ହେବ ନାହିଁ। କେନ୍ଦ୍ର ସରକାର ଜନ୍ତର ମନ୍ତର ବଦଳରେ ବୁରାଡି, ରାମଲୀଳା ...

  • 14000

    'କଲ୍ଲନ୍‌ମାରୁଡେ ଭିଡୁ' ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା ମାଲାୟାଲମ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ କାଜା ହୁସେନ୍‌ଙ୍କୁ ଚୋରି ଅଭିଯୋଗରେ କେରଳର ପାଲାକ୍କାଡ୍ ରେଳ ଷ୍ଟେସନରୁ ପୁଲିସ ଗିରଫ କରିଛି। 

    ଶୋରାନୁର ରେଳବାଇ ପୁଲିସ୍ ଷ୍ଟେସନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ କାଜା ହୁସେନ୍ ମୋବ ...

  • 15367

    ଆନନ୍ଦପୁର ବ୍ଲକ୍ କୋଳୀମାଟି ପଞ୍ଚାୟତ ବଣପାହାଡଘେରା ଏହି ଅଞ୍ଚଳଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । କେନ୍ଦୁଝର ବନବିଭାଗ ଅଧୀନ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦରଗଡିଶିଳାର ଶୋଭା ବେଶ ଆକର୍ଷଣୀୟ । ଏହାର ଗରିମାକୁ ବୃଦ୍ଧି କରିବା ନିମନ୍ତେ ବନ ବିଭାଗ ପକ୍ଷରୁ ଟୁରିଜିମ୍ ପ୍ଲାନ୍ ଆଧାରରେ ୬ ଗୋଟି କଟେଜର ବ୍ୟବସ୍ଥା କରାଯାଇ ...

  • 15317

    ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଜଣେ ମା’ ୭ ବର୍ଷର ଶିଶୁପୁତ୍ରକୁ କାମୁଡ଼ି ବାରମ୍ବାର କ୍ଷତାକ୍ତ କରି ପକାଉଥିବା ଅଭିଯୋଗ ହେଉଛି । ମହିଳା ଜଣକ ମାନସିକ ବିକୃତିରୁ ଏଭଳି ଅଘଟଣ ଘଟାଉଥିବା ଅନୁମାନ କରାଯାଉଛି ।  

    ବେଲପାହାଡ଼ ଜୋରବଗାରେ ରୁହନ୍ତି ସାହିଲ୍‌ ମହାରଣା । ୬ବର୍ଷ ତଳୁ ବାପା ଆରପାରିକୁ ...

  • 15030

    ଖପ୍ରାଖୋଲ ଥାନା ଘୁଚାପାଲି ଗ୍ରାମର ଜଣେ ଗାୟିକା ତଥା ଆଲବମ୍ ଅଭିନେତ୍ରୀ ଜସ୍ମିନ ମାଝୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଛି । ଜସ୍ମିନ ଏକାଧାରରେ ଜଣେ ସଂକୀର୍ତ୍ତନ ଗାୟିକା ହେବା ସହ ଏକାଧିକ ଆଲବମରେ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ହେ ...

  • 16126

    ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ଉଦୟପୁର ବନବିଭାଗ ଟିମ୍ । ଠାବ ହୋଇଥିବା ଓରାଙ୍ଗଉଟାନଙ୍କ ବୟସ ପ୍ରାୟ ୧ରୁ ୨ ବର୍ଷ ମଧ୍ୟରେ ବୋଲି ସୂଚନା ମିଳିଛି । ଭାରତରେ ସ୍ୱାଭାବିକ ଭାବେ ଓରାଙ୍ଗଉଟାନ ଦେଖାଯାଆନ୍ତି ନାହିଁ । ମାଲେସିଆ, ସୁମାତ୍ରା ଓ ...

  • 16389

    ମୟୂରଭଞ୍ଜ ଖୁଣ୍ଟା ଥାନା ବଙ୍ଗଳା ଛକରେ ଥିବା ଏସ୍ବିଆଇ ଏଟିଏମ୍ ରୁ ଲୁଟ୍ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏଟିଏମ୍ ରୁ ନୂଆ ତରିକାରେ ଟଙ୍କା ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରି ଏଟିଏମ୍ ଲୁଟ କରିଛନ୍ତି ଦୁର୍ବୃତ୍ତ। ଏପରିକି ଲୁଟ୍ ପରେ ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ...

  • 16233

    କଣାସ ମୁଖ୍ୟରାସ୍ତା ୫ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ପନିକିରେ ହାଣିଛନ୍ତି। ଡାହାଣ ହାତ ଓ ଡାହାଣ ଗୋଡ଼ ଆଣ୍ଠୁ ପାଖରୁ କଟିଯିବା ପରେ ତାଙ୍କ ଉପରେ ସ୍କୁଟି ଚଢ଼ାଇ ମୁହଁକୁ ଗୋଇଠା ମାରିଛନ୍ତି। ପରେ ବୁଲେଟ୍‌ ମୋଟରସାଇକଲ୍‌ରେ ତିନିଜଣ ବସି ତାଙ୍କ ଉପରେ ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଛନ୍ତି। ପ୍ରାୟ ଅଧଘଣ ...

୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା

13954

ତେଲେଙ୍ଗାନାର ଜଣେ କୃଷି ବିଜ୍ଞାନୀଙ୍କ ୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା କରାଯାଇଛି।  ଅଭିଯୁକ୍ତଙ୍କୁ ସୁରକ୍ଷାକର୍ମୀ ବିକ୍ରମ ଭାବରେ ଚିହ୍ନଟ କରାଯାଇଛି। ସିସିଟିଭି ଫୁଟେଜରେ ସୁରକ୍ଷାକର୍ମୀ ଝିଅଟିକୁ ଅନୁସରଣ କରୁଥିବାର ଦେଖାଯାଉଛି। ଘଟଣାର ଦୁଇ ଦିନ ପୂର୍ବରୁ ମଧ୍ୟ ଅଭିଯୁକ୍ତକୁ ଘର ଭିତରେ ସନ୍ଦେହଜନକ ଭାବରେ ...

15032

୭୫ ବର୍ଷ ବୟସରେ ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୋଆର ଡୋନା ପାଉଲା ସ୍ଥିତ ବାସଭବନରେ ନାନା ପାଟେକର ଅଚେତ ଅବସ୍ଥାରେ ମିଳିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। 

ନାନା ପାଟେକର ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କର ପ୍ରସ ...

ଏକ ନଜରରେ ଖବର