ଭୁବନେଶ୍ୱର: ଉତ୍ତର ଥାଇଲାଣ୍ଡ ଉପରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଉପରେ ପହଞ୍ଚିଥିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷ ...
କଟକ / ଭୁବନେଶ୍ୱର, ତା.୦୬/୦୯: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ କଟକଠାରେ ଅନୁଷ୍ଠିତ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଦି୍ୱତୀୟ ଦିବସରେ ଆଜି ଯୋଗ ଦେଇ କାର୍ଯ୍ୟକାରିଣୀକୁ ସମ୍ବୋଧିତ ...
ଅସଲାମ୍ ୱାଲିକୁମ୍ କହିବାରୁ ଆଇପିଏସ ଅଫିସର ବୁସ୍ରା ବାନୋଙ୍କ ବଦଳି। । ପଶ୍ଚିମବଙ୍ଗ ଖଡଗପୁରରେ ଅତିରିକ୍ତ ଏସପି ଅଫିସର ଭାବେ ଡ୍ୟୁଟି କରୁଥିଲେ। ସେପ୍ଟେମ୍ବର ୧୩ରେ ବୁସ୍ରା ବାନୋ UPSC ଆଶାୟୀଙ୍କୁ ଉତ୍ସାହିତ କରିବା ପାଇଁ ଏକ ଭିଡିଓ କରିଥିଲେ। କିନ୍ତୁ ଭିଡିଓ ପ୍ରଥମରୁ ସେ ଅସଲାମ୍ ୱାଲିକୁମ୍ କହି ଭିଡିଓ ଆରମ୍ଭ କରିଥି ...
ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନଙ୍କୁ ଆଉ ୫ ବର୍ଷ ପାଇଁ ପୁନଃନିଯୁକ୍ତ କରିବାକୁ ବୋର୍ଡ ମଞ୍ଜୁରି ଦେଇଛି। ଗତ ଅଗଷ୍ଟ ୧୨ରେ ଚନ୍ଦ୍ରଶେଖରନ ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳ ୨୦୨୭ ଫେବ୍ରୁଆରୀରେ ଶେଷ ହେବା ପରେ ଆଉ ଦାୟିତ୍ୱ ନେବେ ନାହିଁ ବୋଲି କହିଥିଲେ। ଏବେ ବୋର୍ଡର ନୂଆ ନିଷ୍ପତ୍ତିରେ ସେ ଆଉ ୫ ବର୍ଷ ଦାୟିତ୍ୱର ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବଡ ଘୋଷଣା କରିଛନ୍ତି । ସେ ଦିଲ୍ଲୀରେ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଷ୍ଠିତ ରାଜ୍ୟ ଅଙ୍ଗ ଏବଂ ଟିସୁ ପ୍ରତିରୋପଣ ସଂଗଠନ (SOTO)ର ସରକାରୀ ପ୍ଲାଟଫର୍ମକୁ ଉଦଘାଟନ କରିଛନ୍ତି ଏବଂ ଏହି ପ୍ଲାଟଫର୍ମରେ ତାଙ୍କର ଦା ...
ନୂଆଦିଲ୍ଲୀ: ଋଷ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକାର ହାଉସ ଅଫ୍ ରିପ୍ରେଜେଣ୍ଟିଭରେ ଋଷ କଟକଣା ବିଲ୍ ପାରିତ ହୋଇଛି । ଫଳରେ ଋଷ ଠାରୁ ତୈଳ ଓ ଗ୍ୟାସ କିଣୁଥିବା ରାଷ୍ଟ୍ର ଉପରେ 100 ପ୍ରତିଶତ ଟାରିଫ କଷିବ ଆମେରିକା । ଏହି ବିଲ୍କୁ 262-159 ଭୋଟରେ ମଞ୍ଜୁରୀ ମିଳିଛି । ‘ବ୍ୟାପାର ଓ ଆର ...
ଶ୍ରୀନଗର: ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଆଜି(ଗୁରୁବାର) ଉଦ୍ଧମପୁରରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି । ବର୍ତ୍ତମାନ ସ୍ଥାନୀୟ ପୋଲିସ, ସୁରକ୍ଷାକର୍ମୀ ମିଳିତ ଭାବେ ସେହି ଅଞ୍ଚଳରେ ବଡ଼ ଧରଣର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ତେବେ ନିହତ ଆତଙ୍କବାଦୀଙ୍କ ପରି ...
ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ଉଦୟପୁର ବନବିଭାଗ ଟିମ୍ । ଠାବ ହୋଇଥିବା ଓରାଙ୍ଗଉଟାନଙ୍କ ବୟସ ପ୍ରାୟ ୧ରୁ ୨ ବର୍ଷ ମଧ୍ୟରେ ବୋଲି ସୂଚନା ମିଳିଛି । ଭାରତରେ ସ୍ୱାଭାବିକ ଭାବେ ଓରାଙ୍ଗଉଟାନ ଦେଖାଯାଆନ୍ତି ନାହିଁ । ମାଲେସିଆ, ସୁମାତ୍ରା ଓ ...
ମୟୂରଭଞ୍ଜ ଖୁଣ୍ଟା ଥାନା ବଙ୍ଗଳା ଛକରେ ଥିବା ଏସ୍ବିଆଇ ଏଟିଏମ୍ ରୁ ଲୁଟ୍ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏଟିଏମ୍ ରୁ ନୂଆ ତରିକାରେ ଟଙ୍କା ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରି ଏଟିଏମ୍ ଲୁଟ କରିଛନ୍ତି ଦୁର୍ବୃତ୍ତ। ଏପରିକି ଲୁଟ୍ ପରେ ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ...
କଣାସ ମୁଖ୍ୟରାସ୍ତା ୫ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ପନିକିରେ ହାଣିଛନ୍ତି। ଡାହାଣ ହାତ ଓ ଡାହାଣ ଗୋଡ଼ ଆଣ୍ଠୁ ପାଖରୁ କଟିଯିବା ପରେ ତାଙ୍କ ଉପରେ ସ୍କୁଟି ଚଢ଼ାଇ ମୁହଁକୁ ଗୋଇଠା ମାରିଛନ୍ତି। ପରେ ବୁଲେଟ୍ ମୋଟରସାଇକଲ୍ରେ ତିନିଜଣ ବସି ତାଙ୍କ ଉପରେ ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଛନ୍ତି। ପ୍ରାୟ ଅଧଘଣ ...
ଉଦଳା ଥାନା ଜଗନ୍ନାଥୀ ଗ୍ରାମରେ ଲୁଗା ଦୋଳିରେ ଖେଳୁଥିବା ବେଳେ ବେକରେ ଫାଶ ପଡି ଚାଲିଗଲା ନାବାଳକର ଜୀବନ। ମୃତ ନାବାଳକ ଜଣକ ହେଲେ ସତ୍ୟ ମୁର୍ମୁ ।
ଉଦଳା ଥାନା ଜଗନ୍ନାଥୀ ଗ୍ରାମର ଦୁର୍ଗା ମୁର୍ମୁଙ୍କ ସାନପୁଅ ସତ୍ୟ ମୁର୍ମୁ ଘର ବାଡ଼ିରେ ଆତ ଗଛରେ ଶାଢ଼ୀରେ ହୋଇଥିବା ଦୋଳିରେ ବସି ଝୁଲୁଥିଲା। ପୁଅ ଖେଳୁଥିବା ଦେଖ ...
ସାରା ଦେଶରେ ପାଟଣା ବ୍ଲକ୍ର ଡିଆନାଳୀ ଗ୍ରାମ ଜିତୁ ମୁଣ୍ଡାର ଘଟଣା ଖବରର ଶିରୋନାମା ପାଲଟିଛି। ୩ ମାସ ତଳେ ପ୍ରାଣ ହରାଇଥିବା ଭଉଣୀର ମୃତଦେହକୁ ଖୋଳି ବାହାର କରି ବ୍ୟାଙ୍କରେ ପହଞ୍ଚିବା ଘଟଣା ସାରା ବିଶ୍ୱରେ ଆଲୋଡ଼ନ କରିଛି । ଏହି ଘଟଣାରେ ରବିବାର ପୁଣି ଥରେ ଜିତୁ ମୁଣ୍ଡାର ପରିବାର ଶୁଦ୍ଧି ହେବେ ।
ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । କଏଦୀଙ୍କ ଝୁଲନ୍ତା ମୃତାଦେହ ଶୌଚାଳୟରୁ ମିଳିଛି । ମୃତ କଏଦୀ ହେଉଛନ୍ତି ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦୀପ୍ତି ରଞ୍ଜନ ସ୍ୱାଇଁ ।
ଜେଲ୍ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୩ ମସିହାରେ ଏକ ଦୁଷ୍କର୍ମ ଅଭିଯୋଗ ...
ରାଜସ୍ଥାନର ଜୟପୁରରେ ପ୍ରେମିକର ଋଣ ସୁଝିବାକୁ ପ୍ରେମିକା କଲା ବଡ ଧରଣର ଲୁଟ୍ ପ୍ଲାନିଂ । ବ୍ୟାଙ୍କର ଏଟିଏମରୁ ଲୁଟିନେଲେ ୪୧,୭୦ ଲକ୍ଷ ଟଙ୍କା । ପୋଲିସ ଯୁବତୀଙ୍କ ରୁମରୁ ୨୬.୮୦ ଲକ୍ଷ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ।
ସେପ୍ଟେମ୍ବର ୧୪ ତାରିଖ ସକାଳେ ବ୍ୟାଙ୍କ କର୍ମଚାରୀମାନେ ୪୧.୭୦ ଲକ୍ଷ ଟଙ୍କା ବ ...
ପ୍ରାୟ ଛଅ ଦଶନ୍ଧି ଧରି ଚଳଚ୍ଚିତ୍ର ଜଗତରେ ରାଜ କରିଆସୁଥିବା ‘ବିଗ ବି’ (Big B) ନିକଟରେ ଏକ ବ୍ଲଗ ପୋଷ୍ଟ ଲେଖିଥିଲେ, ଯାହା ୮୩ ବର୍ଷୀୟ ଏହି ସୁପରଷ୍ଟାରଙ୍କ ଅବସର ନେଇ ଖୁବ ଚର୍ଚ୍ଚା ସୃଷ୍ଟି କରିଥିଲା।
ତେବେ ଏହି ଚର୍ଚ୍ଚାରେ ନିଜେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବିଗ୍ ବି। ଅମିତାଭଙ୍କ ‘It&r ...
ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଗଣାଯାଉଥିବା ଆର୍ଜେଣ୍ଟିନାର ଲିଓନେଲ ମେସି ସୋମବାର (ଅଗଷ୍ଟ 31) ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ମେସି ସୋସିଆଲ ମିଡିଆରେ ତିନୋଟି ଚିଠି ସହିତ ଏକ ଫଟୋ ଶେୟାର କରିଛନ୍ତି, ଏବଂ ତା ସହିତ ଥିବା କ୍ୟାପସନରେ ତାଙ୍କ ଅବସରକୁ ସମ୍ବୋଧିତ କରାଯାଇଛି। ...
ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍. ପ୍ରଜ୍ଞାନନନ୍ଦ ସେଣ୍ଟ୍ ଲୁଇସ୍ରେ ଗ୍ରାଣ୍ଡ ଚେସ୍ ଟୁର୍ ଟାଇଟଲ୍ ନିଜ ନାମରେ କରିଛନ୍ତି। ଏହି ଟ୍ରଫି ଜିତିବାରେ ସେ ପ୍ରଥମ ଭାରତୀୟ ଚେସ୍ ଖେଳାଳି ହୋଇଛନ୍ତି। ଫାଇନାଲ୍ ମୁକାବିଲାର ଶେଷ ଦିନରେ ବର୍ତ୍ତମାନର ଚାମ୍ପିୟନ୍ ଫାବିଆନୋ କାରୁଆନାଙ୍କଠାରୁ ୬ ପଏଣ୍ଟ ପଛରେ ଥିଲେ ମଧ୍ୟ ପ୍ରଜ୍ଞ ...
ନୂଆ ଇତିହାସ ରଚିଛନ୍ତି ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ। ପ୍ରଥମ ଭାରତୀୟ ଭାବେ ସେ ନରୱେ ଚେସ୍ରେ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ସେ ଆମେରିକାର ୱେସ୍ଲେ ସୋ’ଙ୍କୁ ପଛରେ ପକାଇ ଟ୍ରଫି ଜିତିବାର ସଫଳ ହୋଇଥିଲ।
ନରୱେ ଚେସ୍ରେ ଖେଳାଯାଇଥିବା ଏହି ପ୍ ...
ଅହମଦାବାଦ, ମେ ୩୧: ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ...
୨୦୨୬ ଟି୨୦ ବିଶ୍ୱକପ୍ ରେ, ହାର୍ଦ୍ଦିକ ପାଣ୍ଡ୍ୟା ଜାତୀୟ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି। ହାର୍ଦ୍ଦିକ ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଗୁଡାଇ ଗର୍ଲଫ୍ରେଣ୍ଡ ସହ ପୋଡିୟମରେ ଶୋଇ ପଡିଥିଲେ । ଏହା ଜାତୀୟ ପତାକାକୁ ଅସମ୍ମାନ । ପୁଣେର ଜଣେ ଓକିଲ ସେ ଜାତୀୟ ପତାକାକୁ ଅସମ୍ମାନୀତ କରିଥିବା ଅଭିଯୋଗ ଆଣିଛନ୍ତ ...
ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ ସେପ୍ଟେମ୍ବର ୪, ୨୦୨୬ ...
କର୍ମଚାରୀଙ୍କ ଦୀର୍ଘମିଆଦୀ ସଞ୍ଚୟ ପାଇଁ ଲାଗୁ ହେଉଥିବା ଦରମା ସୀମାକୁ କେନ୍ଦ୍ର ସରକାର ୧୫,୦୦୦ ଟଙ୍କାରୁ ବଢ଼ାଇ ୨୫,୦୦୦ ଟଙ୍କା କରିଛନ୍ତି। ଏହାଦ୍ୱାରା ଆଉ ୫୧ ଲକ୍ଷରୁ ଅଧିକ କର୍ମଚାରୀ କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO)ରେ ସାମିଲ ହେବେ।
ସରକାର କହିଛନ୍ତି, ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ EPFOର ଦରମା ସୀମାରେ ...
୨୦୨୩ ରେ ଆରମ୍ଭ ହୋଇଥିବା ଏହି ବହୁସ୍ତରୀୟ ପଦକ୍ଷେପ ୫୦୦୦ ରୁ ଅଧିକ ଗ୍ରାମବାସୀଙ୍କୁ ସିଧାସଳଖ ଉପକୃତ କରିଛି
ଭୁବନେଶ୍ୱର : ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନିୟମର ଆଲୁମିନା ବିଶୋଧନାଗାର ଆଖପା ...
୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍ର ଏକ ସ୍କ୍ରିନ୍ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ...
ଏହାର କୋଇଲା ଖନନ କାର୍ଯ୍ୟରେ ଡିଜିଟାଲାଇଜେସନ୍, ଏଆଇ-ଆଧରିତ ଖଣି ନିରୀକ୍ଷଣ ଏବଂ ଜ୍ଞାନକେୌଶଳ ପରିଚାଳିତ ପରିଚାଳନା ଦକ୍ଷତା ପ୍ରଦର୍ଶନ କରୁଛି
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେ ...
ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ ଆଧାରରେ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଏହି ହ୍ରାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହୱାନ ସହିତ ସରକାରଙ୍କ ନୀତିଗତ ନିଷ୍ପତ୍ତି ସହ ଯୋଡ଼ି ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ, ସୁନା ଆମଦାନୀ କମିବା ପଛରେ କେବଳ ଗୋଟିଏ କାରଣ ନାହିଁ। ସୁନାର ରେକର୍ଡ ଦର ଏବଂ କଷ୍ଟ ...