‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡିଯିବା ଘଟଣା: ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି ୨୨ ନାବିକ

15207

ପାରାଦୀପ: ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ ୨୩୦ ନଟିକାଲ ମାଇଲ (୩୯୬ କି.ମି.) ଦୂରରେ ଏହି ଦୁର୍ଘଟଣା ଘଟିଛି। ଜାହାଜରେ ଥିବା ମୋଟ ୨୪ ନାବିକଙ୍କ ମ ...

14627

ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟର ୩ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ବିହାରର ବାଙ୍କିପୁରରେ ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପିକେ) ୧୯,୩୨୪ ଖଣ୍ଡ ଭୋଟ୍ ବ୍ୟବଧାନରେ ପ୍ରଚଣ୍ଡ ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ପରାସ୍ତ କରି ସେ ନି ...

  • 13817

    ନୂଆଦିଲ୍ଲୀ: ଅଭିନେତାରୁ ନେତା ବନିଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କ ବଡ଼ ଘୋଷଣା। ଏଣିକି ବିଜୟ ସରକାର ତାମିଲନାଡୁର ପ୍ରତି ପରିବାରକୁ ବାର୍ଷିକ ୩ଟି ଏଲପିଜି ସିଲିଣ୍ଡର ମାଗଣାରେ ଯୋଗାଇ ଦେବେ। ଯେଉଁ ପରିବାରର ବାର୍ଷିକ ଆୟ ୨.୫ ଲକ୍ଷରୁ କମ୍‌ ସେମାନଙ୍କୁ ହିଁ ମାଗଣା ଏଲପିଜି ସିଲିଣ୍ଡର ମିଳିବ। ...

  • 13428

    ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ । ଛୋଟ ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ, ସମସ୍ତଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି । ତେଣୁ, ସମସ୍ତଙ୍କ ପାଖରେ ସିମ୍ କାର୍ଡ ବି ଅଛି । ପ୍ରାୟତଃ, ବାପା ମାଆ କିମ୍ବା ପରିବାରର ମୁଖ୍ୟ ନିଜ ନାମରେ ଏକ ସିମ୍ କାର୍ଡ ଜାରି କରନ୍ତି । କେତେକଙ୍କୁ ବ ...

  • 13836

    ମହାରାଷ୍ଟ୍ର: ଆଜି ସକାଳେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲର ଶିଶୁ ବିଭାଗ (NICU)ରେ ଅଗ୍ନିକାଣ୍ଡ ଘଟି 3 ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି । ସେହିପରି ଅନେକ ଶିଶୁ ନିଆଁରେ ପୋଡ଼ି ଯାଇ ଗୁରୁତର ଆହତ ହୋଇଛନ୍ତି । ଅଗ୍ନିକାଣ୍ଡ ଯୋଗୁଁ ହସ୍ପିଟାଲ ଭିତରେ ଆତଙ ...

  • 13720

    ଦିଲ୍ଲୀରେ ଏଯାଏ ୨,୩୯୨ଟି ଇନ୍‌ଫ୍ଲୁଏଞ୍ଜା-A ମାମଲା ରିପୋର୍ଟ ହୋଇଥିବା ବେଳେ, ସେଥିରୁ ୧,୭୭୭ଟି H1N1 ମାମଲା ରହିଛି। ଅଗଷ୍ଟ ୨୦ରେ ଗୋଟିଏ ଦିନରେ ୧୧୪ଟି ନୂଆ H1N1 ମାମଲା ଚିହ୍ନଟ ହୋଇଥିଲା। ଏହା ପରେ ଦିଲ୍ଲୀରେ ଏହି ବର୍ଷର ମୋଟ H1N1 ସଂକ୍ରମଣ ୧,୭୭୭ରେ ପହଞ୍ଚିଥିଲା। H1N1 ମାମଲା ବୃଦ୍ଧି ପରେ ଦିଲ୍ଲୀ ସରକାର ...

  • 13583

    କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଭିକ୍ଷାବୃତ୍ତି କରି ଗୁଜରାଣ ମେଣ୍ଟାଉଥିବା ହୁର ଉନ୍ନିସା ନାମ୍ନୀ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ୩୦ରୁ ଅଧିକ ପ୍ଲାଷ୍ଟିକ୍ ବସ୍ତାରେ ଭର୍ତ୍ତି ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ଓ ମୁଦ୍ରା ଜବତ କରାଯାଇଛି । 

    ବାର୍ଦ୍ଧକ୍ୟଜନିତ ...

  • 16296

    ମୟୂରଭଞ୍ଜ ଖୁଣ୍ଟା ଥାନା ବଙ୍ଗଳା ଛକରେ ଥିବା ଏସ୍ବିଆଇ ଏଟିଏମ୍ ରୁ ଲୁଟ୍ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏଟିଏମ୍ ରୁ ନୂଆ ତରିକାରେ ଟଙ୍କା ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରି ଏଟିଏମ୍ ଲୁଟ କରିଛନ୍ତି ଦୁର୍ବୃତ୍ତ। ଏପରିକି ଲୁଟ୍ ପରେ ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ...

  • 16138

    କଣାସ ମୁଖ୍ୟରାସ୍ତା ୫ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ପନିକିରେ ହାଣିଛନ୍ତି। ଡାହାଣ ହାତ ଓ ଡାହାଣ ଗୋଡ଼ ଆଣ୍ଠୁ ପାଖରୁ କଟିଯିବା ପରେ ତାଙ୍କ ଉପରେ ସ୍କୁଟି ଚଢ଼ାଇ ମୁହଁକୁ ଗୋଇଠା ମାରିଛନ୍ତି। ପରେ ବୁଲେଟ୍‌ ମୋଟରସାଇକଲ୍‌ରେ ତିନିଜଣ ବସି ତାଙ୍କ ଉପରେ ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଛନ୍ତି। ପ୍ରାୟ ଅଧଘଣ ...

  • 16095

    ଉଦଳା ଥାନା ଜଗନ୍ନାଥୀ ଗ୍ରାମରେ ଲୁଗା ଦୋଳିରେ ଖେଳୁଥିବା ବେଳେ ବେକରେ ଫାଶ ପଡି ଚାଲିଗଲା ନାବାଳକର ଜୀବନ। ମୃତ ନାବାଳକ ଜଣକ ହେଲେ ସତ୍ୟ ମୁର୍ମୁ ।

    ଉଦଳା ଥାନା ଜଗନ୍ନାଥୀ ଗ୍ରାମର ଦୁର୍ଗା ମୁର୍ମୁଙ୍କ ସାନପୁଅ ସତ୍ୟ ମୁର୍ମୁ ଘର ବାଡ଼ିରେ ଆତ ଗଛରେ ଶାଢ଼ୀରେ ହୋଇଥିବା ଦୋଳିରେ ବସି ଝୁଲୁଥିଲା। ପୁଅ ଖେଳୁଥିବା ଦେଖ ...

  • 14818

    ସାରା ଦେଶରେ ପାଟଣା ବ୍ଲକ୍‌ର ଡିଆନାଳୀ ଗ୍ରାମ ଜିତୁ ମୁଣ୍ଡାର ଘଟଣା ଖବରର ଶିରୋନାମା ପାଲଟିଛି। ୩ ମାସ ତଳେ ପ୍ରାଣ ହରାଇଥିବା ଭଉଣୀର ମୃତଦେହକୁ ଖୋଳି ବାହାର କରି ବ୍ୟାଙ୍କରେ ପହଞ୍ଚିବା ଘଟଣା ସାରା ବିଶ୍ୱରେ ଆଲୋଡ଼ନ କରିଛି । ଏହି ଘଟଣାରେ ରବିବାର ପୁଣି ଥରେ ଜିତୁ ମୁଣ୍ଡାର ପରିବାର ଶୁଦ୍ଧି ହେବେ । 

  • 15623

    ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । କଏଦୀଙ୍କ ଝୁଲନ୍ତା ମୃତାଦେହ ଶୌଚାଳୟରୁ ମିଳିଛି । ମୃତ କଏଦୀ ହେଉଛନ୍ତି ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦୀପ୍ତି ରଞ୍ଜନ ସ୍ୱାଇଁ ।  

    ଜେଲ୍ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୩ ମସିହାରେ ଏକ ଦୁଷ୍କର୍ମ ଅଭିଯୋଗ ...

  • 14541

    କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଲୁଟ୍ ହୋଇ ଚାଲିଛି । ଦୁଇଦିନ ଭିତରେ ଦୁଇଟି ଲୁଟ୍ ପୁଲିସ ନିଦ ହଜାଇ ଦେଇଛି । ଗତ ମଙ୍ଗଳବାର ସୁଲଣ ଗାଁ ନିକଟରୁ ମଧୁସୂଦନ ଜେନାଙ୍କ ଘରୁ ଲୁଟ୍ ହୋଇଥିଲା । ମଧୁସୂଦନ ଶିକ୍ଷକ ହୋଇଥିବାରୁ ସେ ସ୍କୁଲ ଯିବାପରେ ତାଙ୍କ ଅନୁପସ୍ଥିତର ସୁଯୋଗ ନେଇ ଦୁର୍ବୃତ୍ତମାନ ...

ଗୁପ୍ତାଙ୍ଗ ବିକ୍ରି ଡିଲ୍ : ରିଲ୍ସ ଦେଖି କିଶୋରଙ୍କୁ ମାରିଦେଲେ

15224

ଭୋପାଳରେ ଛୋଟା ତାଳାବ ଧୋବି ଘାଟରୁ ମିଳିଥିବା ୧୬ ବର୍ଷୀୟ କିଶୋରଙ୍କ ମୃତଦେହ ମାମଲା ୧୧ ଦିନ ମଧ୍ୟରେ ସମାଧାନ ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଏକ ରିଲରେ ଦେଖିଥିଲେ ଯେ ଶରୀରର ପ୍ରାଇଭେଟ ପାର୍ଟ ବିକ୍ରି କଲେ ୧.୨୦ କୋଟି ଟଙ୍କା ମିଳିଥାଏ। ଏହି ରିଲରୁ ପ୍ରଭାବିତ ହୋଇ ଅଭିଯୁକ୍ତମାନେ ରେହାନଙ୍କ ହତ୍ୟା ...

14028

ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ପ୍ରତିଯୋଗିତାର ତୃତୀୟ ସଂସ୍କରଣରେ କେରଳର କୈଜିଆ ଲିଜ ମାଜୋ ‘ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬’ ମୁକୁଟ ଜିତିଥିଲେ। ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ର ବିଜେତାଙ୍କୁ ରାତି ୨ଟା ୩୦ରେ ଘୋଷଣା କରାଯାଇଥିଲା। ଶ୍ରେଷ୍ଠ ୫ ଫାଇନାଲିଷ୍ଟଙ୍କ ମଧ୍ୟରେ ବୈଷ୍ଣବୀ ଗଣେଶ (ତାମିଲନାଡୁ), ତେଜସ୍ବି ...

ଏକ ନଜରରେ ଖବର