୧୮ରୁ ବିଧାନସଭା: ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ଜାରି

13923

ଭୁବନେଶ୍ୱର: ୧୮ରୁ ବିଧାନସଭାର ଅଷ୍ଟମ ଅଧିବେଶନ। ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ପାଇଁ ଘୋଷଣା । ଏନେଇ ବିଜ୍ଞପ୍ତି ଜାରି କଲା କମିଶନରେଟ୍ ପୋଲିସ୍ । ଏଥିପାଇଁ ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ କେଶରୀ ଟକୀଜ୍ ଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ଗତି କରିବେ ।
ସେହିପରି   ...

  • 14957

    ନୂଆଦିଲ୍ଲୀ: ପାର୍ଲାମେଣ୍ଟର ଶୀତ ଅଧିବେଶନ ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ। ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବୃଦ୍ଧି ପାଉଥିବା ଏକ ସଂଘର୍ଷପୂର୍ଣ୍ଣ ରାଜନୈତିକ ପରିବେଶ ମଧ୍ୟରେ ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ମହିଳା ସଂରକ୍ଷଣ ବିଲ୍‌ ସରକା ...

  • 15048

    ନଭେମ୍ବର ୧୩ରୁ ୧୬ ତାରିଖ ଯାଏଁ ଚାଲିଥିଲା ଛଟ୍ ପୂଜା। ଦିଲ୍ଲୀର ବିଭିନ୍ନ ଘାଟରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଥିଲେ। ସନ୍ଧ୍ୟା ଅର୍ଘ୍ୟ ଓ ଉଷା ଅର୍ଘ୍ୟ ସମୟରେ ଅନେକ ଶ୍ରଦ୍ଧାଳୁ ଯମୁନା ନଦୀର ପାଣିରେ ଓହ୍ଲାଇ ସୂର୍ଯ୍ୟଦେବଙ୍କୁ ପୂଜା କରିଥିଲେ। କିନ୍ତୁ ନଦୀର ପାଣି ଉପରେ ଭାସୁଥିବା ଘନ ଧଳା ଫେଣ ଏହି ପୂଜାର ଦୃଶ୍ୟ ...

  • 15041

    ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବା ସମ୍ଭାବନା ରହିଛି । ବର୍ତ୍ତମାନ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଛି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗିରହିଛି । ଏଭଳି ସ୍ଥିତିରେ ଶୀତ ଅଧିବେଶନ ଆରମ୍ଭ ହେବାକୁ ...

  • 14454

    ଲଳିତ ମୋଦୀ ବ୍ରିଟିଶ ନାଗରିକତା ହାସଲ କରିଛନ୍ତି। ଶନିବାର ଅକ୍ସଫୋର୍ଡ ୟୁନିଅନ୍‌ରେ ଉଦ୍‌ବୋଧନ ଦେବା ସମୟରେ ସେ ସାର୍ବଜନୀନ ଭାବେ ଏହି ଘୋଷଣା କରିଛନ୍ତି। ଲଳିତ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, “ଗର୍ବର ମୁହୂର୍ତ୍ତ, ଏକ ନୂଆ ଅଧ୍ୟାୟର ଆରମ୍ଭ।&r ...

  • 14468

    ମାତ୍ର ୧୧ ମାସ ଭିତରେ ୮ ଥର ବଢ଼ିଲାଣି CNG ଦର। ମୁମ୍ବାଇରେ ପୁଣି ବଢ଼ିଛି କିଲୋ ପିଛା ୧ ଟଙ୍କା ୫୦ ପଇସା। ଫଳରେ ଏବେ କିଲୋ ପିଛା ୯୧ ଟଙ୍କା ୫୦ ପଇସା ଦେଇ CNG କିଣିବେ ଗାଡ଼ି ଚାଳକ।

    ସବୁଠୁ ବଡ଼ କଥା ହେଉଛି, ଚଳିତ ବର୍ଷ ଜାନୁଆରୀରେ CNG ଦର ଥିଲା କିଲୋ ପିଛା ୮୦ ଟଙ୍କା ୫୦ ପଇସା। ଆଉ ଏବେ ଏହା ୯୧ ଟଙ୍କା ୫୦ ...

  • 15674

    ବାଇକ ଚାଳକଙ୍କ ବଦଳରେ ଜଣେ ଅଟୋ ଚାଳକଙ୍କ ମୋବାଇଲକୁ ଆସିଛି ହେଲମେଟ ନ ପିନ୍ଧିବାର ଚାଲାଣ। ଗଞ୍ଜାମ ସହରର ପ୍ରଫୁଲ୍ଲ କୁମାର ପଣ୍ଡା ଗତ ସୋମବାର ନିଜ ଅଟୋ ନେଇ ଭଡ଼ାରେ ବ୍ରହ୍ମପୁର ଯାଇଥିଲେ। ଘରକୁ ଫେରିବା ପରେ ତାଙ୍କ ମୋବାଇଲକୁ ହେଲମେଟ ପିନ୍ଧି ନ ଥିବା ନେଇ ଏକ ଇ-ଚାଲାଣ ମେସେଜ ଆସିଥିଲା। ଏଥିରେ ହେଲମେଟ ବ୍ୟବହାର ନ କ ...

  • 15443

    ଆନନ୍ଦପୁର ବ୍ଲକ୍ କୋଳୀମାଟି ପଞ୍ଚାୟତ ବଣପାହାଡଘେରା ଏହି ଅଞ୍ଚଳଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । କେନ୍ଦୁଝର ବନବିଭାଗ ଅଧୀନ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦରଗଡିଶିଳାର ଶୋଭା ବେଶ ଆକର୍ଷଣୀୟ । ଏହାର ଗରିମାକୁ ବୃଦ୍ଧି କରିବା ନିମନ୍ତେ ବନ ବିଭାଗ ପକ୍ଷରୁ ଟୁରିଜିମ୍ ପ୍ଲାନ୍ ଆଧାରରେ ୬ ଗୋଟି କଟେଜର ବ୍ୟବସ୍ଥା କରାଯାଇ ...

  • 15417

    ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଜଣେ ମା’ ୭ ବର୍ଷର ଶିଶୁପୁତ୍ରକୁ କାମୁଡ଼ି ବାରମ୍ବାର କ୍ଷତାକ୍ତ କରି ପକାଉଥିବା ଅଭିଯୋଗ ହେଉଛି । ମହିଳା ଜଣକ ମାନସିକ ବିକୃତିରୁ ଏଭଳି ଅଘଟଣ ଘଟାଉଥିବା ଅନୁମାନ କରାଯାଉଛି ।  

    ବେଲପାହାଡ଼ ଜୋରବଗାରେ ରୁହନ୍ତି ସାହିଲ୍‌ ମହାରଣା । ୬ବର୍ଷ ତଳୁ ବାପା ଆରପାରିକୁ ...

  • 15108

    ଖପ୍ରାଖୋଲ ଥାନା ଘୁଚାପାଲି ଗ୍ରାମର ଜଣେ ଗାୟିକା ତଥା ଆଲବମ୍ ଅଭିନେତ୍ରୀ ଜସ୍ମିନ ମାଝୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଛି । ଜସ୍ମିନ ଏକାଧାରରେ ଜଣେ ସଂକୀର୍ତ୍ତନ ଗାୟିକା ହେବା ସହ ଏକାଧିକ ଆଲବମରେ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ହେ ...

  • 16222

    ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ଉଦୟପୁର ବନବିଭାଗ ଟିମ୍ । ଠାବ ହୋଇଥିବା ଓରାଙ୍ଗଉଟାନଙ୍କ ବୟସ ପ୍ରାୟ ୧ରୁ ୨ ବର୍ଷ ମଧ୍ୟରେ ବୋଲି ସୂଚନା ମିଳିଛି । ଭାରତରେ ସ୍ୱାଭାବିକ ଭାବେ ଓରାଙ୍ଗଉଟାନ ଦେଖାଯାଆନ୍ତି ନାହିଁ । ମାଲେସିଆ, ସୁମାତ୍ରା ଓ ...

  • 16465

    ମୟୂରଭଞ୍ଜ ଖୁଣ୍ଟା ଥାନା ବଙ୍ଗଳା ଛକରେ ଥିବା ଏସ୍ବିଆଇ ଏଟିଏମ୍ ରୁ ଲୁଟ୍ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏଟିଏମ୍ ରୁ ନୂଆ ତରିକାରେ ଟଙ୍କା ନେଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରି ଏଟିଏମ୍ ଲୁଟ କରିଛନ୍ତି ଦୁର୍ବୃତ୍ତ। ଏପରିକି ଲୁଟ୍ ପରେ ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ...

ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

15218

ଗୁଜରାଟର ରାଜକୋଟରେ ପାନ ଖାଇବାକୁ ନେଇ ପରେଶ ଚୌହାନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣାରେ ଅନିଲ ଓରଫ କାନୋ ପରମାର, ଧର୍ମେଶ ଓରଫ ରାଧେ ରାଠୋର ଏବଂ ଜଣେ ନାବାଳକଙ୍କୁ ପୁଲିସ ଗିରଫ କରିଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପାନ ଦୋକାନରେ ହୋଇଥିବା ବିବାଦ ସମ୍ପର୍କରେ ଅନିଲ ତାଙ୍କ ନାବାଳକ ସାଙ୍ଗକୁ ଜଣାଇଥିଲେ ...

15170

ଚଳଚ୍ଚିତ୍ର ‘ରାମାୟଣ’ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ରିଲିଜ୍‌ ପରଠାରୁ ମାତ୍ର ୧୨ ଦିନ ମଧ୍ୟରେ ଏହାର ବିଶ୍ୱବ୍ୟାପୀ ଆୟ ୧୩୮୪.୫୦ କୋଟି ଟଙ୍କାରେ ପହଞ୍ଚିଛି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର ଶ୍ରୀରାମ, ସାଇ ପଲ୍ଲବୀ ସୀତା ଏବଂ ୟଶ ରାବଣ ଭୂମିକାରେ ଅ ...

  • 14568

    ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମହା ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି ଭାରତ ଚାମ୍ପିୟନ ହୋଇଛି। ୩୩୮ ରନର ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଭଲ ଆରମ୍ଭ କରିଥିଲା। ହେଲେ ମଧ୍ୟକ୍ରମର ବ୍ୟାଟରମାନେ ବିଫଳ ହେବାରୁ ଦଳ ପରାଜୟର ଦ୍ୱାରଦେଶରେ ପହଞ୍ଚି ଯାଇଥିଲା।

    ୨୫୨ ରନ ସ୍କୋରରେ ଭାରତ ଅଷ୍ଟମ ଉଇକେଟ ହରାଇଥିଲା ...

  • 14806

    ଟେଷ୍ଟ କ୍ରିକେଟ୍ ରୁ ଅବସର ଘୋଷଣା କଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ୬୪ଟି ଟେଷ୍ଟ, ୨୨୯ ୱିକେଟ୍ ଓ ଅନେକ ସ୍ମରଣୀୟ ପ୍ରଦର୍ଶନ ସହ ଶେଷ ହୋଇଛି ସାମିଙ୍କ ୧୩ ବର୍ଷର ଟେଷ୍ଟ ଯାତ୍ରା। ସୋସିଆଲ ମିଡିଆରେ ଭାବପ୍ରବଣ ପୋଷ୍ଟ କରି ଟେଷ୍ଟ କ୍ରିକେଟକୁ ବାଏ ବାଏ କହିଛନ୍ତି ସାମି।

    ୨୦୨୩ ଜୁନରେ ଦି ଓଭାଲରେ ଅଷ୍ଟ୍ରେ ...

  • 14544

    ମର୍ସିଡିଜ୍‌ ଚାଳକ କିମି ଆଣ୍ଟୋନେଲ ୟୁଏସ୍‌ ଗ୍ରାଁ ପ୍ରିରେ ବିଜେତା ହୋଇଛନ୍ତି। ସଂପ୍ରତି ସେ ଚାଳକ ଦୌଡ଼ରେ ୩୬୫ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ତାଙ୍କ ମର୍ସିଡିଜ୍‌ ସାଥୀ ଜର୍ଜ ରସେଲ (୨୪୨) ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏଥସହ ସେ ସର୍ବକନିଷ୍ଠ ଚାଳକ ଭାବେ ଫର୍ମୁଲା ୱାନ୍‌ ବିଜେତା ହେବାର ...

  • 15225

    ସ୍ବର୍ଣ୍ଣ ପଦକ ଜିତିବାରେ ରୋଶିବିନା ବିଫଳ ହୋଇଥିଲେ ମଧ୍ୟ ଏସିଆନ ଗେମ୍ସରେ ସେ ବଡ଼ ଇତିହାସ ରଚିଛନ୍ତି। ଏସିଆନ ଗେମ୍ସ ୨୦୨୬ରେ ଭାରତ ପାଇଁ ପଦକ ଜିତିଛନ୍ତି ୱୁଶୁ ଖେଳାଳି ରୋଶିବିନା ଦେବୀ। ମହିଳା ୬୦ କିଲୋଗ୍ରାମ ବର୍ଗରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ମଣିପୁରର ୨୫ ବର୍ଷୀୟ ରୋଶିବିନାଙ୍କ ମୁକାବିଲା ଚାଇନ ...

  • 14583

    ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଗଣାଯାଉଥିବା ଆର୍ଜେଣ୍ଟିନାର ଲିଓନେଲ ମେସି ସୋମବାର (ଅଗଷ୍ଟ 31) ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ମେସି ସୋସିଆଲ ମିଡିଆରେ ତିନୋଟି ଚିଠି ସହିତ ଏକ ଫଟୋ ଶେୟାର କରିଛନ୍ତି, ଏବଂ ତା ସହିତ ଥିବା କ୍ୟାପସନରେ ତାଙ୍କ ଅବସରକୁ ସମ୍ବୋଧିତ କରାଯାଇଛି। 

ଏକ ନଜରରେ ଖବର