Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, August 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

  • ନିଟ୍ ପରୀକ୍ଷା ବ୍ୟବସ୍ଥାକୁ ନେଇ ...

  • ଜାମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ...

  • ୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ...

  • ୟୁକେ ଫେରିବେ ପ୍ରିନ୍ସ ହ୍ୟାରି ଏବଂ ମେଘାନ

  • ବୃଦ୍ଧ ବାପା-ମାଆଙ୍କୁ ଅସମ୍ମାନ କଲେ ...

  • ପ୍ରିନ୍ସପାଲଙ୍କୁ ଛୁରୀ ଭୂସି ମାରିଦେଲେ ୨ ...

  • ୪୬ ପଇସା ପାଇଁ ୧୨୦୦ ଟଙ୍କାର ଜରିମାନା

  • ଅଲଗା ହେବାର ପ୍ରଶ୍ନ ନାହିଁ : ସୁନିତା ଆହୁଜା

  • ଶାହରୁଖ, ସଲମାନଙ୍କୁ ଟକ୍କର ଦେବେ ଟମ୍ ...

ରାଜ୍ୟ
Home ›› ରାଜ୍ୟ ››ହଟହଟା ହେଲେ କଟକୀ ମହିଳା ଜାଣନ୍ତୁ କାରଣ

ହଟହଟା ହେଲେ କଟକୀ ମହିଳା ଜାଣନ୍ତୁ କାରଣ

2022-01-19 05:50:02
14373
Share:
Facebook
Twitter
E-Mail
WhatsApp
Telegram
ହଟହଟା ହେଲେ କଟକୀ ମହିଳା ଜାଣନ୍ତୁ କାରଣ

କଟକ ତୁଳସୀପୁର ଅଞ୍ଚଳରୁ ଶୁଆ ନିଖୋଜ ହେବା ଏବଂ  ଶୁଆ କୁ ଭୁବନେଶ୍ୱର କେଶୁରା ଅଞ୍ଚଳରୁ ମିଳିବା ଘଟଣା ଗଣମାଧ୍ୟମ ଓ ସୋସିଆଲ ମେଡିଆ ରେ ଗତ ୧୦-୧୨ ଦିନ ହେଲା ଚର୍ଚ୍ଚା ଚାଲି ଥିଲା । ସବୁ ଚର୍ଚ୍ଚା ରେ ଅନ୍ତ ଘଟିଛି । ଆଜି ସକାଳୁ ସମ୍ପୃକ୍ତ ଶୁଆର ତଥାକଥିତ ମଳିକାଣୀ ବୋଲି ନିଜକୁ ଦାବୀ କରୁଥିବା ସସ୍ମିତା ବେହେରାଙ୍କ ଘରେ ନଗର ବନଖଣ୍ଡ ତରଫରୁ ଚଢ଼ାଉ କରି ଶୁଆ ଟିକୁ ଉଦ୍ଧାର କାରାଯାଇଛି । ଆଜି ସକାଳେ ନଗର ବନଖଣ୍ଡ ଅଧିକାରୀ ଯଶୋବନ୍ତ ବେରିହାଙ୍କ ନିର୍ଦେଶ ରେ କଟକ ରେଞ୍ଜ ଅଫିସର ଦୂର୍ଗା ଚରଣ ସାହୁ ନିଜର ଟିମ ଧରି ନଗର ବନଖଣ୍ଡ ଏସିଏଫ ଅନନ୍ତ ଚରଣ ପ୍ରଧାନଙ୍କ ନେତୃତ୍ବ ରେ ସସ୍ମିତାଙ୍କ ତୁଳସୀପୁର ସ୍ଥିତ ଘର କୁ ଦିନ ପ୍ରାୟ ସାଢେ ୧୧ ଟା ବେଳେ ଶୁଆ ଟିକୁ ଜବତ କରିବା ପାଇଁ ପହଞ୍ଚି ଥିଲେ । ହେଲେ ପ୍ରାଥମିକ ପର୍ୟ୍ୟାୟରେ ଶୁଆ ଟିକୁ ଦେବା ପାଇଁ ରାଜି ହୋଇନଥିଲେ ସସ୍ମିତାଙ୍କ ପରିବାର । ଦିନ ୨ଟା ବେଳେ ଏସିଏଫ ଙ୍କ ଅନୁରୋଧ କ୍ରମେ ଭୁବନେଶ୍ୱର ରୁ ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ ଯାଇ ତୁଳସୀପୁର ରେ ୩ ଟା ରେ ପହଁଚିଲେ । 

ସେତେବେଳକୁ ସସ୍ମିତାଙ୍କ ପରିବାର ପୋଷା ଶୁଆ "କୋକୋ" କୁ ବନ ବିଭାଗ କୁ ହସ୍ତାନ୍ତର କରିବା ପାଇଁ କୁନ୍ଥୁ କୁନ୍ଥୁ ହେଉଥିଲେ । ଶୁଭେନ୍ଦୁ ଶୁଆ ଭାରତୀୟ ବନ୍ୟପ୍ରାଣୀ ଆଇନ ଦ୍ୱାରା ଏକ ସଂରକ୍ଷିତ ପକ୍ଷୀ ହୋଇଥିବାରୁ ଜଣେ ଘରୋଇ ଲୋକ କେବେ ହେଲେ ବି ଏହାକୁ ଘରେ ପୋଷି ପାରିବ ନାହିଁ ବୋଲି ବୁଝେଇଥିଲେ । 

ଏନେଇ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି "ଭଦ୍ର ମହିଳା ଘର ଭିତରେ ଶୁଆଟି  ପ୍ରାୟ ୪ ଫୁଟ ଉଚ୍ଚର ଏକ ପଞ୍ଜୁରୀ ଭିତରେ ଥିଲା । ଏଣୁ ଆଗରୁ ଗଣମାଧ୍ୟମରେ ସସ୍ମିତାଙ୍କ ଘରେ ଶୁଆ ଟି ଖୋଲା ରେ ବିଚରଣ କରୁଥିବା କଥା ଯାହା ପ୍ରକାଶିତ ହୋଇଥିଲା ତାହା ମିଛ" । 

ଉଲ୍ଲେଖଯୋଗ୍ୟ ଏଇ ଶୁଆ ଟି ଏକ ଆଲେକଜାଣ୍ଡ୍ରିନ୍ ପାରାକିଟ ପ୍ରଜାତିର ପକ୍ଷୀ । ଏଇ ପକ୍ଷୀକୁ ଘରେ ପିଞ୍ଜରାରେ ଆବଦ୍ଧ କରି ରଖିବା ଭାରତୀୟ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୩ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ । ଯଦିଓ ରାଜ୍ୟରେ ଅନେକ ସ୍ଥାନରେ ଲୋକମାନେ ଏଇ ଶୁଆ କୁ ବେଆଇନ୍ ଭାବରେ ଘରେ ରଖିଛନ୍ତି ଓ ଅନେକ ସ୍ଥାନରେ ଏହା ବେଆଇନ ଭାବରେ କିଣା ବିକା ମଧ୍ୟ ହେଉଛି । କିଛି ଦାୟୀତ୍ୱବାନ୍ ବନ ଅଧିକାରୀ ଶୁଆ ପାଇଁ ଚଢ଼ାଉ କରି ଜବତ ଓ ଗିରଫ କରୁଥିବା ବେଳେ ଅନେକ ଦାୟୀତ୍ୱହୀନ ଅଧିକାରୀ ଏଇ ଭଳି ବେଆଇନ କାମ କୁ ଦେଖି ମଧ୍ୟ ଆଖି ବୁଜି ଦେଇଛନ୍ତି । 

ତେବେ କୋକୋ ନାମକ ଯେଉଁ ଶୁଆ ଟି ସସ୍ମିତାଙ୍କ ଘରୁ ୧୨ ଦିନ ତଳେ ହଜିଥିଲା, ଆଜି ବନ ବିଭାଗ ସସ୍ମିତାଙ୍କ ଘର ଭିତରେ ପଞ୍ଜୁରୀ ଭିତରୁ ଉଦ୍ଧାର ଉଦ୍ଧାର ହୋଇଥିବା ଶୁଆ ଟି ସମାନ ନୁହେଁ ବୋଳି ଶୁଭେନ୍ଦୁ ସନ୍ଦେହ ପ୍ରକାଶ କରିଛନ୍ତି ।

Powered by Froala Editor

Tags Parrot

Related articles Odisha News Lens 4.1

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର
    ବିଶେଷ

    ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    14895
    Aug 21, 2026
  • ନିଟ୍ ପରୀକ୍ଷା ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ  ...
    ଦେଶ-ଦେଶାନ୍ତର

    ନିଟ୍ ପରୀକ୍ଷା ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ...

    14128
    Aug 20, 2026
  • ଜାମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରଦୂତ
    ଦେଶ-ଦେଶାନ୍ତର

    ଜାମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରଦୂତ

    13953
    Aug 20, 2026
  • ୟୁକେ ଫେରିବେ ପ୍ରିନ୍ସ ହ୍ୟାରି ଏବଂ ମେଘାନ
    ଦେଶ-ଦେଶାନ୍ତର

    ୟୁକେ ଫେରିବେ ପ୍ରିନ୍ସ ହ୍ୟାରି ଏବଂ ମେଘାନ

    13947
    Aug 20, 2026
  • ଅଲଗା ହେବାର ପ୍ରଶ୍ନ ନାହିଁ : ସୁନିତା ଆହୁଜା
    ମନୋରଞ୍ଜନ

    ଅଲଗା ହେବାର ପ୍ରଶ୍ନ ନାହିଁ : ସୁନିତା ଆହୁଜା

    13982
    Aug 19, 2026
  • ପ୍ରିନ୍ସପାଲଙ୍କୁ ଛୁରୀ ଭୂସି ମାରିଦେଲେ ୨ ଛାତ୍ର
    ଦେଶ-ଦେଶାନ୍ତର

    ପ୍ରିନ୍ସପାଲଙ୍କୁ ଛୁରୀ ଭୂସି ମାରିଦେଲେ ୨ ଛାତ୍ର

    13553
    Aug 20, 2026
  • ୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ହେଲେ ଦୋଷମୁକ୍ତ
    ଦେଶ-ଦେଶାନ୍ତର

    ୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ହେଲେ ଦୋଷମୁକ୍ତ

    13557
    Aug 20, 2026
  • ୪୬ ପଇସା ପାଇଁ ୧୨୦୦ ଟଙ୍କାର ଜରିମାନା
    ଦେଶ-ଦେଶାନ୍ତର

    ୪୬ ପଇସା ପାଇଁ ୧୨୦୦ ଟଙ୍କାର ଜରିମାନା

    15035
    Aug 19, 2026
  • ଶାହରୁଖ, ସଲମାନଙ୍କୁ ଟକ୍କର ଦେବେ ଟମ୍ ହଲାଣ୍ଡ
    ମନୋରଞ୍ଜନ

    ଶାହରୁଖ, ସଲମାନଙ୍କୁ ଟକ୍କର ଦେବେ ଟମ୍ ହଲାଣ୍ଡ

    14083
    Aug 19, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ହେଲେ ଦୋଷମୁକ୍ତ

    13557
    Aug 20, 2026
  • ମନୋରଞ୍ଜନ

    ଶାହରୁଖ, ସଲମାନଙ୍କୁ ଟକ୍କର ଦେବେ ଟମ୍ ହଲାଣ୍ଡ

    14083
    Aug 19, 2026
  • ଦେଶ-ଦେଶାନ୍ତର

    ନିଟ୍ ପରୀକ୍ଷା ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି ଏହି ସୂଚନା

    14128
    Aug 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17043
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17664
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17713
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18110
    Sep 06, 2023

ବିଶେଷ

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    14895
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    15967
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13885
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14914
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14687
    Aug 10, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

ଶିକ୍ଷା, ନେତୃତ୍ୱ ଓ ବିକାଶର ସୁଯୋଗ ମାଧ୍ୟମରେ ଭବିଷ୍ୟତ ଗଢ଼ିବା

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ କୋଇଲା ଖଣିର ପରିଚାଳନାଗତ ସଫଳତା ପଛରେ ଏକ ଦୃଢ କାର୍ଯ୍ୟବଳ ରହିଛି ଯାହା ବ୍ୟବସାୟ ସହିତ ତାଳଦେଇ ...

  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    13998
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14262
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14385
    Aug 09, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15279
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୟୁକେ ଫେରିବେ ପ୍ରିନ୍ସ ହ୍ୟାରି ଏବଂ ମେଘାନ

    13947
    Aug 20, 2026
  • ୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ହେଲେ ଦୋଷମୁକ୍ତ

    13557
    Aug 20, 2026
  • ଶାହରୁଖ, ସଲମାନଙ୍କୁ ଟକ୍କର ଦେବେ ଟମ୍ ହଲାଣ୍ଡ

    14083
    Aug 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In