ଛାତ୍ରୀଙ୍କୁ ସେକ୍ସୁଆଲ ଫେଭର ମାଗିବା ପଡିଲା ମହଙ୍ଗା, ପ୍ରଫେସର ଗିରଫ
ଭୁବନେଶ୍ବର: ରାଜଧାନୀରୁ ବନ୍ଧା ହେଲେ ରସିକିଆ ପ୍ରଫେସର । ଛାତ୍ରୀଙ୍କୁ ସେକ୍ସୁଆଲ ଫେଭର ମାଗିବା ମହଙ୍ଗା ପଡିଲା। ଅଭିଯୁକ୍ତ ପ୍ରଫେସର ହେଲେ ଅଜିତ ଗୁପ୍ତା । ସେ ଜଣେ ଭେଟେରେନାରି ଛାତ୍ରୀଙ୍କୁ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣଙ୍କ ରାଜି ନହେବରୁ ଅଶ୍ଳୀଳ ଫଟୋ କରି ଭାଇରାଲ କରିଥିଲେ। କୋଲକାତା ହୁଗୁଳିର ଏହି ଅଧ୍ୟାପକ ଭୁବନେଶ୍ୱରରେ ରହି କାମ କରୁଥିଲେ। ଅଭିଯୁକ୍ତ ଅଧ୍ୟାପକ ଜଣକ ପଶୁ ଚିକିତ୍ସା ଶିକ୍ଷାନୁଷ୍ଠାନର ପୂର୍ବତନ ଅଧ୍ୟାପକ ଥିଲେ।
Powered by Froala Editor