ମା’ବୈଷ୍ଣୋଦେବୀ ମନ୍ଦିରରୁ ୪୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ
ନୟାଗଡ଼ : ନୟାଗଡ଼ ଜିଲା ଜାମୁକୋଣ ପାହାଡରେ ଥିବା ମା’ବୈଷ୍ଣୋଦେବୀ ମନ୍ଦିରରେ ଗୁରୁବାର ବିଳମ୍ବିତ ରାତିରେ କଳାକନା ବୁଲାଇଛନ୍ତି ଲୁଟେରା। ୨ୟ ବୈଷ୍ଣୋଦେବୀ ପୀଠ ଭାବେ ପ୍ରସିଦ୍ଧି ଲାଭ କରିଥିବା ଏହି ମନ୍ଦିରରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ କରିଛନ୍ତି। ରାତିରେ ପ୍ରବଳ ପବନ ଓ ବର୍ଷା ପ୍ରଭାବରୁ ଲାଇନନଥିଲା। ଏହାର ସୁଯୋଗ ନେଇ ଚୋର ମନ୍ଦିରରେ କଳାକନା ବୁଲାଇଛନ୍ତି। ମୁଖ୍ୟ ଫାଟକକୁ କାଟି ଗୁମ୍ଫା ଭିତରେ ପ୍ରବେଶ କରି ଲୁଟ କରିଛନ୍ତି।
Powered by Froala Editor