Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ...

ରାଜ୍ୟ
Home ›› ରାଜ୍ୟ ››ଗ୍ରାହକ ସାଜି ଆସିଲେ, ୧୪ ଗ୍ରାମ୍ ସୁନା ହାର ନେଇଗଲେ

ଗ୍ରାହକ ସାଜି ଆସିଲେ, ୧୪ ଗ୍ରାମ୍ ସୁନା ହାର ନେଇଗଲେ

2021-06-25 06:42:53
15672
Share:
Facebook
Twitter
E-Mail
WhatsApp
Telegram
ଗ୍ରାହକ ସାଜି ଆସିଲେ, ୧୪ ଗ୍ରାମ୍ ସୁନା ହାର ନେଇଗଲେ

ଗ୍ରାହକ ସାଜି ଗହଣା ଦୋକାନରୁ ଅଳଙ୍କାର ଲୁଟି ନେଇଛନ୍ତି ଜଣେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସୋର ଥାନା ବଡଖୁରି ଛକରେ ଜଗଧାତ୍ରୀ ଜୁଏଲାରୀରେ ଏହି ଚୋରି ହୋଇଛି । ପ୍ରାୟ ୧୪ ଗ୍ରାମ ଓଜନର ସୁନା ଦୁର୍ବୃତ୍ତ ଜଣକ ନେଇ ଫେରାର ହୋଇଯାଇଛି । ସୋର ଥାନା ପୁଲିସ ତଦନ୍ତ କରୁଥିବାବେଳେ ବହୁତ ଶୀଘ୍ର ଚୋରକୁ ଧରାଯିବ ବୋଲି ଥାନାଧିକାରୀ କହିଛନ୍ତି । 

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଥାନା ବଡଖୁରି ଛକରେ ଜଗଧାତ୍ରୀ ଜୁଏଲାରୀରେ ଜଣେ ଦୁର୍ବୃତ୍ତ ଏକ ୧୪ ଗ୍ରାମ୍ ଓଜନର ସୁନା ନେକ୍ଲେସ୍ ଦେଖୁଥିବା ବେଳେ ଅନ୍ୟ ଗ୍ରାହକ ଆସିବାରୁ ଗହଣା ଦୋକାନର ମାଲିକ ଅନ୍ୟ ଗ୍ରାହକଙ୍କୁ ଗହଣା ଦେଖାଉଥିଲେ । ଏତିକି ବେଳେ ଦୁର୍ବୃତ୍ତ ଜଣକ ଅଳଙ୍କାର ନେଇ ଚମ୍ପଟ୍ ମାରିଥିଲେ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଗହଣା ଦୋକାନର ମାଲିକ ଟୁନୁ ସାହୁ ଏନେଇ ସୋର ଥାନାରେ ଅଭିଯୋଗ କରିବା ପରେ ସୋର ପୋଲିସ ଘଟଣାର ଛାନଭିନ୍ କରୁଛନ୍ତି ।

Powered by Froala Editor

Tags gold

Related articles Odisha News Lens 4.1

  • ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ
    ଦେଶ-ଦେଶାନ୍ତର

    ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ

    13925
    Jun 12, 2025
  • ଇସ୍ରାଏଲ- ଇରାନ ମଧ୍ୟରେ ଉତ୍ତେଜନା, ଉଦବେଗ ପ୍ରକାଶ କଲା ଭାରତ
    ଦେଶ-ଦେଶାନ୍ତର

    ଇସ୍ରାଏଲ- ଇରାନ ମଧ୍ୟରେ ଉତ୍ତେଜନା, ଉଦବେଗ ପ୍ରକାଶ କଲା ଭାରତ

    15433
    Jun 13, 2025
  • ଦୁର୍ଘଟଣା ପୂର୍ବରୁ ପାଇଲଟ କରିଥିଲେ ମେଡେ କଲ୍
    ଦେଶ-ଦେଶାନ୍ତର

    ଦୁର୍ଘଟଣା ପୂର୍ବରୁ ପାଇଲଟ କରିଥିଲେ ମେଡେ କଲ୍

    14414
    Jun 12, 2025
  •  କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…
    ବିଶେଷ

    କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…

    14067
    Jun 13, 2025
  • ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ପୁଅକୁ ବଞ୍ଚାଇ ପାରିଲାନି ମା
    ଦେଶ-ଦେଶାନ୍ତର

    ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ପୁଅକୁ ବଞ୍ଚାଇ ପାରିଲାନି ମା

    14278
    Jun 13, 2025
  • କେଶ ଝଡ଼ିବା କମାଇବ ଯୋଗ
    ବିଶେଷ

    କେଶ ଝଡ଼ିବା କମାଇବ ଯୋଗ

    14020
    Jun 13, 2025
  • ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ
    ଦେଶ-ଦେଶାନ୍ତର

    ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ

    13855
    Jun 12, 2025
  • ବିମାନରେ ବୋମା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ
    ଦେଶ-ଦେଶାନ୍ତର

    ବିମାନରେ ବୋମା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ

    13502
    Jun 13, 2025
  • ଭାଇର ମୃତ୍ୟୁ ପରେ କଣ୍ଟେଣ୍ଟ ସେୟାର କଲେ ସୃଷ୍ଟି, ୟୁଜର୍ସ ଦେଲେ ଏମିତି ମନ୍ତବ୍ୟ...
    ଅପରାଧ

    ଭାଇର ମୃତ୍ୟୁ ପରେ କଣ୍ଟେଣ୍ଟ ସେୟାର କଲେ ସୃଷ୍ଟି, ୟୁଜର୍ସ ଦେଲେ ଏମିତି ମନ୍ତବ୍ୟ...

    14554
    Jun 12, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିମାନରେ ବୋମା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ

    13502
    Jun 13, 2025
  • ଦେଶ-ଦେଶାନ୍ତର

    ଦୁର୍ଘଟଣା ପୂର୍ବରୁ ପାଇଲଟ କରିଥିଲେ ମେଡେ କଲ୍

    14414
    Jun 12, 2025
  • ଅପରାଧ

    ଭାଇର ମୃତ୍ୟୁ ପରେ କଣ୍ଟେଣ୍ଟ ସେୟାର କଲେ ସୃଷ୍ଟି, ୟୁଜର୍ସ ଦେଲେ ଏମିତି ମନ୍ତବ୍ୟ...

    14554
    Jun 12, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16659
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16960
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15487
    Apr 03, 2021

ବିଶେଷ

  • କେଶ ଝଡ଼ିବା କମାଇବ ଯୋଗ

    14020
    Jun 13, 2025
  • କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…

    14067
    Jun 13, 2025
  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    15252
    Jun 11, 2025
  • ଭାରି ଲାଭକାରୀ ଭୃସଙ୍ଗପତ୍ର

    14782
    Jun 11, 2025
  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    14174
    Jun 10, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15701
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16327
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14030
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14828
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିମାନରେ ବୋମା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ

    13502
    Jun 13, 2025
  • ଇସ୍ରାଏଲ- ଇରାନ ମଧ୍ୟରେ ଉତ୍ତେଜନା, ଉଦବେଗ ପ୍ରକାଶ କଲା ଭାରତ

    15433
    Jun 13, 2025
  • ଭାଇର ମୃତ୍ୟୁ ପରେ କଣ୍ଟେଣ୍ଟ ସେୟାର କଲେ ସୃଷ୍ଟି, ୟୁଜର୍ସ ଦେଲେ ଏମିତି ମନ୍ତବ୍ୟ...

    14554
    Jun 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In