ଏନ୍ଟିଏ ପକ୍ଷରୁ ୟୁଜିସି ନେଟ୍ ପାଇଁ ଆବେଦନ ଆରମ୍ଭ
ଭୁବନେଶ୍ୱର: ଏନ୍ଟିଏ ପକ୍ଷରୁ ୟୁଜିସି ନେଟ୍ ପାଇଁ ଆବେଦନ ଆରମ୍ଭ ହୋଇଛି। ଆଶାୟୀ ଛାତ୍ରଛାତ୍ରୀ ଆସନ୍ତା ଅକ୍ଟୋବର ୨୮ ତାରିଖ ମଧ୍ୟରେ ଆବେଦନ କରିବାକୁ ଥିବା ବେଳେ ଦକ୍ଷତା ପରୀକ୍ଷା ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ଏନେଇ ସବିଶେଷ ସୂଚୀ ଏନ୍ଟିଏ ପକ୍ଷରୁ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀ ମାଧ୍ୟମରେ ସବିଶେଷ ସୂଚନା https://ugcnet.nta.nic.in ମାଧ୍ୟମରେ ପାଇ ପାରିବେ ବୋଲି ଏନ୍ଟିଏର ପରୀକ୍ଷା ନିର୍ଦ୍ଦେଶିକା ଡ. ସାଧନା ପରାସର ସୂଚନା ଦେଇଛନ୍ତି।
Powered by Froala Editor