Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, July 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ...

  • କାମ କରିବା ବନ୍ଦ କରିଦେଲା ଫେସବୁକ

  • ସୋନମ ୱାଙ୍ଗଚୁକଙ୍କ ବାର୍ତ୍ତା: ...

  • ବୀମା ଟଙ୍କା ପାଇଁ ସ୍ବାମୀକୁ ବିଷଧର ସାପ ...

  • ଅସ୍ଥାୟୀ ଭାବେ ସ୍ଥଗିତ ହେଲା ଅମରନାଥ ...

  • ‘ଆର୍ଟିକଲ-୩୭୦’କୁ ମିଳିଛି ଶ୍ରେଷ୍ଠ ...

  • ୨୦ ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ...

  • ‘ଆଶୀର୍ବାଦ’ ବିଶ୍ୱକର୍ମା ...

  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ...

  • ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ...

ରାଜ୍ୟ
Home ›› ରାଜ୍ୟ ››ଏମିତି ଠକୁଛନ୍ତି ସାଇବର ଠକ : ତୁମ ସ୍ତ୍ରୀ ଅନ୍ତଃସତ୍ତ୍ୱା ଅଛନ୍ତି, ନାମ ପଞ୍ଜିକରଣ ହୋଇଛି ତ !

ଏମିତି ଠକୁଛନ୍ତି ସାଇବର ଠକ : ତୁମ ସ୍ତ୍ରୀ ଅନ୍ତଃସତ୍ତ୍ୱା ଅଛନ୍ତି, ନାମ ପଞ୍ଜିକରଣ ହୋଇଛି ତ !

2023-09-30 19:37:52
15084
Share:
Facebook
Twitter
E-Mail
WhatsApp
Telegram
ଏମିତି ଠକୁଛନ୍ତି ସାଇବର ଠକ : ତୁମ ସ୍ତ୍ରୀ ଅନ୍ତଃସତ୍ତ୍ୱା ଅଛନ୍ତି, ନାମ ପଞ୍ଜିକରଣ ହୋଇଛି ତ !

ଯେତେ ନୂଆ ଟେକ୍ନୋଲୋଜି ଆସିଲେ ବି ସାଇବର ଠକ ନୂଆ ନୂଆ ତରିକା ଆପଣଉଛନ୍ତି । ହେଲେ ଟିକେ ସଚେତନ ହୋଇଗଲେ ଠକଙ୍କ ଚାଲ୍ ଜାଣିହେବ ଓ ସେଥିରୁ ବର୍ତ୍ତି ହେବ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡାଥାନା ଅନ୍ତର୍ଗତ ବିଲେଇପଦା ଠାରେ ।

ବିଲେଇପଦାର ଗୌତମ ସାହୁଙ୍କୁ ୭୬୮୧୮୫୩୮୦୭ ନମ୍ବର ଫୋନରୁ ମହିଳା ବାଲ ବିକାଶ କେନ୍ଦ୍ରରୁ କହୁଥିବା କହି ଏକ ଫୋନ କଲ ଆସିଥିଲା । ସେଥିରେ ଗୌତମଙ୍କ ସ୍ତ୍ରୀ ବନସ୍ମୀତା ଅନ୍ତସତ୍ୱା ଥିବା ବେଳେ ତାଙ୍କ ନାମ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ପଞ୍ଜିକୃତ କରାଯାଇଛିକି ନାହିଁ ପଚାରିବା ସହ ଅଙ୍ଗନବାଡି କେନ୍ଦ୍ରରୁ ତାଙ୍କୁ ସମସ୍ତ ପ୍ରକାରର ସରକାରୀ ସହାୟତା ମିଳିବାରେ ଅସୁବିଧା ରହିଛି କି ବୋଲି ପଚାରି ବୁଝିଥିଲେ । ଏହାପରେ ଗୌତମଙ୍କୁ ସେଠାକାର ଆଶାକର୍ମି କୁମୁଦିନି ମହାକୁଡଙ୍କ ସହ କନଫରେନ୍ସରେ କଥାବାର୍ତ୍ତା କରାଇ ଏହି ସାଇବର ଠକମାନେ ବିଶ୍ୱାସ ଜନ୍ମାଇବାପରେ କୁମୁଦିନିଙ୍କ ଫୋନଟିକୁ ହୋଲ୍ଡ କରି ଗୌତମଙ୍କୁ ତାଙ୍କର ବ୍ୟାଙ୍କଖାତାରେ ଆର୍ଥିକ ସହାୟତା ପଠାଯିବ କହି ଏହି ଫୋନରେ ତାଙ୍କର ଫୋନପେ ଅଛିକି ନାହିଁ ବୁଝିଥିଲେ । ଗୌତମ ଫୋନ ପେ ଥିବା କହିବା ପରେ ସେମାନଙ୍କ ନମ୍ବରକୁ ତାଙ୍କ ଫୋନରେ ଯୋଡିବା ପାଇଁ କହିଥିଲେ । ଠକ ଜଣଙ୍କ ଗୌତମକୁ ତାଙ୍କ କହିବା ମୁତାବକ କରିବା ପାଇଁ କହି ୨ଟି ପର୍ଯ୍ୟାୟରେ ୬୦୧୨, ୫୫୦୧ ମାରି ନିଜର ପିନ ନଂ ଦେବାପାଇଁ କହିଥିଲେ ।

ତେବେ ଗୌତମ ଠକେଇର ଶିକାର ହେବା ପୁର୍ବରୁ ଏହା ଜାଣିପାରି ଭୁଲ ନମ୍ବର ଦେଇଥିଲେ । ଏଥିରେ କ୍ଷୁବ୍ଧହୋଇ ଠକ ଜଣଙ୍କ ହିନ୍ଦିରେ ଗାଳିଦେବାସହ ତୁ ବଞ୍ଚିଗଲୁ ବୋଲି କହି ଫୋନଟିକୁ କାଟିଦେଇଥିଲା । ଏନେଇ ଗୌତମ ବିଲେଇପଦା ଫାଣ୍ଡିରେ ଅଭିଯୋଗ କରିଥିବା ଜଣାପଡିଛି ।

ଏହି ଗୋଟିଏ ନମ୍ବରରେ ଠକ ଜଣଙ୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବିରିକଳା ପଞ୍ଚାୟତର ବିଲେଇପଦା ଅଙ୍ଗନବାଡି କର୍ମୀ ସସ୍ମୀତା ମୁଣ୍ଡା, କାରଣସାହି ଆଶାକର୍ମୀ ବିଳାସ ବାରିକ, ମୁଟୁଦା ଆଶାକର୍ମୀ କୁନ୍ତଳା ସେଠୀ, ଏଏନ୍‌ଏମ୍ ଦମୟନ୍ତି ଗିରିଙ୍କୁ ମଧ୍ୟ ଅନେକଥର ଫୋନ୍ କରିଥିବା ଜଣାପଡିଛି ।

Powered by Froala Editor

Tags cyber

Related articles Odisha News Lens 4.1

  • ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ନିଲମ୍ବିତ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଲାଞ୍ଚ ନେବା ଅଭିଯୋଗ : ୭ ଜଣ ଅଧିକାରୀ ନିଲମ୍ବିତ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

    14519
    Jul 19, 2026
  • ‘ଆର୍ଟିକଲ-୩୭୦’କୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର, ଶ୍ରୀକାନ୍ତ’କୁ ମିଳିଛି ...
    ଦେଶ-ଦେଶାନ୍ତର

    ‘ଆର୍ଟିକଲ-୩୭୦’କୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର, ଶ୍ରୀକାନ୍ତ’କୁ ମିଳିଛି ...

    14658
    Jul 19, 2026
  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ...
    ବାଣିଜ୍ୟ

    ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ...

    13658
    Jul 18, 2026
  • ଅସ୍ଥାୟୀ ଭାବେ ସ୍ଥଗିତ ହେଲା ଅମରନାଥ ଯାତ୍ରା ଏବଂ ମାତା ବୈଷ୍ଣୋ ଦେବୀ ଯାତ୍ରା
    ଦେଶ-ଦେଶାନ୍ତର

    ଅସ୍ଥାୟୀ ଭାବେ ସ୍ଥଗିତ ହେଲା ଅମରନାଥ ଯାତ୍ରା ଏବଂ ମାତା ବୈଷ୍ଣୋ ଦେବୀ ଯାତ୍ରା

    14692
    Jul 19, 2026
  • ବୀମା ଟଙ୍କା ପାଇଁ ସ୍ବାମୀକୁ ବିଷଧର ସାପ ଚୋଟ ଦେଇ ମାରିଲା ପତ୍ନୀ
    ଅପରାଧ

    ବୀମା ଟଙ୍କା ପାଇଁ ସ୍ବାମୀକୁ ବିଷଧର ସାପ ଚୋଟ ଦେଇ ମାରିଲା ପତ୍ନୀ

    13564
    Jul 19, 2026
  • କାମ କରିବା ବନ୍ଦ କରିଦେଲା ଫେସବୁକ
    ଦେଶ-ଦେଶାନ୍ତର

    କାମ କରିବା ବନ୍ଦ କରିଦେଲା ଫେସବୁକ

    15328
    Jul 19, 2026
  • ୨୦ ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ
    ଦେଶ-ଦେଶାନ୍ତର

    ୨୦ ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ

    14923
    Jul 19, 2026
  • ସୋନମ ୱାଙ୍ଗଚୁକଙ୍କ ବାର୍ତ୍ତା: ସ୍ବାଧୀନତା ପାଇଁ ଏହା ଦ୍ୱିତୀୟ ଆନ୍ଦୋଳନ
    ଦେଶ-ଦେଶାନ୍ତର

    ସୋନମ ୱାଙ୍ଗଚୁକଙ୍କ ବାର୍ତ୍ତା: ସ୍ବାଧୀନତା ପାଇଁ ଏହା ଦ୍ୱିତୀୟ ଆନ୍ଦୋଳନ

    14385
    Jul 19, 2026
  • ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ଶୁଭାରମ୍ଭ କଲେ ମୋଦୀ
    ଦେଶ-ଦେଶାନ୍ତର

    ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ଶୁଭାରମ୍ଭ କଲେ ମୋଦୀ

    13938
    Jul 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅସ୍ଥାୟୀ ଭାବେ ସ୍ଥଗିତ ହେଲା ଅମରନାଥ ଯାତ୍ରା ଏବଂ ମାତା ବୈଷ୍ଣୋ ଦେବୀ ଯାତ୍ରା

    14692
    Jul 19, 2026
  • ଦେଶ-ଦେଶାନ୍ତର

    ‘ଆର୍ଟିକଲ-୩୭୦’କୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର, ଶ୍ରୀକାନ୍ତ’କୁ ମିଳିଛି ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର

    14658
    Jul 19, 2026
  • ଦେଶ-ଦେଶାନ୍ତର

    ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ଶୁଭାରମ୍ଭ କଲେ ମୋଦୀ

    13938
    Jul 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16986
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17593
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17646
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18050
    Sep 06, 2023

ବିଶେଷ

  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    13976
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14360
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14706
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14995
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15733
    Jul 07, 2026

ବାଣିଜ୍ୟ

‘ଆଶୀର୍ବାଦ’ ବିଶ୍ୱକର୍ମା ମହାରଣାମାନଙ୍କୁ ଗୁଣାତ୍ମକ ପରମ୍ପରା ଅଭିଯାନ ଜରିଆରେ ଅଭିବାଦନ ଜଣାଇଲା

ଋଥ ନିର୍ମାଣର ଚିରନ୍ତନ ପରମ୍ପରାରେ ପ୍ରେରିତ ହୋଇ ଆଶୀର୍ବାଦ ଏକ ତଲ୍ଲିନକାରୀ ସାଂସ୍କୃତିକ ଅନୁଭୂତି ଜରିଆରେ କାରିଗରୀକୁ ସମ୍ମାନ ଜ୍ଞାପନ କଲା

ପୁରୀ : ପ୍ରସିଦ୍ଧ ପୁରୀ ରଥ ଯାତ୍ରା ସହିତ ଗଭୀର ଭାବରେ ...

  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

    13658
    Jul 18, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

    14172
    Jul 16, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15837
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13788
    Jul 14, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୨୦ ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ

    14923
    Jul 19, 2026
  • ବୀମା ଟଙ୍କା ପାଇଁ ସ୍ବାମୀକୁ ବିଷଧର ସାପ ଚୋଟ ଦେଇ ମାରିଲା ପତ୍ନୀ

    13564
    Jul 19, 2026
  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

    13658
    Jul 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In